April 25, 2024

Odia Express

News For Public

IAS ଇଣ୍ଟରଭିୟୁ ରେ ପଚରାଯାଇଥିଲା ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ? ଉତ୍ତର ଜାଣିକରି ଚମକି ଯିବେ ଆପଣ – ୯୯ ପ୍ରତିଶତ ଲୋକ ଉତ୍ତର ଜାଣିନଥିବେ….

1 min read

ଆଇଏଏସର ଚାକିରି ସମସ୍ତେ କରିବାକୁ ଚାହାନ୍ତି , କିନ୍ତୁ ଏଥିପାଇଁ ବହୁତ ଅଧିକ ପଢିବାକୁ ହୋଇଥାଏ । ଆଇଏଏସ ର ପ୍ରସ୍ତୁତି କଉଥିବା ପ୍ରାର୍ଥୀ ଦିନକୁ 6-8ଘଣ୍ଟା ଲଗାତାର ପଢନ୍ତି। ଆଇଏଏସ ର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସ ର ଇଣ୍ଟରଭିୟୁ ମଧ୍ୟ ପାସ କରିବାକୁ ହୋଇଥାଏ। ଆଇଏଏସ ର ଇଣ୍ଟରଭିୟୁ ରେ ପ୍ରଶ୍ନକର୍ତ୍ତା ପ୍ରାର୍ଥୀଙ୍କୁ ଅଦ୍ଭୁତ ପ୍ରକାର ପ୍ରଶ୍ନ ପଚାରନ୍ତି ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ଆଜି ଆମେ ଆଇଏଏସ ର ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନର ବିଷୟରେ କଥା କହିବୁ ତେବେ ଆସନ୍ତୁ ଆଗକୁ ଯିବା-

ପ୍ରଶ୍ନ: ଯଦି 2ଟି କୁକୁଡା 2ଦିନରେ 2ଟି ଅଣ୍ଡା ଦିଅନ୍ତି ତେବେ 200କୁକୁଡା 200 ଦିନରେ କେତେ ଅଣ୍ଡା ଦେବେ?

ଯେଉଁ ଲୋକଙ୍କୁ ରିଜନିଂ ଓ ଗଣିତ ରେ ଭଲ ହେଉଥିବ ସେମାନେ ଏହି ପ୍ରଶ୍ନର ଉତ୍ତର ମାତ୍ର 1ମିନିଟ ରେ ଦେଇପାରିବେ ।

ଉତ୍ତର: ଏହି ପ୍ରଶ୍ନରେ କୁହାଯାଇଛି ଯେ ଯଦି 2କୁକୁଡା 2ଦିନରେ 2ଟି ଅଣ୍ଡା ଦିଅନ୍ତି ତେବେ 200 କୁକୁଡା 200 ଦିନରେ 20000 ଅଣ୍ଡା ଦେବେ।

ପ୍ରଶ୍ନ: କଣ ଝିଅଙ୍କୁ ପ୍ରୋପୋଜ କରିବା ଅପରାଧ ଅଟେ?

ଉତ୍ତର- IPC ର କୌଣସି ସେକସନରେ ପ୍ରପୋଜ କରିବାର ଅପରାଧର ଶ୍ରେଣୀରେ ଲେଖା ଯାଇନାହିଁ, ଏଥିପାଇଁ ଏହା ବିଧିକ ଭାଷାରେ ଅପରାଧ ମାନ୍ୟତା ନୁହେଁ ।

ପ୍ରଶ୍ନ: ଯଦି ଆପଣଙ୍କ ନାମ ପ୍ରତୀକ୍ଷା ଅଟେ ତେବେ ଆପଣଙ୍କ ନାମର ଅର୍ଥ କଣ କୁହନ୍ତୁ?

ଉତ୍ତର: ପ୍ରତୀକ୍ଷା ଅର୍ଥ ଅପେକ୍ଷା କରିବା ।

ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ?
ଉତ୍ତର : ତେବେ ଏହାର ସଠିକ ଉତ୍ତର ହେଲା ଆପତ କାଳ ବାହାନ

ପ୍ରଶ୍ନ: ଗାଈ କ୍ଷୀର ଦିଏ ଓ କୁକୁଡା ଅଣ୍ଡା ଦିଏ ତେବେ କୁହନ୍ତୁ ଏପରି କିଏ ଅଛି ଯିଏ କ୍ଷୀର ଓ ଅଣ୍ଡା ଦୁଇଟିଜାକ ଦେଇଥାଏ?

ଉତ୍ତର: ଏହି ପ୍ରଶ୍ନ ଅନୁଯାୟୀ ଆମକୁ କହିବାକୁ ହେବ ଯେ ଏପରି କିଏ ଅଛି ଯିଏ କ୍ଷୀର ଓ ଅଣ୍ଡା ଦୁଇଟିଜାକ ଦେଇଥାଏ ତ ସେ ଅନ୍ୟ କେହି ନୁହେଁ, କିନ୍ତୁ ଦୋକାନୀ ଅଟେ ଯିଏ କ୍ଷୀର ଓ ଅଣ୍ଡା ଦୁଇଟିଜାକ ଦିଏ ।

ପ୍ରଶ୍ନ: 2+2ର ଅଧା 2ହୋଇଥାଏ କିମ୍ବା 3 ହୋଇଥାଏ?

ଉତ୍ତର: ଏହି ପ୍ରଶ୍ନ ଆଇଏଏସର ଇଣ୍ଟରଭିୟୁ ରେ ପଚରା ଯାଇ ସାରିଛି। ଏହି ପ୍ରଶ୍ନର ଉତ୍ତର ପ୍ରଥମ ପ୍ରଶ୍ନ ପରି ଆସିବ । ଏହି ପ୍ରଶ୍ନରେ ପଚାରିଛନ୍ତି ଯେ 2+2ର ଅଧା 2 ହୋଇଥାଏ କିମ୍ବା 3 ହୋଇଥାଏ ତ 2+1 (2 ର ଅଧା 1 ହୋଇଥାଏ)= 3 ହୋଇଥାଏ।

ପ୍ରଶ୍ନ: 1 ରୁ ନେଇ 100ପର୍ଯ୍ୟନ୍ତର ଗଣତିରେ 3 କେତେଥର ଆସେ?

ଉତ୍ତର: 20ଥର ଆସିଥାଏ। (ବିଶ୍ବାସ ହେଉନାହିଁ ତ ନିଜେ ଦେଖିନିଅନ୍ତୁ )

ପ୍ରଶ୍ନ: ଗୋଟିଏ କୂଅରେ ୯ ଟି ବେଙ୍ଗ ଅଛନ୍ତି ଯେଉଁଥିରୁ ୩ ଟି ମରିଗଲେ ତ କୁହ ଏବେ କୂଅରେ କେତେ ବେଙ୍ଗ ଅଛନ୍ତି?

ଉତ୍ତର: ଏହି ପ୍ରକାର ପ୍ରଶ୍ନରେ ଭଲଭଲ ମଧ୍ୟ ଫେଲ ହୋଇଯିବେ। ଯଦି କୂଅରେ ୯ ଟି ବେଙ୍ଗ ଥିଲେ ଯେଉଁଥିରୁ ୩ ଟି ମରିଗଲେ ତେବେ ମଧ୍ୟ ୯ ଟି ବେଙ୍ଗ ରହିବେ।

ପ୍ରଶ୍ନ: ଆପଣ ପେନ୍ସିଲକୁ ଭୂମି ଉପରେ କିପରି ରଖିବେ, ଯଦ୍ୱାରା ଯେକୌଣସି ବ୍ୟକ୍ତି  ସେହି ପେନ୍ସିଲ ଉପରେ ଡେଇଁକରି ଯାଇପାରିବୁ ନାହିଁ ?

ଉତ୍ତର: ଯଦି ଆପଣ ପେନ୍ସିଲକୁ ପାଚେରିର କୋଣରେ ରଖିଦେବେ ତେବେ କେହି ମଧ୍ୟ ବ୍ୟକ୍ତି ଏହି ପେନ୍ସିଲ ଉପରେ କୁଦି କରି ଯାଇପାରିବେ ନାହିଁ ।

ପ୍ରଶ୍ନ: ଦୁନିଆର ସବୁଠାରୁ ପୁରାତନ ପିଜ୍ଜା ଦୋକାନ କେଉଁ ଦେଶରେ ରହିଛି?

ଉତ୍ତର: ନେପଲ୍ସ, ଯାହା ଇଟାଲୀରେ ଅବସ୍ଥିତ ଅଟେ।

ପ୍ରଶ୍ନ: ତାହା କେଉଁ ଦେଶ ଅଟେ ଯେଉଁଠାରେ ଘୁଷୁରିର ନାମ ନେପୋଲିଅନ ରଖିବା ବେଆଇନ ଅଟେ?

ଉତ୍ତର: ଫ୍ରାନ୍ସ ରେ ଘୁଷୁରିର ନାମ ନେପୋଲିଅନ ରଖିବା ବେଆଇନ ଅଟେ ।

ପ୍ରଶ୍ନ: କେଉଁ ଦେଶରେ ମହିଳାଙ୍କୁ ବିଶ୍ଵକପର ମ୍ୟାଚ ଦେଖିବା ମନା ଅଟେ?

ଉତ୍ତର: ସାରା ବିଶ୍ଵରେ ମାତ୍ର ଇରାନ ଗୋଟିଏ ଦେଶ ଯେଉଁଠାରେ ମହିଳାଙ୍କୁ ବିଶ୍ଵକପ ମ୍ୟାଚ ଦେଖିବା ମନା ଅଟେ ।

ପ୍ରଶ୍ନ: କେଉଁ ଦେଶରେ ଇଣ୍ଟରନେଟର ଉପଯୋଗ କରିବା ବେଆଇନ ଅଟେ?

ଉତ୍ତର: ବର୍ମା ଏକମାତ୍ର ଏପରି ଦେଶ ଅଟେ ଯେଉଁଠାରେ ସରକାରଙ୍କ ବ୍ୟତୀତ କେହି ମଧ୍ୟ ଇଣ୍ଟରେଣ୍ଟର ବ୍ୟବହାର କରିପାରିବେ ନାହିଁ । ଏଠାରେ ଯଦି କେହି ଇଣ୍ଟରନେଟ ବ୍ୟବହାର କରନ୍ତି ତ ତାଙ୍କୁ ଆଇନ ବିରୋଧୀ ଗଣନା କରାଯାଏ ।

Leave a Reply

Your email address will not be published. Required fields are marked *