April 14, 2024

Odia Express

News For Public

ମୋଦୀ ସରକାରଙ୍କ ଦ୍ୱାରା ବଡ ଘୋଷଣା , କହିଲେ ଏଲ୍ ପିଜି ଗ୍ୟାସ୍ ସିଲିଣ୍ତର ଉପରେ ମିଳିବ ଦୁଇଗୁଣା ସବସିଡି – ଦେଖନ୍ତୁ କେତେ ମିଳିବ ଏବେ…

ଆପଣଙ୍କୁ କହିଦେବୁ କି ୨ ଦିନ ପୁର୍ବରୁ ଘରୋଇ ଗ୍ୟାସ୍ ଦାମରେ ବୃଦ୍ଧି ହେବାପରେ ଦେଶର ଲୋକେ ସରକାରଙ୍କ ଉପରେ ବିରୋଧ କରୁଛନ୍ତି , ଏଥିରେ ସରକାରଙ୍କ ଉପରେ ଚାପ ପଡିଯାଈଛି , ଏହାକୁ ଦେଖିକରି ସରକାର ଗ୍ୟାସର ଦାମ୍ ବୃଦ୍ଧି କୁ ନେଇ ସଫାଇଦେଇଛନ୍ତି , ରସୋଇ ଗ୍ୟାସ ସିଲିଣ୍ତରରେ ବହୁତ ଶସ୍ତା କରିବାପାଇଁ କେନ୍ଦ୍ର ସରକାର ଘରୋଇ ଗ୍ୟାସ ଉପଭୋକ୍ତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି , ଆଜି ସରକାର ଏକ ବଡ ଘୋଷଣା କରିଛନ୍ତି , ଏବେ ଦୁଇଗୁଣା ସବସିଡି ମିଳିପାରିବ , ପେଟ୍ରୋଲିୟମ୍ ମନ୍ତ୍ରାଳୟ କହିଲେ କି ଦିଲ୍ଳୀରେ ଏବେ ପର୍ଯ୍ୟନ୍ତ୧୪,୨ କିଲୋ ସିଲିଣ୍ତର ଉପରେ ୧୫୩,୮୬ ପଇସା ସବସିଡି ମିଳୁଥିଲା,  ଯାହାକୁ ବଢାଇକରି ୨୯୧,୪୮ ପଇସା କରିଦେଇଛନ୍ତି

ଏହି ପ୍ରକାରରେ ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା ଦ୍ୱାରା ବଣ୍ଟା ହୋଇଥିବା କନେକ୍ସନ୍ ଉପରେ ଏବେ ପର୍ଯ୍ୟନ୍ତ ଯାହା ୧୭୪,୮୫ ପ୍ରତି ସିଲିଣ୍ତର ସବସିଡି ମିଳୁଥିଲା<  ତାହାକୁ ବଢାଇକରି ୩୧୨ , ୪୮ ପଇସା କରିଦେଇଛନ୍ତି , ସରକାର କହିଲେ କି ଅନ୍ତରାଷ୍ଟ୍ରିୟ ବଜାରରେ ଏଲ୍ ପିଜିର ଦାମ୍ ବୃଦ୍ଧି ହେବା ଯୋଗୁଁ ଏହାର ଦାମ୍ ସବ୍ ସିଡି ହିସାବରେ ବଢିଛି , ସରକାରଙ୍କ କହିବା କଥା କି ଅନ୍ତରାଷ୍ଟ୍ରିୟ ବଜାରରେ ଜାନୁୟାରୀ ୨୦୨୦ ରୁ ଏଲ୍ ପିଜି ଦାମ୍ ୪୪୮ ଟକା ଦଲାର୍ ପ୍ରତି ମାଟ୍ରିକ୍ ଟନ୍ ବୃଦ୍ଧି ହୋଇଛି , ଯାହାର ଡଲାର୍ ୫୬୭ ପ୍ରତି ମାଟ୍ରିକ୍ ଟନ୍ ବୃଦ୍ଧି ହୋଇଛି , ଯାହାର କାରଣରୁ ତାହାର ଦାମ୍ ବୃଦ୍ଧି କରିବାକୁ ପଡିଲା ,

କହିଦେବୁ କି ଦିଲ୍ଲୀରେ ବିନା ସବସିଡି ବାଲା ଘରୋଇ ଏଲ୍ ପିଜି ୧୪,୨ କିଲୋ ଏଲ୍ ପିଜି ସିଲିଣ୍ତର୍ ଦାମ୍ ୧୪୪ , ୫୦ ପଇସା ବୃଦ୍ଧି କରାଯାଈଛି , ସେମିତି ବିନା ସବସିଡୀ ବାଲା ଘରୋଇ ସିଲିଣ୍ତର ଦାମ୍ ୭୧୪ ଟଙ୍କା ବଢାଇକରି ୮୫୮,୫୦ ପଇସା କରିଦୀଆଯାଇଛି , ସରକାର କହିଲେ କି ଏବେ କାର ସମୟରେ ୨୭,୭୬ କୋଟିରୁ ଅଧିକା କନେକ୍ସନ୍ ରାଷ୍ଟ୍ରିୟ ଏଲ୍ ପିଜି କଭରେଜ୍ ପ୍ରାୟ ୯୭ ପ୍ରତିଶତ ପ୍ରାୟ ୨୭,୭୬ କୋଟି ପ୍ରାୟ ୨୬,୧୨ କୋଟି ଉପଭୋକ୍ତାଙ୍କ ମାମଳାରେ ବୃଦ୍ଧି ସରକାର ବହନ କରିବେ ।

Leave a Reply

Your email address will not be published. Required fields are marked *