ଏମାନେ ଅଟନ୍ତି ସାଉଥ ସିନେମାର ଲୋକପ୍ରିୟ କମେଡିଆନ ଙ୍କର ସୁନ୍ଦରୀ ପତ୍ନୀମାନେ, ବ୍ରହ୍ମାନନ୍ଦମ ସ୍ତ୍ରୀ ଙ୍କୁ ଏବେ ଦେଖି ନିୟନ୍ତୁ…

କୌଣସି ଫିଲ୍ମରେ ହିରୋ, ହିରୋଇନ, ସପୋର୍ଟିଂ ଚରିତ୍ର ଏବଂ ଭିଲେନଙ୍କ ବ୍ୟତିତ ଯେଉଁ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବର କରନ୍ତି ସେମାନେ ଅଟନ୍ତି କମେଡିଆନସ , ଯାହାଙ୍କ ଉପରେ ପବ୍ଲିକଙ୍କୁ ବୋର ନହେବାର ଦାୟିତ୍ଵ ଥାଏ। ସାଉଥ ଇଣ୍ଡିଆନ ସିନେମାରେ ମଧ୍ୟ ଅନେକ କମେଡିଆନସ ଅଛନ୍ତି ଯେଉଁମାନେ ଦର୍ଶକଙ୍କୁ ହସେଇ ହସେଇ ଗଦେଇ ଦିଅନ୍ତି। ସେମାନଙ୍କୁ ଆପଣ ସାଉଥର ଅନେକ ଫିଲ୍ମରେ ଦେଖିସାରିଥିବେ କିନ୍ତୁ କଣ ଆପଣ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତି କି? ସେମାନଙ୍କ ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିପାରନ୍ତି କିନ୍ତୁ ଆମେ ଆପଣଙ୍କୁ ଜଣେଇବୁ, ଏହା ଅଟେ ସାଉଥ ସିନେମାର ଲୋକପ୍ରିୟ କମେଡିଆନସ ଙ୍କର ସୁନ୍ଦରୀ ପତ୍ନୀ ମାନେ , ସମସ୍ତଙ୍କ ପାଖରେ ଅଛି ଗୋଟିଏ ସୁନ୍ଦର ପରିବାର ଯେଉଁଥି ପାଇଁ ସମାନେ ଖୁସି ଅଟନ୍ତି।

ଏମାନେ ଅଟନ୍ତି ସାଉଥ ସିନେମାର ଲୋକପ୍ରିୟ କମେଡିଆନସ ଙ୍କର ସୁନ୍ଦର ପତ୍ନୀମାନେଆଜିକାଲି ସାଉଥ ସିନେମାର ଟ୍ରେଣ୍ଡ ସାରା ଭାରତରେ ପ୍ରସାରିତ ହେଇଛି। ଏଠାକାର ଆକ୍ସନ ସିନ ହଲିଉଡ ଫିଲ୍ମକୁ ଟକ୍କର ଦେଇଥାଏ ଏବଂ ଏଠାକାର କାମେଡି ମଧ୍ୟ ବହୁତ ଭିନ୍ନ ହୋଇଥାଏ ଯାହାକୁ ଦେଖିବାରେ ଦର୍ଶକଙ୍କୁ ବହୁତ ମଜା ଆସିଥାଏ। ତେବେ ଆସନ୍ତୁ ଏବେ ଆମେ ଆପଣଙ୍କୁ ଏହି କମେଡିଆନସ ମାନଙ୍କର ସୂଦନର ପତ୍ନୀଙ୍କ ବିଷୟରେ ଜଣେଇବୁ।

ବ୍ରହ୍ମାନନ୍ଦମ : ସାଉଥ ସିନେମାର ସବୁଠାରୁ ପୁରାତନ ଏବଂ ସବୁଠାରୁ ଲୋକପ୍ରିୟ କମେଡିଆନ ବ୍ରହ୍ମାନନ୍ଦମଙ୍କର ନାମ ସବୁଠାରୁ ଭିନ୍ନ ଅଟେ। ସେ ସାଉଥ ସିନେମାରେ କନ୍ନଡ, ତାମିଲ, ତେଲୁଗୁ, ଏବଂ ମାଲୟାଲମ ଫିଲ୍ମକୁ ମିଶାଇ 1000ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କର କାମେଡି ଟାଇମିଙ୍ଗ ସାରା ଦୁନିଆରେ ପ୍ରସିଦ୍ଧ ଅଟେ ଏବଂ ସେ ଦେଶ-ବିଦେଶରେ ଶୋ କରିସାରିଛନ୍ତି, ଟଙ୍କାର ଫିସ 1-3କୋଟି ହୋଇଥାଏ ଏବଂ ସେ ସାଉଥ ସିନେମାର ସବୁଠାରୁ ମହଙ୍ଗା କଳାକାର ଅଟନ୍ତି। ତାଙ୍କର ପତ୍ନୀ ଲକ୍ଷ୍ମୀ ଜଣେ ଗୃହିଣୀ ଅଟନ୍ତି ଏବଂ ତାଙ୍କର ଦୁଇଟି ପୁଅ ଅଛନ୍ତି ଏବଂ ଦୁଇଜଣଙ୍କର ବିବାହ ହୋଇସାରିଛି ।

ସନ୍ଥାନମ: ସାଉଥ ଇଣ୍ଡିଆନ ସିନେମାର ପ୍ରସିଦ୍ଧ କମେଡିଆନ ସନ୍ଥାନମ ତାମିଲ, ତେଲୁଗୁ ଏବଂ କନ୍ନଡରେ ପ୍ରାୟ 70ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କର କାମେଡି ଲୋକମାନଙ୍କର ବହୁତ ପସନ୍ଦ ହୋଇଥାଏ ଏବଂ ଟଙ୍କାର ପତ୍ନୀ ଉଷା ଟଙ୍କାର କ୍ୟାରିଆରରେ ତାଙ୍କର ବହୁତ ସହାୟତା କରିଛନ୍ତି ଏବଂ ଏକତର ଉଲ୍ଲେଖ ସେ ଅନେକ ଥର କରିଛନ୍ତି।

ପୋଶନି କୃଷ୍ଣା ମୁରଲୀ: ଏଭିନେତା ପୋଶନି କୃଷ୍ଣା ମୁରଲୀ ସାଉଥର ସମସ୍ତ ତୃତୀୟ ଫିଲ୍ମରେ କମେଡି କରିଛନ୍ତି ଏବଂ ତାଙ୍କର କମେଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ ଏବଂ ଲୋକମାନେ ତାଙ୍କୁ ଦେଖିବା ପାଇଁ ସିନେମା ଘରକୁ ଯାଆନ୍ତି । ଏବେ ଯଦି ତାଙ୍କର ପତ୍ନୀଙ୍କ କଥା କହିବୁ ତ ତାଙ୍କର ନାମ କୁସୁମ ଲତା ଅଟେ ଏବଂ ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଅଲି: ସାଉଥ ସିନେମାରେ ଅଭିନେତା ଅଲି ତେଲୁଗୁ, ତାମିଲ ଏବଂ କନ୍ନଡ ଫିଲ୍ମରେ ଅଧିକତର କମେଡିଆନର ଭୂମିକା କରିଛନ୍ତି। ତାଙ୍କର କମେଡି ଟାଇମିଙ୍ଗ ଲୋକଙ୍କୁ ବହୁତ ହସେଇଥାଏ, ଏବେ ଯଦି ତାଙ୍କର ସୁନ୍ଦରୀ ପତ୍ନୀଙ୍କ କଥା କହିବୁ ତ ତାଙ୍କର ନାମ ଜୁବେଦା ସୁଲ୍ତାନା ବେଗମ ଅଟେ ଯାହାଙ୍କର ସୁନ୍ଦରତାର ଉଦାହରଣ ଟଲିଉଡରେ ଲୋକପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *