April 22, 2024

Odia Express

News For Public

ଯେବେ IAS ର ଇଣ୍ଟରଭିୟୁରେ ପ୍ରାର୍ଥିନୀଙ୍କୁ ପଚରାଗଲା ଏହି ପ୍ରଶ୍ନ, କଣ ପୁରୁଷ ଙ୍କ ପାଖେ ୩ ଟି ଥାଏ ଓ ନାରୀ ପାଖେ କେବଳ ଦୁଇଟି ଥାଏ..

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଏପରି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆଇଏଏସ ର ଇଣ୍ଟରଭିୟୁରେ ପଚରାଯାଇଥିଲା ଓ ତାହା ପୁଣି ଗୋଟିଏ ଝିଅକୁ ଓ ସେହି ଝିଅ ବହୁତ ଚତୁରତାପୂର୍ବକ ଉତ୍ତର ଦେଇଥିଲା ଓ ଇଣ୍ଟରଭିୟୁରେ ସଫଳ ହୋଇଥିଲା। ଏଥିପାଇଁ ବନ୍ଧୁଗଣ ଆଜି ଆମେ ଆପଣଙ୍କପାଇଁ ସେହି ପ୍ରଶ୍ନ ସହିତ ଉତ୍ତର ମଧ୍ୟ ଆଣି ଆସିଛୁ ଯଦ୍ୱାରା ଯଦି ଆପଣ ମଧ୍ୟ ଆଇଏଏସର ଇଣ୍ଟରଭିୟୁ ଦେବାକୁ ଯିବେ ଓ ଯଦି ଆପଣଙ୍କୁ ମଧ୍ୟ ଏପରି ପ୍ରଶ୍ନ ପଚରାଯିବ ତେବେ ଆପଣ ମଧ୍ୟ ସହଜରେ ଉତ୍ତର ଦେଇପାରିବେ । ବନ୍ଧୁଗଣ ଆଇଏଏସ ର ଇଣ୍ଟରଭିୟୁ ଏତେ ସହଜ ମଧ୍ୟ ହୋଇନଥାଏ ଏଥିରେ ଏଭଳି ପ୍ରଶ୍ନ ପଚରାଯାଏ ଯେଉଁ ଗୁଡିକ ମୁଣ୍ଡ ଘୁରେଇ ଦିଏ କିନ୍ତୁ ବନ୍ଧୁଗଣ ଆମେ ଆପଣଙ୍କର କିଛି ସହାୟତା କରୁଛୁ ଯଦ୍ୱାରା ଆପଣଙ୍କୁ ଅଳ୍ପବହୁତ ଜଣାପଡିବ ଯେ ଆଇଏଏସର ଇଣ୍ଟରଭିୟୁରେ କିପରି ପ୍ରକାର ପ୍ରଶ୍ନ ପଚରାଯାଏ । ତେବେ ଆସନ୍ତୁ ଆପଣଙ୍କୁ ସେହି ପ୍ରଶ୍ନ ଓ ସେଗୁଡିକ ର ଉତ୍ତର କହିବୁ।

ପ୍ରଶ୍ନ: କମଳାର ରଙ୍ଗ ନାରଙ୍ଗି କାହିଁକି ହୋଇଥାଏ?

ଉତ୍ତର: କମଳା ଜନମରୁ ନାରଙ୍ଗି ହୋଇଥାଏ ତେଣୁ ।

ପ୍ରଶ୍ନ: ଭାରତୀୟ ରିଜର୍ଭ ବ୍ୟାଙ୍କ କେବେ ସୃଷ୍ଟି ହୋଇଥିଲା?

ଉତ୍ତର: ଭାରତୀୟ ରିଜର୍ଭ ବ୍ୟାଙ୍କ 1 ଏପ୍ରିଲ 1935ରେ ସୃଷ୍ଟି ହୋଇଥିଲା ।

ପ୍ରଶ୍ନ: କଣ ପୁରୁଷ ଙ୍କ ପାଖେ ୩ ଟି ଥାଏ ଓ ନାରୀ ପାଖେ କେବଳ ଦୁଇଟି ଥାଏ..

ଉତ୍ତର: ତେବେ ଏଠାରେ କହିରଖିବୁ ପୁରୁଷ ନାମରେ ୩ଟି ଅକ୍ଷର ଓ ନାରୀ ନାମରେ ଦୁଇଟି ଅକ୍ଷର ଥାଏ ।

ବନ୍ଧୁଗଣ ତ ଏହାଥିଲା ସେହି ପ୍ରଶ୍ନ ଯାହାର ଉତ୍ତର ଦେବା ପାଇଁ ବହୁତ ଅଦ୍ଭୁତ ଲାଗେ କିନ୍ତୁ ଯଦି ଆପଣ ମଧ୍ୟ ଆଇଏଏସ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତ ଆପଣଙ୍କୁ ଏହି ଜିନିଷର ଧ୍ୟାନ ରଖିବାକୁ ହେବ ଯଦ୍ୱାରା ଆପଣ ଆଇଏଏସ ର ଇଣ୍ଟରଭିୟୁରେ ବିଫଳ ନହେବେ । ଆପଣଙ୍କୁ ଆଇଏଏସର ଇଣ୍ଟରଭିୟୁରେ ସଫଳ ହେବା ଉଚିତ ଓ ନିଜନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ନାମ ଉଜ୍ଜ୍ଵଳ କରିବାର ଅଛି କାରଣ ସବୁ ସମୟରେ ସେମାନେ ଆପଣଙ୍କ ସହିତ ଥିଲେ ।

ବନ୍ଧୁଗଣ ଆଇଏଏସର ଇଣ୍ଟରଭିୟୁରେ ପ୍ରଶ୍ନ ବହୁତ ଅଦ୍ଭୁତ ହୋଇଥାଏ କିନ୍ତୁ ସେମାନଙ୍କ ଉତ୍ତର ବହୁତ ସହଜ । ଯଦି ଆପଣ ପ୍ରଶ୍ନ ର ଉତ୍ତର ଶାନ୍ତିପୂର୍ବକ ଚିନ୍ତାକରି ଦେବେ ତେବେ ବୋଧହୁଏ ଆପଣ ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ ଓ ଆଇଏଏସର ଇଣ୍ଟରଭିୟୁରେ ସଫଳ ହେବେ

Leave a Reply

Your email address will not be published. Required fields are marked *