March 29, 2024

Odia Express

News For Public

୧୧ ପ୍ରକାରର ବାଜିଥାଏ ଟ୍ରେନର ହର୍ଣ୍ଣ , ସବୁ ହର୍ଣ୍ଣର ଅଛି ଭିନ୍ନ ଭିନ୍ନ ସଙ୍କେତ , ଆପଣ ଆଜି ଏଠାରେ ଜାଣିନିଅନ୍ତୁ ସେ ବିଷୟରେ …

ଟ୍ରେନର ହର୍ଣ୍ଣ ଆପଣ ମାନେ ଶୁଣିଥିବେ କିନ୍ତୁ କେବେ ଜାଣିଛନ୍ତି ଟ୍ରେନରେ ୧୧ ପ୍ରକାରର ହର୍ଣ୍ଣର ଉପଯୋଗ ହୋଇଥାଏ , କିନ୍ତୁ ସେହି ବିଷୟରେ କେହି ବି ଜାଣିନାହାନ୍ତି ତାହା କେଉଁଠି ଓ କେବେ ବ୍ୟବହାର କରାଯାଏ , ଆଜି ଏହି ଲେଖରେ ଆମେ ଆପଣଙ୍କୁ ଏହି ହର୍ଣ୍ଣର ସଙ୍କେତ ବିଷୟରେ କହିବୁ  , ଆସନ୍ତୁ ନଜର ପକାଇବା ସେହି ହର୍ଣ୍ଣଗୁଡିକ ବିଷୟରେ ।

୧) ଗୋଟେ ଛୋଟ ହର୍ଣ୍ଣ : ଏହି ହର୍ଣ୍ଣ କିଛି ସେକେଣ୍ତ ପାଇଁ ହୋଇଥାଏ , ଏହାର ମତଲବ ଏହା କି ଗାଡି ୟାର୍ଡରେ ଯାଉଛି , ସେ ଆଗାମୀ ଯାତ୍ରା ପାଇଁ ସଫାସଫାଇ କରିବାକୁ ହେବ ।

୨) ଦୁଇଟି ଛୋଟ ହର୍ଣ୍ଣ : ଏହାର ମତଲବ ଏହା ହୋଇଥାଏ କି ଟ୍ରେନ୍ ଯାତ୍ରା କରିବାକୁ ପୁରା ପ୍ରସ୍ତୁତ ହୋଇଛି , ଏହା ଯାତ୍ରୀମାନଙ୍କ ପାଇଁ ୱାର୍ଣ୍ଣିଙ୍ଗ୍ ହୋଇଥାଏ , ଯଦି କେଉଁ ବ୍ୟକ୍ତି ଟ୍ରେନ୍ ବାହାରେ ହୋଇଥାଏ , ତେବେ ହର୍ଣ୍ଣ ବଜାଇଲେ ତାକୁ ଏହା ଜଣାପଡିଯିବ ।

୩) ତିନୋଟି ଛୋଟ ହର୍ଣ୍ଣ : ଏହାର ମତଲବ ହୋଇଥାଏ କି ଏହା ଏମରଜେନ୍ସି ହୋଇଥାଏ , ଏହା କେବଳ ମୋଟର୍ ମେନ୍ ହିଁ ବଜାଇଥାଏ , ଏହାର ମତଲବ ହୋଇଥାଏ କି ପାଇଲଟ୍ ଇଞ୍ଜିନର ନିଜ କଣ୍ଟ୍ରୋଲ୍ ହରାଇସାରିଛି , ଲୋକପାଇଲଟ୍ ଏହି ହର୍ଣ୍ଣକୁ ଗାର୍ଡକୁ ସଙ୍କେତ ଦିଏ , ସେ ଭ୍ୟାକୁମ୍ ବ୍ର୍ରେକ୍ ଦ୍ୱାରା ଟ୍ରେନକୁ ଅଟକାଉ ।

୪) ଚାରୋଟି ଛୋଟ ହର୍ଣ୍ଣ : ଏହାର ମତଲବ ହୋଇଥାଏ କି ଯଦି ଟ୍ରେନ୍ ଯାଉଥିବା ବେଳେ ଅଟକିଯାଏ , ଏହା ଇଞ୍ଜିନ୍ ରେ କିଛି ତ୍ରୁଟି ଦେଖିଲେ ହୋଇଥାଏ , କିମ୍ବା କେଉଁ ଦୁର୍ଘଟଣା ଯୋଗୂଁ ହୋଇପାରେ,  ଯାହା ଦ୍ୱାରା ଟ୍ରେନ୍ ଆଗକୁ ଯାଇପାରିବ ନାହିଁ ।

୫) ଏକ ଲମ୍ବା ଓ ଏକ ଛୋଟ ହର୍ଣ୍ଣ : ଏହାର ମତଲବ ହୋଇଥାଏ କି ମୋଟରମ୍ୟାନ୍ , ଗାର୍ଡକୁ ଏହା ସଙ୍କେତ ଦିଏ କି ଇଞ୍ଜିନ୍ ଷ୍ଟାର୍ଟ୍ ହେବା ପୁର୍ବରୁ ବ୍ରେକ୍ ପାଇପ୍ ରେ ସିଷ୍ଟମ୍ କୁ ସେଟ୍ କରିଦେଉ ।

୬) ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ଣ୍ଣ :  ଏହାର ମତଲବ ହୋଇଥାଏ କି ପାଇଲଟ୍ ଗାର୍ଡ ଇଞ୍ଜିନ୍ କୁ ଡକାଇବାର ସଙ୍କେତ ହୋଇଥାଏ ।

୭) ଲଗାତାର ବଡ ହର୍ଣ୍ଣ : ଏହାର ମତଲବ ହୋଇଥାଏ କି ଏହାର ମତଲବ ହୋଇଥାଏ କି ଟ୍ରେନ୍ ପ୍ଲାଟଫର୍ମରେ ଅଟକିବ ନାହିଁ , ଏହା ଗନ୍ତବ୍ୟ ସ୍ଥଳକୁ ସିଧା ଯିବ , ଏହି ହର୍ଣ୍ଣଟୀ ଯାତ୍ରିଙ୍କୁ ସୁଚିତ କରିଥାଏ କି ଟ୍ରେନ୍ ଆଗାମୀ ଷ୍ଟେସନରେ ଅଟକିବ ନାହିଁ

୮) ଅଟକି ଅଟକି ଦୁଇଟି ଥର ହର୍ଣ୍ଣ : ଏହା ମତଲବ ହୋଇଥାଏ କି ଆସୁଥିବା ଲୋକ କିମ୍ବା ଯାଊଥିବା ଲୋକଙ୍କୁ ଟ୍ରେନ୍ ଲେବୁଲ୍ କ୍ର୍ ସିଙ୍ଗ୍ ରେ ଅତିକ୍ରମ କରିବ , ଏବେ ଆଗାମୀ ଥର କେଉଁ କ୍ରସିଙ୍ଗ୍ ରେ ଠିଆ ହେବାର ମଉକା ଆସିଲେ ଏହାକୁ ନଜର କରିଥିବେ ।

୯) ଦୁଇଟି ଲମ୍ବା ହର୍ଣ୍ଣ ଓ ଏକ ଛୋଟ ହର୍ଣ୍ଣ : ଏହା ରେଲୱେର କାର୍ଯ୍ୟପ୍ରଣାଳୀ ସମୟରେ ବଜାଯାଏ , ଯଦି ଆପଣଙ୍କ ଟ୍ରେନ୍ ଯାତ୍ରା ସମୟରେ ଏହି ହର୍ଣ୍ଣ ବାଜେ ତେବେ ବୁଝିଯିବେ କି ଟ୍ରେନ୍ ଟ୍ରାକ୍ ପରିବର୍ତ୍ତନ କରୁଛି ।

୧୦)ଦୁଇଟି ଛୋଟ୍ ଓ ଏକ ଲମ୍ବା ହର୍ଣ୍ଣ : କେଉଁ ଟ୍ରେନର ଏମରଜେନ୍ସି ଚେନ୍ ଭିଡାହୋଇଛି , କିମ୍ବା ଗାର୍ଡ ଭ୍ୟାକୁମ୍ ବ୍ରେକ୍ ଲଗାଇଛି ।

୧୧) ଛଅଥର ଛୋଟ ହର୍ଣ୍ଣ : ଇଞ୍ଜିନର ଲୋକପାଇଲଟ୍ ତରଫରୁ ଏହି ହର୍ଣ୍ଣ ବହୁତ କମ୍ ବଜାଯାଇଥାଏ , ଏମିତି ହର୍ଣ୍ଣ ଡ୍ରାଇଭରକୁ ସଙ୍କେତ ଦିଏ କି ଯେବେ କେଉଁ ବିପଦ ପଡିବାର ଅଛି , ଯଦି ଏପରି ହୁଏ ତେବେ ଯାତ୍ରୀଙ୍କୁ ସଚେତନ ହୋଇଯିବା ଦରକାର ।

Leave a Reply

Your email address will not be published. Required fields are marked *