April 16, 2024

Odia Express

News For Public

ରାତିକୁ ତକିଆ ତଳରେ ରଖିଦିଅନ୍ତୁ କେବଳ ୧ ଟଙ୍କାର ପଇସା , ଭାଗ୍ୟ ଏମିତି ଖୋଲିବ ଆପଣ ଭାବିପାରିବେନି …

ଶାସ୍ତ୍ର ଅନୁସାରେ ସବୁଠାରୁ ଅଧିକା ଜରୁରୀ ହୋଇଥାଏ ନିରୋଗୀ କାୟ ମତଲବ ସୁସ୍ଥ୍ୟ ଶରୀର ଓ ଘରେ ମାୟା ଅର୍ଥାତ୍ ଘରେ ସୁଖ ଶାନ୍ତି ମହଜୁତ୍ ଥାଉ , କୁହାଯାଇଛି କି ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତେବେ ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇପାରେ, କାରଣ ସ୍ୱାସ୍ଥ୍ୟ ଭଲ ରହିଲେ ଆପଣଙ୍କୁ ସଂସାରର ସବୁ ସୁଖ ମିଳିଥାଏ , କିନ୍ତୁ ସେମିତି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନ ରହିଲେ ତେବେ ଆପଣଙ୍କ ପାଖରେ ଯେତେ ବି ଧନ ଥାଉ ଆପଣ ସୁଖି ରହିପାରିବେ ନାହିଁ । ଆମର ଜୀବନରେ ଧନର ସହ ସ୍ୱାସ୍ଥ୍ୟ ବହୁତ ମାଇନା ରଖିଥାଏ , ଶାସ୍ତ୍ରରେ ସନ୍ତାନଙ୍କୁ ବି ଜିବନର ସୁଖ ହିଁ ମାନାଯାଇଛି , ସେମିତି ଅନ୍ୟ ଧର୍ମ ଗ୍ରନ୍ଥରେ ବି ଧନର ବର୍ଣ୍ଣନ କରାଯାଈଛି , ସେମିତି ଧର୍ମ ଶାସ୍ତ୍ରରେ ଓ ବାସ୍ତୁ ଶାସ୍ତ୍ରରେ ବହୁତ ଏପରି ଉପାୟ କୁହାଯାଈଛି ଯାହାର କାରଣରୁ ଆପଣ ଧନବାନ ହୋଇପାରିବେ ।

କୁହାଯାଈଛି କି କେବଳ ଧନ ହେବା ଦ୍ୱାରା ଆପଣଙ୍କୁ ସଂସାରରେ ସୁଖ ପ୍ରାପ୍ତି ହୋଇପାରିବ ନାହିଁ । ତାହା ପାଇଁ ଜରୁରି ଅଟେ କି ଆପଣଙ୍କ ଶାରରୀକ ରୁପେ ସୁସ୍ଥ୍ୟ ରହିବା , ତେବେ ଆପଣ ଧନର ଭୋଗ କରିପାରିବେ , ସେମିତି ଆପଣଙ୍କ ଘର ପରିବାରର କାହାର ଦେହ ଖରାପ ଅଛି , ତେବେ ଆପଣଙ୍କୁ ବୁଝିବା ଦରକାର କି କିଛି ନକରାତ୍ମକ ଉର୍ଜା ଆପଣଙ୍କ ଘର ପ୍ରଭାବ ପକାଇବ ନାହିଁ ତାହାକୁ ଦୁର କରିବାପାଇଁ ଉପାୟ ଆଜି ଆମେ କହିବୁ , କଣ ଆପଣ ଜାଣିଛନ୍ତି କେବଳ ୧ ଟଙ୍କାର ପଇସାରେ ଆପଣଙ୍କ ଜୀବନରେ ସବୁ ଅସୁବିଧା ଦୁର କରିଦେବ , ଏଥିପାଇଁ ଆପଣଙ୍କୁ କେବଳ ଏକ ଖାସ୍ ଉପାୟ କରିବାକୁ ହେବ ,

ଏହି ଉପାୟ ବହୁତ ଲାଭକାରୀ ଅଛି , ତେବେ ଆସନ୍ତୁ ଜାଣିବା କିପରି କରିବା ଏହି ଉପାୟ  , ଆପଣ ଏହି ଏକ ଟଙ୍କା ନେଇକରି ତାହା ଉପରେ ୭ ଥର ବୁଲାଇଦିଅନ୍ତୁ , ଓ ଧ୍ୟାନ ରଖନ୍ତୁ କି ସେହି ପଇସାକୁ ଉତାରିବା ପରେ କାହାକୁ କିଛି କହିବାର ନାହିଁ , ଏମିତି କରିଲେ ଯେଉଁ ଲୋକ ତାହାର ତକିଆ ତଳେ ଏହି ପଇସାକୁ ରଖିଦେବାର ଅଛି , ଓ ସକାଲୁ ଉଠିକରି ସେହି ଏକ ଟଙ୍କାର୍ ଆଖପାଖରେ ଶ୍ମଶାନ ଘାଟ କିମ୍ବା କବରିସ୍ଥାନ ଜାଇକରି ପକାଇଦେବାର ଅଛି , ଆପଣ ଚାହିଁଲେ ମାଟି ତଳେ ପୋତି ପାରିବେ , ଏହି ଉପାୟ କୁ କରିବାପରେ ଘରୁ ସବୁ ନକରାତ୍ମକ ଉର୍ଜା କଷ୍ଟ ଓ ରୋଗ ସେହି ପଇସାର ସହ ଘରୁ ବାହାରକୁ ଚାଲିଯିବ  ଓ ଧ୍ୟାନ ରଖନ୍ତୁ କି ଏହି ଉପାୟ କରିବା ସମୟରେ କେହି ଆପଣଙ୍କୁ ନ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *