April 14, 2024

Odia Express

News For Public

ଆପଣଙ୍କ ରାଶିର ଏହି ଭାଗ୍ୟଶାଳୀ ନମ୍ବର ଚମକେଇବ ଭାଗ୍ୟ, ଦେଖନ୍ତୁ ନିଜର ଲକି ନମ୍ବର…

ବନ୍ଧୁଗଣ ଭାଗ୍ୟ ଏକ ଏପରି ଚିଜ ହୋଇଥାଏ ଯାହା ଆପଣଙ୍କ ଜୀବନ ରକ୍ଷା ମଧ୍ୟ କରିପାରେ ଓ ଆପଣଙ୍କ ଜୀବନ ମଧ୍ୟ ନେଇଇପାରେ। ଆପଣ କେବେ, କେଉଁଠାରେ, କେଉଁ ସମୟରେ ଥାଆନ୍ତି ଓ କୌଣସି ବଡ ଦୁର୍ଘଟଣା ଆପଣଙ୍କ ଠାରୁ କେତେ ଦୂରରେ କିମ୍ବା ପାଖରେ ଅଛି ଏହା ଭାଗ୍ୟର ଖେଳ ଅଟେ। ଏହି ପ୍ରକାର ଜୀବନରେ ସଫଳତା ଓ ପଇସା ଆୟ କରିବାରେ ମଧ୍ୟ ଭାଗ୍ୟ ମହତ୍ଵପୃନ୍ନ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ କମ ଯୋଗତା ଥିବା ଲୋକଙ୍କୁ ମଧ୍ୟ ଭାଗ୍ୟର ସହାୟତା ବଳରେ ପଇସା ଓ ନାମ ଦୁହେଁ ମିଳିଯାଇଥାଏ। ଏମିତିରେ ଯଦି ଆପଣ ମଧ୍ୟ ନିଜର ଭାଗ୍ୟ ମଜବୁତ କରିବାକୁ ଚାହାନ୍ତି ତ ରାଶି ଅନୁଯାୟୀ ଲକି ନମ୍ବର ନିଶ୍ଚିତ ଦେଖିନିଅନ୍ତୁ । ଏହି ଲକି ନମ୍ବର ଆପଣଙ୍କୁ ଜୀବନର ସମସ୍ତ ମୋଡରେ ବହୁତ ସାହାଯ୍ୟ କରିବ ।

ମେଷରାଶି: ଏହି ରାଶିର ଲୋକଙ୍କୁ ସବୁ କାର୍ଯ୍ୟରେ ଏକ ନମ୍ବର ରହିବାର ଇଚ୍ଛା ଥାଏ। ଏଥିପାଇଁ ଏମାନଙ୍କର ଲକି ନମ୍ବର ‘ଏକ’ ଅଟେ। ଯେବେ ମଧ୍ୟ ଆପଣ କୌଣସି କାର୍ଯ୍ୟ ପ୍ରାରମ୍ଭ କରିବେ ତେବେ ନିଜର ଶରୀରର କେଉଁ ଅଙ୍ଗ ଯେପରିକି ହାତ, ପାଦ, ପିଠି ଇତ୍ୟାଦି ମଧ୍ୟରୁ କୌଣସି ଏକ ସ୍ଥାନରେ 1ଲେଖନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କର ସେହି କାର୍ଯ୍ୟରେ ପ୍ରଥମ ସ୍ଥାନରେ ଆସିବାର ସମ୍ଭାବନା ବଢିଯିବ ।

ବୃଷଭ ରାଶି: ଏହି ରାଶିର ଜାତକଙ୍କ ନିମନ୍ତେ 2, 9 ଓ 11 ନମ୍ବର ଶୁଭ ହୋଇଥାଏ। ଆପଣ ଯେବେ ମଧ୍ୟ କୌଣସି ସ୍ଵତନ୍ତ୍ର କାର୍ଯ୍ୟ ପ୍ରାରମ୍ଭ କରିବେ ତେବେ ପ୍ରଚେଷ୍ଟା କରନ୍ତୁ ଯେ ଆପଣ ଏହାକୁ ସେହି ନମ୍ବର ଥିବା ତାରିଖରେ କରିବେ ।

ମିଥୁନ ରାଶି: 13ନମ୍ବର ଏହି ରାଶିଙ୍କ ନିମନ୍ତେ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାଏ। ଯଦି ଆପଣ ଏହି ନମ୍ବରର ପ୍ରିଣ୍ଟ ଥିବା ଟିସାର୍ଟ ପିନ୍ଧିବେ ତେବେ ଆପଣଙ୍କ ସହିତ କେବେ କିଛି ଖରାପ ହେବ ନାହିଁ। ଏହି ନମ୍ବରର ଟିସାର୍ଟ ନମିଳିଲେ ଆପଣ ପେଁ ସହାୟତାରେ ଏହା ଉପରେ 13ନମ୍ବର ଅଙ୍କିତ କରିପାରିବେ। ଏହାକୁ ଆପଣ ସାର୍ଟର ଭିତର ଭାଗରେ ମଧ୍ୟ ଲେଖିପାରିବେ ଯଦ୍ୱାରା କେହି ଏହାକୁ ନଦେଖି ପାରିବେ ।

କର୍କଟ ରାଶି: ଏହି ରାଶି ଥିବା ଲୋକଙ୍କ ନିମନ୍ତେ 7 ଓ 10ନମ୍ବର ଭାଗ୍ୟର ବନ୍ଦ କବାଟ ଖୋଲିଥାଏ। ଏହି ନମ୍ବରକୁ କୌଣସି ପ୍ରକାର ନିଜର କାର୍ଯ୍ୟରେ ସାମିଲ କରିବାର ପ୍ରଚେଷ୍ଟା କରନ୍ତୁ। ଯେପରିକି ଏହି ନମ୍ବର ଥିବା ତାରିଖ କିମ୍ବା ସମୟରେ ହିଁ ନିଜର ଜରୁରୀ କାର୍ଯ୍ୟ ଶେଷ କରନ୍ତୁ।

ସିଂହ ରାଶି: ଏହି ରାଶିର ଲୋକଙ୍କର ଭାଗ୍ୟଶାଳୀ ନମ୍ବର 0 ଓ 8 ହୋଇଥାଏ। ଯଦି ଆପଣ ଧ୍ୟାନ ଦେବେ ତେବେ 8ରେ ମଧ୍ୟ ଦୁଇ ଶୂନ ଗୋଟିଏ ଉପରେ ଆଉ ଗୋଟେ ରହିଛି।

କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କର ଭାଗ୍ୟଶାଳୀ ନମ୍ବର 3 ଓ 5 ହୋଇଥାଏ। ଏହି ନମ୍ବରର ଲକେଟ ତିଆରି କରି ବେକରେ ପିନ୍ଧିବା ବହୁତ ଶୁଭ ହୋଇଥାଏ।

ତୁଳା ରାଶି: 4 ଏବଂ 6 ଏହି ରାଶିର ଲୋକଙ୍କର ଲକି ନମ୍ବର ହୋଇଥାଏ। ଯେବେ ମଧ୍ୟ ଆପଣ କୌଣସି କାର୍ଯ୍ୟ କରନ୍ତି ତ ଭଗବାନଙ୍କୁ 4 କିମ୍ବା 6ଥର ସ୍ମରଣ କରି କରନ୍ତୁ, ଆପଣଙ୍କ କାର୍ଯ୍ୟ ସଫଳ ହେବ ।

ବୃଶ୍ଚିକ ରାଶି: ଏହି ରାଶିର ଲୋକଙ୍କର 11 ଓ 9 ନମ୍ବର ଜରିଆରେ ନିଜର ଜୀବନରେ ଭାଗ୍ୟ ମଜବୁତ ହୋଇପାରିବେ। ଏହି ଦିନ କିମ୍ବା ସମୟରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ବହୁତ ଫଳ ଦେବ ।

ଧନୁ ରାଶି: ଧନୁ ରାଶିର ଲୋକ ନିଜର ସମସ୍ତ କାର୍ଯ୍ୟ 15 ଓ 5ତାରିଖରେ କରନ୍ତୁ। ଏହି ତାରିଖରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ଦୁଇଗୁଣ ସଫଳତା ଆଣିଦେବ ।

ମକର ରାଶି: ଏହି ରାଶିର ଲୋକଙ୍କ ନିମନ୍ତେ 2ନମ୍ବର ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାଏ। ଷ୍ଟୁଡେଣ୍ଟସ ଯଦି ଏହି ନମ୍ବରର ଲାଇନ ମାନେ ଧାଡିରେ ବସି ପାଠ ପଢନ୍ତି ତେବେ ତାଙ୍କୁ ଜୀବନରେ ସଫଳତା ଶୀଘ୍ର ମିଳିଥାଏ ।

କୁମ୍ଭ ରାଶି: 17ନମ୍ବର ଏହି ରାଶିର ଲୋକଙ୍କ ନିମନ୍ତେ ସୁରକ୍ଷାର କାର୍ଯ୍ୟ କରିଥାଏ। ମାନେ ଏହି ନମ୍ବରକୁ କାଗଜରେ ଲେଖି ନିଜର ପାଖରେ ରଖିଲେ ଆପଣଙ୍କ ଦୁର୍ଘଟଣା ହେବାର ସମ୍ଭାବନା କମ ହୋଇଥାଏ ।

ମୀନ ରାଶି: ମୀନ ରାଶିର ଲୋକଙ୍କ ନିମନ୍ତେ 21 ଓ 7ନମ୍ବର ଭାଗ୍ୟ ମଜବୁତ କରିଥାଏ ।

Leave a Reply

Your email address will not be published. Required fields are marked *