April 16, 2024

Odia Express

News For Public

ଚାଣକ୍ୟ ନୀତି : ଯେଉଁ ଘରର ମହିଳାମାନେ ଏମିତି କରିଥାନ୍ତି ସ୍ନାନ , ସେଠାରେ କେବେ ହୋଇପାରେ ନାହିଁ ଉନ୍ନତି…

ଇତିହାସ ସାକ୍ଷୀ ଅଛି ଯେତେ ବି ଯୁଦ୍ଧ ହୋଇଛି , ଓ ନାରୀର କାରଣରୁ କେତେ ଘରେ ଖୁସିର ଲହଡି ଆସିଛି , କୁହାଯାଏ କି ସଫଳ ପୁରୁଷ ପଛରେ ଏକ ନାରୀର ହାତ ହୋଇଥାଏ , କିନ୍ତୁ ଏହା ବି କୁହାଯାଏ କି କାହାକୁ ଯଦି ବର୍ବାଦ କରିବାର ଅଛି ତେବେ ତା ପଛରେ ନାରୀର ହାତ ବି ଥାଏ , କିନ୍ତୁ ଭାରତ ପରି ଦେଶରେ ନାରୀଙ୍କୁ ଲକ୍ଷ୍ମୀଙ୍କର ରୁପ ବୋଲି ଜଣାଯାଏ , କିନ୍ତୁ ଦରକାର ପଡିଲେ ନାରୀ ଦୁର୍ଗାଙ୍କ ରୁପ ଧାରଣ କରିଥାଏ , କିନ୍ତୁ ଚାଣକ୍ୟ ନୀତିରେ ବହୁତ ଏମିତି କାମ ଅଛି ଯାହାକୁ ଘରର ନାରୀ ନିଜ ଘର ସଂସାର ମଧ୍ୟରେ ଖୁସି କୁ ପ୍ରତିବନ୍ଧକ କରାଇପାରେ ,  ଓ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ଆଣିପାରେ ।

ଘରର କେଉଁ ପ୍ରକାର ଦୁଃ ଶକ୍ତି ପ୍ରଭାବକୁ ରୋକିବା ପାଇଁ ତାଙ୍କୁ କମ୍ କରିବାପାଇଁ କେଉଁ ନାରୀ ବହୁତ କିଛି କରିପାରେ , ଆଜି ଆମେ ସେହି ନାରୀମାନଙ୍କ ବିଷୟରେ କହିବୁ , ଯାହାକୁ ଚାଣକ୍ୟ ନୀତିରେ ପ୍ରୟୋଗ କରି ନିଜ ଘରେ ସୁଖ ଓ ସମୃଦ୍ଧିର ଲାଭ କରିପାରିବେ  , ଆସନ୍ତୁ ଜାଣିବା ।

୧) ସ୍ୱଚ୍ଚତାର ଦାୟିତ୍ୱ ନେବା , ଏଥିରେ ସବୁବେଳେ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ ।

୨) ସଫା କରିବାପରେ ତୁରନ୍ତ ଗାଧୋଇବା ଉଚିତ୍ , ଏମିତି କରିଲେ ଶରୀରରୁ ମଇଳା ସଫା ହୋଇଥାଏ , ମନରେ ପ୍ରସନ୍ନତା ଭାବ ଆସେ ।

୩) ଖାଦ୍ୟ ତିଆରି କରିବା ପୂର୍ବରୁ ଗାଧୋଇବା ଉଚିତ୍ ଏମିତି କରିଲେ ଭଲ ଓ ଶକ୍ତିବାନ ଅନୁଭବ ହୁଏ ।

୪) ଖାଦ୍ୟ ତିଆରି କରିବାପରେ ଭୋଗ ଲଗାଇବା ଉଚିତ୍ , ଗାଇ,କୁକୁର , ଭଗବାନଙ୍କୁ ସେହି ଭୋଗ ଅର୍ପଣ କରିବା ଉଚିତ୍ ।

୫) ସୁର୍ଯ୍ୟ ଅସ୍ତ ହେବାପରେ ବାଳକୁ ପାନିଆଁ ଚଲାଇବା ଉଚିତ୍ ନୁହେଁ , ଏମିତି କରିଲେ ଧନର ଦେବୀ କ୍ଷୁବ୍ଧ ହୁଅନ୍ତି  ,

୬ – ବାରମ୍ବାର ରାଗିଲେ ଘରେ ଆସନ୍ତି ଆସିଥାଏ ସେଥିପାଇଁ ଏଥିରୁ ବଂଚିବା ଦରକାର

୭ – ଆପଣଙ୍କ ପଇସା ରଖିଥିବା ବକ୍ସ ର କବାଟ ଉତ୍ତର ଦିଗକୁ ଖୋଲନ୍ତୁ ନାହିଁ |ତା ସାମ୍ନାକୁ ଆଲୋକ ନ ଆସିବା ଦରକାର ଏହା କରିଲେ ଧନ ହାନି ହୁଏ

୮ – ଘର ଭିତରେ ମନ୍ଦିର ସ୍ଥାପନ କରିବା | ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ

 

Leave a Reply

Your email address will not be published. Required fields are marked *