March 22, 2024

Odia Express

News For Public

ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏକ ଚାମଚ ଘିଅ , ହେବ ଏମିତି ଫାଇଦା ଯେ ଆପଣ ହୋଇଯିବେ ଚକିତ…

1 min read

ସକାଳୁ ଉଠିବାପରେ ଲୋକେ ଅଲଗା ଅଲଗା ଜିନିଷର କରିବାର ସଉକ ଥାଏ , କିଏ ସକାଳୁ ଉଠି ଚାହା ପିଇବା ପସନ୍ଦ କରନ୍ତି , ଓ କେହି କେହି ସକାଳୁ ଉଠି ଜଳଖିଆ କରିବାକୁ ଭଲ ଲାଗେ , କିଛି ଏପରି ହୋଇଥାନ୍ତି ଯାହା ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସକାଳୁ ପାଣି ଓ ମହୁର ସେବନ କରିଥାନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ସକାଳୁ ଖାଲି ପେଟରେ ଏମିତି ଏକ ଜିନିଷ ସେବନ କରିବାକୁ କହିବୁ ଯାହା ବହୁତ ଫାଇଦା ଯୋଗାଇବ , ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ବହୁତ ରିସର୍ଚ୍ଚ ଓ ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଘିଅର ସେବନ କରିବା ଦ୍ୱାରା ଶରିରରେ ବହୁତ ସାରା ଲାଭ ହୋଇଥାଏ , ଏମିତି କୁହାଯାଏ କି ସବୁଦିନ ସକାଳୁ ଖାଲି ପେଟରେ ୫-୧୦ ମିଲି ଘିଅ ପିଇଲେ ନାନାପ୍ରକାରର ରୋଗ ଦୂର ହୋଇଯାଏ ।

ଖାଲି ପେଟରେ ଘିଅର ସେବନ କରିଲେ ମିଳିଥାଏ ଏହି ଫାଈଦା :

୧) ଖାଲି ପେଟରେ ଘିଅର ସେବନ କରିଲେ ଆପଣଙ୍କ ଶରୀରରେ କୋଶିକା ମଜବୁତ୍ ହୋଇଥାଏ , ଓ ଏହା ଶରୀରରେ ଥିବା ମୃତ କୋଶିକାକୁ ପୁନଃଜିର୍ବିତ କରିବାର କାମ କରିଥାଏ , ଏହାର ଖୁବିକୁ ନେଇ ଆପଣଙ୍କ ସ୍କିନ୍ ଏକ ନିଖାର୍ ଆସିଯାଏ , ଏହାର ସେବନରେ ଚେହେରାରେ ନମି ରହିଥାଏ , ଓ ସ୍କିନ୍ ରେଏକ ପ୍ରକାରର ଚମକ ଆସିଯାଏ ।

୨) ସକାଳୁ ଖାଲି ପେଟରେ ଘିଅ ପିଇଲେ ଆଣ୍ଠୁ ଗଣ୍ଠିର ପୀଡା ସମସ୍ୟା ଆସେ ନାହିଁ , ତାହା ସହ ଗଣ୍ଠି ପରି ରୋଗରୁ ମୁକ୍ତି ମିଳିଥାଏ , ଘିଅ ଏକ ନ୍ୟାଚୁରାଲ୍ ଲୁବ୍ରିକାଣ୍ଟ୍ ପରି କାର୍ଯ୍ୟ କରିଥାଏ , ଯାହା ଆର୍ଥିସିସ୍ ରୋଗ ହେବାକୁ ଦିଏ ନାହିଁ , ତାହା ସହ ଏଥିରେ ଉପସ୍ଥିତ ଓମେଗା ଫ୍ୟାଟି ଏସିଡ୍ ବି ହୋଇଥାଏ ଯାହା ଆଣ୍ଠୁ ପୀଡା ହେବାର ସମସ୍ୟାରୁ ମୁକ୍ତି ଦେଇଥାଏ  । ଏହି ସବୁ ଅତିରିକ୍ତ ହାଡଗୁଡିକ ମଜବୁତ୍ କରିବାର କାମ ବି କରିଥାଏ ।

୩) ଘିଅର ସେବନ ଛାତ୍ରମାନଙ୍କ ପାଈଁ ବହୁତ ଫାଇଦାଦାୟକ ହୋଇଥାଏ , ସକାଳୁ ଖାଲି ପେଟରେ ଏହାକୁ ନେଲେ ଆପଣଙ୍କ ଦିମାଗ କୋଶିକା ଖୋଲିଯାଏ , ଏହି ପରି ଆପଣଙ୍କ ଦିମାଗ ତେଜିରେ କାମ କରେ , ଓ ତାହା ସହ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଏ ।

୪) ଘିଅର ସେବନରୁ ଅଲଜାଇମର ରୋଗ ହୁଏ ନାହିଁ ।

୫) ବହୁତ ଲୋକଙ୍କର ଏହା ଭୁଲ୍ ଧାରଣା ହୋଇଥାଏ କି ଘିଅ ସେବନ କରିଲେ ତାଙ୍କର ଓଜନ ବଢିଯାଇଛି , କିନ୍ତୁ ଏହା ସତ କି ଯଦି ଆପଣ ସକାଳୁ ଖାଲି ପେଟରେ ୫-୧୦ ଏମ୍ ଏଲ୍ ଘିଅର ସେବନ କଲେ ଆପଣଙ୍କ ଶରୀରରେ ମେଟାବଲିଜିମ୍ ରେଟ୍ ବଢିବ , ଓ ଆପଣଙ୍କ ଓଜନ କମ୍ ହେବ , ଏହି ପରି ଘିଅର ଓଜନ କମାଇବାରେ ସାହାଯ୍ୟ କରିଥାଏ ।

୬) ଏହା ସହ ଘିଅ ବାଳ ପାଇଁ ବହୁତ ଲାଭଦାୟକ ହୋଇଥାଏ , ସକାଳୁ ଏହାକୁ ଖାଲି ପେଟରେ ସେବନ କରିଲେ ବାଳକୁ ଉଚିତ୍ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ , ଏହି ପରି ଘିଅ ଖାଇବା ଦ୍ୱାରା ବାଳ, ଘନ , ଲମ୍ବା ଓ କୋମଳ ଚମକଦାର୍ ହୋଇଥାଏ , ଏହା ବାଳ ଝଡିବାରୁ ପ୍ରତିରୋଧ କରିଥାଏ ।

୭) ବହୁତ ଲୋକ କ୍ଷୀରରୁ ତିଆରି ଜିନିଷ ଖାଇବା ପରେ ଗ୍ୟାସ , ଅପଚ ପରି ସମସ୍ୟା ହୋଇଥାଏ , ଏମିତିରେ ଖାଲି ପେଟରେ ଘିଅ ଖାଇଲେ ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ , ଓ କ୍ଷୀର ପିଇବାର କୌଣସି ଚିନ୍ତା ହୁଏ ନାହିଁ ।

୮) ଖାଲି ପେଟରେ ଘିଅ ଖାଇଲେ କ୍ୟାନ୍ସର୍ ପରି ସମସ୍ୟା ହୁଏ ନାହିଁ , ଏହାର କାରଣ ଘିଅ କ୍ୟାନ୍ସର୍ ଆରମ୍ଭ କରୁଥିବା କୋଶିକାକୁ ନଷ୍ଟ କରିବାରେ କାମ କରିଥାଏ ।

ନୋଟ୍ : – ଯଦି ଆପଣଙ୍କୁ ହାଇ-କୋଲେଷ୍ଟ୍ରୋଲ୍ ରୋଗ ଅଛି ତେବେ ଏହାର ସେବନ କରନ୍ତୁ ନାହିଁ , ଏହାର ବ୍ୟବହାର୍ ପୁର୍ବରୁ ଡାକ୍ତରଙ୍କ ଉପଦେଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *