March 25, 2024

Odia Express

News For Public

୧୬ ଫେବୃୟାରୀ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୪ ଟି ରାଶିରେ ସୂର୍ଯ୍ୟଙ୍କ ହେବ ଗୋଚର , ଭାଗ୍ୟର ତାରକା ପାଇବେ ଉଚ୍ଚ ସଫଳତା

୧)ମେଷ ରାଶି : ଆଜି ଜୀବନସାଥୀ ଓ ଛୁଆଙ୍କ ଆପଣ ପଇସା ଖର୍ଚ୍ଚ କରିପାରନ୍ତି । ବାପାଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇପାରେ । ଖର୍ଚ୍ଚ ଅଧିକା ହେବାରୁ ମନ ଚିନ୍ତିତ ବି ହୋଇପାରେ , କାରୋବାରରେ ଧୀମା ଗତି ହେବା ଯୋଗୁଁ ମନ ଦୁଃଖ ବି ହୋଇପାରେ , ରାଜକୀୟ ସହଯୋଗ ପ୍ରାପ୍ତି ହେବ , କିଛି କାଂଅ କିଣାକିଣି ପଇସା କମ୍ ହୋଇପାରେ , ପୁଜା ପାଠରେ ମନ ଲାଗିବ , ଛୋଟ ଛୁଆଙ୍କ ପାଠ ପଢାରେ ମନ ଲାଗିବ ,

୨)ବୃଷ ରାଶି : ଆଜି ଚାକିରି ସ୍ଥାନରେ ଆପଣ ଭଲ ପ୍ରଦର୍ଶନ କରିବେ , ଯାହା ଦ୍ୱାରା ଆପଣଙ୍କ ପ୍ରଶଂସା କରାଯିବ , ତାଙ୍କୁ ଉପଯୋଗ କରି ଲାଭ ପ୍ରାପ୍ତ କରିପାରନ୍ତି । ବ୍ୟବସାୟିକ ଏବଂ ଆର୍ଥିକ ଲାଭ ସଂମ୍ଭବ ଅଛି , ଛୁଆଙ୍କ ଭବିଷ୍ୟକୁ ନେଇକରି ଗମ୍ବିର ହେବେ । ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା ହୋଇପାରେ,  କାର୍ଯ୍ୟକ୍ଷେତ୍ରରେ ସୁଧାର ଆସିବ ,

୩)ମିଥୁନ ରାଶି :ଛାତ୍ରମାନେ ନିଜ ପାଠ ପଢା ପୁରା କରିପାରନ୍ତି , ନିଜ କାମରେ ଲାଗିରହିବା ଯୋଗୁଁ ମନରେ ଏକାଗ୍ରତା ଭାଙ୍ଗିବାକୁ ଦିଅନ୍ତୁ ନାହିଁ , ପରିବାର ଓ ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ , ଆପଣଙ୍କ ଆର୍ଥିକ ସ୍ଥିତି ପୁର୍ବ ଅପେକ୍ଷା ଭଲ ହେବ , ପଇସା ନିବେଶ କରିବାର ସଠିକ୍ ଉପାୟ କରିପାରନ୍ତି । ଅପରିଚିତଙ୍କ ଉପରେ ଅତ୍ୟନ୍ତ ବିଶ୍ୱାସ କରନ୍ତି ନାହିଁ ।

୪) କର୍କଟ ରାଶି ; ଆଜି ଆପଣଙ୍କୁ ସହକର୍ମୀଙ୍କ ଠାରୁ ସହଯୋଗ ମିଳିପାରିବ ନାହିଁ , ନିଜ ଖର୍ଚ୍ଚକୁ ନିୟନ୍ତ୍ରଣ୍ କରିବା ଭଲ ହେବ , ପାରିବାରିକ ବାତାବରଣ ଖୁସିମୟ ରହିବ , ମୋବାଇଲ୍ ଫୋନ୍ ଆପଣଙ୍କୁ ବାଧା ଦେଇପାରେ । ଏହାକୁ ଅଧିକା ବ୍ୟବହାର କରନ୍ତୁ ନାହିଁ  ସମୟର ମ୍ୟାନେଜମେଣ୍ଟ ଠିକ୍ ରେ କରିପାରିବେ ନାହିଁ ।  ଏହା ଦ୍ୱାରା କିଛି ଅଧୁରା କାମ ହେବ , ବେରୋଜଗାରୀ ଦୁରକରିବାର ପ୍ରୟାସ ସଫଳ ହେବ , କେଉଁ ନୁଆ କାର୍ଯ୍ୟର ପ୍ରାରମ୍ଭ ହୋଇପାରେ , ଯାତ୍ରା ଲାଭଦାୟକ ହେବ ।

୫) ସିଂହ ରାଶି : ଆଜି ଆପଣଙ୍କୁ କେଉଁ ଅଜଣା ଲୋକଙ୍କର ସହ ବନ୍ଧୁତାରୁ ବଞ୍ଚିବା ହେବ , ପାରିବାରିକ ଜୀବନରେ ରହିବା ସହିବା ସ୍ତର ବଢିଆ ହେବ , ଭାଇ ଭଉଣୀଙ୍କ ସହ ତର୍କ ଆପଣଙ୍କୁ ଉଦାସ କରିପାରେ , ଜୀବନସାଥୀଙ୍କ୍ ସହ ଭଲ ସମୟ ବ୍ୟତିତ କରିବେ , ଆପଣ ନିଜକୁ ଅସହାୟ ଅନୁଭବ କରିବେ , ପୁରୁଣା କଥାକୁ ଧ୍ୟାନ ଦିଅନ୍ତୁ ନାହିଁ , ବ୍ୟସ୍ତତାକୁ ନେଇ ଥକାପଣ ହୋଇପାରେ , ବେପାର ବ୍ୟବସାୟ ଭଲ ରହିବ ।

୬) କନ୍ୟା ରାଶି : ପ୍ରତିଯୋଗି ପରିକ୍ଷାରେ ପ୍ରସ୍ତୁତି କରୁଥିବା ଜାତକଙ୍କୁ ଚାକିରି ମିଳିବାର ସଂଯୋଗ୍ ରହୁଛି , ପାରିବାରିକ ଜୀବନ ସୁଚାରୁରୁପେ କଟିବ , କିଛି ସଂମ୍ପତ୍ତି ମାମଲାରେ ଆପଣ ଅତିରିକ୍ତ ଆୟ ଅର୍ଜିତ କରିପାରିବେ , ଆପଣଙ୍କ ସବୁ ଅଧୁରା ଇଚ୍ଛା ପୁରା ହୋଇଯିବ , ପ୍ରଥମରୁ କରିଥିବା ପରିଶ୍ରମ ପ୍ରତିସାଦ ଏବେ ମିଳିବ । କାର୍ଯ୍ୟରେ ପ୍ରଶଂସା ହୋଇପାରେ ।

୭) ତୁଳା ରାଶି : ପାର୍ଟନର୍ ସହ ଆପଣଙ୍କ ସଂମ୍ପର୍କ ମଧୁର ହେବ , ସେୟାର ମାର୍କେଟରେ ନିବେଶ ଦେଖିକି କରନ୍ତୁ , ବ୍ୟବସାୟିକ ଉନ୍ନତି ପାଇଁ ଦିନ ଭଲ ଅଛି , ଚାକିରି ପେଶା ଜାତକରେ ପଦୋନ୍ନତି ମିଳିବାର ସଂମ୍ଭାବନା ଅଧିକା ଅଛି , ମନରେ ଖିନ୍ନତା ଅନୁଭବ କରିବେ , କେଉଁ ଯୁକ୍ତିରେ ଭାଗ ନିଅନ୍ତୁ ନାହିଁ , ସ୍ୱାଭିମାନ କୁ ଆଘାତ ଆସିପାରେ , ଚାକିରିର କାର୍ଯ୍ୟଭାର ରହିବ , ମନ୍ଦିରରେ ଯାଇ ଘିଅର ଡବା ଦାନ କରନ୍ତୁ , ଧନରେ ବୃଦ୍ଧି ହେବ , ଆପଣ କେଉଁ ମାମଲାରେ ଜୋସ୍ ଦେଖାନ୍ତୁ ନାହିଁ , ଟିକିଏ ଶାନ୍ତ ରୁହନ୍ତୁ ,

୮) ବିଛା ରାଶି : ଆଜି କେଉଁ କଥାକୁ ନେଇକରି ଜିଦ୍ଧି ହୋଇପାରନ୍ତି , ସ୍ଥିତି ଆପଣଙ୍କୁ ଚିନ୍ତାରେ ପକାଇପାରେ , କାର୍ଯ୍ୟ ସଂବନ୍ଧି ଯାତ୍ରାରେ ସହଯୋଗ ସକରାତ୍ମକ ପରିଣାମ ଦେବ , ଆଜି ଆପଣଙ୍କ ବ୍ୟବସାୟରେ ବାଧା ଆସିବ , କିଛି ପ୍ରଭାବଶାଳୀ ସ୍ଂବନ୍ଧ ସ୍ଥାପନ କରିବେ । ପାର୍ଟି କିମ୍ବା ପିକନିକ୍ ର ଯୋଜନା କରିପାରନ୍ତି , ଆଜି ନିଜ ପାଇଁ ସମୟ ବାହାର କରିପାରିବେ ନାହିଁ , ଅନାଥାଳୟରେ ଯାଇକରି ଛୁଆଙ୍କୁ କିଛି ଖାଇବା ଜିନିଷ ଦାନ କରନ୍ତୁ ।

୯) ଧନୁ ରାଶି : ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଉନତି ହେବ , ଆପଣଙ୍କୁ ଧନ ଲାଭ ହୋଇପାରେ,  ନୁଆ କାର୍ଯ୍ୟସ୍ଥଳରେ ନୁଆ ପରିଯୋଜନା କାର୍ଯ୍ୟ କରିବ , ମିତ୍ର ଓ ସ୍ୱଜନଙ୍କ ସହ ବୁଲାବୁଲି କରିବା ଆନନ୍ଦଦାୟକ ହେବ , ବାଣୀରେ ସୌଭ୍ୟତା ରହିବ,  କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , କିଛି ଫଇସଲା ନେବା ପୁର୍ବରୁ , ଚିନ୍ତା କରି ଫଇସଲା ନିଅନ୍ତୁ , ମନ୍ଦିରରେ ବଳିତାରେ ଦିପ ଜାଳନ୍ତୁ , ସଂମ୍ପର୍କରେ ମଧୁରତା ରଖନ୍ତୁ ।

୧୦) ମକର ରାଶି : ସନ୍ତାନର ଚିନ୍ତା ରହିବ , କିଛି ଆଧ୍ୟାତ୍ମିକ ଗୁରୁ କିମ୍ବା ବଡ ଆପଣଙ୍କ ସହାୟତା କରିବେ , ସ୍ୱାସ୍ଥ୍ୟର କାରଣରୁ ଚିଡଚିଡା ହୋଇପାରନ୍ତି , ଆରାମ କରିବାର ପାଇଁ ପର୍ଯ୍ୟାପ୍ତ ସମୟ ନିଅନ୍ତୁ , ରୋମାନ୍ସ ଓ ଆନନ୍ଦଦାୟୀ ରୋମାଞ୍ଚକର ରହିବ , କାର୍ଯ୍ୟକ୍ଷେତ୍ରରେ ବିପରିତ ପରିସ୍ଥ୍ତିତି ସାମ୍ନା କରିପାରନ୍ତି । ପ୍ରେମ ପ୍ରସଂଙ୍ଗରେ ଅନୁକୁଳତା ଆସିବ , ସମୟ ସମୟରେ ପ୍ରେସର ଆପଣଙ୍କ ଉପରେ ରହିବ ,

୧୧) କୁମ୍ଭ ରାଶି : ଭାଇ ଭଉଣୀଙ୍କ ଓ ବଡଙ୍କ ସହ ସଂବନ୍ଧ ସୌହାର୍ଯ୍ୟପୁର୍ଣ୍ଣ ପ୍ରେମ ପୁର୍ଣ୍ଣ ରହିବ , ଆପଣଙ୍କ ଓ ପରିବାରର କିଛି ବାହାର ବ୍ୟକ୍ତି ଦୁରତା ସୃଷ୍ଟି କରିବାରେ ଚେଷ୍ଟା କରିପାରନ୍ତି, ସେଥିପାଇଁ ସାବଧାନ ରୁହନ୍ତୁ , ପରିବାର ସଦସ୍ୟଙ୍କ ସହ ଛୋଟ ଯାତ୍ରା କରିବାର ଯୋଜନା ହୋଇପାରେ,  ଆଜି ଉଧାରି ବସୁଲି କରିବାର ମାମଲାରେ ବିବାଦ କରନ୍ତୁ ନାହିଁ , ପଠନ ପାଠନରେ ଲେଖନ ଇତ୍ୟାଦିରେ ଉତ୍ସାହ ପାଇବେ ।

୧୨) ମୀନ ରାଶି : ଆଜି ବାହାନ ସାବଧନତାପୁର୍ବକ ଚଲାନ୍ତୁ , ସବୁ ସ୍ଥିତିରେ ବିନ୍ରମ ରୁହନ୍ତୁ , ଜୀବନସାଥୀଙ୍କ ସହ ବେଦାୟିତ୍ୱ ହିନ ବ୍ୟବହାର କୁ ନେଇ ପାରିବାରିକ ଜୀବନ ଅଶାନ୍ତିଦାୟକ ରହିବ,  ପ୍ରେମ ସଂବନ୍ଧରେ ମଧ୍ୟ ନୁଆ ଉତ୍ସାହ ଆସିବ , କାହା ଉପରେ ଅଧିକା ବିଶ୍ୱାସକରନ୍ତୁ ନାହିଂ,  ଦାୟିତ୍ୱ କରିବା ଆପଣଙ୍କ ପାଇଁ ଠିକ୍ ନୁହେଁ , ସ୍ଥାୟୀ ସଂମ୍ପତ୍ତିର କାର୍ଯ୍ୟ ବଡ ଲାଭ ଦେଇପାରେ , ଶାରରିକ ହାନି ହେବାର ଆଶଙ୍କା ଅଛି , ଚାକିରିରେ ଅଫିସରଙ୍କ ସହ ମତଭେଦ ହୋଇପାରେ ।

Leave a Reply

Your email address will not be published. Required fields are marked *