April 25, 2024

Odia Express

News For Public

ଶରୀରର ଏହି ଅଙ୍ଗରେ ଆଜି ହିଁ ବାନ୍ଧିଦିଅନ୍ତୁ କଳା ଫିତା , ଓ ଦେଖନ୍ତୁ ତାପରେ ଚମତ୍କାର – ଆଜି ହିଁ ପିନ୍ଧି ଦେଖିନିଅନ୍ତୁ…

କହନ୍ତି କି ବିଶ୍ୱାସ ଓ ଅନ୍ଧ ବିଶ୍ୱାସ କେବଳ ନିଜ ଭାବନାର ଅନ୍ତର ହୋଇଥାଏ , ମାନେ ଯଦି ଆପଣଙ୍କ ଧର୍ମ ସହ ସଂବନ୍ଧିତ କେଉଁ ଜିନିଷକୁ ମାନିଲେ ତେବେ ବିଶ୍ୱାସ ଓ ଯଦି ନମାନିଲେ ତାହା ଅନ୍ଧବିଶ୍ୱାସ ବୋଲି କୁହାଯାଏ , ଯଦି ଆମର ଘରେ କେଉଁ ନବଜାତ ଶିଶୁ ଜନ୍ମ ନିଏ ତେବେ ତାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଈଯାଏ , ତେବେ ଆମେ ସିଧା କହିଦେଇଥାଉ କି ତାହାକୁ କେଉଁ କୁ ଦୃଷ୍ଟି ବା ନଜର ଲାଗିଛି , ଏହା ଛଡା ଆମ ଘରେ ବଡ ବୟସ୍କ ଲୋକ ବି ଏହା ମାନନ୍ତି କି ଯେବେ ଘରେ କେଉଁ ଶୁଭ କାର୍ଯ୍ୟ ହୋଇଥାଏ , ତେବେ କଳା କପଡା ପିନ୍ଧିବା ଉଚିତ୍ ନୁହେଁ , କାରଣ କଳା କପଡା ପିନ୍ଧିଲେ ଚାରିପଟୁ ନକରାତ୍ମକ ଶକ୍ତି ବ୍ୟାପିଥାଏ । କିନ୍ତୁ ଅନ୍ୟ ପଟେ ଯେବେ ଛୁଆ କିମ୍ବା ଘରର କେଉଁ ସଦସ୍ୟ ଙ୍କୁ କୁଦୃଷ୍ଟି ପଡେ ତେବେ ତାହାର ରକ୍ଷା ପାଇଁ ମନ କଲେ ଆମେ କେବଳ କଳା ଫିତା ମନେ ଆସେ , ହଁ ଆଜ୍ଞା ଏହା ସତ କି ଖରାପ ଦୃଷ୍ଟିରୁ ରକ୍ଷା ପାଇବାକୁ ଆମେ କଳା ଜିନିଷର ବ୍ୟବହାର କରିଥାଉ , ଯେପରି କଳା ଫିତା, କଳା ଟିକା , କଳା ତେଲ ଆଦି ସବୁ କରିଥାଉ ,କହିଦେବୁ କି କେଉଁ ବଡ ବ୍ୟକ୍ତି କିମ୍ବା ଛୋଟ ଛୁଆ ସମସ୍ତଙ୍କୁ ଏହି ଖରାପ ଦୃଷ୍ଟିରୁ ରକ୍ଷାପାଇବାପାଇଁ କଳା ଫିତା ପିନ୍ଧାଯାଇଥାଏ ।

ସେମିତି ଧାର୍ମିକ ଶାସ୍ତ୍ର ଅନୁସାରେ ଏହା ବି କୁହାଯାଏ କି କଳା ଫିତା ବାନ୍ଧିଲେ ଏହା ବ୍ୟକ୍ତିର ଉପରେ ପଡିଥିବା କୁଦୃଷ୍ଟି ଓ ଦୋଷକୁ ଦୁର କରିଦିଏ , ମାନେ ଯଦି ଆମେ କେଉଁ ବ୍ୟକ୍ତିର ହାତରେ କିମ୍ବା ଗଳାରେ କଳା ଫିତା ବାନ୍ଧିଦେଉ ତେବେ ଏହା ନଜର୍ ଲାଗିଥିବା କୁଦୃଷ୍ଟିକୁ ନଷ୍ଟ୍ କରିଦିଏ , ଯାହା ଦ୍ୱାରା ଯିଏ ବି କୁ ଦୃଷ୍ଟି ପକାଇଛି ତାହାର କିଛି ବି ପ୍ରଭାବ ପଡିପାରେ ନାହିଁ କହିଦେବୁ କି ଯେଉଁ ଲୋକ ହାତରେ କିମ୍ବା ଗଳାରେ କଳାଫିତା ଧାରଣ କରନ୍ତି ସେମାନଙ୍କ ମଧ୍ୟରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ , ଏହି କଳାରଙ୍ଗର ଶକ୍ତି ଉର୍ଜାକୁ ଅବଶୋଷିତ କରିନିଏ , ଏମିତିରେ କଳା ଫିତା ବାନ୍ଧିଲେ ଖରାପ ନଜରକୁ ଅବଶୋଷିତ କରିନିଏ , ଯାହା ଦ୍ୱାରା ଆମର ଶରିରରେ କୌଣସି ପ୍ରକାରର ଖରାପ ଶକ୍ତି ପ୍ରଭାବ ପକାଇପାରେ ନାହିଁ ,  ଓ ଏହା ଏକ ସୁରକ୍ଷା କବଚ ପରି ସୁରକ୍ଷା କରିଥାଏ ।

ଏହା ଛଡା ଶନିଦେବଙ୍କ ଦୋଷରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଳା ଫିତା ଧାରଣ କରିଥାଏ , କହିଦେବୁ କି ଏହା ଶନିଙ୍କ ପ୍ରକୋପରୁ ବଞ୍ଚାଇଥାଏ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କଳା ଫିତା ଖରାପ ନଜର ଲାଗିଥିବା ଲୋକଙ୍କୁ ବଞ୍ଚାଇବା ସହ ମାଲାମାଲ୍ କରିଥାଏ,  ଏଥିପାଇଁ ଆପଣ ଯଦି କଳାଫିତା ଧାରଣ କରୁଛନ୍ତି ତେବେ ମାଲାମାଲ୍ ହୋଇପାରନ୍ତି , ଖାଲି ଆପଣଙ୍କୁ ଏକ ଛୋଟ ଉପାୟ କରିବାକୁ ହେବ , କହିଦେବୁ କି ଯଦି ଆପଣ ଏହି ଉପାୟକୁ ଆପଣାଇବେ ତେବେ ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ , ଏହା ସହ ଆପଣଙ୍କ ସବୁ ଇଚ୍ଛା ପୁର୍ତ୍ତି ହେବ ,

ଏହ ଛଡା  ଏହା ବହୁତ ସହଜ ଉପାୟ ଅଟେ ,ଏହି ଉପାୟ ଅନୁସାରେ ଆପଣ ବଜାରରୁ ଏକ ରେଶମୀ କିମ୍ବା କଳାଫିତ ଆଣିବେ , ଏହାପରେ ଏହାକୁ ମଙ୍ଗଳବାର କିମ୍ବା ଶନିବାର ସଂନ୍ଧ୍ୟାକୁ ହନୁମାନ ମନ୍ଦିର ନେଇଯିବେ , ଏହ ସହ ଏହି ଫିତାରେ ଛୋଟ ଛୋଟ ଗଣ୍ଠି କରିଦେବେ , ଓ ଏହାକୁ ହନୁମାନଜୀଙ୍କପାଦରେ ସିନ୍ଦୁର ଲଗାଇଦେବେ , ଏହାପରେ ଏହି ଫିତାକୁ ଘରର ମୁଖ୍ୟ ଦ୍ୱାର କିମ୍ବା ଆଲମୀରାରେ ବାନ୍ଧିଦିଅନ୍ତୁ , ଏହି ଉପାୟ ଦ୍ୱାରା ନିଶ୍ଚିତ ଭାବେ ମହାଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡିବ , ଓ ସବୁ ବିଗିଡିଯାଇଥିବା କାମ ହୋଇଯିବ , ଏଥିପାଇଁ ଯଦି ଆପଣ ଆର୍ଥିକ ସମସ୍ୟା ସାମ୍ନା କରୁଛନ୍ତି ତେବେଏହି ଉପାୟ ଥରେ ପ୍ରୟୋଗ କରିଦେଖିନିଅନ୍ତୁ  ।

Leave a Reply

Your email address will not be published. Required fields are marked *