April 19, 2024

Odia Express

News For Public

ଏହା ୬ ଟି ରାଶି ଯାହାକି ବଜରଙ୍ଗିବାଲିଙ୍କ ପ୍ରିୟ ହେଇଥାନ୍ତି , ଏମାନଙ୍କର ସବୁ ଇଚ୍ଛା ହୋଇଥାଏ ପୁରା , କେବେ ରୁହନ୍ତି ନାହିଁ ଦୁଃଖୀ…

ଆମର ଜୀବନରେ ଆସୁଥିବା ସବୁ ପରିବର୍ତ୍ତନର ମୁଖ୍ୟ କାରଣ ହୋଇଥାଏ ଗ୍ରହର ଚାଲିଚଳଣ , ଏହି ଚାଲି ଚଳଣ କାରଣରୁ ନିଜ ଜୀବନରେ ଛୋଟମୋଟ ପରିବର୍ତ୍ତନ ଦେଖାଦିଏ , ଜ୍ୟୋତିଷ୍ୟ ଶାସ୍ତ୍ରରେ ହନୁମାନଜୀ ୬ ରାଶି ବିଷୟରେ କହିଛନ୍ତି ଯାହାଙ୍କର ସବୁ ମନୋକାମନା ପୁରା ହୋଇଥାଏ , ଏହି ରାଶିଗୁଡିକ ବିଷୟରେ ଆମେ କଥା ହେବା , ମହାବଳି ହନୁମାନ ପ୍ରଭୁ ଶ୍ରୀରାମଙ୍କର ବହୁତ ବଡ ଭକ୍ତ ଅଟନ୍ତି , ଓ ସେ ସବୁ ଦେବିଦେବତାଙ୍କ ମଧ୍ୟରେ ଶିଘ୍ର ପ୍ରସନ୍ନ ହୋଇଥାନ୍ତି , ଓ ସମସ୍ତ ଭକ୍ତଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ବନାଇରଖନ୍ତି , ଯେଉଁ ରାଶିରେ ହନୁମାନଙ୍କ କୃପା ଦୃଷ୍ଟି ରହିଥାଏ ସେହି ରାଶିର ଜୀବନରେ ସବୁ ଅସୁବିଧା ଦୁର ହୋଇଯାଏ , ଓ ତାଙ୍କ ଜୀବନରେ ଖୁସି ହିଁ ଖୁସି ଆସିଯାଏ । ଆସନ୍ତୁ ଜାଣିବା ସେହି ୬ ଟି ରାଶି ସଂମ୍ପର୍କରେ ।

୧) ମେଷ ଓ ବୃଷ ରାଶି : ଆଜି ଆପଣଙ୍କର କେଉଁ ନୁଆ ସଂମ୍ପର୍କ ଯୋଡି ହେବ ।, ଏହା ପ୍ରେମରୁ ସଂବନ୍ଧିତ ସଂମର୍କ ହେବ ନାହିଁ , ବରଂ ବନ୍ଧୁ କିମ୍ବା ଶିଷ୍ୟର ହୋଇପାରେ , ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିପାରିବ , ଯେଉଁ ଲୋକ ବେପାରି ଅଛନ୍ତି ତାଙ୍କୁ ବଡ ଧନ ଲାଭ ହେବାର ଅଛି , ଅଚାନକ କେଉଁ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର ସଂମ୍ଭାବନା ଅଛି , ଏବେ ଆପଣଙ୍କ ଅଟକିଥିବା କାମ ସବୁ ପୁରା ହେବ ।

୨) ସିଂହ ରାଶି ଓ କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ନିଜ ସବୁ କଷ୍ଟରୁ ମୁକ୍ତି ପାଇବେ , କାର୍ଯ୍ୟକ୍ଷେତ୍ରରେ ଅପାର ସଫଳତାରେ ଆଗକୁ ବଢିବେ , ଆପଣଙ୍କ ମନ ସବୁ କାର୍ଯ୍ୟରେ ଲାଗିବ , ଆତ୍ମବିଶ୍ୱାସର ବୃଦ୍ଧି ହେବ , ଓ ଜୀବନରେ ଚାଲୁଥିବା ସବୁ ଧନ ସଂବନ୍ଧିତ ଅସୁବିଧା ଦୁର ହୋଇଯିବ , ସବୁ କାର୍ଯ୍ୟ ସଂପନ୍ନ ହେବ , ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆସୁଥିବା ସମୟ ଉତ୍ତମ ହେବ , ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂବନ୍ଧ ହେବ , ଘର ଆନନ୍ଦଦାୟକ ବାତାବରଣ ରହିବ ।

୩) ଧନୁ ଓ ମକର ରାଶି : ଆଜି କାର୍ଯ୍ୟ ସଂପନ୍ନତା ହେବ , ସନ୍ତାନଙ୍କ ଆଡୁ ବହୁତ୍ ଭଲ ପାଇବା ଓ ମାନ ସମ୍ମାନ ପ୍ରାପ୍ତି ହେବ , ଅଚାନକ ନିଜ ଜୀବନରେ କିଛି ପରିବର୍ତ୍ତନ ଆସିଥିବାର ଦେଖିବାକୁ ମିଳିବ , ବ୍ୟବସାୟୀଙ୍କ ପାଇଁ ଭଲ ଦିନ ଅଛି , ତାଙ୍କୁ ଅଚାନକ ବଡ ଫାଈଦା ମିଳିପାରେ , ସଂମ୍ପର୍କୀୟଙ୍କୁ ନେଇ ଜୀବନସାଥୀଙ୍କର ବାଦବିବାଦ ହୋଇପାରେ , ଆପଣଙ୍କ ଆୟରେ ବୃଦ୍ଧି ଘଟିବ , ଆପଣଙ୍କୁ ସଚ୍ଚା ପ୍ରେମ ମିଳିବାର ଯୋଗ ହେଉଛି , ଅଫିସ୍ ରେ ଅଧିକାରୀଙ୍କ ସଂବନ୍ଧ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *