April 18, 2024

Odia Express

News For Public

ଏହି ରାଶିର ଯୋଡି ଜୀବନରେ ସବୁଠାରୁ ଅଧିକ ସୁଖୀ ରହନ୍ତି , ଏମାନଙ୍କୁ ବିବାହ କରିବା ହୋଇଥାଏ ଲାଭଜନକ…

ବନ୍ଧୁଗଣ ଆପଣମାନେ ସେହି କଥା ତ ଶୁଣିଥିବେ ନିଶ୍ଚିତ ଯେ ‘ଯୋଡିମାନଙ୍କୁ ଉପରବାଲା ବନେଇଥାନ୍ତି’ । ଲୋକ ତ ଏହା ମଧ୍ୟ କୁହନ୍ତି ଯେ ଉପରବାଲା ପ୍ରତ୍ୟେକଙ୍କ ନିମନ୍ତେ କାହାକୁ ନା କାହାକୁ ବନେଇଛନ୍ତି ଯାହା ସହିତ ତାହାର ଜୀବନ ଭଲରେ ବିତେ। କିନ୍ତୁ ଅନେକ ସମୟରେ ଆମେ ଭୁଲ ନିର୍ଣ୍ଣୟ ନେଇ ଭୁଲ ବ୍ୟକ୍ତିଙ୍କ ସହିତ ବିବାହ କରିଥାଉ ଯାହାର ପଶ୍ଚାତାପ ଆମକୁ ପରେ ହୋଇଥାଏ।ଏମିତିରେ ଆପଣ ଏହି ଭୁଲ ନହେବ କିପରି ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏପରି ରାଶିଙ୍କ ଯୋଡି ଜଣେଇବାକୁ ଯାଉଛୁ ଯେଉଁମାନେ ଯଦି ପରସ୍ପରଙ୍କୁ ବିବାହ କିମ୍ବା ପ୍ରେମ କରନ୍ତି ତେବେ ଏମାନଙ୍କର ସମ୍ପର୍କ ବହୁତ ମଜବୁତ ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ରାଶିଙ୍କ ସହିତ ଜଡିତ ଗ୍ରହଙ୍କର ନିଜ ମଧ୍ୟରେ ବହୁତ ଭଲ ପାଦିତହେ, ଯେଉଁଥିପାଇଁ ଏହି ରାଶିଙ୍କର ଯୋଡି ସବୁଠାରୁ ଅଧିକ ସୁଖୀ ରହନ୍ତି ।

ଏହି ରାଶିଙ୍କର ଯୋଡି ହୋଇଥାଏ ପରଫେକ୍ଟ ଲଭ କପଲ

ମେଷ ଓ କନ୍ୟା: ଏହି ରାଶିର ଲୋକଙ୍କ ମଧ୍ୟରେ ବହୁତ କମ ଲଢେଇ ଝଗଡା ହୋଇଥାଏ। ଏମାନେ ପ୍ରସାପର ମଧ୍ୟରେ ମିଶିକି ରହିବାକୁ ପସନ୍ଦ କରନ୍ତି। ଏହି ଲୋକମାନେ ଜଣେ ଅନ୍ୟ ଜଣକର ଆବଶ୍ୟକତାକୁ ବୁଝିପାରନ୍ତି। ଯଦି ଜଣେ କୌଣସି ଜିଦ ଧରି ବସେ ତେବେ ଅନ୍ୟ ଜଣକ ତା ଆଗରେ ରାଜି ହୋଇଯାଏ। ଏଥିପାଇଁ ଏହି ଦୁହିଁଙ୍କର ଯୋଡି ପରଫେକ୍ଟ ହୋଇଥାଏ।

ବୃଷଭ ରାଶି: ଏହି ରାଶିର ଲୋକ ବିଚାର ଓ ଅଭ୍ୟାସରେ ସମାନ ହୋଇଥାନ୍ତି। ଏହି ରାଶିର ଲୋକଙ୍କ ମଧ୍ୟରେ ଲଢେଇ ଝଗଡା ହେଲେ ମଧ୍ୟ ଏମାନେ ଶୀଘ୍ର ସମାଧାନ କରିନିଅନ୍ତି। ଏମାନେ ନିଜର ଜୀବନ ରରଙ୍କ ଭଳି ଜିଇଁବା ପସନ୍ଦ କରନ୍ତି। ଏମାନଙ୍କର ଯୋଡି କୌଣସି ରାଜା ରାଣୀଙ୍କ ଠାରୁ କମ ହୋଇନଥାଏ। ଏମାନେ ନିଜର ସାଥିଙ୍କର ବହୁତ ଧ୍ୟାନ ରଖନ୍ତି ଓ ସମୟ ଆସିଲେ ସେମାନଙ୍କ ନିମନ୍ତେ ନିଜର ଜୀବନ ପର୍ଯ୍ୟନ୍ତ ଦେଇପାରନ୍ତି ।

ମିଥୁନ ଓ ଧନୁ: ଏହି ରାଶିଙ୍କର ଯୋଡି ସବୁଠାରୁ ଅଧିକ ରୋମାଣ୍ଟିକ ହୋଇଥାଏ। ଏମାନଙ୍କ ଭିତରେ ପ୍ରେମ ଓ ବିଶ୍ଵାସ ପୂର୍ଣ୍ଣ ହୋଇଥାଏ। ଏହି ଯୋଡିଙ୍କର ଖାସ କଥା ଏହା ଯେ ଏମାନଙ୍କର ପ୍ରେମ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଏକ ସାଥିରେ ବନିରହେ । ଏମାନେ ନିଜର ରୋମାଣ୍ଟିକ ବ୍ୟକ୍ତିତ୍ବ ଯୋଗୁ ନିଜର ସାଥିଙ୍କର ହୃଦୟ ଜିତିନିଅନ୍ତି।

କର୍କଟ ଓ ମକର: ଏହି ରାଶିର ଲୋକମାନେ ପରସ୍ପରକୁ ନେଇ ବହୁତ ସଚ୍ଚୋଟ ହୋଇଥାନ୍ତି। ଏମାନେ ନିଜର ପାର୍ଟନରଙ୍କୁ କେବେ ଧୋକା ଦିଅନ୍ତି ନାହିଁ ଓ ପରସ୍ପରର ବହୁତ ଖିଆଲ ମଧ୍ୟ ରଖନ୍ତି। ଏମାନେ ପରସ୍ପରର ସାଥି ଜୀବନସାରା ନିର୍ବାହ କରନ୍ତି ପଛକେ ତାଙ୍କର ଜୀବନରେ କେତେ ମଧ୍ୟ ବିପଦ ପଛେ ଆସିନଯାଉ ।

ତୁଳା ଓ ବୃଶ୍ଚିକ: ଏହି ରାଶିର ଯୋଡିଙ୍କ ବିଚାର ଓ ଅଭ୍ୟାସ ପରସ୍ପର ମଧ୍ୟରେ ମେଳ ଖାଏ ନାହିଁ। କିନ୍ତୁ ଏହାସତ୍ବେ ଏମାନେ ପରସ୍ପର ନିମନ୍ତେ ବନାହୋଇଥାନ୍ତି ଯେଉଁଥିପାଇଁ ଦୁହିଁଙ୍କୁ ଜଣେ ଅନ୍ୟ ଜଣକ ପାଇଁ କୌଣସି ଅସୁବିଧା ହୋଇନଥାଏ।

କୁମ୍ଭ ଓ ମୀନ: ଏହି ରହସିର ଯୋଡି ପରସ୍ପର ନିମନ୍ତେ ତିଆରି ହୋଇଥାନ୍ତି । ଏମାନେ ପରସ୍ପର ବିନା ଗୋଟିଏ ମୂହୁର୍ତ୍ତ ମଧ୍ୟ ରହିପାରିବେ ନାହିଁ। ଏମାନଙ୍କ ଜୀବନ ଜଣେ ଅନ୍ୟ ଜଣକ ଉପରେ ଆଧାରିତ ହୋଇଥାଏ ଯେଉଁଥି ପାଇଁ ଏମାନେ ଏକ ସାଥିରେ ଅନେକ ଭଲ ମୂହୁର୍ତ୍ତ ବିତେଇ ଥାଆନ୍ତି ।

Leave a Reply

Your email address will not be published. Required fields are marked *