April 13, 2024

Odia Express

News For Public

ପିଆଜ କାଟିଲେ କଣ ପାଇଁ ବୋହିଥାଏ ଆଖିରୁ ଲୁହ , କିନ୍ତୁ ଏହା କଣ ପାଇଁ ହୋଇଥାଏ । ଜାଣିବା ଏହାର ଯଥାର୍ଥ କାରଣ…..

1 min read

ପିଆଜ କାଟିଲେ ଆଖିରୁ ଲୁହ ଆସିଥାଏ ତାହା କଣ ପାଇଁ ଏହି ବିଷୟରେ ସମସ୍ତେ ଜାଣିବାକୁ ଚାହଁନ୍ତି , ପିଆଜ ଏକ ପରିବା ଅଟେ ଯାହାର ବିନା ଖାଇବା ଅଧୁରା ହୋଇଯାଏ । ଯେବେ ଆମେ ପିଆଜକୁ ଖାଇବାରେ ବ୍ୟବହାର କରନ୍ତି ତେବେ ଆମେ ତାହାକୁ କାଟିବାକୁ ପଡିଥାଏ । ଓ ଯେବେ ଆମେ ପିଆଜକୁ କାଟୁ ତେବେ ଆମ ଆଖିରୁ ଲୁହ ବାହାରିଆଏ , କିମ୍ବା ଆଖି ଜଳାପୋଡା ହୋଇଥାଏ  ଏମିତି କେବଲ ପିଆଜ କାଟିଲେ କଣ ପାଇଁ ହୋଇଥାଏ ଯେବେ କି ଅଲଗା ପରିବା କିମ୍ବା କଞ୍ଚା ଲଙ୍କା କାଟିବା ସମୟରେ କଣ ପାଇଁ ହୋଇନଥାଏ , ଏହାର ପଛରେ କାରଣ ଜାଣିବା ଆସନ୍ତୁ । ଆଖିରେ ଲୁହ ଆସିବାର କାରଣ ପିଆଜରେ ଆସୁଥିବା ସାଇନ୍- ପ୍ରୋପେଥିୟଲ ଏସ୍ ଅକ୍ସସାଇଡ୍ ନାମକ ରସାୟନ , ଯାହା ଯଦି ପବନରେ ମିଶିଯାଏ , ତେବେ ଆଖିର ସଂମ୍ପର୍କରେ ଆସିଲେ ଏହା ଆଖିରୁ ଲୁହ ବାହାର କରିଦିଏ ।

ଆଖିରେ ଜଳାପୋଡା ହେବା ସହ ଆଖିରୁ ଲୁହ ବାହାର କରିଦିଏ , ପ୍ରଥମ ସମୟରୁ ବୈଜ୍ଞାନିକ ମାନେ ଏହାର ପଛରେ କେଉଁ କାରଣ ମାନୁଥିଲେ , ପ୍ରଥମେ ବୈଜ୍ଞାନିକ ମାଣେ ପିଆଜରେ ମିଳୁଥିବା ଏଲୋନେସ୍ ନାମକ ଏଞ୍ଜାଇମ୍ କାରଣରୁ ଆଖିରେ ଲୁହ ଆସିବାର କାରଣ କହୁଥିଲେ , ଓ ବହୁତ ସମୟରୁ ଏହି କାରଣ ପଛରେ ଯେବେ ଜଣା ପଡିଲା ତେବେ ଶୋଧରୁ ଜଣାଗଲା କି ଏହାର ସତ୍ୟତା ଆଉ କିଛି ଅଛି ।

ଶୋଧରୁ ଜଣାପଡିଲା କି ପିଆଜରେ ଲେକ୍ରୋଇମେଟ୍ରି ଫ୍ୟାକ୍ଟର ସିନଥେସ୍ ନାମକ ଏଞ୍ଜାଇମ୍ ମିଳିଥାଏ , ଓ ଯେବେ ପିଆଜ କାଟିଥାଉ ତେବେ ପିଆଜରୁ ତାହା ଏଞ୍ଜାଇମ୍ ବାହାରି ଏମିନୋଏସିଡ୍ କ୍ ସଲେଫେନିକ୍ ଏସିଡ୍ ରେ ପରିବର୍ତ୍ତନ କରିଦିଏ , ଓ ପରେ ସଲଫେନିକ୍ ଏସିଡ୍ ବି ସାଇନ୍ ପ୍ରୋପେଥିୟଲ୍ ଏସ୍ ଅକ୍ସସାଇଡ୍ ରେ ପରିବର୍ତ୍ତନ ହୋଇଯାଏ ।

ଯେବେ ଏହି ସାଇନ୍ ପ୍ରୋପେଥିୟଲ ଏସ୍ ଅକ୍ସସାଇଡ୍ ପବନ ମାଧ୍ୟମରେ ଆମ ଆଖିରେ ପହଞ୍ଚିଥାଏ , ତାହା ଆମର ଆଖିରେ ମିଳୁଥିବା ଲେକ୍ରୋ ଇମଲ୍ ଗ୍ଲ୍ୟାଣ୍ତରେ ଜଳାପୋଡା କରାଏ , ଓ ଏହା ଦ୍ୱାରା ଆଖିରୁ ଲୁହ ଚାଲିଆସେ ।

ତେବେ ଆପଣ ଜାଣିପାରିଥିବେ କି ଆଖିରୁ ପିଆଜ କାଟିଲେ ଲୁହ କଣ ପାଇଁ ଆସିଥାଏ , ଏହାର ପଛରେ ସାଇନ୍ ପ୍ରୋପେଥିୟଲ୍ ଏସ୍ ଅକ୍ସସାଇଡ୍ ହୋଇଥାଏ , ଯାହା ପବନ ଦ୍ୱାରା ଆଖିରେ ପହଞ୍ଚେ , ଆମର ଆଖିରେ ସାଇନ୍ ପ୍ରୋପେଥିୟଲ୍ ଏସ୍ ଅକ୍ସସାଇଡ୍ ପ୍ରଭାବକୁ ସହ୍ୟ କରିପାରେ ନାହିଁ  ଯାହାର କାରଣ ଜଳାପୋଡା ହୋଇଥାଏ  ।

Leave a Reply

Your email address will not be published. Required fields are marked *