March 28, 2024

Odia Express

News For Public

ଆଜିର ମଜାଦାର ଜୋକ୍ସ : ସ୍ତ୍ରୀ ସ୍ୱାମୀକୁ କହିଲା ; ମୋର ପାଇଁ ୨ ଟି ଏମିତି କଥା କୁହ , ଯାହାକୁ ଶୁଣିକରି ମୁଁ ଖୁସି ହୋଇଯିବି , ଓ ମୋତେ ରାଗ ଆସିଯିବ – ତାପରେ ସ୍ୱାମୀ କହିଲେ ଏଭଳି କଥା ଯେ…

ଦିନ ସାରା କର୍ମବ୍ୟସ୍ତ ଭିତରେ ମଣିଷ କିଛି ସମୟ ପାଇଁ ଚିନ୍ତାମୁକ୍ତ ରହିବାକୁ ଚାହେଁ , ସେ ଚାହିଁଥାଏ କି ସେ କିଛି ଏପରି କରୁ ଯାହାକୁ ତାହାର ଦିନ ସାରା ଥକାପଣ କିଛି ସମୟ ମଧ୍ୟରେ ଦୁର ହୋଇଯାଉ , ଓ ସେ ମାନସିକ ରୁପରେ ଆଉଥରେ ନୁଆ କାମ କରିବାକୁ ପ୍ରସ୍ତୁତ ହୋଇଯାଊ , ଏମିତିରେ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଥିବା ଚୁଟକୁଲା ବହୁତ କାମକୁ ଆସିଥାଏ , ଯାହା ମଣିଷ ମାନସିକ ଚିନ୍ତାକୁ ଦୁର କରିବାରେ ସାହାଯ୍ୟ କରେ,  ଆଜି କାଲି ସୋସିଆଲ୍ ମିଡିଆରେ ହଜାର ସଂଖ୍ୟକ ଚୁଟକୁଲା ମିଳିଯିବ,  ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ଆଜି ଆମର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏପରି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିଲେ ଆପଣ ହସି ହସି ବେଦମ୍ ହୋଈଯିବେ ନିଶ୍ଚିତ ।

୧) ପପୁ ଆମ୍ବଲେଟ୍ ବନାଉଥିଲା , ସେ ଯେତେବେଳେ ଅଣ୍ତାକୁ ଭାଙ୍ଗିଲା ତ ସେଥିରୁ ଖାଲି ବାହାରିଲା, ପପୁ ଚକିତ ହୋଇ କହିଲା , ଶଳା ଘୋର କଳିଯୁଗରେ ଭାଇ , ଏବେ କୁକୁଡା ବି ଆବର୍ଶନ୍ କରିନେଉଛନ୍ତି ,

୨) ସାନ୍ତା କାର୍ ଧୋଉଥିଲା , ତେବେ ପାଖରେ ଏକ ମାଉସି ଯାଊଥିଲେ ଓ ସେ ପଚାରିଲେ କି କାର୍ ଧୋଉଛୁ , ସାନ୍ତା: ନା ପାଣିଦେଉଛି , ବୋଧେ ବଡ ହୋଇକରି ବସ୍ ହୋଇଯିବ ।

୩) ଏକ ବସ୍ ରେ ରାଜସ୍ଥାନୀ ତାଉ ଯାତ୍ରା କରୁଥିଲେ,  ତେବେ ସାଥିରେ ଏକ ଯାତ୍ରୀ ବିଡି ଲଗାଇଲେ , ଓ ଧୁଆଁ ତାଉ ଙ୍କ ଆଡକୁ ଛାଡିବାକୁ ଲାଗିଲେ,  ଅଚାନକ ଝରକା ପାଖରେ ପବନ ହେବାରୁ ବିଡିର ଏକ ନିଆଁ ତାଉଙ୍କ ଧୋତିରେ ପଡିଗଲା ଓ ଜଳିଗଲା,  ତାଉ ତଥାପି ଶାନ୍ତ ରହିଲେ , ଏହା ସବୁ ଦେଖି ଯାତ୍ରୀକୁ ଲଜ୍ଜିତ ଅନୁଭବ ହେଲା , ଭାବିଲା କେତେ ସହିବା ବାଲା ଲୋକ ଅଟେ,  ସେ କ୍ଷମା ମାଗିବା ଅନ୍ଦାଜରେ ପଚାରିଲା , କେଉଁ ଗାଁର ରହୁଛ ତାଉ , ତାଓ କହିଲେ,  କାହିଁକି ଗାଁରେ ବି ଫୁଙ୍କିବ ନା କଣ ?

୪) ଭିଣେଇ ଶାଳୀକୁ ରୋମାଣ୍ଟିକ୍ ହୋଇକରି କହେ ଶାଳି ଶାହିବା ଯଦି ମୁଁ ତୁମକୁ କେବଳ କିସ୍ କରି ଛାଡିଦେବି ତୁମେ ମୋତେ କଣ ଭାବିବ , ଶାଳୀ କହିଲା , ମୁଁ ବୁଝିବି ପାଗଳ ଭୀଣେଇ , ବ୍ୟାଙ୍କକ୍ ଗଲା ଓ ଏୟାରପୋର୍ଟରୁ ପୂଣି ଫେରିଆସିଲା

୫) କର୍ମଚାରି ସାହେବ , ଆପଣ ଅଫିସ୍ ରେ ବିବାହିତ ଲୋକଙ୍କୁ କଣ ପାଇଁ ରଖୁଚନ୍ତି , ସାହେବ୍ , କାରାଣ ସେ ବେଇଜ୍ଜତି ସହିବାର୍ ଅଭ୍ୟାସ ଅଛି , ଓ ଘରକୁ ଯିବାକୁ ଜଲଦି ବି ନଥାଏ ।

୬) ମନ କରୁଛି ତୋର ପାଖକୁ ଆସିବି , ତୋର ପାଖକୁ ଆସି ଅଟକିଯିବି , ନା ବସିବି, ନା କହିବି , ଖାଲି ତୋର ପ୍ରେମ ଭରା ଆଖିରେ କମଳାର ଚୋପା ଚିପୁଡିଦେଇ ଦୌଡିପଳାଇବି ,

୭) ସାନ୍ତା : ଏକ ହାତି ଲାଇନ୍ ରେ ଠିଆ ହୋଇଥିଲା,  ଅଚାନକ ପଛକୁ ବୁଲି  ସେ ପିମ୍ପୁଡିକୁ କହିଲା , କୁହ କଣ କହିଥିବ , ବାନ୍ତା: ମୋତେ କଣ ଜଣା ? ସାନ୍ତା : ମ୍ୟାଡାମ୍ ପ୍ଲିଜ୍ ପଛରୁ ଧକ୍କା ମାର ନାହିଁ ,

୭) ଝିଅ ନିଜ ପକେଟରୁ ଆଇଫୋନ୍ ୧୦ ପକାଇକରି ରାସ୍ତାରେ ଚାଲୁଥିଲା,  ତେବେ ତାହାର ପାଦ ଖସିଗଲା ସେ ଗଳିପଡିଲା,  କିଛି ପଡିବାର ଆବାଜ୍ ଆସିଲା,  ସେ ମନେ ମନେ ଭଗବାନକୁ ଡାକିଲା ହେ ଭଗବାନ ହାଡ ଭାଙ୍ଗିଥାଉ ।

୮) ମୁଷାକୁ ଲାଗିଲା ବିଲେଇ ଗୋରି ଗୋରି , ଦୁହେଁ ଦେଖାହେଲେ ଚୋରି ଚୋରି , ଆସ ଖେଳିବା ଆଖି ମିଟିକା , ବିଲେଇ ମୁଷାକୁ ଖାଇକରି କହିଲା , ଜାନୁ ସରି , ଆଇ ହେଟ୍ ଲଭ୍ ଷ୍ଟ୍ରୋରି ।

୯) ବାନ୍ତା ନିଜ ସ୍ତ୍ରୀ ସହ କଫି ହାଉସ୍ ଯାଇଥିଲା,  ବାନ୍ତା ନିଜ ସ୍ତ୍ରୀକୁ କହିଲା,  କଫି ଜଲଦି ପି, ନହେଲେ ଥଣ୍ତା ହୋଈଯିବ , ସ୍ତ୍ରୀ : କଣ ପାଇଁ କଣ ହେଲା କି , ବାନ୍ତା : ମେନୁ କାର୍ଡ ଦେଖିନୁ କି , ହଟ୍ କଫି : ୧୫ ଟଙ୍କା କୋଲଡ୍ କଫି ୪୫ ଟଙ୍କା ।

୧୦) ସ୍ତ୍ରୀ ସ୍ୱାମୀକୁ କହେ ମୋର ପାଈଁ ଦୁଇଟି ଏମିତି କଥା କୁହ ଯାହା ଶୁଣିକରି ମୁଁ ଖୁସି ହୋଇଯିବି , ଓ ମୋତେ ରାଗ ବି ଆସିବ , ସ୍ୱାମୀ : ତୁମେ ମୋର ଜୀବନ ଅଟ, ସ୍ତ୍ରୀ ଖୁସି ହୋଇ ସତ ? ଆଉ ଗୋଟେ କଥା : ସ୍ୱାମୀ : ଲଜ୍ଜା ଲାଗିବା କଥା ଏମିତି ଜିବନରେ ଏବେ ସ୍ୱାମୀ ବେଚେରା ସତ କହିବା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *