April 17, 2024

Odia Express

News For Public

୧୭ ଫେବୃୟାରୀ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମେଷ ଓ ଧନୁ ରାଶି ଲୋକଙ୍କୁ ମିଳିବ ବହୁତ ସାରା ଖୁସି ଯେବେ କି ଏହି ୪ ଟି ରାଶିର ଲୋକଙ୍କୁ ମିଳିବ ନିରାଶା

ମେଷ ରାଶି : ମେଷ ରାଶିର କାରୋବାରୀଙ୍କୁ ଆଜି ଲାଭ ମିଳିବ , ବିପଦପୁର୍ଣ୍ଣ କାର୍ଯ୍ୟ ସାହାସ କରି କରିପାରିବେ । ଯଦି ଆପଣ ଗ୍ଲାମର୍ ସହ ଯୋଡି ହୋଉଛନ୍ତି ତେବେ ସମ୍ମାନ ପାଇବେ , ବଡ କାମ କରିବାକୁ ମନ ହେବ , କେଉଁ ସଂବନ୍ଧ ଅଥବା ନିଜ ଅସ୍ୱସ୍ଥତା ଯୋଗୁଁ ଚିନ୍ତିତ ହୋଇପାରନ୍ତି , ଦୁର୍ଘଟଣା ହୋଇପାରେ , ଏଥିପାଇଁ ବାହାନ ଚଲାଉଥିବା ସମୟରେ ସାବଧନତା ରଖନ୍ତୁ , ଆପଣ କିଛି ଏପରି ଉପାୟ ଅନୁଭବ କରିବେ , ଯାହା ପୂର୍ବରୁ କରିଥିବେ , ପୁରୁଣା ସଂମ୍ପର୍କରେ ପ୍ରଗଢତା ବଢିବ ।

ବୃଷ ରାଶି : ଯଦି ଆପଣ କେଉଁ ସଂମ୍ପତ୍ତିକୁ ପ୍ରାପ୍ତ କରିବାକୁ ପ୍ରୟାସ କରିଛନ୍ତି ତେବେ ଆଯି ସେଥିରେ ସଫଳତା ପାଇବେ , ଭୁଲ୍ ବୁଝାମଣା ଓ ଅସହମତି କାରଣରୁ ପରିବାର ମାହୋଲ୍ ରେ ନିରାଶାଜନକ ହୋଇପାରେ , ବେପାର କ୍ଷେତ୍ରରେ କିଛି ନୁଆ ସଂବନ୍ଧ ହୋଇପାରିବ , ନୁଆ ଘର କିଣିବାରେ ମନ ବଳାଇବେ , ଧାର୍ମିକ ଯାତ୍ରାର ଯୋଗ ହେଉଛି , ପାରିବାରିକ ସମସ୍ୟାକୁ ନେଇକରି ମନରେ ଚିନ୍ତା ଆସିବ , କେଉଁ ଅନୈତିକ ବିଚାରକୁ ନିଜ ପାଖରେ ଆଣିବାକୁ ଦିଅନ୍ତୁ ନାହିଁ , କାରଣ ଏହା ଆପଣଙ୍କୁ କ୍ଷତି ଦେବ ।

ମିଥୁନ ରାଶି : ଆଜି ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , କାର୍ଯ୍ୟସ୍ଥଳରେ ଅସୁବିଧା ହେବ ବଞ୍ଚନ୍ତୁ , ଅଧିକା ଖର୍ଚ୍ଚ ହେବା କାରଣାରୁ ମନରେ ଅସ୍ୱସ୍ଥତା ରହିବ , ଆପଣଙ୍କ ବ୍ୟବସାୟ ଠିକ୍ ଚାଲିବ , ଶାସନ ସତ୍ତା ରାଜକୀୟ କ୍ଷେତ୍ରରେ ଲୋକଙ୍କ କ୍ରିୟାଶୀଳତା ବଢିବ , ନୁଆ ଦାୟିତ୍ୱ ଆପଣଙ୍କ ଉପରେ ଆସିବ ,

କର୍କଟ ରାଶି : ଆଜି ଆପଣଙ୍କ ନୁଆ ଅବସର ଉପରେ ଦୃଷ୍ଟି ରହିବ , କେଉଁ ବ୍ୟକ୍ତିଙ୍କ ଠାରୁ ଉଧାରି ନିଅନ୍ତୁ ନାହିଁ , ନିଜ ଯୋଗ୍ୟତା ପ୍ରମାଣିତ୍ କରିବାକୁ ହେଲେ , ବହୁତ ଅବସର ସୁଚାରୁ ରୁପେ ଲାଭ ଉଠାଇବେ , ବାରମ୍ବାର କରିଥିବା ପ୍ରୟାସ ଆପଣଙ୍କୁ ଆନନ୍ଦଦାୟକ ହେବ , ମଧୁର ବାଣି ସଂବନ୍ଧରେ ପ୍ରଗାଢତା ଆସିବ ।

ସିଂହ ରାଶି : ଆଜି ଅଜଣା ଲୋକଙ୍କୁ ଭରସା କରନ୍ତୁ ନାହିଁ , ଲୋକପ୍ରିୟତା ବୃଦ୍ଧି ହେବ , ବ୍ୟବସାୟ ବି ସୁଚାରୁରୁପେ ହେବ , ଆପଣଙ୍କ ସମୟରେ ଭୋଜନ ଓ ପର୍ଯ୍ୟପ୍ତ ନିଦ ନ ଆସିବା କାରଣରୁ ଅସୁସ୍ଥ୍ୟତା ଅନୁଭବ କରିବେ , ବରିଷ୍ଠଙ୍କୁ ଖୁସି କରିବା ମୁସକିଲ୍ ହୋଇପାରେ ।

କନ୍ୟା ରାଶି ; ଆଜି ପର୍ଯ୍ୟାପ୍ତ ଲାଭ ଉଠାଇବେ , ବିତ୍ତିୟ ସ୍ଥିତି ମଜବୁତ୍ ହେବ , କେଉଁ ପ୍ରିୟଜନଙ୍କ ବିଶେଷ ସହଯୋଗ ମିଳିବ , ସୁନିଶ୍ଚିତ କରନ୍ତୁ କି କେଉଁ ଆପଣଙ୍କ ବିରୋଧ ନ କରନ୍ତୁ , ଅନ୍ୟଥା କଠିନ ନିର୍ଣ୍ଣୟ ଆପଣଙ୍କ ପ୍ରଗତି ଅବରୁଦ୍ଧ କରିବ,  ଏହି କଥାରେ ସାବଧନତା ରଖନ୍ତୁ , ଆପଣ କାହା ସହ ଆର୍ଥିକ ଲେଣଦେଣ ନ କରନ୍ତୁ , ପୁରା ଦିନ ଆଧ୍ୟାତ୍ମିକ ପାରମ୍ପାରିକ କାର୍ଯ୍ୟ ବ୍ୟତିତ ହେବ , କାମ ଓ ପରିଶ୍ରମ ଦ୍ୱାରା ଅଧିକା ଥକା ଅନୁଭବ କରିବେ ।

ତୁଳା ରାଶି : ଆଜି ଛାତ୍ରଙ୍କର ପାଠ ପଢାରେ ମନ ଲାଗିବ , ବାପା ଓ ଧର୍ମଗୁରୁଙ୍କ ସହଯୋଗ ମିଳିବ , ନିଜ ଆଚରଣକୁ ନେଇକରି ସତର୍କ ହୋଇପାରନ୍ତି  ବ୍ୟବସାୟିକ ସଫଳତା ବି ମିଳିବ , ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ ଘରେ ସୁଖଶାନ୍ତି ରହିବ , ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବେ , ପ୍ରେମ ମାମଲାରେ ସଫଳତା ମିଳିବ , ପରିଶ୍ରମ ପରେ କିଛି ସମୟ ସ୍ୱୟଂ ବାହାର କରନ୍ତୁ , ନିଜ ଆପଣଙ୍କୁ ପ୍ରମାଣିତ କରିବାପାଇଁ କଡା ପରିଶ୍ରମ କରିବେ ।

ବିଛା ରାଶି : ଆଜି ଆର୍ଥିକ ଯୋଜନାର୍ ବଳ ମିଳିବ , କିନ୍ତୁ ବିରୋଧୀ ସକ୍ରିୟ ରହିବେ , ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ଫଳିଭୁତ ହେବ , ଚାକିରିରେ ପଦୋନ୍ନତି ହେବାର ଯୋଗ ଅଛି , ତଥା ଆୟରେ ବୃଦ୍ଧି ସଂମ୍ଭବ ଅଛି , ଅଲଗା ଗାଡି କିମ୍ବା ବସ୍ତ୍ରର ଉପଯୋଗ ଆଜି କରନ୍ତୁ ନାହିଁ । ଜୀବନସାଥୀଙ୍କର ଭାବନାତ୍ମକ ସହଯୋଗ ମିଳିବ ।

ଧନୁ ରାଶି : ମିଠା କଥା କହି ପୁରା କାମ କରାଇନେବେ , କିଛି ଏପରି ଘଟଣା ଅଛି , ଯାହା ପାରିବାରିକ ପ୍ରତିଷ୍ଠା ବଢାଇବ , ଆପଣଙ୍କ ସମକ୍ଷରେ ଯେଉଁ ଖର୍ଚ୍ଚ ସାମ୍ନାରେ ଆସିବ , ତାହାକୁ ରୋକିବାରେ ସଫଳ୍ ହେବେ , ଆପଣଙ୍କୁ ସଫଳତାର ନୁଆ ମାର୍ଗ ପ୍ରାପ୍ତ ହେବ , କେଉଁ ପ୍ରକାରର ଲଙ୍ଗ୍ ଟର୍ମରେ ନିବେଶ କରନ୍ତୁ ନାହିଁ । ଆପଣଙ୍କ ପୁରା ଧ୍ୟାନ କ୍ୟାରିୟର ଆଡକୁ ବଢିବ ।

ମକର ରାଶି : ଆଯି ଆପଣଙ୍କୁ କେଉଁ ଖାସ୍ କାମ ନିପଟାଇବାକୁ ସମୟର ଅଭାବ ଦେଖାଦେଇପାରେ , ମାଙ୍ଗଳିକ କିମ୍ବା ଅନ୍ୟ ଉତ୍ସବରେ ଭାଗ ନେବେ , ବ୍ୟବସାୟିକ ପ୍ରତିଷ୍ଠା ବଢିବ , ମଉକ ମସ୍ତିରେ ମନୋରଞ୍ଜନ ପ୍ରବୃତ୍ତିରେ ବିଶେଷ ରୁଚି ରହିବ , ବିଜନେସ୍ ପାର୍ଟନର୍ ଓ ସହକର୍ମୀଙ୍କର ଆପଣଙ୍କୁ ଭରପୁର୍ ସହଯୋଗ ମିଳିବ , ଆଜି ଏମିତି କେଉଁ ଯାତ୍ରା ହୋଇପାରେ , ଯାହାର ଫାଈଦା ଆପଣଙ୍କୁ ଆସୁଥିବା ଦିନରେ ମିଳିବ ,

କୁମ୍ଭ ରାଶି : ଆଜି କିଛି ନୁଆ ଶିଖିବାର ପ୍ରୟାସ କରିବେ , ଭୌତିକ ସୁଖ ସାଧନରେ ଲାଳସା ବଢିଇବ , ସରକାରୀ ସ୍ତରେ ଲେଣଦେଣ ସତର୍କତା ସହ କରନ୍ତୁ , ଶଶୁରଘର ପକ୍ଷ ସହଯୋଗ ମିଳିବ , କାର୍ଯ୍ୟକ୍ଷେତ୍ରରେ ଆଜି ବହୁତ ଅଧିକା ସମୟ ସାଥ୍ ଦେବ , ଆପଣ ନିଜ ପସନ୍ଦର କାମକୁ କରିବାରେ ଉତ୍ସୁକତା ରଖିବେ ।

ମୀନ ରାଶି : ଆଜି ବହୁତ ଆପଣ ଉର୍ଜାବାନ ହେବେ , ଏହି ସମୟରେ ଆପଣଙ୍କୁ ସ୍ୱପ୍ନ ସାକାର କରିବାର ଅଛି , ଆର୍ଥିକ ପକ୍ଷ ବି ମଜବୁତ୍ ହେବ , ସାମାଜିକ କାର୍ଯ୍ୟରେ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଦି କରିବ , ସହଯୋଗ ନେବାରେ ସଫଳତା ମିଳିବ , ବହୁତ ଲମ୍ବା ସମୟରୁ ଅଟକିଥିବା ଧନ ପୁଣୀ ପାଇପାରିବେ । ଆଜି ଆପଣଙ୍କ କଥାକୁ ପ୍ରଭାବଶାଳୀ ଢଙ୍ଗର୍ କହିବାରେ ସଫଳ ହେବେ । ଅଧିକାଂଶ ମାମଲାରେ କ୍ଷତିରୁ ବଞ୍ଚ୍ତନ୍ତୁ ,

 

Leave a Reply

Your email address will not be published. Required fields are marked *