March 22, 2024

Odia Express

News For Public

ଭୁଲରେ ମଧ୍ୟ ଏହି ୭ ଜଣ ଲୋକଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ, ନହେଲେ ଘରେ ବସି ହୋଇଯିବ ବହୁତ ବଡ କ୍ଷତି …

କୁହନ୍ତୁ ସନ୍ଦେହର କୀଟାଣୁ ସବୁଠାରୁ ଖରାପ ହୋଇଥାଏ। ଥରେ ବ୍ୟକ୍ତି କାହା ଉପରେ ସନ୍ଦେହ କରିବାରେ ଲାଗେ ତ ତାହାର ଖୁସିପୂର୍ଣ୍ଣ ଜୀବନରେ ଅନେକ ପ୍ରକାର ଅସୁବିଧା ଆସିବାରେ ଲାଗେ। ଏଥିପାଇଁ କୁହାଯାଏ ଯେ ମନୁଷ୍ୟକୁ ସବୁବେଳେ ସକାରାତ୍ମକ ଚିନ୍ତନ କରିବା ଉଚିତ। ଆପଣ ଯେଉଁଭଳି ଚିନ୍ତନ କରନ୍ତି ଆଗକୁ ଯାଇ ଆପଣଙ୍କ ସହିତ ସେପରି ଘଟିଥାଏ। ଏଥିପାଇଁ ସବୁବେଳେ ଭଲ ବିଚାର ରଖିବା ଉଚିତ। ଯଦି ଆପଣ କାହା ଉପରେ ସନ୍ଦେହ କରିବେ ଓ ତା ଉପରେ ଭରସା ରଖିବେ ନାହିଁ ତେବେ ଆପଣଙ୍କୁ କେବେ ମଧ୍ୟ ଇଚ୍ଛାକୃତ ଫଳ ମିଳିବ ନାହିଁ ।ଏହି କଥାକୁ ଧ୍ୟାନରେ ରଖି ଆମର ଶାସ୍ତ୍ରରେ ମଧ୍ୟ 7 ଏଭଳି ଲୋକଙ୍କ ବିଷୟ ଉତ୍ଥାପନ କରାଯାଇଛି ଯାହା ଉପରେ ମନୁଷ୍ୟକୁ ଭୁଲରେ ମଧ୍ୟ ସନ୍ଦେହ କରିବା ଉଚିତ ନୁହେଁ । ଯଦି ଆପଣ ଏଭଳି କରନ୍ତି ଓ ଆପଣଙ୍କ ହାତକୁ କ୍ଷତି ବ୍ୟତୀତ ଆଉ କିଛି ଆସିବ ନାହିଁ । ତେବେ ଆସନ୍ତୁ ଜାଣିବା ଆମେ ଜୀବନରେ କାହା କାହା ଉପରେ ସନ୍ଦେହ କରିବା ଉଚିତ ନୁହେଁ ।

ଶାସ୍ତ୍ର ଅନୁଯାୟୀ ଏହି 7 ଉପରେ କେବେ ସନ୍ଦେହ କରନ୍ତୁ ନାହିଁ

ଦେବୀଦେବତା: ପ୍ରାୟତଃ ଏହା ଦେଖାଯାଇଛି ଯେ ଯେବେ ଲୋକଙ୍କୁ ନିଜର ଇଚ୍ଛାଅନୁଯାୟୀ ପରିଣାମ ମିଳିନଥାଏ ତେବେ ସେ ଭଗବାନଙ୍କ ଉପରେ ବିଶ୍ଵାସ କରିବା ଛାଡି ଦିଅନ୍ତି। ସେମାନେ ଧୀରେଧିରେ ଆସ୍ତିକ ରୁ ନାସ୍ତିକ ହେବାରେ ଲାଗନ୍ତି । କିନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ ଯେ ଭଗବାନଙ୍କ ଘରେ ବିଳମ୍ବ ଅଛି କିନ୍ତୁ ଅନ୍ଧାର ନାହିଁ । ଯଦି ଆପଣ ତାଙ୍କ ଉପରେ ସତ୍ୟମନରେ ଆସ୍ଥା ରଖିବେ ତେବେ ଆପଣଙ୍କୁ ବିଳମ୍ବରେ ହେଉ ପଛେ କିନ୍ତୁ ମିଠା ଫଳ ପ୍ରାପ୍ତ ହେବ । କିନ୍ତୁ ଏହାର ବିପରୀତରେ ଯଦି ଆପଣ ମଝିରୁ ଭଗବାନଙ୍କ ଉପରେ ବିଶ୍ଵାସ ରଖିବା ଛାଡି ଦିଅନ୍ତି ତେବେ ଆପଣଙ୍କୁ ମନମୁତାବକ ଫଳ କେବେ ପ୍ରାପ୍ତ ହେବ ନାହିଁ ।

ଗୁରୁ: ଜୀବନରେ ସଫଳତାର ସିଡି ଚଢିବାରେ ଗୁରୁ ଆପଣଙ୍କର ସବୁଠାରୁ ଅଧିକ ସାହାଯ୍ୟ କରନ୍ତି। ତାଙ୍କ ଦ୍ଵାରା ଦିଆଯାଇଥିବା ଶିକ୍ଷା ଆମକୁ ଜୀବନର ସମସ୍ତ ମୋଡରେ କାମ ଆସିଥାଏ। ଏମିତିରେ ଯଦି କୌଣସି ବ୍ୟକ୍ତି ଗୁରୁଙ୍କୁ ନିର୍ବୋଧ ଭାବିବାରେ ଲାଗନ୍ତି କିମ୍ବା ତାଙ୍କ ଦ୍ଵାରା ଦିଆଯାଇଥିବା ଶିଖି ଉପରେ ସନ୍ଦେହ କରନ୍ତି ତେବେ ସେ ଜୀବନରେ କେବେ ସଫଳ ହୋଇପାରିବେ ନାହିଁ ।

ଡାକ୍ତର: ଯେବେ ଆମେ କୌଣସି ଡାକ୍ତର କିମ୍ବା ଚିକିତ୍ସକଙ୍କ ପାଖକୁ ଯାଉ ତେବେ ଆମକୁ ତାଙ୍କର ଚିକିତ୍ସା ଉପରେ ବିଶ୍ଵାସ କରିବା ଉଚିତ। କିନ୍ତୁ କେବେ କେବେ କିଛି ଲୋକ ଡାକ୍ତରଙ୍କ ଚିକିତ୍ସା ପ୍ରକ୍ରିୟା ଉପରେ ସନ୍ଦେହ କରନ୍ତି। ଏମିତିରେ ଶାସ୍ତ୍ର ଅନୁଯାୟୀ ଆପଣାକୁ ସେହି ଚିକିତ୍ସକଙ୍କ ଚିକିତ୍ସା ଫଳ ଦିଏ ନାହିଁ ।

ତୀର୍ଥ ସ୍ଥଳ: ଅନେକ ସମୟରେ ତୀର୍ଥ ସ୍ଥଳକୁ ଯିବା ପରେ କିମ୍ବା ପୂର୍ବରୁ ମନୁଷ୍ୟର ଆସ୍ଥା ଶେଷ ହେବାରେ ଲାଗେ। ତାକୁ ଲାଗେ ଯେ ଏତେ ଦୂର ଏହି ତୀର୍ଥ ସ୍ଥଳକୁ ଫାଲତୁରେ ଆସିଲି। ମୋତେ ଏହାର ପରିଣାମ ଶୀଘ୍ର ମିଳିଲା ନାହିଁ। ମୁଁ ଏବେ ଅନ୍ୟ କେଉଁ ତୀର୍ଥ ସ୍ଥଳକୁ ଯିବିନାହିଁ । କିନ୍ତୁ ଏପରି ଭାବନା ରଖୁଥିବା ବାଲାଙ୍କୁ ଜୀବନରେ କେବେ ସକାରାତ୍ମକ ଫଳ ମିଳିନଥାଏ। ଆପଣଙ୍କୁ ପୂର୍ଣ୍ଣ ଶ୍ରଦ୍ଧା ଓ ଭକ୍ତି ସହକାରେ ଏହି ତୀର୍ଥ ସ୍ଥଳକୁ ଯିବା ଉଚିତ ଓ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ସେମାନଙ୍କ ଥରେ ଆସ୍ଥା ରଖିବା ଉଚିତ। ତେବେ ମନମୁତବକ ଫଳ ପ୍ରାପ୍ତ ହେବ ।

ବ୍ରାହ୍ମଣ: ଶାସ୍ତ୍ରରେ ବ୍ରାହ୍ମଣଙ୍କୁ ଏକ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ଯେବେ ମଧ୍ୟ କୌଣସି ପୂଜାପାଠ ହୋଇଥାଏ କିମ୍ବା ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ ତ ବ୍ରାହ୍ମଣଙ୍କୁ ଡକାଯାଏ ଓ ତାଙ୍କୁ ଦାନ ଦକ୍ଷିଣା ମଧ୍ୟ ଦିଆଯାଏ। କିନ୍ତୁ ଅନେକ ସମୟରେ ଲୋକମାନେ ଏହି ବ୍ରାହ୍ମଣଙ୍କୁ କେବଳ ଔପଚାରିକତା ଦୃଷ୍ଟିରେ ଡାକନ୍ତି ଓ ତାଙ୍କ ପ୍ରତି ଉତ୍ତମ ଭାବନା ରଖନ୍ତି ନାହିଁ। କିଛି ଲୋକ ତ ମନ ମାରିକି ବାଧ୍ୟହୋଇ ବ୍ରାହ୍ମଣଙ୍କୁ ଦାନ କରନ୍ତି। ସେମାନଙ୍କୁ ଲାଗେ ଯେ ଏହି ବ୍ରାହ୍ମଣ ପାଖଣ୍ଡି କିମ୍ବା ଲୋଭୀ ଅଟେ। କିନ୍ତୁ ଏଭଳି କୁମନରେ ବ୍ରାହ୍ମଣଙ୍କୁ ଦିଆଯାଇଥିବା ଦାନ କେବେ ସୁଫଳ ଦିଏ ନାହିଁ ।

ମନ୍ତ୍ର: ଦେବୀଦେବତାଙ୍କ ନିକଟରେ ନିଜ ମନର ବାର୍ତ୍ତା ପହଞ୍ଚେଇବା ନିମନ୍ତେ ଆମେ ମନ୍ତ୍ରର ଉଚ୍ଚାରଣ କରିଥାଉ। ଏମିତିରେ ଯଦି ଆପଣ ଏହି ମନ୍ତ୍ରର ସିଦ୍ଧି ଉପରେ ସନ୍ଦେହ ପ୍ରକଟ କରନ୍ତି ଲେଟବେ ଆପଣଙ୍କୁ ଏହାର ଲାଭ କେବେ ମଧ୍ୟ ମିଳିବ ନାହିଁ ।

ଜ୍ୟୋତିଷ: ଜଣେ ଜ୍ୟୋତିଷ ଆପଣଙ୍କ କୁଣ୍ଡଳୀ ଦେଖି ଆପଣଙ୍କ ଭବିଷ୍ୟର ଅନେକ ପ୍ରକାର ସମସ୍ୟାକୁ ଦୂର କରିପରେ। କିନ୍ତୁ କିଛି ଲୋକ ଏମାନଙ୍କ ଉପରେ ବିଶ୍ଵାସ କରନ୍ତି ନାହିଁ । ଏମିତିରେ ଏମାନଙ୍କ ଦ୍ଵାରା କରାଯାଇଥିବା ସାହାଯ୍ୟ ଆପଣଙ୍କୁ ଫଳେ ନାହିଁ ।

Leave a Reply

Your email address will not be published. Required fields are marked *