April 14, 2024

Odia Express

News For Public

ମା ବାପାଙ୍କର ନାଁ ବହୁତ ଉଜ୍ଜଳ କରନ୍ତି ଏହି ତିନି ନାମ ବାଲା ଛୁଆ , ଆପଣଙ୍କ ନାମ ଏଥିରେ ସାମିଲ ଅଛି କି – ଏବେ ଦେଖିନିୟନ୍ତୁ..

1 min read

ଏମିତି ଆଜିକାଲି ମଡର୍ଣ୍ଣ ଯୁଗରେ ମା ବାପାଙ୍କର କଥା ଛୁଆ କମ୍ ମାନନ୍ତି , ହଁ ଆଜ୍ଞା ଆଜିର ସମୟରେ ଛୁଆ ନିଜ ସବୁ କାମ ନିଜ ତରିକାରେ କରିବାକୁ ବିଶ୍ୱାସ କରିଥାନ୍ତି , ଏଠାରେ କିଛି ଛୁଆ ଏପରି ହୋଇଥାନ୍ତି , ଯିଏ ନିଜ ମନମୁତାବିକ କାମର କାରଣରୁ ନିଜ ବାପା ମାଙ୍କ ନାଁ ଖରାପ କରିଦିଅନ୍ତି , ମା ବାପା ସେମିତି ନିଜ ଛୁଆଙ୍କ ଭୁଲ୍ କୁ ସେମିତି କ୍ଷମା କରିଦିଅନ୍ତି , ଏବେ ଜାହିର୍ କଥା ଏହା କି ମା ବାପା ନିଜ ଛୁଆଙ୍କ ଭୁଲ୍ ରେ ତାଙ୍କୁ କେବଳ ପାଟି କରିପାରିବେ କିମ୍ବା ମାରିପାରିବେ , କିନ୍ତୁ ନିଜକୁ ଦୁର କରିପାରିବେ ନାହିଁ । ସେମିତି କିଛି ଛୁଆ ଏପରି ହୋଇଥାନ୍ତି ଯିଏକି ନିଜ ଦକ୍ଷତା କାରଣରୁ ନିଜ ମା ବାପା ନାଁ ଉଜ୍ଜଳ କରିଥାନ୍ତି

ହଁ ଆଜ୍ଞା ଏପରି ଛୁଆଙ୍କ ଉପରେ ମା ବାପା ବହୁତ ଗର୍ବ କରନ୍ତି , କିନ୍ତୁ କିଛି ଛୁଆଙ୍କ ଜୀବନରେ ବହୁତ ଖରାପ ହୋଇଥାଏ , ଏହାର ସିଧା ପ୍ରଭାବ ତାଙ୍କର ମା ବାପାଙ୍କର ଉପରେ ପଡିଥାଏ , ସବୁ ମାବାପା ନିଜ ଛୁଆଙ୍କର ଭବିଷ୍ୟତ ଦେଖିଥାନ୍ତି , ଏମିତିରେ ଜରୁରୀ ହୋଇଥାଏ କି ସେମାନେ ଛୁଆବେଳରୁ ସେମାନଙ୍କୁ ଭଲ ଶିକ୍ଷା ଦିଅନ୍ତୁ ମ୍ ଯାହାଦ୍ୱାରା ତାଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିବ । ଆଜି ଆମେ ସେପରି ତିନୋଟି ଛୁଆଙ୍କ ନାଁ କହିବୁ ଏହି ଅକ୍ଷରର ଛୁଆ ଆରମ୍ଭରୁ ନିଜ ଛୁଆଙ୍କ ନାଁ ଉଜ୍ଜଳ କରନ୍ତି । ତେବେ ଆସନ୍ତୁ ଜାଣିବା ଏବେ ସେହି ତିନୋଟି ଛୁଆଙ୍କ ନାଁ ଯିଏ ନିଜ ମା ବାପାଙ୍କର ନାଁ ଉଜ୍ଜଳ କରନ୍ତି ।

୧) S ନାମକ ଛୁଆ : ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନିଜ ମା ବାପାଙ୍କୁ ବହୁତ ଭଲ ପାଇଥାନ୍ତି । ହଁ ଆଜ୍ଞା କହିଦେବୁ କି ଏହି ଲୋକ ଛୁଆବେଳରୁ ବହୁତ ପ୍ରତିଭାବାନ ହୋଇଥାନ୍ତି । କେବଳ ପାଠପଢାରେ ନୁହେଁ ବରଂ ବହୁତ ଜିନିଷରେ ଏମାନେ ବହୁତ ଭଲ ହୋଇଥାନ୍ତି । ମାନେ ସିଧା ଶବ୍ଦରେ କହିବାକୁ ଗଲେ ଏହି ଲୋକଙ୍କର ଭରପୁର୍ ଦକ୍ଷତା ରହିଥାଏ , ଏହା ଛଡା ଏହି ଲୋକ ନିଜ ମା ବାପାଙ୍କର ସବୁ କଥା ମାନିଥାନ୍ତି , ଓ ତାଙ୍କର୍ ଅନୁସାରେ ସବୁ କାର୍ଯ୍ୟ କରିଥାନ୍ତି , ଏହି କାରଣରୁ ଏହି ନାଁର ଝିଅ ନିଜ ବାପା ମାଙ୍କ ନାଁ ଉଜ୍ଜଳ କରନ୍ତି ଓ ବହୁତ ସଫଳତା ହାସିଲ୍ କରିଥାନ୍ତି ।

୨) V ନାମକ ଛୁଆ : କହିଦେବୁ କି ଯେଉଁ ଲୋକଙ୍କର ଏହି ନାଁରୁ ନାଁ ଆରମ୍ଭ ହୋଇଥାଏ ସେମାନେ ନିଜ କାମର ପ୍ରତି ବହୁତ ଇମାନଦାର୍ ହୋଇଥାନ୍ତି , ବୋଧେ ଏହି କାରଣରୁ ଏହି ନାଁର ଲୋକ ନିଜ ଜୀବନରେ ବହୁତ ପ୍ରସିଦ୍ଧି ଲାଭ କରନ୍ତି , ଏହା ସହ ଏମାନେ ସବୁ କାମରେ ନିଜ ବାପା ମାଙ୍କ ପଚାରିଥାନ୍ତି , ଓ ତାଙ୍କର ନାଁ ଖରାପ କରନ୍ତି ନାହିଁ , ଯଦି ଆମେ ସିଧା ଶବ୍ଦରେ କହିବା ଏମାନେ ନିଜ ବାପା ମାଙ୍କ ନାଁ ବହୁତ ଉଜ୍ଜଳ କରିଥାନ୍ତି ।

୩)Z ନାମକ ଛୁଆ : ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ହୋଇଥାଏ , ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଏହା ସହ ଏମାନେ ବହୁତ ଖାସ୍ ସ୍ୱଭାବର ହୋଇଥାନ୍ତି , ଏହି ଲୋକ କେଉଁ ବି ସ୍ଥିତିରେ କେବଳ ନିଜ ମା ବାପାଙ୍କ ବିଷୟରେ ଭାବିଥାନ୍ତି , ଏହି କାରଣରୁ ଏହି ଲୋକ ନିଜ ମା ବାପାଙ୍କର ବହୁତ ନାଁ ଉଜ୍ଜଳ କରନ୍ତି ।

ଯଦି ଆପଣଙ୍କ୍ ଛୁଆଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣ ପ୍ରକୃତରେ ଭାଗ୍ୟବାନ ହୋଇଥାନ୍ତି ।

 

 

Leave a Reply

Your email address will not be published. Required fields are marked *