April 24, 2024

Odia Express

News For Public

ପୂର୍ବ ଦିଗଜ୍ କ୍ରିକେଟିୟର୍ ଙ୍କ ଅଚାନକ ହେଲା ମୃତ୍ୟୁ – ଭାରତରେ ଜନ୍ମ ହେଇ ମଧ୍ୟ ପାକିସ୍ତାନ ପାଇଁ ଖେଳୁଥିଲେ ସେ – ଶୋକରେ ବୁଡିଲେ ପୁରା ଖେଳ ଜଗତ..

1 min read

ପୁର୍ବ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଓ ରାଷ୍ଟ୍ରିୟ ଚୟନକର୍ତ୍ତାଙ୍କ ନିଧନ ହୋଇଗଲା , ନିଜ ପ୍ରଦର୍ଶନରୁ ସେ ଲୋକଙ୍କ ହୃଦୟରେ ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ,  ସେ ଜନ୍ମ ତ ଭାରତରେ ନେଇଥିଲେ କିନ୍ତୁ ଖେଳୁଥିଲେ ସେ ପାକିସ୍ଥାନ ପାଇଁ , ଆସନ୍ତୁ ଜାଣିବା ସେହି ଖେଳାଳୀଙ୍କ ନାଁ ଯିଏକି ଆଜି କ୍ରିକେଟ୍ ର ଦୁନିଆଁର ସାଥିରେ ପୁରା ଦୁନିଆଁକୁ ଅଲବିଦା କହିସାରିଛନ୍ତି ।ପ୍ରଥମଥର ଭାରତୀୟ ଗ୍ରସ୍ତରେ ଯାଇଥିବା ପାକିସ୍ଥାନୀ ଟିମ୍ ସଦସ୍ୟ ରହିଥିବା ୱକାର ହସନ ସୋମବାରକୁ ୮୭ ବର୍ଷ ବୟସରେ ନିଧନ ହୋଇଯାଈଥିଲା , ହସନ ୧୯୫୨ ରେ ଭାରତ ଗ୍ରସ୍ତରେ ଯାଇଥିବା ପାକିସ୍ଥାନୀ ଟିମ୍ ର ଶେଷ ଜୀବିତ ଖେଳାଳୀ ଥିଲେ,

ସେ ୧୯୫୪ ରେ ଇଂଲଣ୍ତ ଓ ୧୯୫୫-୫୬ ରେ ୱେଷ୍ଟଇଣ୍ତିଜ୍ ଗ୍ରସ୍ତରେ ବି ଯାଇଥିଲେ , ସେ ଏହି ଗ୍ରସ୍ତଗୁଡିକରେ ଜିତ୍ ଦର୍ଜ କରିଥିବା ପାକିସ୍ଥାନୀ ଟିମ୍ ରେ ଥିଲେ , ସେ ୧୯୫୯ ରେ ସନ୍ୟାସ ଘୋଷଣା କରିବା ପୁର୍ବରୁ ୨୧ ଟି ଟେଷ୍ଟରେ ୧୦୭୧ ରନ୍ କରିଦେଇଥିଲେ , ହସନ ପାକିସ୍ଥାନ କ୍ରିକେଟ୍ ବୋର୍ଡର ପ୍ରମୁଖ ଚୟନ କର୍ତ୍ତା ଓ ପ୍ରବନ୍ଧକ ରୁପରେ ବି ଥିଲେ ।

ତାଙ୍କର ଜନ୍ମ ୧୨ ସେପ୍ଟେମ୍ବର ୧୯୩୨ କୁ ଅମୃତସରରେ ହୋଇଥିଲା, ସେ ୧୯୫୨ ର ଭାରତୀୟ ଗ୍ରସ୍ତରେ ତିନୋଟି ଅର୍ଦ୍ଧଶତକ ଲଗାଇଥିଲେ,  ଇଂଲଣ୍ତର ବିପକ୍ଷରେ ସେ ୫୪ ରନ୍ ବନାଇକରି ଟିମ୍ କୁ ଜିତ୍ ଦେଖାଇଥିଲେ , ସେ ଲାହୋର୍ ରେ ୧୯୫୫ ରେ ନ୍ୟୁଜିଲାଣ୍ତ ବିପକ୍ଷରେ ୧୮୯ ରନ୍ କରି ନିଜର ସର୍ବଶ୍ରେଷ୍ଠ ରନ୍ ସ୍କୋର୍ ଖେଳିଥିଲେ,  ପାକିସ୍ଥାନ କ୍ରିକେଟ୍ ବୋଲ୍ଡ (ପିସିବି) ତାଙ୍କର ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *