April 19, 2024

Odia Express

News For Public

୧୫ ଫେବୃୟାରୀ ୨୦୨୦ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନିଙ୍କର ତେଢା ନଜର କାରଣରୁ ଏହି ୬ ଟି ରାଶିଗୁଡିକ ଉପରେ ହେବ ଅସୁବିଧାର ପରିସ୍ଥିତି

୧) ମେଷ ରାଶି : ଚାକିରି କରୁଥିବା ଲୋକଙ୍କୁ ଆଜି ଆଗକୁ ବଢିବାର ମଉକା ଅଛି । ନୁଆ କାର୍ଯ୍ୟର ଆରମ୍ଭ ହେବ , ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି ତେବେ ଆପଣଙ୍କ ଶରୀରକୁ ଯତ୍ନ ନିଅନ୍ତୁ , ଓ ଆରାମ କରନ୍ତୁ , ବ୍ୟସ୍ତତାରେ କରିଥିବା କାର୍ଯ୍ୟରେ ଉପେକ୍ଷିତ କାର୍ଯ୍ୟରେ ବିଫଳ ହେବେ , ଆପଣଙ୍କୁ ଉପଦେଶ ଏହା କି ମହତ୍ତ୍ୱପୁର୍ଣ୍ଣ ଫଇସଲା କିଛି ନିଅନ୍ତୁ ନାହିଁ,  ଆପଣଙ୍କ ବନ୍ଧୁଙ୍କ ସହ ମଉଜମସ୍ତି କରିବେ , ପାରିବାରିକ ଖୁସି ବନାଇ ରଖିବା ପାଈଁ ବହୁତ ପ୍ରକାରର ଚ୍ୟାଲେଞ୍ଜ ଆସିବ ,

୨) ବୃଷ ରାଶି : ଆଜି ମିତ୍ର ତଥା ସ୍ୱଜନଙ୍କ ସହ ସାକ୍ଷାତ କରିବେ , ଆପଣଙ୍କ ଅଫିସ୍ ରେ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ , ତାଙ୍କ ଠାରୁ ବହୁତ ଆଶା ଅଛି , ମନରେ କେଉଁ ପ୍ରକାର ଆଶଙ୍କା ଉତ୍ପନ୍ନ ହେବ , ଯଦି ଆପଣଙ୍କୁ ଧନ ସଂବନ୍ଧିତ କିଛି ମାମଲା କୋର୍ଟ କଚେରିରେ ଅଛି ତେବେ ବିଜୟ ଲାଭ କରିବେ , ଆପଣଙ୍କୁ ଧନର ଲାଭ ମିଳିପାରିବ , ବ୍ୟବସାୟ ବିସ୍ତାର କରିବାର ବ୍ୟାଙ୍କ୍ ରୁଣ ପ୍ରାପ୍ତ କରିବାକୁ ପ୍ରୟାସ କରିପାରନ୍ତି , ଆପାଣଙ୍କୁ ସକରାତ୍ମକ ପରିଣାମ ମିଳିବ ।

୩) କର୍କଟ ରାଶି : ଶନିଦେବଙ୍କ କୃପାରୁ ଆର୍ଥିକ ଲାଭ ମିଳିବ , ସମାଜରେ ଆଦର ସମ୍ମାନ ବୃଦ୍ଧି ହେବ , ଆପଣଙ୍କ ପରିଚିତ ବ୍ୟକ୍ତିଙ୍କ ସହ କଥା ବାର୍ତ୍ତା କରିବାରେ ସାବଧନତା ରଖନ୍ତୁ , ପ୍ରେମର କମି ଅନୁଭବ କରିପାରନ୍ତି , ମତଭେଦକୁ ଗୋଟେ ଲମ୍ବା ଶୃଙ୍ଖଳାରେ ଆସିବାରୁ ଆପଣଙ୍କ ସାମଞ୍ଜସ୍ୟ ଆସିବାରେ ବାଧା ହୋଇପାରେ , ମଧୁର  ବାଣୀ ସକାଶେ ଆପଣଙ୍କ କାମ ପୁରା ହୋଇପାର୍ , ଯାହାକୁ କିଛି ଦିନ ହେବ ଟାଲୁଛନ୍ତି , ତାହା ପୁରା ହେବ । ବେପାରରେ ଲାଭ ଆଶା ଅଛି ,

୪)କନ୍ୟା ରାଶି : କାର୍ଯ୍ୟସ୍ଥଳରେ ଆଜି ନିଜ ପ୍ରଦର୍ଶନ ରୁ ବସ୍ ଙ୍କୁ ପ୍ରଭାବିତ କରିପାରନ୍ତି , ପୁରୁଣା ପରିଯୋଜନା ସଫଳତା ସହ୍ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଯେଉଁ ଲୋକ ଲଘୁ ଉଦ୍ୟୋଗରେ କାମ କରନ୍ତି , ସେମାନଙ୍କୁ କେଉଁ ପ୍ରକାର ଉପଦେଶ ମିଳିପାରେ , ଆପଣଙ୍କ କ୍ରୋଧର କାରଣାରୁ ଆପଣଙ୍କୁ ତାହା ଦୂଃଖିତ ହେବାକୁ ପଡିପାରେ , କାହା ଉପରେ କଟୁକଥା କହିବାରେ ବଞ୍ଚନ୍ତୁ , ନହେଲେ ମତଭେଦ ହୋଇପାରେ , ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ ।

୫) ମିଥୁନ ରାଶି : ମହତ୍ତ୍ୱପୁର୍ଣ୍ଣ ମାମଲା ଆଯି ଯୋଜନା ବନାଇବାର ଆବଶ୍ୟକତା ପଡିବ , ଆପଣ ବ୍ୟସ୍ତ ଦିନଚର୍ଚ୍ଚା ପରେ ବି ନିଜ ପାଇଁ ସମୟ ବାହାର କରିପାରିବେ , ଏହି ଖାଲି ସମୟରେ ନିଜ ପରିବାର ସହ ମିଳାମିଶା କରିପାରନ୍ତି , ମିତ୍ର ବର୍ଗ , ବିଶେଷ ରୁପରେ ସ୍ତ୍ରୀ , ମିତ୍ରଙ୍କ ଦ୍ୱାରା ଲାଭ ପାଇବେ , ନିଜ ଘରୋଇ କାମକୁ ଅଣଦେଖା କରନ୍ତୁ ନାହିଁ , ତେବେ କିଛି ଖାସ୍ ଲୋକ ନାରାଜ୍ ହୋଇପାରନ୍ତି , ସଂନ୍ଧ୍ୟା ର ସମୟରେ କେଉଁ ଆଡେ ବାହାରକୁ ଭ୍ରମଣ କରିପାରନ୍ତି ।

୬)ପ୍ରୋପଟି ସିଲସିଲାରେ କଥା ହୋଇପାରେ , ଆବଶ୍ୟକ ଦସ୍ତାବିଜ ପାଖରେ ରଖନ୍ତୁ , ଆପଣଙ୍କ ପରିବାରର କେଉଁ ସଦସ୍ୟ ଅଥବା ମିତ୍ର ନିରାଶା କରିପାରେ , ଆପଣଙ୍କ ସାମ୍ନାରେ ଅସୁବିଧା କରାଇବ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଆପଣ ଖୁସି ଅନୁଭବ କରିବେ , ପ୍ରେମର ନଜରିଆରେ ଦିନ ବିବାଦସ୍ପଦ ରହିବ , ମିତ୍ର କିମ୍ବା ପରିଜନଙ୍କ ସହ ଆନନ୍ଦଦାୟକ ସମୟ ଅତିବାହିତ କରିବେ ।

୭) ବିଛା ରାଶି  ସାମାଜିକ ସ୍ତରରେ ଆପଣ ଅଧିକା ସକ୍ରିୟତା ଦେଖାଇବେ , ଯଦି କେଉଁ ପରିସ୍ଥିତିରେ ଡରିକରି ପଛକୁ ପଳାଇଆସିବେ ତେବେ ତାହା ଭୁଲ୍ ହେବ , ଏହି ଦିନ ଆପଣଙ୍କ ପାଇଁ ଶାନ୍ତି ନେଇକରି ଆସିବ , ଆଜି ଆପଣଙ୍କ ମନ ନିଜ ପ୍ରିୟଜନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦେବ , କେଉଁ ବନ୍ଧୁ ହେବ ଯିଏ ଲମ୍ବା ସମୟ ଯାଏଁ ରହିବ , ଅଫିସ୍ ରେ ସବୁ ଦରକାରୀ ଦସ୍ତାବିଜ କାମର ସମୟରେ ପୁରା କରିବେ ।

୮) ଧନୁ ରାଶି : ବ୍ୟବସାୟିକ ଲୋକ ଆଜି ଫାଈଦା କ୍ଷତି ହୋଇପାରେ,  ନିଜ ସବୁ ଅସୁବିଧା ଭୁଲିକରି ମଜା ନିଅନ୍ତୁ , ଆପଣଙ୍କ ସବୁ ବିଚାରକୁ ଖୋଲିକରି କହିବାକୁ ମନ କରିବେ , କାରୋବାରୀଙ୍କ ପାଇଁ ଅଚାନକ ଧନ ଲାଭ ହେବାର ଯୋଗ ହେଉଛି , ଗାଇକୁ ଘାସ ଖୁଆନ୍ତୁ , ଆପଣଙ୍କ ସବୁ ମନୋକାମନା ପୁରା ହେବ । ସ୍ୱାସ୍ଥ୍ୟ ଭଲ ରହିବ , ପ୍ରତିସ୍ୱଦିଙ୍କୁ ପରାସ୍ତ କରିବାରେ ସକ୍ଷମ ହେବେ ।

୯) ସିଂହ ରାଶି : ଲଘୁ ଯାତ୍ରାର ଯୋଗ ଅଛି , ଭାଇ ବନ୍ଧୁଙ୍କର ସହ ମିଳାମିଶି ରହିବ , ଆପଣଙ୍କ ଉଚ୍ଚ ବୌଦ୍ଧିକ କ୍ଷମତା ଯୋଗୁଁ ଆପଣଙ୍କ କମିକୁ ଲଢିବାରେ ସହାୟତାକରିବ , କେବଳ ସକରାତ୍ମକ ବିଚାର ଜରିଆରେ ସମସ୍ୟାର ସମାଧାନ କରିବେ , ସାମାଜିକ କ୍ଷେତ୍ରରେ ଆପଣ ଖ୍ୟାତି ଅର୍ଜନ କରିପାରନ୍ତି , ଦିନରେ ସ୍ୱୟଂ ନିଜ କାମକୁ ଭଲ ଭାବେ ସାରିବେ ,

୧୦) ମକର ରାଶି : ଛାତ୍ରଙ୍କୁ ସଫଳତ୍ ପାଇବାର ଯୋଗ ଅଛି , ମିତ୍ର ଓ ସ୍ନେହିଜନଙ୍କ ଭେଟ ହେବ , ଆପଣଙ୍କୁ ତାଙ୍କ ସହ ସମୟ ଅତିବାହିତ କରିବେ । ବହୁତ ଲମ୍ବା ସମୟରୁ କିଛି ସମୟ ଅତିବାହିତ କରିବାର ସୁଯୋଗ ଅଛି , ଆପଣଙ୍କ ଆସୁଥିବା ସମୟ ପ୍ରବଳ ଧନ ଲାଭ ହେବ , ଆପଣଙ୍କ ଜୀବନସାଥୀଙ୍କ ସହ ଡିନର୍ କରିବାପାଇଁ କେଉଁ ଆଡେ ଯାଇପାରନ୍ତି , ଯାହା ଦ୍ୱାରା ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ , କଳାକାର , କାରିଗର , ଲେଖକଙ୍କ ପାଇଁ ପ୍ରତିଭା ଦର୍ଶାଇବାପାଈଁ ଅବସର ମିଳିବ।

୧୧) କୁମ୍ଭ ରାଶି : ଆଜି କେଉଁ ଖାସ୍ ଉପଲ୍ଲବ୍ଧି ମିଳିବାର୍ ଅଛି , ଆପଣଙ୍କୁ ଲାଗିବ କି ବହୁତ ବ୍ୟସ୍ତ ଓ କିଛି ଚିନ୍ତିତ ଅଛନ୍ତି , ଏହି ସମୟ ଟିକିଏ ପରିବର୍ତ୍ତନ କରିପାରେ , ଯାହାର୍ କାରଣରୁ କିଛି ଚିନ୍ତିତ ହୋଇପାରନ୍ତି , ଘର ପରିବାର ସହ ବଡ ବୟସ୍କ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିବ , ଆପଣ ଚିନ୍ତା ମୁକ୍ତ ହେବେ , ଅନ୍ୟଙ୍କୁ ଏହି କଥା କହିବାରେ ଅଧିକା ବ୍ୟଗ୍ର ହେବେ , ଆପଣ ସାହିତ୍ୟ ଲେଖନର ଭଲ ଦିନ ପାଇବେ , ଯାହା କାରଣରୁ ପ୍ରତିଭା ପ୍ରକାଶିତ ହୋଇପାରିବ ।

୧୨) ମୀନ ରାଶି : ଆପଣଙ୍କୁ ଅଚାନକ ଧନ ଲାଭ ହେବ , ଆପଣଙ୍କ ଘରେ ସୁଖ ସମୃଦ୍ଧି ଖୁସିମୟ ପରିସ୍ଥିତି ଆସିବ, ଆପଣ କେଉଁ ଗାଡି କିଣିପାରନ୍ତି , ଆପଣଙ୍କ ଉଗ୍ର ସ୍ୱଭାବରେ ନିୟନ୍ତ୍ରଣ୍ ରଖିବାର ଅଛି , ନହେଲେ ଅଲଗା ଲୋକେ ଦୂରତାରେ ରହିଯିବେ , ଜୀବନର ମୁଦ୍ଧାରେ ଆପଣ ଅଧିକା ଭାବୁକ ହୋଇଯିବେ , କିଛି ସମୟ ପରେ ଲୋକେ ନିଜ ପରିବାର ଲୋକଙ୍କ ଉପରେ ଖର୍ଚ୍ଚ କରିବେ , ଆପଣଙ୍କ ବୌଦ୍ଧିକ କିମ୍ବା ତାର୍କିକ ଚର୍ଚ୍ଚାରେ ଭାଗ ନେବେ , ଛୋଟ ଯାତ୍ରା ହେବାର ସଂମ୍ଭାବନା ଅଛି  ।

Leave a Reply

Your email address will not be published. Required fields are marked *