April 25, 2024

Odia Express

News For Public

ବିଶ୍ୱର ଏକ ମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ମାତ୍ର ୪୨ ଟି ୱାନ୍ ଡେ ପାରିରେ ହାସିଲ୍ କରିଥିଲେ ନମ୍ବର ୧ ର ପଦ – ଦେଖନ୍ତୁ କିଏ ସେ ମହାନ ଖେଳାଳି…

ଭାରତୀୟ ଟିମ୍ ର ପୁର୍ବତନ ଅଧିନାୟକ ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ଏପରି ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିବା ବହୁତ ମୁସକିଲ୍ ଅଟେ , ଏହି ସବୁ ରେକର୍ଡରେ ସେ ଜଣେ ୱିକେଟ୍ କିପର ହିସାବରେ ହାସିଲ୍ କରିଥିଲେ , କିନ୍ତୁ ବ୍ୟାଟୀଙ୍ଗ୍ ରେ ଧୋନୀ ଏମିତି ଏକ ରେକର୍ଡ କରିଲେ  ଯେପରି ଖେଳାଳି ପାଇଁ ଭାଙ୍ଗିପାରିବା ବହୁତ ଅଧିକା ମୁସକିଲ୍ ହେଉଛି । ଯେବେ ୨୦୦୪ ରେ ପ୍ରଥମଥର ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ପାଦ ଥାପିଥିଲେ ତେବେ ସେ ସଫଳ ହୋଇପାରିନଥିଲେ,  ଓ ବିନା ଖାତା ଖୋଲି ପାଭିଲିୟନ୍ ଫେରିଯାଈଥିଲେ,  ଯାହାପରେ କିଛି ସମୟରୁ ପାକିସ୍ଥାନ ର ବିପକ୍ଷରେ ବିଶାଖାପାଟନମ୍ ରେ ନିଜର ପ୍ରଥମ ଶତକ ବନାଇଲେ,  ତାପରେ ସେ ଆଉ ପଛକୁ ବୁଲି ଚାହିଁନାହାନ୍ତି

ଏକ ଦିବସୀୟ ଫର୍ମାଟରେ ଧୋନୀ ଭଲ ଫିନିସର୍ ଭାବେ ଜଣାଗଲେ , ଯାହାର କାରଣରୁ ମାତ୍ର ୪୨ ଟି ପାରି ଖେଳି ବିଶ୍ୱର ନମ୍ବର ଏକ ଏକ ଦିବସୀୟ ବ୍ୟାଟ୍ସମ୍ୟାନ୍ ହୋଇଗଲେ , ଏମିତି କାରନାମା ଆଜି ପର୍ଯ୍ୟନ୍ତ କେହି ବି ଖେଳାଳୀ କରିନାହାନ୍ତି , ଆରମ୍ଭର କ୍ୟାରିୟରରୁ ସେ ଯେଉଁ ଉପଲ୍ଲବ୍ଧି ହାସିଲ୍ କଲେ , ତାହା ଅନ୍ୟ ଯୁବା ଖେଳାଳୀଙ୍କ ଆଜି ପର୍ଯ୍ୟନ୍ତ ହାସିଲ୍ କରିବାକୁ ଭାବୁଛନ୍ତି , ଏହି ରେକର୍ଡ ଭାଙ୍ଗିପାରିବା ବହୁତ ମୁସକିଲ୍ ହୋଇଛି । କ୍ରିକେଟ୍ ଇତିହାସରେ ଯେବେ ସଫଳ ଅଧିନାୟକଙ୍କ କଥା ଆସିଥାଏ ତେବେ ମହେନ୍ଦ୍ର ସିଂ ଧୋନୀ ଙ୍କ ନାଁ ସବୁଠାରୁ ଉପରେ ଆସିଥାଏ

ଆଇସିସିର ତିନୋଟି ଟ୍ରଫିରୁ ଜିତିଥିବା ସେ ପ୍ରଥମ ଅଧିନାୟକ ଅଟନ୍ତି , ତାହା ଛଡା ସେ ଭାରତୀୟ ଟିମ୍ କୁ ଟେଷ୍ଟ ଫର୍ମାଟ ରେ ବି ପ୍ରଥମ ସ୍ଥାନରେ ପହଞ୍ଚିଲା  ୱିକେଟ୍ କିପିଙ୍ଗ୍ କଥା କହିଲେ ତେବେ ତାଙ୍କର କେଉଁ ବି ସାନି ନାହିଁ । ଷ୍ଟମ୍ପିଙ୍ଗ୍ କରିବାରେ ବିଶ୍ୱରେ ସେ ସବୁଠାରୁ ଆଗରେ ଅଛନ୍ତି , ବ୍ୟାଟିଙ୍ଗ୍ କଥା କହିଲେ ୯୦ ଟି ମ୍ୟାଚରୁ ୪୮୭୬ ରନ୍ କରିଛନ୍ତି , ଯେବେ କି ୩୫୦ ଏକଦିବସୀୟ ମ୍ୟାଚରେ ସେ ୫୦,୫୮ ଓସତରୁ ୧୦୭୭୩ ରନ୍ କରିଥିଲେ,  ଯେବେ କି ୯୮ ଟି ଟିଟ୍ୱେଣ୍ଟି ସେ ୧୬୧୭ ରନ୍ ନିଜ ନାଁରେ କରିଛନ୍ତି , ଜଣେ ଅଧିନାୟକ ଓ ୱିକେଟ୍ କିପର ଛଡା ସେ ଯେଉଁ ରେକର୍ଡ କରିଛନ୍ତି , ଜଣେ ଫିନିସର୍ ବନାଇଥିଲେ,  ସେ ପାଖରେ ଅନ୍ୟ ଖେଳାଳୀ ପାଇଁ ବଡ ଉପଲ୍ଲବ୍ଧି ପରି ହେବ ।

ବିଶ୍ୱକପ୍ ୨୦୧୯ ସେମି ଫାଇନାଲ୍ ମ୍ୟାଚ ପରେ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ରୁ ଦୁରେଇ ଯାଇଛନ୍ତି , ଯେବେ କି ଏହି ମଧ୍ୟରେ ସେ ଘରୋଇ ସ୍ତରରେ ଖେଳିନାହାନ୍ତି , କୁହାଯାଉଛି କି ଯଦି ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ୨୦୨୦ ରେ ଶାନଦାର୍ ବ୍ୟାଟିଙ୍ଗ୍ କରୁଛନ୍ତି , ତେବେ ସେ ଟିମ୍ କୁ ଫେରିବାର ଚର୍ଚ୍ଚା ହୋଇପାରେ ।

Leave a Reply

Your email address will not be published. Required fields are marked *