ସୁରେଶ ରାଇନା ଧୋନୀଙ୍କୁ ନେଇକରି ଦେଲେ ଏହି ବଡ ବୟାନ୍, କହିଲେ ଧୋନୀ ଙ୍କ ଅଧିନାୟକତ୍ୱ…

ଟିମ୍ ଇଣ୍ତିଆ ଧୋନୀ ଅଧିନାୟକତ୍ୱ ବହୁତ ସାରା ଟ୍ରଫି ନିଜ ଘରକୁ ନେଇ ଆସିସାରିଛନ୍ତି , ସେ ନିଜ ଭଲ ପ୍ରଦର୍ଶନ ଯୋଗୁଁ ଲୋକଙ୍କ ହୃଦୟରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି , ଲୋକେ ସେ ନ ଖେଳିବାର ବହୁତ ଚିନ୍ତା ଅଛି , ଏହି ମଧ୍ୟରେ ସୁରେଶ ରୈନା ଯିଏକି ଟିମ୍ ର ଜଣେ ଭଲ ଖେଳାଳୀ ଅଟନ୍ତି , ସେ ଧୋନୀଙ୍କୁ ନେଇକରି ଏକ ବଡ ବୟାନ ଦେଇଥିଲେ,  ଆସନ୍ତୁ ଜାଣିବା ସୁରେଶ ରୈନା ଯିଏକି ସମସ୍ତଙ୍କ ହୃଦୟକୁ ଜିତିପାରିଛନ୍ତି ସେ କଣ କହିଲେ ଧୋନୀଙ୍କ ସଂମ୍ପର୍କିତ ଉପରେ ,

ଅନୁଭବି ବ୍ୟାଟ୍ସମ୍ୟାନ୍ ସୁରେଶ ରୈନାଙ୍କ ମାନିବା କଥା କି ଧୋନୀ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଧିନାୟକ ଅଟନ୍ତି , ରୈନା ଓ ଧୋନୀ ଆଇପିଏଲ୍ ର ଗୋଟେ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗ୍ ପାଇଁ ଖେଳୁଛନ୍ତି , ଧୋନୀ ଏହି ଟୀମ୍ ର ଅଧିନାୟକ ବି ଅଛନ୍ତି , ଦି ସୁପର୍ କିଙ୍ଗ୍ ଶୋ ସମୟରେ ସେ କହିଲେ କି ମୋତେ ଲାଗୁଛି କି ଆମର ପାଖରେ ସର୍ବଶ୍ରେଷ୍ଠ ଅଧିନାୟକ ଥିଲେ , ଯିଏକି ଭାରତୀୟ ଟିମ୍ କୁ ବଦଳାଇଦେଲେ , ଏବେ ଆମର ଡ୍ରେସିଙ୍ଗ୍ ରୁମ୍ ରେ ବି ଅଛନ୍ତି ।

ଧୋନୀ ୨୩ ମାର୍ଚ୍ଚକୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ୨୦୨୦ ରେ ଆଉଥରେ ଫେରିବାର ଅଛି , ଯେଉଁଠି ଚେନ୍ନାଇ ସୁପର୍ କିଙ୍ଗ୍ ଅଧିନାୟକତ୍ୱ ସେ ସଂମ୍ଭାଳିବେ , ଚେନ୍ନାଇର ଏମ୍ ଏ ଚିନ୍ଦାବରମ୍ ଷ୍ଟାଡିୟମ୍ ରେ ଅନ୍ତନଃ କୁ ଖେଳିବାର ସିକୃତି ମିଳିବାପରେ ରୈନା ପ୍ରଶଂସକଙ୍କୁ ଅପିଲ୍ କରିଛନ୍ତି କି ସିଏସ୍ କେ ର ପ୍ରତ୍ୟେକ ମ୍ୟାଚ୍ ପାଇଁ ସେମାନେ ବହୁତ ସଂଖ୍ୟାରେ ଆସି ପହଞ୍ଚନ୍ତୁ ।

Leave a Reply

Your email address will not be published. Required fields are marked *