April 16, 2024

Odia Express

News For Public

ମଜାଦାର୍ ଜୋକ୍ସ : ଏହି ଜୋକ୍ସ ପଢିଲେ ଆପଣ ହସି ହସି ବେଦମ୍ ହୋଇଯିବେ – ଏହାର ଗ୍ୟାରେଣ୍ଟି ଆମେ ନେବୁ …

ଜୋକ୍ସ ଏପରି ଏକ ଜିନିଷ ହୋଇଥାଏ , ଯାହା କାହାକୁ ନା କାହାକୁ ହସାଇବାରେ ସଫଳତା ପାଇଯାଏ , ଏହି ଦୁନିଆଁରେ ବୋଧେ କେଉଁ ବ୍ୟକ୍ତିଥିବ ଯାହାଙ୍କୁ ପୁରା ଦୁନିଆଁ ମନୋରଞ୍ଜନ ସାଧନ ବୋଲି ଜାଣୀଥିବେ , ଯାହାର ବହୁତ ସାରା କାରଣ୍ ଅଛି , ଯେପରି ଜୋକ୍ସ ପ୍ରାୟ ସବୁ ମାଗଣା ହୋଇଥାଏ , ସେମିତି ଏହାକୁ ପଢିବା ଲୋକ କେହି ବି ପଇସା ଦିଅନ୍ତି ନାହୀଁ , ଓ ଏହି ଜୋକ୍ସ ପଢିବାପାଇଁ ଅଧିକା ପଇସା ଖର୍ଚ୍ଚ ହୋଇନଥାଏ , ଆପଣ କେବେ ନା କେବେ ସୁବିଧାଅନୁସାରେ ପଢିପାରିବେ , ଏହି ଜୋକ୍ସ ପଢିବାପରେ ଆପଣଙ୍କ ମୁଡ୍ ଏକ ଦମ୍ ଫ୍ରେସ୍ ହୋଇଯାଏ , କିଛି ଲୋକେ ଏହାକୁ କହନ୍ତି କି ସବୁଦିନ ଜୋକ୍ସ ପଢିଲେ ଡିପ୍ରେସନ୍ ଦୁର ହୋଇଯାଏ । ଏକ ଗବେଷଣାରୁ ଜଣାଯାଉଛି କି ଜୋକ୍ସ ପଢିବା ଦ୍ୱାରା ଖରାପ ରହିଥିବା ସ୍ୱାସ୍ଥ୍ୟ ଭଲ ହୋଇଜାଏ , ତେବେ ଦେଖନ୍ତୁ , ଏହି ଜୋକ୍ସ ପଢିବା ଦ୍ୱାରା କେତେ କଣ ଫାଇଦା ଅଛି , ଖାଲି ଏହାକୁ ବାଛିବାଛି କିଛି ଜୋକ୍ସପଡିବାର ଅଛି , ତେବେ ଆସନ୍ତୁ ବିନା ଡେରି କରି ଏହି ଚୁଟକୁଲାଙ୍କୁ ପଢିବା ,

ସାନ୍ତା ଅଫିସ୍ ରେ ଥିଲା , ଅଚାନକ ତାର ସ୍ତ୍ରୀ ର ଦେହ ଖରାପ ହୋଇଗଲା , ସ୍ତ୍ରୀ କହିଲେ ଜଲଦି ଡାକ୍ତରଙ୍କ ପାଖକୁ ଫୋନ୍ କର । ସନ୍ତା ଫୋନରେ ଡାକ୍ତର ସାହେବ ମୋର ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି , ଡାକ୍ତର ପଠାଇଦିଅ , ସାନ୍ତା : କେଊଁ ଟାଇମ୍ ରେ ପଠାଇବି , ଡାକ୍ତର ଦିପହର୍ ୨ ଟା ବେଳେ ସାନ୍ତା କଣ ପାଇଁ ,। ଡାକ୍ତର କାରଣ ଟାଇମ୍ କ୍ଂମ୍ପାଉଣ୍ତର୍ ନଥାଏ,  ଏକେଲା ହୋଇଥାଏ , ସାନ୍ତା ବୋହୋସ୍ ,

ଗୋଟେ ପୁଅ ଟ୍ୟୁସନରେ ଝିଅ ପଟାଇବାପାଇଁ ଚେଷ୍ଟା କରେ , ପୁଅ : ଦେଖେ ମୋର ଘଣ୍ଟାରେ ଜାଦୁ ଅଛି , ଝିଅ : କିପରି , ପୁଅ : ଏହା ସବୁ କିଛି ସତ କହିଦିଏ । ଝିଅ : ମୋର ବିଷୟରେ କହିବ , ପୁଅ : ଆଜି ତୁମକୁ ଗୋଟେ ତୁମକୁ ଗୋଟେ ପୁଅ ପ୍ରପୋଜ୍ କରିଛି,  ଝିଅ : ନା ମୋତେ କେହି କରିନାହାନ୍ତି , ଆରେ ମୋର ଘଣ୍ଟା ୧୦ ମିନିଟ୍ ଆଗୁଆ ଅଛି ।

ଟ୍ରେନରେ ଗୋଟେ ମହିଳା ନିଜ ଛୁଆକୁ ଶୋଦୁଥିଲେ,  ମହିଳା : ଶାନ୍ତିରେ ବସିବାର ନାହିଁ ଯଦି ତଳେ ପକାଇଦେବି , ଛୁଆ ଆହୁରି ନଟଖଟିଆ କାମ କରେ , ମହିଳାଙ୍କ ପାଖରେ ବସିଥିବା ଯୂବକ : ଭାଇ ଟିକିଏ ଡରାଇଦିଅ ସେ ବହୁତ ମଜାକ୍ କରୁଛି , ବ୍ୟକ୍ତି : ଓୟେ କମିନା , ମାର ଆଖି , ଖଜୁର୍ କେ ବିଚ୍ , ହାରାମୀକି ଓଲାଡ୍ ଆରାମ ରେ ବସିଯା , ନହେଲେ ଗୋଟେ ମାଡ ତଳେ ପଡିବ ନାହିଁ । ମହିଳା : ରହିବାକୁ ଦିଅ ଭାଇ ନଟଖଟିଆ କରିବାକୁ ଦିଅ ,

Leave a Reply

Your email address will not be published. Required fields are marked *