April 13, 2024

Odia Express

News For Public

କଣ ପାଇଁ ଶବକୁ ଜଳାଇବା ପରେ ତାର ମୁଣ୍ତ ଉପରେ କରାଯାଏ ପ୍ରହାର , ଜାଣନ୍ତୁ ଏହାର ପଛରେ ଥିବା ରହସ୍ୟ…

ଆମର ଆଖପାଖରେ ଏମିତି ବହୁତ ଜିନିଷ ହୋଇଥାଏ ଯାହାକୁ ଲୋକେ ପୁର୍ବଜଙ୍କ ପୁର୍ବରୁ ଦେଖି ଆସୁଛନ୍ତି , ଓ ତାକୁ ଦୋହରାଇ ଆସୁଛନ୍ତି , ବୋଧେ ଏହି କାରଣରୁ ସେମାନେ ଅଜଣା ଅଛନ୍ତି , ହିନ୍ଦୁ ଧର୍ମରେ ଏମିତି ବହୁତ ସାରା ମାନ୍ୟତ୍ ଅଛି , ଯାହାର କାରଣରୁ କମ୍ ଲୋକେ ଜାଣିଛନ୍ତି , ଯେଉଁଥିରେ ଅନ୍ତିମ ସଂସ୍କାର ସହ ଯୋଡି ହୋଇଥିବା ତଥ୍ୟ ବି ଅଛି , ଅନ୍ତିମ ସଂସ୍କାର ଶ୍ମଶାନ ଘାଟ ମହିଳା ମାନେ ଯାଇପାରିବେ ନାହିଁ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏହା କଣ ପାଇଁ ହୁଏ , କଣ ପାଇଁ ଅନ୍ତିମ ସଂସ୍କାର ଯିବା ସମୟରେ ମହିଳା ମାନଙ୍କୁ ଯିବାପାଇଁ ପ୍ରତିବନ୍ଧକ ଲାଗେ , ଆଜି ଆମେ ଏହି ମାନ୍ୟତା ପଛରେ ଅସଲ କାରଣ ବିଷୟରେ କହିବୁ । ଆମେ ସମସ୍ତେ ଜାଣିଛେ କି ମହିଳାଙ୍କ ହୃଦୟ ପୁରୁଷଙ୍କ ଅପେକ୍ଷାଅଧିକା କୋମଳ ହୋଇଥାଏ , ଏଥିପାଈଁ କୁହାଯାଏ କି ଯଦି କିଏ ଶ୍ମଶାନ ଘାଟରେ କାନ୍ଧେ , ତେବେ ମରିବା ଲୋକଙ୍କୁ ଶାନ୍ତି ମିଳେ ନାହିଁ

କୁହାଯାଏ କି ଶ୍ମଶାନ ଘାଟରେ ସବୁବେଳେ ଆତ୍ମାଙ୍କର ବାସ ହୋଇଥାଏ , ଓ ସେହି ଆତ୍ମାଙ୍କ ଭୟ ମହିଳାଙ୍କ ଉପରେ ଅଧିକା ରହିଥାଏ , କାରଣ ଖରାପ ଆତ୍ମା ବହୁତଥର ମହିଳାଙ୍କ ନିଜର ଚିହ୍ନଟ କରିଥାନ୍ତି , ଶ୍ମଶାନ ଘାଟ ଫେରିବାପରେ ପୁରୁଷଙ୍କୁ ଧୋଇହେବାପାଇଁ ଓ ସ୍ନାନ କରାଇବାପାଇଁ ମହିଳାଙ୍କ ଘରେ ରହିବା ବହୁତ ଜରୁରୀ ହୋଇଥାଏ , ଏଥିପାଇଁ ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘାଟ ଯିବା ସମୟରେ ମନା କରିଦିଆଯାଏ । ଯେବେ କିଏ ମରିଯାଏ ତେବେ ତାର ପୁଅ ତାର ମୁଣ୍ତରେ ପ୍ରହାର କରେ

ଯଦି ଏମିତି କରାନଯାଏ ତେବେ କୁହାଯାଏ କି ଯିଏ ତନ୍ତ୍ର ବିଦ୍ୟା ବାଲା ଲୋକ ହୋଇଥାନ୍ତି , ସେମାନେ ବ୍ୟକ୍ତି ମରିବାପରେ ମୁଣ୍ତକୁ ନେବାପାଇଁ ଚିନ୍ତା କରନ୍ତି , ଯାହା ଦ୍ୱାରା ତାର ଦୁରୁପଯୋଗ କରିପାରିବେ , କୁହାଯାଏ କି ଏହି ମୁଣ୍ତ ଦ୍ୱାରା ତାନ୍ତ୍ରିକ ସେହି ବ୍ୟକ୍ତିର ନିଜ କବଜାରେ କରିପାରିବ , ଓ ତାହାର ଆତ୍ମାକୁ ଭୁଲ୍ କାମ କରାଇପାରିବ ।ହିନ୍ଦୁ ରୀତିନିତୀ ଅନୁସାରେ ଅନ୍ତିମ ସଂସ୍କାର ସାମିଲ୍ ହେଉଥିବା ସଦସ୍ୟ ନିଜ ବାଳକୁ କାଟି ଲଣ୍ତା ହୋଇଥାନ୍ତି , ଏଥିପାଇଁ ମହିଳାଙ୍କୁ ଦାହ ସଂସ୍କାର ସାମିଲ୍ ହେବାପାଇଁ ଶ୍ମଶାନଘାଟ ପଠାଯାଈନଥାଏ ।

Leave a Reply

Your email address will not be published. Required fields are marked *