April 15, 2024

Odia Express

News For Public

ସହଜରେ ଲିଭର ଯନ୍ତ୍ରଣାରୁ ବଞ୍ଚନ୍ତୁ – କେବଳ ଏହି ଜିନିଷ ମାତ୍ର ୭ ଦିନ ଖାଇ ଦିୟନ୍ତୁ – ଜୀବନରେ କେବେ ଲିଭର ଯନ୍ତ୍ରଣା ଆସିବନି…

ସାଙ୍ଗମାନେ କଣ ଆପଣ ମାନେ ଜାଣିଛନ୍ତି କି କିସମିଶ ର ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଦରକାର କିନ୍ତୁ ଏଇଟା କେହି ଜାଣିନାହାନ୍ତି। ଖାସ କରିକି ଯଦି ଆମକୁ ଖିସମିଶ ଖାଇବା ସହ ତା ପାଣିକୁ ସମସ୍ତ ପାଣିକୁ ସେବନ କରାଯାଏ ତାହେଲେ ଆମକୁ ପାକସ୍ଥଳୀ ରୋଗରୁ ବଂଚିକି ରହି ପାରିବା। ଆଜି ଆମେ ଏଠି ଜାଣିବା କି ଖିସମିଶ ପାଣି କିପରି ତିଆରି କରିବା ଆଉ ସେବନ କରିବା ଦ୍ୱାରା କଣ ହୁଏ।ଖିସମିଶ ଆଦିର ସେବନ ଦ୍ୱାରା ଆମ ଶରୀରରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ ଯାହାଦ୍ୱାରା ଆମ ରକ୍ତ ତୁରନ୍ତ ବା ଜୋରେ ଜୋରେ ସଫା ହେବାକୁ ଲାଗେ।

ଯଦି ଆପଣ ଆକୁ ଚାରି ଦିନ ପର୍ଯ୍ୟନ୍ତ ଲଗାଦାର ଏହାକୁ ସେବନ ଦ୍ୱାରା ଆପଣ ଦେଖିବେ କି ଅପଣଙ୍କ ଏବେ ପାଚନ ଶକ୍ତି ବଢି ଯାଇଛି ଓ ତା ସହିତ ଆପଣଙ୍କ ଭିତରେ ଉର୍ଜା ର ବୃଦ୍ଧି ପାଇଛି। ପ୍ରାୟ କେତେ ଅସୁବିଧାରେ କିମ୍ବା କେତେରୋଗରୁ ସୁଫଳ ମିଳିଥାଏ। ତା ସହିତ ଏ କୋଷ୍ଠକାଠିନ୍ୟ,ଆଦି ରୋଗୀମାନଙ୍କ ପାଇଁ ଏ ପେଟସଫା କରିଥାଏ ଓ ତା ସହ ଆହୁରି କେତେ ଅଲଗା ସମସ୍ୟା ମଧ୍ୟ ଭଲ କରିଥାଏ।

କିସମିଶ ଆଣ୍ଟିଅକ୍ସୀଡେଣ୍ଟର ପ୍ରାକୃତିକ ସ୍ରୋତ ଅଟେ।ସେଥିପାଇଁ ଏହାର ବ୍ୟବହାର ହୃଦୟ ଓ ବୃକକ ଆଦିର ଯୋଡ଼ି ହୋଇଥିବା କେତେ ପ୍ରକାର ଅସୁବିଧା କୁ ସୁଫଳ କରିଥାଏ।ପୁରୁଣା ଯୁଗରୁ କିସମିସ ପାଣି ବହୁତ ବଢିଆ ଔଷଧିଏ ଅଟେ। ପିଇବା ଦ୍ୱାରା ଆମ ଶରୀରରେ ବହୁତ ବର୍ଜ୍ୟବସ୍ତୁ ଜଡିତ ହୋଇଥାଏ। ଆମ ଲିଭରରେ ଏ ଅଳିଆ ଜମାହେବା ଦ୍ୱାରା ଲିଭର୍ ବହୁତ ଦୁର୍ବଳ ହୋଇପାଇଲାଣି।ଖରାପ ପାକସ୍ଥଳୀର କାରଣ ଆମ ମୁହଁରେ ବ୍ରଣ ହେବ।ଦୁର୍ବଳ ଲାଗିବ ଆପଣ ଯଦି ଏ ସମୟରେ ଆପଣ ଦିନକୁ ଥରେ ଚାରିଦିନ ପର୍ଯ୍ୟନ୍ତ ପିଅନ୍ତି ଏ ରସକୁ ଅପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ। କିସମିଶ ପାଣି ଖାଦ୍ୟ ହାଜମକୁ ଠିକ ସେ କରିବା ଉଚିତ। ଆମେ ଖାଇଥିବା ଭୋଜନର ପୋଷକ ତତ୍ୱ କୁ ଆମ ଶରୀରରେ ଠିକଭାବରେ ପହଁଞ୍ଚିବା ରେ ସାହାର୍ଯ୍ୟ କରିଥାଏ।

ଯେବେ ଆପଣ ପାଣିପିବା ଆରମ୍ଭ କରିବେ ଅପଣଙ୍କୁ ଫରକ ଦୁଇ ଦିନରେ ଜଣା ପଡିଯିବ।ଚାଲ ଜାଣିରଖିବା ଖିସମିଶ ପାଣି କେମିତି ତିଆରି କରିବା। ଆମକୁ ଦରକାର ଦୁଇ କପ ପାଣି ବା ୪୦୦ମିଲି ପାଣି ଦରକାର,୧୫୦ ଗ୍ରାମ ଖିସମିଶ।ଏଥିରେ କେବେଳ ଗହୀର ରଙ୍ଗ ବାଲା କିସମିଶ ହିଁ ବ୍ୟବହାର କରିବା ଉଚିତ ତା ସହିତ ସେ ଗୁଡିକ ବେସି ନରମ କିମ୍ବା ବେସି ଟାଣ ନ ହୋଇଥିବ। ପ୍ରାତଃରେ ଖିସମିଶ କୁ ଭଲ ପାଣିରେ ଧୋଇ ଖିସମିଶ କୁ ଭଲଭାବରେ ସଫା କରିଦେବା ଉଚିତ।

ଦୁଇଗିଲାସ ପାଣିରେ ଭଲ ଭାବରେ ଗରମ କରି କିସମିଶ କୁ ମିଶାଇବା ତାପରେ ସମ୍ଭବତଃ ୨୦ ମିନିଟ ପର୍ଯ୍ୟନ୍ତ ତାକୁ ଗରମ କରିବ ତାପରେ ଗ୍ୟାସ ବନ୍ଦ କରି ରାତିସାରା ସେ ପାଣିରେ କିସମିଶ କୁ ଛାଡି ଦେବେ।ତାପରେ ପୁଣି ସକାଳୁ ହାଲୁକା ପିବା ଭଳି ଗରମ କରିବା ଉଚିତ ତାପରେ ଏହାକୁ ଛାଣି ଦେଇ ଖାଲି ପେଟରେ ଏହାକୁ ଖାଇବ ଓ ତାର ପାଣିକୁ ସେବନ କରିବ।ଆକୁ ପିଇ ସାରିବା ପରେ ଆ ପରେ କୌଣସି ପଦାର୍ଥର ସେବନ କରିବା ଠିକ ହେବ ନାହିଁ। କଂ ପାଇଁ ନା ରକ୍ତ ଓ ଲିଭରର ପରିସ୍କୃତ କରିବା ଆବଶ୍ୟକ।ଆକୁ ଚାରିଦିନ ଏମିତି ପାନ କରିବା ଆବଶ୍ୟକ ଆଉ ବଡ କଥା ବାହାର କୌଣସି ଜିନିଷ ଖାଇପାରିବେ ନାହିଁ।ଯେଉଁ ଖାଦ୍ୟ ଅଧିକ ଚର୍ବି ଥିବ ସେ ଖାଦ୍ୟ ଖାଇବା ଅନୁଚିତ।

ନିୟମିତ ଭାବରେ ସବୁଜ ପନିପରିବା,ଫଳମୂଳ ଆଦି ଖାଇବାକୁ ପଡିବ।ଯାହା ଫଳରେ ଏ ପ୍ରକ୍ରିୟାକୁ ଏ ଅଧିକ କାର୍ଯ୍ୟକ୍ଷମ ବନାଇ ଥାଏ।ଏହି ପରି ଆମେ ନିଜ ଶରୀରର ଯତ୍ନ ନେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *