March 22, 2024

Odia Express

News For Public

୧୮ ମାସ ଯାଏଁ ଜୀବିତ ରହିଲା ବିନା ମୁଣ୍ତ ଥିବା ବାଲା ଗଞ୍ଜା , ମାଲିକ କୁ କରିଦେଇଥିଲା ମାଲାମାଲ୍…

ଟିକିଏ ଭାବନ୍ତୁ ଥରେ କେଉଁ ଗଞ୍ଜା ବିନା ମୁଣ୍ତରେ ଗୋଟେ ମୁହୁର୍ତ୍ତ ଜୀବିତ ରହିପାରିବ , ଆପଣଙ୍କ ଜବାବ୍ ନା ହିଁ ହେବ , କିନ୍ତୁ ଆମେ ଆପଣଙ୍କୁ ଗୋଟିଏ କଥା କହିବୁ ଗୋଟେ ଗଞ୍ଜା ବିନା ମୁଣ୍ତ ବିନା ୧୮ ମାସ ଜୀବିତ ରହିଛି , ଏହି ମାମଲା ଆମେରିକାର କୋଲରଡୋ ର ଅଟେ, ଯେଉଁଠି ଏକ ଗଞ୍ଜା ଏତେ ସମୟ ବିନା ମୁଣ୍ତରେ ଜୀବିତ ରହିଲା ।ଏହି କଥା ୧୦ ସେପ୍ଟେମ୍ବର ୧୯୪୫ ର ଅଟେ, ଯେବେ ଚାଷୀ ଲୟଡ୍ ଓଲ୍ସନ୍ ଙ୍କୁ ଭୋକ ଲାଗିଲା , ଓ ସେ ଚିକେନ୍ ଖାଇବାର ମନ ହେଲା , ଓ ବ୍ୟସ୍ତତାରେ ସେ ଲୟଡ୍ ହାତରେ ଫାର୍ମ ହାଉସ୍ ର ମାଇକ୍ ନାମକ ଏକ ଗଞ୍ଜା ହାତରେ ଲାଗିଲା , ଯେବେ ପ୍ରାୟ ସାଢେ ସାତ ମାସର ଗଞ୍ଜା କାଟିବାକୁ ଯାଉଥିଲେ , ତେବେ ଛୁରିରୁ ଗଞ୍ଜାର୍ ଗଳା ରୁ ଛୁରି ଖସିଗଲା ,

ଏମିତିରେ ଗଞ୍ଜାର ଏକ କାନ ଛଡା ଶରୀରର ବାକି ଭାଗ କଟିଗଲା , ଓ ଗଳାର୍ ଏକ ବଡ ଭାଗ କଟିଯାଇଥିଲା , ଓଲ୍ସନ୍ ତାଙ୍କୁ ଏକ ବଡ ଆଶ୍ଚର୍ଯ୍ୟ ହେଲା , ଯେବେ ସେ ଦେଖିଲେ କି ଏତେ କଟିଯିବାପରେ ଗଞ୍ଜା ଆରାମରେ ଚାଲି ପାରୁଛି , ଏମିତିରେ ଓଲ୍ସନ୍ ତରଳିଗଲେ , ଓ ମାଇକ୍ ର ଦେଖାଶୁଣା କରିବା ଆରମ୍ଭ କରିଦେଲେ , ତାକୁ ସବୁଦିନ କ୍ଷୀର , ଧାନ ଚାଉଳ , ଓ ଅନ୍ୟ ଜିନିଷ ଖୁଆଉଥିଲେ , ବିନା ମୁଣ୍ତର ମାଇକ୍ ଆଖପାଖ ଇଲାକାରେ ଲୋକପ୍ରିୟ ହୋଇଗଲା , ଲୋକେ ତାକୁ ଦେଖିବାକୁ ଆସିବାକୁ ଲାଗିଲେ , ଓ ଯିଏ ବି ଦେଖୁଥିଲା ସେ ଚକିତ ହେଇଯାଇଥିଲା , ମାଇକ୍ ନିଜ ମାଲିକ ପାଇଁ ଆମଦାନୀର ଜରିଆ ହୋଇଗଲା , ମାଇକ୍ କୁ ଦେଖିବାକୁ ତାର ମାଲିକ ଫିସ୍ ରଖିଥିଲେ ୨୫ ସେଣ୍ଟ ,

ବିନା ମୁଣ୍ତ ବାଲା ମାଇକ୍ ଏତେ ଲୋକପ୍ରିୟ ହୋଇଗଲା କି ସେ ସବୁଦିନ ୪୫୦୦ ଡଲାର୍ ମହଜୁଦା ସମୟରେ ୪୭୫୦୦ ଡଳାର୍ କମାଇବାକୁ ଲାଗିଳା , ସେହି ସମୟରେ ତାର ଦାମ୍ ୧୦ ହଜାର ଡଲାରରୁ ଅଧିକା ଥିଲା , ୧୯୪୯ ରେ ମାଇକ୍ ଦୁନିଆଁ କୁ ଅଲବିଦା କହିଦେଲା ।

Leave a Reply

Your email address will not be published. Required fields are marked *