April 12, 2024

Odia Express

News For Public

୪ ଏପ୍ରିଲ ୨୦୨୦ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୫ ଟି ରାଶିର ଗ୍ରହ ନକ୍ଷତ୍ର ଅଛନ୍ତି ପ୍ରତିକୁଳ , ଅଶୁଭ ଘଟଣାଗୁଡିକର ସହ ଭରି ରହିବା ଏମାନଙ୍କ ଦିନ

୧)ମେଷ ରାଶି : ବୌଦ୍ଧିକ ପ୍ରୟାସରୁ କାମକୁ ସଫଳତା ପାଇବେ  ଆପଣଙ୍କ ସାଥି କିଛି ମୁଦ୍ଧାକୁ ବିକଶିତ କରିପାରନ୍ତି , ଯାହା ମାଇଗ୍ରେସନର କାରଣ ହୋଇପାରେ , ବ୍ୟର୍ଥ ଖର୍ଚ୍ଚରୁ ବୃଦ୍ଧି ହେବ , କ୍ୟାରିୟରରେ ଏବେ ଆପଣଙ୍କୁ ପରିଶ୍ରମ କରିବାକୁ ହେବ  ନିଶ୍ଚିତ ରୁପରେ କାମ  ଆପଣଙ୍କ ପାଇଁ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଟେ । କିନ୍ତୁ ଆଜି ଆପଣ ସବୁଠାରୁ ପ୍ରଥମେ ନିଜ ଘରୋଇ ମାମଲାରେ ଧ୍ୟାନ ଦିଅନ୍ତୁ , ଆୟର ନୁଆ ସାଧନ ଖୋଜିବେ ।

୨)ବୃଷ ରାଶି : ଆଜି ଆପଣଙ୍କୁ ଏକା ସାଥିରେ ବହୁତ ସାରା ଜିନିଷରୁ ପ୍ରେରିତ ହେବେ , ଫାଲତୁ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ , ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ହେବ , କିଛି ଅନାବଶ୍ୟକ ଖର୍ଚ୍ଚ ହୋଇପାରେ,  ଆଜି ଆପଣ ଧର୍ମ କିମ୍ବା ସମାଜ ସହ ଯୋଡି ହୋଇଥିବା କାର୍ଯ୍ୟ କରିପାରନ୍ତି , ଆପଣଙ୍କ ମହତ୍ତ୍ୱକାଂକ୍ଷା ଓ ନିଜ ଭବିଷ୍ୟରେ ପୁର୍ଣ୍ଣ ହେବ , ଲାଇଫ୍ ପାର୍ଟନର ସ୍ୱାସ୍ଥ୍ୟକୁ ନେଇ ଟେନସନ୍ ରହିବ , ଆଜି ଆପଣଙ୍କ ମିତ୍ରଙ୍କ ସହ ସମୟ ବିତାଇବାରେ ଚିନ୍ତିତ ହେବେ ।

୩)ମିଥୁନ ରାଶି : ଆଜି ବେପାରରେ ନୁଆ ସଂମ୍ଭାବନା ଖୋଜା ଯାଇପାରେ , ଆପଣଙ୍କ ଶତ୍ରୁ ଆପଣଙ୍କ ବିପକ୍ଷରେ ଗୁପ୍ତ ରୁପରେ କାମ କରିପାରନ୍ତି , ଓ ଆପଣଙ୍କୁ ଚିନ୍ତାରେ ପକାଇପାରନ୍ତି , କାର୍ଯ୍ୟସ୍ଥଳରେ ନିଜ ଲକ୍ଷ୍ୟକୁ ନିର୍ଦ୍ଧାରଣ ଓ ତାହାର ପ୍ରାପ୍ତିକୁ ନେଇକଇର୍ ସମର୍ପିତ ରହିବେ । ଯଦି ଆପଣଙ୍କ ଉର୍ଜା ଆଧ୍ୟାତ୍ମିକ ମାମଲାରେ କେନ୍ଦ୍ରିତ କରୁଛନ୍ତି , ତେବେ ଏଥିରେ ଆପଣଙ୍କୁ ଆତ୍ମିକ ସୁଖ ମିଳିବ , ନିଜ ଛୁଆଙ୍କୁ ଯତ୍ନ ନିଅନ୍ତୁ , ଲାଭ କାରୀ ହୋଇପାରନ୍ତି ।

୪)କର୍କଟ ରାଶି : ଆଜି ସମାଜରେ ବର୍ଚସ୍ୟ ବଢିବ , ନିବେଶ ସହ ଅଧିକା ସତର୍କ ଓ ସାବଧାନ ରହିବେ , କାରଣ ଦିନ ଅନୁକୁଳ ନାହିଁ , ଶନିଦେବଙ୍କ କୃପାରୁ ଆପଣ ନିରନ୍ତର ରହିବ , ଯାହା ଦ୍ୱାରା ଆପଣଙ୍କୁ ମହତ୍ୱପୁର୍ଣ୍ଣ କାର୍ଯ୍ୟରେ ସଫଲତା ମିଳିବ , କ୍ରୋଧ ଓ ଆବେଗ ପାଇଁ କରାଯାଇଥିବା ଫଇସଲା ନୈରାଶ୍ୟଜନକ ପରିଣାମ ନେଇକରି ଆସିଥାଏ , କେଉଁ ବ୍ୟକ୍ତି ବ୍ୟବହାର ରୁ ମନ ଖିନ୍ନ ରହିବ , ପୁରୁଣା ରୋଗ ଆଉଥରେ ହୋଇପାରେ , ଦୁର ସମାଚାର ମିଳିବ ।

୫) ସିଂହ ରାଶି : ଆଜି ପୁରା ଦିନ ମନରେ ଆନନ୍ଦ ଉଲ୍ଲାସ ଓ ପ୍ରସନ୍ନତା ରହିବ , ଆପଣଙ୍କ ଆକର୍ଷଣ ଓ ନିଜ ମନରେ ଭରା ରୋମାନ୍ସ  ଆଜି ଚରମ ସୀମାରେ ରହିବ , ଆପଣଙ୍କ ଧର୍ମ କିମ୍ବା ସମାଜ କାର୍ଯ୍ୟ ସହ ଯୋଡି ହେବେ , ଶାରରୀକ ଓ ମାନସିକ ରୁପରେ ଆପଣଙ୍କ ଆବଶ୍ୟକତା ଅନୁଭବ କରିପାରିବେ , ସାମାନ୍ୟ ହିସାବରେ ଆଜିର ଦିନ ଆପଣଙ୍କ ସାମାନ୍ୟ ଓ ଶାନ୍ତିପୁର୍ଣ୍ଣ ଅଟେ , କିନ୍ତୁ ଆଜି ଆପଣଙ୍କ ପାଇଁ ନିଜ ବାଣୀରେ ନିୟନ୍ତ୍ରଣ ରଖିବା କଠିନ ହୋଇଯିବ ।

୬) କନ୍ୟା ରାଶି : ଆପଣଙ୍କ ବେପାରରେ ବୃଦ୍ଧି ହେବ  ନିଜ ସ୍ୱାସ୍ଥ୍ୟ ଭଲ ଭାବେ ଦେଖାଶୁଣା କରନ୍ତୁ , କାରଣ ଶିଥିଳତା ଆପଣଙ୍କ ପାଇଁ ହାନିକାରକ ହୋଇପାରେ , ଯଦି ନିଜ ବାଣୀରେ ମଧୁରତା ଓ ବ୍ୟବହାର ଭଲ ରଖିବେ ତେବେ ଆପଣଙ୍କ ଫେବର୍ ରେ ଯିବ , କିନ୍ତୁ ଆଜି ପଇସା ସଂବନ୍ଧରେ ଆପଣଙ୍କ ବିବାଦ କମ୍ ସେ କମ୍ କଟୁକଥା ହୋଇପାରେ,  ବ୍ୟବସାୟରେ କେଉଁ ବଡ ପରିବର୍ତ୍ତନ ଦେଖାଦେଇପାରେ , କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରତିକ୍ଷା କରିବାକୁ ହେବ ।

୭) ତୁଳା ରାଶି ; ଲମ୍ବା ସମୟରୁ ଚାଲି ଆସୁଥିବା କେଉଁ ବଡ ଅସୁବିଧା ଆପଣଙ୍କୁ ଜଲଦି ମୁକ୍ତି ଦେବ , ଟିକିଏ ପ୍ରୟାସରୁ କାର୍ଯ୍ୟ ହୋଈଯିବ , ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ , ସାମାଜିକ କାର୍ଯ୍ୟ କରିବାରେ ମନ ହେବ , ଆପଣଙ୍କ ଶାରରୀକ ଫୁର୍ତ୍ତି ଓ ମାନସିକ ପ୍ରସନ୍ନତା ଅନୁଭବ ହେବ , ଆଜି ଆପଣଙ୍କ କିଛି ଲୋକଙ୍କର ସ୍ୱଭାବ ଓ ବ୍ୟବହାର କାରଣରୁ ନିଜ ଜୀବନରେ କିଛି ଅସୁବିଧା ସୃଷ୍ଟି ହୋଇପାରେ , ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ ।

୮) ବିଛା ରାଶି : ଆଜି ସଂଘର୍ଷ ପରିଶ୍ରମ ଦ୍ୱାରା ପଇସା କମାଇବେ , ସୁଖମୟ ଜୀବନ ବ୍ୟତିତ କରିବେ , ଆଜି ଆପଣଙ୍କ ଅଧିକାଂଶ ଧ୍ୟାନ ନିଜ ଦାମ୍ପତ୍ୟ ଜୀବନରେ ରହିବ , କିନ୍ତୁ ତା ସୁଦ୍ଧା କିଛି ପଦକ୍ଷେପ ନେବା ସାବଧାନତା ଓ ବୁଝିବିଚାରି ନେବାକୁ ହେବ , କେଉଁ ବଡ ସମସ୍ୟାର ସମାଧାନ ହେବ , ଛାତ୍ରଛାତ୍ରୀଙ୍କର ପାଠ ପଢାରେ ଲାଗିବ , ନିବେଶ କରିବାରେ ଦିନ ଅଶୁଭ ଅଛି  ଆଜି ଟିକିଏ ପ୍ରତିକୁଳତା ସାମ୍ନା କରିବାକୁ ହେବ , ସ୍ୱାସ୍ଥ୍ୟର ଦେଖାଶୁଣା କରନ୍ତୁ ।

୯)ଧନୁ ରାଶି : ଆପଣଙ୍କୁ ଆଜି ଲିଡରସିପ୍ କ୍ୱାଲିଟି ଓ ନିଜ କ୍ୟାରିୟରକୁ ଭଲ ବନାଇବାରେ ଫାଇଦାଦାୟକ ପ୍ରମାଣିତ ହେବ , ପଇସା ମାମଲାରେ ଆଜିର ଦିନ ବହୁତ ସଫଳତା ଦେଇପାରେ , ଅନୁକୁଳ ପରିଣାମ ମିଳିବ , ଘରେ ମା କିମ୍ବା ଅନ୍ୟ ବୟସ୍କ ମହିଳା ଙ୍କ ସ୍ୱାସ୍ଥ୍ୟ ମୁଦ୍ଧାରେ ଚିନ୍ତିତ ରହିବେ , କେଉଁ ନିଶ୍ଚିତ ପ୍ରୟୋଜନରେ କାର୍ଯ୍ୟ କରିବାରେ ପ୍ରେରିତ ରହିବେ , କେଉଁ ଅଲଗା ସଂଗଠନ ଲୋକଙ୍କ ସହ ମତଭେଦ ହୋଇପାରେ,  ଯାହା ଦ୍ୱାରା କ୍ଷତି ହୋଇପାରେ ।

୧୦) ମକର ରାଶି : ଆପଣଙ୍କ ଅଥକ ପ୍ରୟାସ ସହ ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟକୁ ପୁରା କରିପାରିବେ , ପ୍ରସନ୍ନତା ଅଧିକାଂଶ ସ୍ରୋତ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ରହିବ , ବହୁତ ଅଧିକା ଚିନ୍ତା ଆପଣଙ୍କ ମାନସିକ ଶାରରୀକ ସ୍ୱାସ୍ଥ୍ୟ ପାଇଁ ଭଲ ନାହିଁ , ଏଥିପାଇଁ ଆଜି ଆପଣଙ୍କୁ ଶାନ୍ତ ରହିବାର ଉପଦେଶ ଦିଆଯାଉଛି , ସଂନ୍ଧ୍ୟା ସମୟରେ ଆପଣଙ୍କ ପାଇଁ ଭଲ ହେବ , ଆଜି ଆପଣ ନିଜ ପରିବାର ଓ ପ୍ରିୟଜନଙ୍କ ସହ ସଂଗତିରେ ବହୁତ ଭଲ ସମୟ ବିତାଇବେ , ଖର୍ଚ୍ଚରେ ବୃଦ୍ଧି ହେବ ,

୧୧) କୁମ୍ଭ ରାଶି ; ଦାମ୍ପତ୍ୟ ଜିବନରେ ମଧୁରତା ବଢିବ , ଆଜି ଆପଣଙ୍କ ନିଜ ପାରିବାରିକ ସଦସ୍ୟଙ୍କ ସହ ଭଲ ତାଳମେଳ ଆବଶ୍ୟକତା ପଡିପାରେ , କଳାକ୍ଷେତ୍ରରେ ପ୍ରଦର୍ଶନ ଏବଂ ସାମାଜିକ ଦୃଷ୍ଟିରୁ ଆପଣଙ୍କ ୟଶ କିର୍ତ୍ତି ଓ ମାନ ସମ୍ମାନର ପ୍ରାପ୍ତି ହେବ , ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ , ଭାଇ ଭଉଣୀଙ୍କ ଠାରୁ କିଛି ନା କିଛି କ୍ଷତି ହୋଇପାରେ , ବ୍ୟସ୍ତତାରୁ କାମ ବିଗଡିପାରେ , ଅନାବଶ୍ୟକ ବସ୍ତୁଗୁଡିକ ଉପରେ ଧନ ଖର୍ଚ୍ଚ କରିବାରେ ବଞ୍ଚନ୍ତୁ ।

୧୨) ମୀନ ରାଶି ; ଆଜି ପାଠ ପଢାରେ ଉନ୍ନତି ଦେଖାଯାଉଛି , କାମରେ ମନ ଲାଗିବ ନାହିଁ , ପାର୍ଟନରଙ୍କ ସହ ମତଭେଦ ହୋଇପାରେ,  ଆପଣଙ୍କ ସ୍ୱାସ୍ଥ୍ୟ ସନ୍ତୋଷଜନକ ହେବ , କିନ୍ତୁ ଆପଣଙ୍କ ପେଟ ସଂବନ୍ଧିତ ରୋଗ ଗୁଡିକରୁ ସାବଧାନ ରହିବାକୁ ହେବ , ଅଚଳ ସଂମ୍ପତ୍ତି ମାମଲାରେ ନିର୍ଣ୍ଣୟ ନେବାକୁ ଆଜି ଉଚିତ୍ ସମୟ ନୁହେଁ , କାର୍ଯ୍ୟସ୍ଥଳରେ ଆପଣଙ୍କ ଅତ୍ୟାଧିକ ପ୍ରଶଂସା କରାଯିବ , ପୈତୃକ ସଂମ୍ପତ୍ତିରୁ ମିଳିଥିବା ଲାଭ ଆଜି ଯାହା ବିଳମ୍ବ ହେଉଛି , ତାହା ଆଜି ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *