March 26, 2024

Odia Express

News For Public

୨ ଏପ୍ରିଲ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ରାମନବମୀର ଦିନରେ ଏହି ୫ ଟି ରାଶିର ସବୁ ମନୋକାମନା ହେବ ପୁରା , ଆୟର ସାଧନ ହେବ ମଜବୁତ୍

୧)ମେଷ ରାଶି : ଆଜି ଆପଣଙ୍କ ଜ୍ଞାନ ଓ ହାସ ପରିହାସ ଆପଣଙ୍କ ଚାରିଆଡକୁ ପ୍ରଭାବିତ କରିବ । ଆପଣଙ୍କ ସାମାଜିକ ସ୍ଥିତିରେ ବୃଦ୍ଧି ଘଟିବ । ପାରିବାରିକ ଜୀବନ ସାମାନ୍ୟ ରହିବ , ଏହି ସମୟରେ ଆପଣଙ୍କ ଭାଗ୍ୟ ଆପଣଙ୍କ ପୁରା ସାଥ୍ ଦେବ  ଖାଦ୍ୟପେୟରେ ଅସଂୟମିତ ହେବାକୁ ଦିଅନ୍ତୁ ନାହିଁ , କିଛି ଖାସ୍ ଓ ଭଲ କାମ ହେବାର ଯୋଗ ହେଉଛି , ଭୁଲ୍ ସଂଗତି କାରଣରୁ ଆପଣ ହଇରାଣ ହୋଇପାରନ୍ତି , ଦୂରେଇ ରୁହନ୍ତୁ , ପ୍ରଥମରୁ ଉଧାର ଦେଇଥିବା ପଇସା ଫେରିପାରିବେ ।

୨)ବୃଷ ରାଶି : ଆଜି କେଉଁ କାମରେ ବ୍ୟସ୍ତତା କିମ୍ବା ଅନିୟମିତତା ରଖନ୍ତୁ ନାହିଁ , ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , କାହା ସହ ଲାଗନ୍ତୁ ନାହିଁ , ଲମ୍ବା ସମୟରୁ ଦେଖୁଥିବା ସ୍ୱପ୍ନ ପୁରା ହୋଇପାରେ , ଆପଣଙ୍କ ଗତ ପ୍ରୟାସର ଫଳ ପାଇବେ , ଆପଣଙ୍କ କ୍ୟାରିୟରରେ ଉନ୍ନତି ଦେଖାଦେବ , ଓ ପରିବାରରେ ଖୁସି ଆସିବ , ମନୋରଞ୍ଜନ ପାଇଁ ସମୟ ନିଶ୍ଚିତ ଦେବେ , ଏହି ସମୟରେ ଆପଣଙ୍କୁ ପ୍ରତିଧ୍ୱନ୍ଧୀଙ୍କ ଠାରୁ ଦୂରେଇ ରହିବାର ସାବଧନତା ରଖିବାକୁ ହେବ ।

୩)ମିଥୁନ ରାଶି : ବଂଶନୁଗତ ଜମିବାଡି ମିଳିବାର ସଂମ୍ଭାବନା ଅଛି , ଚାକିରି ପେଶା ଜାତକରେ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର ଆବଶ୍ୟକତା ପଡିପାରେ , ଆଜି କଥାକୁ ଭୁଲ୍ ବୁଝନ୍ତୁ ନାହିଁ , ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ଭାଗିଦାରୀ ପାଇଁ ସମୟ ଅନୁକୁଳ ଅଛି , ନିଜ ବିଚାରକୁ ଜାହିର୍ କରିବାପାଈଁ ନିଜ ବିଚାରକୁ ସହମତ କରାଇବାରେ ବହୁତ ପରିମାଣରେ ସଫଳ ହେବେ ,କେହି ଆପଣଙ୍କ ମାନ ସମ୍ମାନକୁ ଆଘାତ ଦେବାପାଇଁ ପ୍ରୟାସ କରିପାରେ ।

୪)କର୍କଟ ରାଶି : ନିଜ କାର୍ଯ୍ୟ ପାଇଁ କାର୍ଯ୍ୟସ୍ଥଳରେ ଆପଣଙ୍କ ପ୍ରଶଂସା ମିଳିବ , ଆପଣଙ୍କ ରାଗ କରିବା ଠାରୁ ବଞ୍ଚିବାକୁ ହେବ , ଖାସ୍ କରି କିଛି ଏମିତି କଥାଠାରୁ ବଞ୍ଚିବାକୁ ହେବ , ଯାହା ମନ ଦୂଃଖ୍ କରାଉନଥିବ , କିଛି ଲୋକ ଙ୍କୁ ଆପଣଙ୍କ କିଛି ନା କିଛି ସାହାଯ୍ୟର ଦରକାର ପଡିପାରେ , ଆଜି ମନକୁ ଅନିୟନ୍ତ୍ରିତ ହେବାକୁ ଦିଅନ୍ତୁ ନାହିଁ , ଏହି ସମୟରେ କେଉଁ ପରିଯୋଜନାରେ ଧନ ନିବେଶ କରିବାରେ ଆପଣଙ୍କୁ ଘାଟାର ସଉଦା ହୋଇପାରେ , ଆପଣଙ୍କ ବାଣୀରେ କଠୋର ହେବାକୁ ଦିଅନ୍ତୁ ନାହିଁ ।

୫)ସିଂହ ରାଶି : ନୁଆ ଦାୟିତ୍ୱ ସହ କାମ କରିବାର ଅଧିକା ପ୍ରେସର ରହିବ , ଉଦ୍ୟୋଗରେ ନିବେଶ କରିଲେ ବହୁତ ଲାଭକାରୀ ହେବ , ନିଜ ଜୀବନରେ କିଛି ଚିନ୍ତା ଆସିପାରେ , ଭଲ ହେବ କି ନିଜ ଜୀବନସାଥୀଙ୍କ ସହ ବୁଝାମଣାକୁ ପ୍ରୟାସ୍ କରିବେ , ରୋଗା ଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଆଶ୍ୱସ୍ତି ଲାଭ କରିବେ , ଆଜି ଓଭର କନଫିଡେନ୍ସ ପରି ସ୍ଥିତି ହୋଇପାରେ , ଏହାଠାରୁ ଦୂରେଇ ରହିବାକୁ ହେବ ।

୬)କନ୍ୟା ରାଶି : ଆଜି ଆପଣଙ୍କ ଘରୋଇ କାମକୁ ନିପଟାଇବାକୁ ସଫଳ ହେବେ , ଆଜି ସଠିକ୍ ଯୋଜନା ଦ୍ୱାରା କ୍ୟାରିୟରରେ ପରିବର୍ତ୍ତନ ଆସିବ , ଯେଉଁ ଲୋକ ବ୍ୟବସାୟ କରୁଛନ୍ତି  ତାଙ୍କୁ ଲାଭ ମିଳିବାର ଆଶଙ୍କା ଅଛି , ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ , ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନିଅନ୍ତୁ , ଘରୋଇ ମାମଲାରେ କିଛି ପରିମାଣରେ ଚିନ୍ତା ଆସିପାରେ , ଅଧିକା ଦେଖେଇହେବା ଠାରୁ ଦୁରେଇ ରହିବା ଉଚିତ୍ , ଆଖି ବନ୍ଧ କରି କାହା ଉପରେ ଅଧିକା ବିଶ୍ୱାସ କରିବାଠାରୁ ବଞ୍ଚନ୍ତୁ ।

୭)ତୁଳା ରାଶି : ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି , କାରଣ ଛୋଟ ମୋଟ ରୋଗର ସାମ୍ନା କରିପାରନ୍ତି , କାର୍ଯ୍ୟସ୍ଥଳରେ କାହା ପ୍ରତି ଆକର୍ଷଣ ବଢିପାରେ , ଯାହା ଦ୍ୱାରା କାମ କାର୍ଯ୍ୟରେ ବାଧା ଆସିବ , ଏଥିରୁ ବଞ୍ଚନ୍ତୁ , ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ , ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ , ଏହି ସମୟରେ କାମ କାର୍ଯ୍ୟରେ ବିଳମ୍ବତା ଭାରି ପଡିପାରେ , ଅଜଣା ଲୋକଙ୍କୁ ସାହାଯ୍ୟ ମାଗନ୍ତୁ ନାହିଁ , ନା ରାସ୍ତା ବିଷୟରେ ପଚାରନ୍ତୁ ନା ହିଁ ଉପଦେଶ ନିଅନ୍ତୁ ।

୮)ବିଛା ରାଶି : ଆଜି ବିଷମ ପରିସ୍ଥିତିରେ ନିଜ ସାହାସ ହରାନ୍ତୁ ନାହିଁ , ଅଧିକାରୀ ବର୍ଗଙ୍କ ସହଯୋଗ ମିଳିବ , ପ୍ରେମରେ ରହୁଥିବା ଲୋକଙ୍କ ପାଇଁ ଏହି ଦିନ ଭଲ ଅଛି , ବିବାହିତ ଲୋକଙ୍କର ଜାତକରେ ଆବେଗ କାରଣରୁ ଜୀବନସାଥୀ ସହ ଚିନ୍ତା ବଢିପାରେ , ଆପଣ ନିଜ ଛୁଆଙ୍କ ସହ ପ୍ରେମ ଭରା ସମୟ ବିତାଇବେ , ଆପଣଙ୍କୁ ବହୁତ କିଛି ସିଖିବାଉ ମିଳିବ , ଆଜି ଆପଣଙ୍କ ସ୍ୱାସ୍ଥ୍ୟର ପ୍ରତି ଟିକିଏ ସାବଧନତା ରଖିବାକୁ ହେବ , ଘରୋଇ ମାହୋଲ୍ ରୁ ଟିକିଏ ଅଶାନ୍ତି ବାଲା ସ୍ଥିତି ଆସିପାରେ

୯)ଧନୁ ରାଶି : ଆଜି ପଇସାର ନିବେଶ କରନ୍ତୁ ନାହିଁ , ସୁଖ ସମୃଦ୍ଧିରେ ବୃଦ୍ଧି ଘଟିବ , ଓ ପ୍ରେମ ସଂବନ୍ଧରେ ମଧୁରତା ଆସିବ , ଆପଣ କାହା ସହ ଲାଗନ୍ତୁ ନାହିଁ , ଅଧିକା ବୁଝାମଣାବାଦୀ ରବୈୟା ଆପଣାଇବାକୁ ଚେଷ୍ଟା କରିବାକୁ ହେବ , ଆପଣଙ୍କ ପରିଜନ ମିତ୍ରଙ୍କ ସହ ଆନନ୍ଦପୁର୍ବକ ସମୟ ବିତାଇବେ , ଆଜି ଅଜଣାରେ ଆପଣଙ୍କ କିଛି ଭୁଲ୍ ହୋଇପାରେ , ଯାହା ଦ୍ୱାରା ଆପଣଙ୍କୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ,  ଆପଣ ନିଜ କାମକାର୍ଯ୍ୟକୁ ନଜର୍ ରଖନ୍ତୁ ।

୧୦)ମକର ରାଶି : ଆଜି ଆପଣ ଅପରିଚିତ ଲୋକଙ୍କ ସହ ସାବଧାନ ରୁହନ୍ତୁ , ଆସ୍ଥା ଓ ବିଶ୍ୱାସରେ କାମ କରନ୍ତୁ , ପ୍ରେମ ସଂବନ୍ଧ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ , ଆପଣଙ୍କ ଜୀବନସାଥୀଙ୍କ ମନୋଦଶା ବହୁତ ଭଲ ହେବ , ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାଏ , କାମ କାର୍ଯ୍ୟରେ ଆପଣଙ୍କ ମନ ହୋଇପାରେ ନ ଲାଗିବ , ଆଧ୍ୟାମ ପ୍ରତି ଆପଣଙ୍କ ରୁଚି ବଢିବ , ମସ୍ତକରେ କେଶରର ତିଲକ ଲଗାନ୍ତୁ , ଆପସି ସଂମ୍ପର୍କରେ ମଜବୁତ୍ ହେବ ।

୧୧)କୁମ୍ଭ ରାଶି : ଆଜି ଆପଣଙ୍କ ପଇସାରୁ ସଞ୍ଚିବାକୁ ଧ୍ୟାନ ଦିଅନ୍ତୁ , ପରିବାରରେ ସମସ୍ତଙ୍କ ଭରପୁର୍ ସହଯୋଗ ମିଳିବ , ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଭଲ ନାହିଁ , କିଛି ଅନିଷ୍ଟ ଘଟୀପାରେ , ବେପାର କ୍ଷେତ୍ରରେ ଅପାର ଲାଭ ମିଳିବ , ଆଜି କିଛି ନୁଆ କରିବାରେ ଭାବିପାରନ୍ତି , ଏଥିରେ ଆପଣଙ୍କୁ ସଫଳତା ମିଳିବ , ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କୁ ଫାଈଦା ମିଳିପାରେ , କେଉଁ କଥାକୁ ନେଇକରି ସ୍ୱୟଂ ନିଜକୁ ଦାୟୀ ମାନିପାରନ୍ତି ।

୧୨) ମୀନ ରାଶି : ଆଜି ପ୍ରିୟଜନଙ୍କ ସହ ସମୟ ବିତାଇବା ଆନନ୍ଦଦାୟକ ରହିବ , ଆଜି ଆପଣ କିଛି ଏପରି କାମ କରିବେ ଯାହା ସମାଜରେ ଆପଣଙ୍କୁ ସଫଳତା ଦେବ , ଆପଣଙ୍କୁ ସମ୍ମାନିତ କରାଯାଇପାରେ,  ମାତା ପିତାଙ୍କ ଉପଦେଶରେ ଲାଭଦାୟକ ହେବ , ଭାଇ ଭଉଣୀଙ୍କ ସହ ସଂବନ୍ଧ ମଜବୁତ୍ ହେବ , ଆପଣଙ୍କୁ ହିଂସା କରୁଥିବା ଲୋକ ପଦ ପ୍ରତିଷ୍ଠାରେ ବାଧା ସୃଷ୍ଟି କରିପାରନ୍ତି , ଯାତ୍ରା ପାଇଁ ଆଜିର ଦିନ ଠିକ୍ ନାହିଁ ।

Leave a Reply

Your email address will not be published. Required fields are marked *