ଏହି ପାନୀୟକୁ ଦିନରେ ଥରେ ପିଅନ୍ତୁ ଓ ଜାଣନ୍ତୁ ଏହାର ଅବିଶ୍ଵସନୀୟ ଲାଭ – ନିଶ୍ଚୟ ଥରେ ବ୍ୟବହାର କରନ୍ତୁ..

ନମସ୍କାର ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଯେଉଁ ଘରୋଇଉପାୟ ବିଷୟରେ କହିବାକୁ ଯାଉଛୁ,ଯଦି ଆପଣ ତାକୁ ତାକୁ ଚାରିଦିନ ପର୍ଯ୍ୟନ୍ତ ପାଣିରେ ଫୁଟେଇ ସେବନ କରିବେ ଆପଣଙ୍କୁ ଜୀବନ ସାରେ ହେଉଥିବା ରୋଗ ଯେମିତି କୋଲେଷ୍ଟ୍ରୋଲ ,ମଧୁମେହ  ପେଟରୋଗ ଓ ହୃଦୟସହ ଜଡିତ ରୋଗ କେବେବି ହେବ ନାହିଁ।ଯଦି ଆପଣ ମୋଟା ପଣ,ପେଟର ରୋଗ ଯେମିତି କୋଷ୍ଟକାଠିନ୍ୟ ,ଗ୍ୟାସ,ଏସିଡିଟି,ଉଚ୍ଚ କୋଲେଷ୍ଟ୍ରୋଲ, ରକ୍ତହୀନତା,ଅନିଦ୍ରା,ଆଣ୍ଠୁଦରଜ,ଚେହେରାରେ ରିଙ୍କିଲ ଭଳି ସମସ୍ୟାରୁ ଉପଚାର ମିଳିବ।

ଆମେ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ସେ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ଚକିତ ରହିଯିବେ।ଆପଣଙ୍କ ରୋଷେଇଘରେ ଥିବା ଗୋଟେ ମସଲା ଅଟେ ଯାହାକୁ ଆପଣ ସବୁଦିନ ବ୍ୟବହାର କରୁଛନ୍ତି।ସେ ଜିନିଷଟି ହେଉଛି ବନ୍ଧୁ ଜିରା।ଏହାର ସୁଗୁଣ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ଏହା ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କ୍ରେ କେବଳ ଆପଣ ଏହାର ବ୍ୟଵହାରର ସଠିକ ଉପାୟ ଜାଣିରଖିବା ଉଚିତ।

ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା,ସବୁଠାରୁ ପ୍ରଥମେ ଗୋଟେ ପାତ୍ରରେ ଗୋଟେ ଗିଲାସ ପାଣିକୁ ଫୁଟିବାକୁ ଛାଡି ଦେବେ।ତାପରେ ଆପଣ ତାଭିତରେ ଅଧା ଚାମୁଚ ଜିରା ପକେଇବାର ଅଛି।ଆପଣ ସେ ପାଣିକୁ ସେ ପର୍ଯ୍ୟନ୍ତ ଫୁଟେଇବେ ଯେଉଁ ପର୍ଯ୍ୟନ୍ତ ସେ ପାଣି ଆପଣଙ୍କର ଅଧା ଗିଲାସ ନରହିଯିବ।ତାପରେ ଆପଣଙ୍କୁ ସେ ପାଣିକୁ ଗୋଟେ ଗିଲାସରେ ଛାଣି କାଢି ନେବେ।ତାପରେ ଆପଣଙ୍କୁ ସେଥିରେ ପକେଇବାର ଅଛି ଗୋଟେ ଚାମୁଚ ଆପଲ ସାଇଡ଼ର ଭିନେଗର।

ତାପରେ ସ୍ୱାଦ ପାଇଁ ଆପଣଙ୍କୁ ସେଥିରେ ପକେଇବାର ଅଛି ଅଧାଚାମୁଚ ମହୁ।ମନେରଖିବେ ପାଣିକୁ ଥଣ୍ଡା କରି ମହୁକୁ ମିସେଇବେ ଓ ତାକୁ ଭଲ ଭାବରେ ମିଶେଇ ଦେବେ।ଏବେ ଦେଖିବେ ଆପଣଙ୍କ ପାନୀୟ ତିଆରି ହୋଇଯିବ।ସାଙ୍ଗମାନେ ଆପଣଙ୍କୁ ଏହାର ସେବନ ସବୁଦିନ ସକାଳୁ ଖାଲି ପେଟରେ ଚା ପିଲା ଭଳି ପିବାର ଅଛି।ସେ ବଳିଥିବା ଜିରାକୁ ଚୋବେଇ ଚୋବେଇ ଖାଇବାର ଅଛି।ଆସନ୍ତୁ ଜାଣିବା ସେ ପାଣିକୁ ପିବା ଦ୍ୱାରା ହେବାକୁ ଯାଉଥିବା ଅବିଶ୍ଵସନୀୟ ଲାଭ ବିଷୟରେ।

ଆପଙ୍କୁ ଏଥିରେ ଭରପୁର ଭିଟାମିନ ମିଳେ ଓ ଗ୍ୟାସ,କୋଷ୍ଟକାଠିନ୍ୟ ଭଳି ରୋଗରୁ ଲାଭ ମିଳେ।ଏହା ଦ୍ୱାରା ଆମ ଶରୀରେ ଜମା ଥିବା ଅଦରକାରୀ ମେଦ କୁ ଭଲ ବାହାର କରିବାରେ ସାହାର୍ଯ୍ୟ କରେ।ଏହାଦ୍ୱାରା ଶରୀର ଭିତରେ ଥିବା ଭିତର ଅଙ୍ଗ ବହୁତ ଭଲ ଭାବରେ କାର୍ଯ୍ୟକାରୀ ହୋଇଥାଏ।ଶରିରରେ ଆଇରନର ମାତ୍ରା ବଢେବାରେ ସାହାର୍ଯ୍ୟ କରିଥାଏ।ଏ ପାଣିରେ ବହୁତ ମାତ୍ରରେ ଭିଟାମିନ-ଏ ଓ ଭିଟାମିନ-ସି ରହିଥାଏ।ଏହି ପାଣିକୁ ସବୁଦିନ ପିବା ଦ୍ୱାରା ଆମର ହଜମ ପ୍ରକ୍ରିଆ ବଢିଥାଏ।

ଏହା ଓଜନ କମେଇବାରେ ସାହାର୍ଯ୍ୟ କରେ ଓ ତାକୁ ବଢିବାକୁ ଦିଏ ନାହିଁ।ମୋଟାପଣ ପାଇଁ ଆମକୁ ଶିଘ୍ର ନିଦ ଆସିନଥାଏ,ଏହି ପାନିଅ ସେବନ ଦ୍ୱାରା ଆପଣଙ୍କୁ ନିଦ ଭଲ ଆସେ।ଆଇରନ ଅଭାବରୁ ଆମକୁ ଏନିମିଆ ଓ ରକ୍ତ ହୀନତା ଭଳି ରୋଗ ହୋଇପାରେ।ଏହି ପରିସ୍ଥିତିରେ ଜିରା ପାଣିର ସେବନ ଦ୍ୱାରା ଆମ ଶରୀର ସୁସ୍ଥ ରହେ।ହାଡ଼ ଓ ଆଣ୍ଠୁ,ଗଣ୍ଠିର ଦରଜ ଦୁର କରିବାରେ ଏହା ସହାୟକ ହୋଇଥାଏ।

ଏହି ଆଣ୍ଠୁ ଗଣ୍ଠିରେ ଥିବା ଫୁଲାକୁ କମ କରିଥାଏ,ଏହା ମଧୁମେହ ଭଳି ରୋଗକୁ ନିୟନ୍ତ୍ରରେ ରଖିଥାଏ।ଏଥିରେ ଥିବା ଔଷଧିଅ ଗୁଣ ରକ୍ତ ଓ ସୁଗାରକୁ ଅଲଗା କରି ଏହାକୁ ନିୟନ୍ତ୍ରନରେ ରଖିଥାଏ।ଖରାପ ଚେହେରା,ଚେହେରାରେ ରିଙ୍କିଲ,ଦାଗ ଆଦିକୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ।ଚେହେରାକୁ ଜବାନ କରିରଖେ ଓ ସୁନ୍ଦର ବନାଇଥାଏ।ଆପଣଙ୍କ ରୋଗପ୍ରତିରୋଧ ଶକ୍ତି ବହୁତ ବଢିଥାଏ।

Leave a Reply

Your email address will not be published. Required fields are marked *