April 19, 2024

Odia Express

News For Public

ମାର୍ଚ୍ଚ ମାସରୁ ହେବ ଏହି ରାଶିଗୁଡିକର ଜୀବନରେ ଏକ ବଡ୍ ପରିବର୍ତ୍ତନ – ନିଜ ଖୁସିର ଲୁହ ରୋକିପାରିବେ ନାହିଁ….

ଆମର ଜୀବନରେ ଗ୍ରହର ଚାଳିଚଳଣ ପ୍ରତି କ୍ଷଣରେ ପରିବର୍ତ୍ତନ ହେଉଛି , ଯେବେ ଗ୍ରହର ବଦଳି ହୋଇଥାଏ , ତେବେ ଆମ ଜୀବନରେ ବହୁତ ପରିବର୍ତ୍ତନ ହୋଇଥାଏ , ଏହି ସପ୍ତାହରେ ଗ୍ରହର ପରିବର୍ତ୍ତନ ଯୋଗୁଁ ଏହି ୪ ଟି ରାଶିମାନଙ୍କର ଭାଗ୍ୟ ହେବ ଉଜ୍ଜଳ , ଏହି ୪ ଟି ରାଶିମାନଙ୍କର ସବୁ ମନୋକାମନା ହେବ ପୁରା , ଓ ସବୁ କାମରେ ସଫଳତା ମିଳିପାରିବ ।

୧) କନ୍ୟା ରାଶି : କନ୍ୟା ରାଶିର ଜାତକରେ ତାଙ୍କ ଜୀବନରେ ଖୁସି ନେଇକରି ଆସିବ , ଓ ଜୀବନରେ ଆସୁଥିବା ସବୁ ଅସୁବିଧା ଓ ବାଧାବିଘ୍ନ ଦୁର ହୋଇଯିବ , ଅଟକିଥିବା କାମ ସବୁ ପୁରା ହେବ , ଆପଣଙ୍କ ଘରେ ଖୁସି ଭରପୁର୍ ହେବ , ଆପଣଙ୍କ ବେପାରରେ ଲଭଦାୟକ ଫଳ ମିଳିବ , ଓ ତାହା ସହ ବୈବାହିକ ଜୀବନରେ ପ୍ରେମ ସଂବନ୍ଧରେ ପ୍ରେମ ବଢିବ ।

୨) ମକର ରାଶି : ମକର ରାଶିର ଲୋକଙ୍କ ପାଇଁ ଦିନଟି ଭଲ ରହିବ , ଯଦି କଥା ହେବା ପଇସା ବିଷୟରେ ତେବେ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ପୁରା ମେହେରବାନ୍ ଅଛନ୍ତି , ଶୁଭ ସମାଚାର ପ୍ରାପ୍ତି ହେବ , ବିଦେଶ ବୁଲିବାର ସଂଯୋଗ ରହୁଛି , ସବୁ ଅସୁବିଧା ଦୂର ହୋଇଯିବ , ସବୁ ଜାଗାରେ ଉନ୍ନତି ମିଳିବ , ଓ ବୈବାହିକ ହୋଇଥିଲେ ଟିକିଏ ରାଗ କମ୍ କରନ୍ତୁ , ହୋଇପାରିବ ଯଦି ଭଲରେ ପ୍ରେମରୁପକ ବ୍ୟବହାର ରଖନ୍ତୁ ।

୩) ଧନୁ ରାଶି : ଧନୁ ରାଶିର ଲୋକଙ୍କୁ ସଫଳତାର ମାର୍ଗରେ ଆସୁଥିବା ସବୁ ଅସୁବିଧା ସମାପ୍ତ ହୋଇଯିବ , ଯଦି ଆପଣ ନୁଆ ବର୍ଷରେ କିଛି ବେପାରରେ ଘାଟା ଚାଲୁଛି ତେବେ ଘାଟା ଲାଭରେ ପରିଣତ ହୋଇଯୀବ , ଏହି ରାଶିର ଲୋକେ ପ୍ରେମ ସଂବନ୍ଧରେ ବହୁତ ଭଲ ହୋଇଥାନ୍ତି , ଏହି ରାଶିର ଲୋକେ ଚାରି ଦିଗରୁ ଶୁଭ ସମାଚାର ପାଇବେ , ଆପଣ ନୁଆ ବାହାନ କିଣିବେ , ସବୁ ଇଛା ପୁରା ହେବ , ଓ ଲମ୍ବା ଯାତ୍ରାରେ ଯିବାର ଯୋଗ ରହୁଛି , ଧନର ପ୍ରାପ୍ତି ହେବ , ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ ।

୪) ତୁଳା ରାଶି : ତୁଳା ରାଶିର ଲୋକଙ୍କ ପାଇଁ ଏହି ଖବର ଅଛି କି ବ୍ୟବସାୟରେ କିଛି ନୁଆ ପରିବର୍ତ୍ତନ ଆସିବ , ଓ ଆୟର ବିକଳ୍ପ ମିଳିପାରିବ , ଯଦି ତୁଳା ରାଶିର ଲୋକେ ଆଗାମୀ ମାର୍ଚ୍ଚ ମାସର ଶେଷରେ ଚାକିରି କିମ୍ବା ଘର ପରିବର୍ତ୍ତନ କରୁଛନ୍ତି ତେବେ ସଫଳତା ମିଳିପାରିବ , ନୂଆ ବନ୍ଧୁ ମିଳିପାରନ୍ତି । ତାଙ୍କୁ ତାଙ୍କର ପ୍ରେମରେ ସଫଳତା ମିଳିବ , ଏମାନଙ୍କୁ ସଫଳତାର ସ୍ରୋତ ମିଳୁଛି , ସଫଳତାର ମାର୍ଗରେ ଆସୁଥିବା ସବୁ ଅସୁବିଧା ଦୂର ହେବ ,

Leave a Reply

Your email address will not be published. Required fields are marked *