March 24, 2024

Odia Express

News For Public

ଜାଣନ୍ତୁ S ନାମ ଥିବା ବ୍ୟକ୍ତିଙ୍କର ୨୦୨୦ ଆଗାମୀ ମାସ ଗୁଡିକ କିପରି ରହିବ , ଆସନ୍ତୁ ଜାଣିନେବା….

1 min read

ସମସ୍ତେ ଜାଣିବାକୁ ବ୍ୟଗ୍ର ରୁହନ୍ତି କି ତାଙ୍କର ଆଗାମୀ ଭବିଷ୍ୟତ କିପରି କଟିବ , ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ ନାଁର ପ୍ରଥମ ଅକ୍ଷର ଅନୁସାରେ ୨୦୨୦ ମସିହାରେ କିପରି ଭାଗ୍ୟ ରହିବ , ତେବେ ଆଜି ଆମେ S ନାମକ ବିଶିଷ୍ଟ ଲୋକଙ୍କର କିପରି କଟିବ ଏହି ବର୍ଷ ତାହା ବିଷୟରେ କହିବୁ , ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଏହି ବର୍ଷ ଆପଣ ଉନ୍ନତି ଓ ପ୍ରଗତି କରିପାରିବେ । ଏହି ବର୍ଷ ଆପଣ ଆନନ୍ଦରେ କାଟିବେ , ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ବଢିଆ ରହିବ , ସେମିତି ଆପଣଙ୍କୁ କହିଦେବୁ କି ଆପଣଙ୍କ ବୈବାହିକ ଜୀବନ ପ୍ରେମ ରହିବ , ଓ ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ କିଛି ଅସୁବିଧା ଦେଖିବାକୁ ମିଳିପାରେ , ଯଦି ଆପଣ ଚାକିରି କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ସ୍ୟାଲେରି ବଢିବ , ଓ ପ୍ରମୋଶନ୍ ବି ମିଳିବ , ଏହି ବର୍ଷ ଆପଣଙ୍କ ବିସ୍ତାର ବଢିବ , ଯଦି ଆପଣ ଛାତ୍ର ଅଛନ୍ତି ତେବେ ପରିଣାମ ପାଇଂ କଡା ପରିଶ୍ରମ କରିବାକୁ ପଡିପାରେ

ସେମିତି ଯଦି ଆପଣ ପ୍ରେମ ସଂବନ୍ଧରେ ଅଛନ୍ତି ତେବେ ନିଜ ସଂମ୍ପର୍କକୁ ଧ୍ୟାନ ରଖିବାକୁ ହେବ , ବର୍ଷ ୨୦୨୦ ରେ ଏହି ଲୋକଙ୍କର ବ୍ୟକ୍ତି ଭବିଷ୍ୟଫଳ ଅନୁସାରେ ଏହି ବ୍ୟକ୍ତିଙ୍କର୍ ନୁଆ ସ୍ରୋତ ସାମ୍ନାରେ ଆସିବ , ପଇସାର ଅବକ ଭଲ ରହିବ , ଆପଣଙ୍କ ଜୀବନ ଆନନ୍ଦଦାୟକ ରହିବ , କିନ୍ତୁ ମାର୍ଚ୍ଚ ରୁ ଜୁଲାଇ ପର୍ଯ୍ୟନ୍ତ ଧନ ହାନି ହେବାର ସମ୍ଭାବନା ଅଛି , ଏଥିପାଇଁ ସାବଧାନ ରହିବାର ଦରକାର ଅଛି,  ଆର୍ଥିକ ସ୍ଥିତି ହଟାଇବାକୁ ହେବ , ଏହି ବର୍ଷ ଆପଣ ପୁରୁଣା କରଜ ରୁ ବାହାରିପାରିବେ , ୨୦୨୦ ରେ ବହୁତ ସୁନହରା ମଉକା ପାଇବେ , ଯଦି ଲଭ୍ ଲାଇଫ୍ ବିଷୟରେ କହିବା ତେବେ ୨୦୨୦ ରେ ଏମାନଙ୍କୁ ପ୍ରେମ ମିଳିବାର ଯୋଗ ଅଛି ,

ବର୍ଷର ଆରମ୍ଭ  ଫେବୃୟାରୀରେ ଓ ମାର୍ଚ୍ଚ ରେ କିଛି ମତଭେଦ ହୋଇପାରେ , ଏହାପାଇଁ ଜଣେ ଅନ୍ୟଜଣଙ୍କ ଉପରେ ସନ୍ଦେହ ଆଣନ୍ତୁ ନାହିଁ ଓ ପରସ୍ପର ବୁଝନ୍ତୁ , ହୋଇପାରେ କି ଏହି ବର୍ଷ ଶେଷରେ ଆପଣଙ୍କୁ ନିଜ ପାର୍ଟନର ସହ କିଛି ସମୟ ବିତାଇବାର ମଉକା ମିଳିପାରିବ , ଯଦି ଏହିଥିରେ ଖୁସି ଅଛନ୍ତି ତେବେ ଏହି ବର୍ଷ ଆପଣଙ୍କ ପାଇଁ ଅନୁକୁଲ ରହିବ , ସେମିତି ଯଦି ପାରିବାରିକ ଜୀବନର କଥା କହିବା ତେବେ ବହୁତ ପରିମାଣରେ ଠିକ୍ ରହିବ ଜୀବନସାଥୀ ପୁରା ସହଯୋଗ ମିଳିବ , ମାତା ପିତାଙ୍କର ସ୍ୱାସ୍ଥ୍ୟର କଥା କହିଲେ ମାଙ୍କସ୍ୱାସ୍ଥ୍ୟ ଭଲ ରହିବ , କିନ୍ତୁ ବାପା ଙ୍କ ସ୍ୱାସ୍ଥ୍ୟକୁ ଦାୟିତ୍ୱ ନେବାକୁ ହେବ ।  ଏହି ବର୍ଷ ଆପଣ ସବୁଦିନ ଭଗବାନ ଶ୍ରୀଗଣେଷଙ୍କ ପୁଜା କରନ୍ତୁ , ଓ ନିୟମିତ ରୁପରେ କେଉଁ ଧାର୍ମିକ ସ୍ଥଳରେ ସଫା କରନ୍ତୁ , ଏମିତି କରିଲେ ସବୁ ସମସ୍ୟା ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *