April 19, 2024

Odia Express

News For Public

୧ ମାର୍ଚ୍ଚ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମାର୍ଚ୍ଚ ମାସର ପ୍ରଥମ ତାରିଖରେ ହେବାକୁ ଯାଊଛନ୍ତି ଏହି ରାଶିଗୁଡିକ ମାଲାମାଲ୍ , ପଢନ୍ତୁ ରାଶିଫଳ

1 min read

୧-ମେଷ ରାଶି  : ଯଦି ଆପଣଙ୍କ ଧନ କେଉଁଠି ଅଟକିରହିଛି ତେବେ ଆଜି ତାହା ପୁଣି ଫେରିପାଇବେ  ଆଜି ପରିବାର ଓ ବେପାରରେ ସନ୍ତୁଳନ ସ୍ଥାପନ କରିବାରେ ପ୍ରୟାସ କରିବେ , କାହାର କଥାକୁ ସେମିତି ବିଶ୍ୱାସ କରନ୍ତୁ ନାହିଁ , ଲେଣଦେଣରେ ସାବଧନତା ରଖିବାକୁ ହେବ , କିଛି ବଡ କାମ କରିବାରେ ମନ ଲାଗିବ  କିଛି ଲୋକ ଆଜି ଆପଣଙ୍କ ଠାରୁ ଅଧିକା ଉପେକ୍ଷା ରଖିବେ , ଆପଣ ସେହି ଉପେକ୍ଷାରେ ଭଲ ହେବେ , କେଉଁ ଧାର୍ମିକ ସ୍ଥାନର ଦର୍ଶନ କରିବାର ଅବସର ମିଳିବ ।

୨-ବୃଷ ରାଶି : ରଚନାତ୍ମକ ଉର୍ଜା ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ , ଲଅ ପଢୁଥିବା ଛାତ୍ରଙ୍କ ପାଇଁ ଆଜିର ଦିନ ବଢିଆ ଯିବ , ଆପଣଙ୍କ ଆୟ ଭଲ ହେବ କିନ୍ତୁ ଆପଣଙ୍କୁ ଖର୍ଚ୍ଚରେ ବୃଦ୍ଧି ହେବାର ସଂମ୍ଭାବନା ଅଛି , ଏଥିରେ ଆପଣଙ୍କୁ ବଜେଟ୍ ଉପରେ ଅସନ୍ତୁଳନ ସୃଷ୍ଟି ହୋଇପାରେ , ସାଥିଙ୍କ ସାହାଯ୍ୟ ମିଳିପାରିବ , ଜୀବନସାଥୀଙ୍କସ୍ୱାସ୍ଥ୍ୟର ଚିନ୍ତା ବଢିବ , ଅଫିସ୍ ରେ କେଉଁ ସହକର୍ମୀଙ୍କ ସହ ବନ୍ଧୁତା ହୋଇପାରେ , ବାଣିରେ ହାଲକାଉ ଉତ୍ତେଜକ ଶବ୍ଦରେ ପ୍ରୟୋଗ କରନ୍ତୁ ନାହିଁ ।

୩-ମିଥୁନ ରାଶି : ପାରିବାରିକ ଜୀବନରେ ଖୁସିର ଆଗମନ ହେବ , ଆଇନ୍ କିମ୍ବା ବିଜ୍ଞାନ ସହ ଯୋଡି ହୋଇଥିବା ଲୋକ ନୁଆ ରାସ୍ତା ଖୋଲିବ , କାମର୍ ସହ ଚ୍ୟାଲେଞ୍ଜ ବି ଅଧିକା ହୋଇପାରେ , ଆରାମ କମ୍ ଓ କାମ ଅଧିକା ହୋଇପାରେ , ନିଜ ଜୀବନ ଲାଭପ୍ରଦ ହେବ , ଆପଣଙ୍କ ପୁରୁଣା ପ୍ରେମ ଆପଣଙ୍କୁ ମିଳିପାରେ , ବିବାହର ପ୍ରସ୍ତାବ ଆସିପାରେ , ଉଚିତ୍ ଦିଗରେ ପରିଶ୍ରମ କରି ଛାତ୍ରମାନେ ନିଜ କ୍ୟାରିୟରରେ ସଫଳତା ହାସିଲ୍ କରିବେ , ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ , ପିଠି ପଛରେ ଛଡଯନ୍ତ୍ର କରିବେ ।

୪-କର୍କଟ ରାଶି : ଆଜି ନିଜ କାମକୁ ଧ୍ୟାନ କେନ୍ଦ୍ରିତ କରିବେ , ଯଦି ଆପଣ ଅବିବାହିତ ଅଛନ୍ତି , ତେବେ ଆପଣଙ୍କୁ ବିବାହର ପ୍ରସ୍ତାବ ଆସିପାରେ ,ଜଙ୍କ ଫୁଡ୍ ଖାଇବାରୁ ବଞ୍ଚନ୍ତୁ , ଆର୍ଥିକ ସ୍ଥିତି ମଜବୁତ୍ ହେବ , ଘରେ ଖୁସି ଆସିବ , ରହିବା ଚଳିବା କଷ୍ଟଦାୟୀ ହେବ , ପରିବାରର ସହଯୋଗ ମିଳିପାରିବ , କେଉଁ କାମର ଅନୁମାନ ଅଧିକା ପରିଶ୍ରମ ସମୟ ଲାଗିପାରେ ,

୫-ସିଂହ ରାଶି : ଆଜି ଆପଣ ଉର୍ଜାରେ ଭରପୁର ରହିବେ , ପରିବାର ସହ ଖୁସିମୟ ମାହୋଲ୍ ଆସିବ , ଘରୋଇ ମୋର୍ଚ୍ଚାରେ କାମ ସମୟରେ ପୁରା ହେବ , ପ୍ରେମୀଙ୍କ ପାଇଁ ନିକଟତା ବଢିବ , ଜୀବନରେ ବଚସ୍ୟ ଓ ମାଧୁର୍ଯ୍ୟ ବଢିବ , ଆପଣଙ୍କ ଉନ୍ନତିର କିଛି ନୁଆ ମଉକା ମିଳିପାରେ , କେଉଁ ପାଖାପାଖି ବ୍ୟକ୍ତି ସହ ସଂମ୍ପର୍କରେ ଉତଥାନପତନ ଦେଖାଦେବ ,

୬-ତୁଳା ରାଶି : ପରିବାରରେ ବଡ ସଦସ୍ୟଙ୍କ ସହଯୋଗ ପ୍ରାପ୍ତି ହେବ , କେଉଁ ସଂମ୍ପତ୍ତି ସଉଦାରେ ଅନ୍ତିମ ରୁପ ଦେବାପାଇଁ ପ୍ରଥମେ ସବୁ ଦସ୍ତାବିଜ ଧ୍ୟାନରେ  ପଢନ୍ତୁ , ଅନ୍ୟଥା କ୍ଷତି ହୋଇପାରେ , ବିଦ୍ୟାର୍ଥିଙ୍କ ପାଇଁ ପାଠପଢାରେ ମନ ଲାଗିବ , ଜୀବନସାଥୀ ସହଯୋଗ ମିଳିବ , ସଂବନ୍ଧରେ ମଧୁରତା ଆସିବ , ଆଜି ନିଜ ବନ୍ଧୁଙ୍କ ଅନୁପସ୍ଥିତି ଜାହିର୍ କରିବେ , ସବୁଦିନ କାମରେ ଫାଇଦା ହେବ ।

୭- ବିଛା ରାଶି : ଆଜି ନିବେଶରେ ଯୋଜନା ବନାଇବେ , ଆର୍ଥିକ ସ୍ଥିତି ପରିସ୍ଥିତି ସହ ପରିବାରର ଦୂଃଖ ସମାପ୍ତ ହେବ , ଶୁଭଚିନ୍ତକ ସହଯୋଗ ପ୍ରାପ୍ତି ହେବ , ପରିବାରରେ ଉତ୍ସବ ହୋଇପାରେ , ପ୍ରେମ ସଂବନ୍ଧ ମାମଲାରେ ଭଲ ସମୟ ଅଛି , ଦାମିକା ବସ୍ତୁ ଏପଟ ସେପଟ ହୋଇପାରେ , ଧାର୍ମିକ କାର୍ଯ୍ୟରେ ରୁଚି ବଢିବ , ସାହିତ୍ୟ କ୍ଷେତ୍ରରେ ଯୋଡି ହୋଇଥିବା ଲୋକ କେଉଁ ବଡ ଖୁସିଖବର ପାଇବେ , ନୁଆ ବିଜନେସ୍ ପାଇଁ ଆପଣଙ୍କ ଚେଷ୍ଟା ସଫଳ ହେବ ।

୮-ଧନୁ ରାଶି : ଆଜି ଆପଣଙ୍କ ଅଧୁରା କାମ ପୁରା ହେବାର ଅଛି , ବିତ୍ତିୟ ମାମଲାରେ ଦିନ ଭଲ ହେବ , ଜୀବନସାଥୀ ସହ କେଉଁଆଡେ ବୁଲିବାକୁ ଯାଈପାରନ୍ତି , ନିଜ ଉର୍ଜାକୁ ବର୍ବାଦ ହେବାକୁ ଦିଅନ୍ତୁ ନାହିଁ , ପରିବାରର ଦାୟିତ୍ୱ ବଢିବ , ଜୀବନସାଥୀଙ୍କର ସହଯୋଗ ମିଳିପାରିବ , ଆପଣଙ୍କୁ କେଉଁ ପୁରୁଣା ବିଲ୍ ଓ ପେନାଲିଟି ଦେବାକୁ ହେବ ।

୯-ମକର ରାଶି : ଆଜି ଆପଣ ଧନ ଅର୍ଜନ କରିବେ , ଶିକ୍ଷା କ୍ଷେତ୍ରରେ ଛାତ୍ର ବର୍ଗ ଉନ୍ନତି କରିବେ , ଆପଣଙ୍କ ପ୍ରିୟଜନ ସ୍ୱାସ୍ଥ୍ୟର ଚିନ୍ତା ଲାଗି ରହିବ , ଆପଣଙ୍କୁ ନିଜ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ , ପଦୋନ୍ନତିରୁ ଆର୍ଥିକ ଲାଭ ହୋଇପାରେ , ସନ୍ତାନଙ୍କ ସୁଖ ପ୍ରାପ୍ତି ହେବ , କିନ୍ତୁ ଆତ୍ମସଂୟତ ରଖନ୍ତୁ । କଥାବାର୍ତ୍ତାରେ ସନ୍ତୁଳନ ରଖିବାର ଅଛି ।

୧୦-କୁମ୍ଭ ରାଶି : ସଂମ୍ପତ୍ତି ସଉଦାର ଲାଭ ଉଠାଇବେ , ସମୟର ଦରକାର ଅଛି କି ନିଜ ସ୍ୱାସ୍ଥ୍ୟକୁ ନେଇକରି ସଜାଗ ରହିବେ , ଅନ୍ୟଥା ଚିନ୍ତାର କାରଣ ହୋଇପାରେ , ଚାକିରି ପେଶା ଲୋକଙ୍କ ପାଇଁ ଜାତକରେ ଉନ୍ନତି ଦେଖାଦେଉଛି , ଆପଣଙ୍କୁ ଭୁଲ୍ ବୁଝାମଣା ହୋଇପାରେ,  ଆଜି ଘରେ ଅତିଥି ଆସିପାରନ୍ତି , ଆପଣଙ୍କ ବ୍ୟକ୍ତିତ୍ୱ ଉଜ୍ଜଳିତ ହେବ , କିଛି ସଂମ୍ପର୍କରେ ଫାଟ ଆସିପାରେ ।

୧୧- କନ୍ୟା ରାଶି : ଆଜି ଆପଣଙ୍କୁ ସତେଜ ଲାଗିବ , ପରିବାରରେ ସୁଖମୟ ପରିବେଶ ରହିବ , ଘରୋଇ କାର୍ଯ୍ୟରେ କାମର ପୁରା ସହଯୋଗ ମିଳିବ , ପ୍ରେମୀଙ୍କ ପାଇଁ ସଂମ୍ପର୍କରେ ମଧୁରତା ଆସିବ , ନିବେଶ ମାମଲାରେ କିଛି କାହାଠାରୁ କିଛି ନୁଆ ଉପଦେଶ ନେଇପାରନ୍ତି , କିଛି ନୁଆ ମଉକା ମିଳିବ , ଯାହା ଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ଦେଖାଦେବ ।

୧୨-ମୀନ ରାଶି : ଆଜି ଆପଣଙ୍କ ବ୍ୟକ୍ତିତ୍ୱରେ ନୁଆ ନିଖାର ଆସିବ, ନିଜ ବ୍ୟକ୍ତିଗତ ଜୀବନରେ ଟିକିଏ ସମୟ ବାହାର କରିବେ , ଏହା ଦ୍ୱାରା ମାନସିକ ଶାନ୍ତି ମିଳିପାରିବ , ଚାକିରିରେ ଅଫିସରଙ୍କ ସହ ମତଭେଦ ହୋଇପାରେ , ଘରୋଇ କାମ ନିପଟାଇବାପାଇଁ ସଫଳ ହେବେ ।

ସଠି କ୍ ଯୋଜନା ଦ୍ୱାରା ନିଜ କ୍ୟାରିୟରରେ ପରିବର୍ତ୍ତନ ଆସିବ,  କିଛି ଅତିରିକ୍ତ ଦାୟିତ୍ୱ ନେଇପାରନ୍ତି ।

Leave a Reply

Your email address will not be published. Required fields are marked *