April 12, 2024

Odia Express

News For Public

ଯଦି ଆପଣଙ୍କ ହାତରେ ଅଛି X ଓ M ର ଚିହ୍ନ , ତେବେ ନିଶ୍ଚିତ ପଢନ୍ତୁ ଏହାର ବିଷୟରେ , ନହେଲେ ହୋଇପାରେ ଆପଣଙ୍କୁ ପଛରେ ହଇରାଣ…

1 min read

ଶାସ୍ତ୍ରରେ ମନୁଷ୍ୟ ସହ ଯୋଡି ହୋଇଥିବା ବହୁତ ସାରା କଥା କୁହାଯାଇଛି , ଏହି କଥାରେ ମନୁଷ୍ୟର ଭଲ ଓ ମନ୍ଦ ସମୟର ବିଷୟରେ ବାଖ୍ୟା କରାଯାଇଛି , ଶାସ୍ତ୍ରରେ ହାତରେ ହୋଇଥିବା ରେଖାକୁ ବିଷେଶ ମହତ୍ତ୍ୱ ଦିଆଯାଈଛି , ଏହି ସବୁ ରେଖାର ଅଲଗା ଅଲଗା ଅର୍ଥ ହୋଇଥାଏ , ସେମିତି ଦେଖାଗଲେ ଶାସ୍ତ୍ରରେ ସବୁ ରେଖାର ନିଜର ଅଲଗା ଅଲଗା ମହତ୍ତ୍ୱ ମାନାଯାଇଛି ,ଯାହା ଆପଣଙ୍କ ଜୀବନ ସହ ଯୋଡା ଯାଇଛି , ଜ୍ୟୋତିଷ୍ୟ ବିଦ୍ୟାରେ ଶୁଭ ଅଶୁଭ କଥାରୁ ଜଣାପଡିବ କି ଆପଣଙ୍କ ହାତରେ କିପରି ରେଖା ଅଛି , ଯଦି ଆପଣଙ୍କ ହାତରେ ରେଖାଗୁଡିକ ଠିକ୍ ଭାବରେ ନ ଦେଖାଯାଏ ତେବେ ଆମେ ଏହି ଲେଖ ମାଧ୍ୟମରେ ଆମେ କହିବୁ ଯାହା ଦ୍ୱାରା ଆପଣ ସେହି ରେଖାକୁ ଦେଖି ଜାଣିପାରିବେ କି ଆପଣଙ୍କ ଭାଗ୍ୟରେ କଣ ଅଛି ।

ସେମିତି ଦେଖିବାକୁ ଗଲେ ଆମ ହାତରେ ନାନାପ୍ରକାର ରେଖା ମହଜୁତ୍ ଥାଏ , ଓ ଏହି ସବୁ ରେଖାଗୁଡିକର ଅଲଗା ଅଲଗା ମହତ୍ତ୍ୱ ରହିଥାଏ , କିନ୍ତୁ X ଓ M ର ରେଖା ଚିହ୍ନ ହାତରେ ଅଧିକାଂଶ ଦେଖିବାକୁ ମିଳେ , ତେବେ ଆଜି ଆପଣଙ୍କ ହାତରେ ରେଖା ଗୁଡୀକ ଦେଖିବା ଆରମ୍ଭ କରିଦିଅନ୍ତୁ , ଆସନ୍ତୁ ଜାଣିବା ସେହି ରେଖାଗୁଡିକର ମହତ୍ତ୍ୱ ବିଷୟରେ ।

M ରେଖା ଚିହ୍ନ ମହତ୍ତ୍ୱ : ଯେଉଁ ବ୍ୟକ୍ତିଙ୍କ ହାତରେ M ର ରେଖା ଚିହ୍ନ ଥାଏ ସେମାନେ ବହୁତ ସାହାସୀ ପ୍ରବୃତିର ହୋଇଥାନ୍ତି , ସେମାନେ ବିପଦପୁର୍ଣ୍ଣ କାର୍ଯ୍ୟ କରିବାକୁ ଆଗଭର ରୁହନ୍ତି , ସେମାନେ ନିଜ ସମାଜରେ ମାନ ସମ୍ମାନ ବନାଇବାରେ ଟିକିଏ ପରିଶ୍ରମ କରିବାକୁ ପଡିଥାଏ , କିନ୍ତୁ ସଫଳତା ନିଶ୍ଚିତ ତାଙ୍କ ଭାଗ୍ୟରେ ଥାଏ , ସେମାନେ କାହା ଉପରେ ଅଧିକା ଭରସା କରନ୍ତି ନାହିଁ , ଓ ନିଜ ଜୀବନରେ ବହୁତ ଉନ୍ନତି ପ୍ରାପ୍ତ କରନ୍ତି , ଓ ନିଜ ମାର୍ଗ ନିଜେ ତିଆରି କରନ୍ତି , ଯାହାର କାରଣରୁ ତାଙ୍କର ଜୀବନ ଠିକ୍ ହୋଇଯାଏ , ବୈବାହିକ ଜୀବନରେ ନିଜ ପାର୍ଟନର ସହ ଟିକିଏ ମତଭେଦ ହୋଇଥାଏ , କିନ୍ତୁ ପରେ ତାଙ୍କର ବୈବାହିକ ଜୀବନ ବହୁତ ଭଲରେ କଟିଥାଏ , ଏମାନଙ୍କୁ ନିଜ ଜୀବନରେ କେବେ ବି ଧନର ଅଭାବ ଦେଖାଦିଏ ନାହିଁ ।

X ର ରେଖା ଚିହ୍ନ ମହତ୍ତ୍ୱ : ଯେଉଁ ବ୍ୟକ୍ତିଙ୍କ ହାତରେ X ର ରେଖା ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି , ସେମାନେ ନିଜ ପାଇଁ ତ ଭାଗ୍ୟଶାଳୀ ରୁହନ୍ତି , ତାହା ସହ ଅନ୍ୟଙ୍କ ପାଇଁ ଭାଗ୍ୟଶାଳି ବି ହୋଇଥାନ୍ତି , ନିଜ ଜୀବନରେ କେବେ ବି କେଉଁ ଜିନିଷର କମି ଦେଖାନ୍ତି ନାହିଁ , ଯାହାର କାରଣରୁ ତାଙ୍କ ଜୀବନ ଏକ ଦମ ଭଲରେ କଟିଥାଏ , ଏମାନଙ୍କ ପାଖରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ , ଓ ଏମାନେ ଅନ୍ୟମାନଙ୍କ ଜୀବନରେ ଖୁସି ବାଣ୍ଟୀ ଚାଳନ୍ତି , ଏହି ବ୍ୟକ୍ତିମାନେ ନିଜ ପରିଶ୍ରମ ଓ ଲଗନ ବଳରେ ମୁସକିଲ୍ ରୁ ମୁସକିଲ୍ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ , ଯାହାର କାରଣରୁ ଏମାନଙ୍କୁ ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ,

ଯଦି ଆମେ ଏମାନଙ୍କ ବୈବାହିକ ଜୀବନ ବିଷୟରେ କଥା ହେବା ତେବେ ଏମାନଙ୍କ ବୈବାହିକ ଜୀବନ ବହୁତ ସଫଳ ହୋଇଥାଏ , ଏମାନଙ୍କୁ କେଉଁ ଜିନିଷର୍ ଅଭାବ ହୁଏ ନାହିଁ , ଯାହାର କାରଣରୁ ଏମାନେ ନିଜ ପାର୍ଟନରଙ୍କ ଭରପୁର୍ ସହଯୋଗ ପ୍ରାପ୍ତି କରିହୁଏ , ଓ ଏମାନେ ବହୁତ ଖୁସିମିଜାଜର ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *