March 27, 2024

Odia Express

News For Public

ଲମ୍ବା ସମୟ ପରେ ସାଢେସାତିର ହେଲା ଅନ୍ତ, ଆଜି ଏହି ୬ ଟି ରାଶିର ହେବ ଆରମ୍ଭ ଭଲ ଦିନ , ସବୁ ସ୍ୱପ୍ନ ହେବ ସତ …

ଆଜି କାଲିର ସମୟରେ ପଇସା କମାଇବା ବହୁତ ସହଜ ହୋଇସାରିଛି । କିନ୍ତୁ ତାପରେ ବି ଲୋକେ ଏମିତି ଅଛନ୍ତି ଯାହାଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିଥାଏ , ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିଗୁଡିକ ବିଷୟରେ କହିବୁ ଯାହାଙ୍କ ବିଷୟରେ ଜ୍ୟୋତିଷ୍ୟଶାସ୍ତ୍ରରେ ମାନିବା କଥା କି ତାଙ୍କର ଭଲ ସମୟର ଆରମ୍ଭ ହେବାକୁ ଅଛି , ଏତିକି ହିଁ ନୁହେଁ ଆପଣଙ୍କୁ ଏହା ବି କହିଦେବୁ କି ଜ୍ୟୋତିଷ୍ୟଶାସ୍ତ୍ରକୁ ମାନିଲେ ଶନିଦେବଙ୍କ ସାଢେସାତି ୪ ଟି ରାଶିଉପରେ ଶେଷ ହେଉଛି , ଯାହା ଦ୍ୱାରା ଜୀବନରେ ଚାଲୁଥିବା ସବୁ ଅସୁବିଧା ଓ ବିପଦ ଦୁର ହୋଇଯିବ , ଓ ଖୁସିରେ ଭରିଯିବ ।

ସବୁଠାରୁ ପ୍ରଥମେ କହିଦେବୁ କି ଆପଣଙ୍କ ଏହି ଜାତକ ଗୁଡିକର ଜୀବନରେ କାରୋବାର ସ୍ଂବନ୍ଧିତ କିଛି ବି ବଡ ଖୁସିଖବର ମିଳିପାରେ,  ଏମାନଙ୍କ ମନ ବହୁତ ପ୍ରସନ୍ନ ରହିବ , ଆପଣଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ହେବ , ଓ ଯେଉଁ ଲୋକ ଉଚ୍ଚ ଅଧ୍ୟୟନ, ଚାକିରି, ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନେ ସଫଲ ହେବେ , ବେପାରରୁ କିଛି ବଡ ଖୁସି ଖବର ମିଲିପାରେ , ଆପଣଙ୍କ ସବୁ କାର୍ଯ୍ୟ ସଫଳତା ପୁର୍ବକ ପୁରା ହେବାକୁ ଯାଉଛି ।

ଏହି ଦିନରେ ପରିବାର ଲୋକଙ୍କ ସହ ସେହି ଜାତକର ଭଲ ତାଲମେଳ ରହିବ । ଘରର ବଡ ବୟସ୍କ ଲୋକଙ୍କର ସାହାଯ୍ୟ ସଫଳତା ମିଳିବ , କେଉଁ ବି ସମସ୍ୟା ସମାଧାନ ସହଜରେ ହେବାରେ ଜଣାଯିବ , ଶତ୍ରୁ ବର୍ଗ ଲୋକଙ୍କ ଉପରେ ବିଜୟ ପ୍ରାପ୍ତ କରିବେ  ବୁଝାମଣାରୁ ମାନ ସମ୍ମାନ ବୃଦ୍ଧି ହେବ , ଆମଦାନୀ ପାଇଁ ସ୍ରୋତ ମିଳିବ । ଏତିକି ନୁହେଁ ଏହା ବି କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୁଳ ରହିବ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଓ ବାଦ ବିବାଦ ଦୁର ରହିବାକୁ ଚେଷ୍ଟା କରନ୍ତୁ । ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୁଳ ରହିବ । ବିଦ୍ୟାର୍ଥି ବର୍ଗଙ୍କ ପାଇଁ କଡା ପରିଶ୍ରମ କରିବାକୁ ପଡିବ , ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବାକୁ ଅଛି , ଏହି ସମୟରେ ଆପଣଙ୍କ ସବୁ ମନୋକାମନା ପୁରା ହୋଇଯିବ ,

ଆପଣଙ୍କୁ କହିଦେବୁ କି ଆସୁଥିବା ସମୟରେ କାରୋବାର ଜବରଦସ୍ତ ଲାଭ ମିଳିବ  ଜୀବନରେ ଉନ୍ନତି କରିବେ , ସାମାଜିକ ସ୍ତରରେ ମାନ ସମ୍ମାନ ବଢିବ , ବିଦ୍ୟାର୍ଥି ବର୍ଗ ଲୋକଙ୍କ ପାଇଁ ସମୟ ଅନୁକୁଳ ରହିବ , କାର୍ଯ୍ୟକ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ୍ ମିଳିବ , କେଉଁ ପରିସ୍ଥିତିରେ ଭରସା କରିବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ , ଛୋଟ ଛୋଟ କଥାକୁ ନେଇ ବିବାଦ ହେବାର ସମ୍ଭାବନା ଅଧିକା ରହୁଛି । ଏହି ରାଶିଗୁଡିକର ଭଲ ସମୟ ଆସୁଛି , ଏମାନଙ୍କ ଜୀବନରେ ଚାଲୁଥିବା ସବୁ ଅସୁବିଧା ଅନ୍ତ ହୋଇଯିବ , ଜୀବନରେ ଖୁସି ହିଁ ଖୁସି ଆସିବ । ମାନ ସମ୍ମାନରେ ବୃଦ୍ଧି ହେବ , ଚିନ୍ତା ମୁକ୍ତ ଜୀବନ ପାଇଁ କେଉଁ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇପାରନ୍ତି । ବେପାରରେ ଆର୍ଥିକ ଲାଭ ପ୍ରାପ୍ତ ହେବ ,

ଆପଣଙ୍କ ଜୀବନରେ ଚାଲୁଥିବା ଜୀବନସାଥିଙ୍କ କମି ଦୂର ହୋଇଯିବ , ଏହା ଛଡା ପ୍ରୋପଟି ରୁ ବି ଲାଭ ମିଳିବ , ଏହି ଲୋକ ଶାରରୀକ ଓ ମାନସିକ ଦୁହେଁରୁ ସୁସ୍ଥ୍ୟ ରହିବେ , ଦାମ୍ପତ୍ୟ ଜିବନ ଖୁସିମୟ ହେବ , ଏବେ ଆପଣ ଭାବୁଥିବେ କି ପରିଶେଷରେ ଏହା କେଉଁ ସେହି ରାଶିଗୁଡିକ ଅଟେ, ଯାହାଙ୍କ ଜୀବନରେ ଅଧିକା ଖୁସି ଆସିବାର ଅଛି ଆପଣଙ୍କୁ କହିଦେବୁ କି ଏହି ରାଶିଗୁଡିକ ହେଲେ ତୁଳା, ସିଂହ, କନ୍ୟା, ମକର,କୁମ୍ଭ ଓ ମୀନ ରାଶି ।

Leave a Reply

Your email address will not be published. Required fields are marked *