ସଞ୍ଜୟ ଦତ୍ତଙ୍କ କୋଳରେ ଖେଳୁଥିବା ଏହି କୁନି ଝିଅଟି, ଏବେ ହୋଇସାରିଛି ଏତେ ସୁନ୍ଦର ହିରୋଇନ , ଫଟୋ ଦେଖିଲେ ଆପଣ ସ୍ତବ୍ଧ ହୋଇଯିବେ..

ଯଦି ଆମେ ବଲିଉଡ୍ କଥା କହିବା ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏକି ଛୁଆବେଳରେ ବଲିଉଡ୍ ର ପ୍ରସିଦ୍ଧ ଫିଲ୍ମରେ କାମ କରିଛନ୍ତି , ଓ ତାଙ୍କୁ ଦର୍ଶକଙ୍କ ଦ୍ୱାରା ବହୁତ ପ୍ରଶଂସା ମିଳିଛି ,ହଁ ଆଜ୍ଞା ଆପଣ ବହୁତ ବଲିଉଡ୍ କଳାକାରଙ୍କ ଫଟୋ ଦେଖିଥିବେ , ଏଥିରୁ ବହୁତ ଫିଲ୍ମରେ ନିଜର ପରିଚୟ ବନାଇଛନ୍ତି , କିନ୍ତୁ ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ ତାଙ୍କର ଛୁଆବେଳର ଫଟୋ ଦେଖିଲେ ଆପଣ ବୋଧେ ଚିହ୍ନିପାରିବେ ନାହିଁ , ଏବେ ଜାହିର୍ କଥାକି ବଡ ହେବାପରେ ଫିଲ୍ମ ତାରକାଙ୍କ ଲୁକ୍ ବହୁତ ଅଧିକା ବଦଳିଯାଇଥାଏ , ତାଙ୍କୁ ଚିହ୍ନିବା ବି କଷ୍ଟକର ।

ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଜି ଯେଉଁ ଝିଅ ବିଷୟରେ କହିବାକୁ ଯାଉଛୁ , ସେ ବଲିଉଡ୍ ସୁପରଷ୍ଟାର୍ ସଞ୍ଜୟ ଦତ୍ତଙ୍କ କୋଳରେ ଖେଳିସାରିଛି , ଏବେ ଏହି ଝିଅ ବହୁତ ବଡ ହୋଇସାରିଛି , ଓ ବହୁତ ହିଁ ସୁନ୍ଦର ଲାଗୁଛି , ଏହି ଝିଅର ନାଁ ମାଲବିକା ରାଜ୍ ଅଟେ , ହଁ ଆମେ ବିଶ୍ୱାସ କରୁଛୁ କି ଆପଣ ତାଙ୍କୁ ଚିହ୍ନିପାରିବେ ନାହିଁ , ତେବେ ଆସନ୍ତୁ ତାଙ୍କ ବିଷୟରେ ବିସ୍ତାରରେ ଜାଣିବା , ଆପଣଙ୍କୁ ଜଣେଇଦେବୁ କି ସେ ସେହି ମାଲବିକା ରାଜ୍ ଅଟନ୍ତି , ଯାହାଙ୍କ କାରଣରୁ କରନ୍ ଜୋହର୍ ଫିଲ୍ମ କଭି ଖୁସି କଭି ଗମ୍ କରିନା କାପୁର୍ ଛୁଆବେଳର ଅଭିନୟ କରିଥିଲେ ।

ଏବେ ଆପଣଙ୍କୁ ମନେ ଥିବ କି ଆମେ କେଉଁ ଝିଅ କିମ୍ବା ଅଭିନେତ୍ରୀଙ୍କ କଥା କହୁଛୁ , ଆପଣଙ୍କୁ କହିଦେବୁ କି ମାଲବିକା ଆଜି ବଲିଉଡ୍ ରେ ନିଜର ଜାଦୁ ଦେଖାଇସାରିଛନ୍ତି , ଓ ଏକ ବଡ ମୁକାମ୍ ହାସିଲ୍ କରିଛନ୍ତି , କରନ୍ ଜୋହର୍ ଫିଲ୍ମରେ କାମ କରିବା ପରେ ମାଲବିକା ଫିଲ୍ମରୁ ଦୁରେଇ ଯାଈଥିଲେ,  ବୋଧେ ଏହି ଫିଲ୍ମରେ କାମ କରିବାପରେ ସେ ଆଉ ଥରେ କେବେ ଦେଖାଦେଇନାହାନ୍ତି , କିନ୍ତୁ ଏବେ ବଡ ହୋଇସାରିବାପରେ ସେ ବଲିଉଡ୍ ଦୁନିଆଁକୁ ଫେରି ଆସିଛନ୍ତି , ଓ ଏବେ ବହୁତ ଜଲଦି ବଲିଉଡ୍ ର୍ ଏଣ୍ଟ୍ରି କରିପାରନ୍ତି ।

ଏବେ ଛୁଆ ବେଳରେ ତାଙ୍କୁ ଫିଲ୍ମରେ ସଫଳତା ମିଳିସାରିଥିଲା,  ଯିଏକି ସବୁ ଶିଶୁ କଳାକାର ହାସିଲ୍ କରିବାକୁ ଚାହଁନ୍ତି , କିନ୍ତୁ ବଡ ହେବାପରେ ତାଙ୍କର ଫିଲ୍ମରେ ଯାତ୍ରା ଏତେ ସହଜ ନଥିଲା , ସେମିତି ବଲିଉଡ୍ ରେ ଏବେ ବଡ ଦୁନିଆଁ ଯାହା ସଂମ୍ଭାଳିପାରିବା ସହଜ ନୁହେଁ,  ଏହା ଛଡା ଏହି ଦୁନିଆଁରେ ଫିଲ୍ମ କଳାକାର ବି କମି ନାହିଁ , ଏମିତିରେ ନିଜର ଜାଗା ବନାଇବା ମୁସକିଲ୍ କାମ ଅଟେ , ଆମେ ବିଶ୍ୱାସ କରୁଛୁ କି ଛୁଆ ବେଳର ମାଲବିକା ଏବେ ନିଜ ସୁନ୍ଦରତା ଓ ନିରିହ ପଣିଆ ଦେଖାଇ ଲୋକଙ୍କର ହୃଦୟ ଜିତିପାରିବେ ,

Leave a Reply

Your email address will not be published. Required fields are marked *