April 24, 2024

Odia Express

News For Public

ସାପ କାମୁଡିବା ପରେ ତୁରନ୍ତ କରନ୍ତୁ ଏହି ଉପାୟ…

ଆଜି ଆମେ ଆପଣଙ୍କ ପାଖରେ ସାପ ର ମୁକାବିଲା କରିବା ପାଇଁ ଏକ ଉପାୟ ନେଇକି ଆସିଛୁ। ଆପଣ ସାପ କାମୁଡ଼ିବା ପରେ କଣ କରନ୍ତି। ଆପଣ ହୁଏତ କିଛି ଔଷଧ ଗ୍ରହଣ କରୁଥିବେ ଅଥବା ସାପ ପାଇଁ ଅନ୍ୟ କିଛି ଜିନିଷ ଗ୍ରହଣ କରୁଥିବେ। ଆଜି ଆମେ ଆପଣଙ୍କ ପାଖରେ କିଛି ବିନା ଖର୍ଚ୍ଚ ର ଉପାୟ କହିବାକୁ ଯାଉଛୁ। ଭାରତ ରେ ପ୍ରାୟ ୫୫୦ ପ୍ରକାର ର ସାପ ଅଛନ୍ତି ଆଉ ସେମାନଙ୍କ ଭିତରୁ କଷ୍ଟେ ମଷ୍ଟେ ପ୍ରାୟ ୧୦ ପ୍ରକାର ର ସାପ ବିଷାକ୍ତ ଅଟନ୍ତି। ବାକି ସବୁ ସାପ ବିଷାକ୍ତ ନୁହନ୍ତି। ତ ଆପଣଙ୍କୁ ଯେତେବେଳେ ସାପ କାମୁଡ଼ି ତ ପ୍ରଥମେ ଆପଣଙ୍କ ରକ୍ତ ଦ୍ୱାରା ସେହି ବିଷ ଆପଣଙ୍କ ମସ୍ତିଷ୍କ ତଥା ହୃତ୍ପିଣ୍ଡ ଯାଏ ଯାଇଥାଏ।

ଯଦି ଆପଣଙ୍କ ଗୋଡ଼ କୁ ସାପ କାମୁଡେ ତ ବିଷ ଆପଣଙ୍କ ମୁଣ୍ଡ ଆଡକୁ ଯାଏ। ଯଦି ଆପଣଙ୍କ ହାତ କୁ କାମୁଡେ ତ ତାହା ଆପଣଙ୍କ ମୁଣ୍ଡ ତଥା ହୃଦୟ ଆଡକୁ ଯାଏ। ତ ଆପଣଙ୍କ ସାପ କାମୁଡିବା ପରେ ଯଦି ତାହା ଆପଣଙ୍କ ପୁରା ଶରୀର ରେ ପହଂଚି ନଥାଏ ତ ଆପଣଙ୍କର ମୃତ୍ୟୁ ହୁଏ ହି ନାହିଁ। ଏହା ପାଇଁ ଆପଣଙ୍କୁ ପ୍ରାୟ ୩ ଘଂଟାଏ ସମୟ ଲାଗିପାରେ। ସେତେ ଭିତରେ ଯଦି ଆପଣ ଟିକେ ହୁସିଆରୀ ଦେଖେଇବେ ତ ଆପଣଙ୍କ ଜୀବନ ବଂଚି ଯାଇପାରେ।

ପ୍ରଥମତଃ ଆପଣ ଏକ ସିରିଞ୍ଜ ଆଣନ୍ତୁ ଆଉ ତାର ଛୁଞ୍ଚି ଲାଗୁଥିବା ଭାଗ କୁ କାଟି ଦିଅନ୍ତୁ। ଏହାଦ୍ୱାରା ତାହା ଏକ ବାୟୁହୀନ ପାଇପ ଭଳି ହେଇ ଯାଇପାରେ। ତା ପରେ ଆପଣ ନିଜର ଶରୀର ର ସେହି ଭାଗ କୁ ଖୋଜନ୍ତୁ ଯେଉଁ ଭାଗ ରେ କି ଆପଣଙ୍କର ସାପ କାମୁଡି ଥାଏ। ଏହା ଆପଣଙ୍କ ଶରୀର ରେ ସହଜରେ ମିଳି ଯାଇପାରେ। ଏହାକୁ ଆପଣ ଖୋଜି ସାରିବା ପରେ ସେହିଠାରେ ଆପଣ ଏକ ସିରିଞ୍ଜ ର ଉପର ଭାଗ କୁ ଲଗାନ୍ତୁ ଆଉ ଜୋର ରେ ଟାଣନ୍ତୁ। ଜୋର ରେ ଟାଣିବା ପରେ ଆପଣ ତାକୁ ଭଲସେ ସେହି ରକ୍ତ କୁ ବାହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ରକ୍ତ ସହ ସମସ୍ତ ବିଷ ତାହା ଭିତରକୁ ହି ବାହାରି ଆସିବ। ଏହା ଆପଣଙ୍କୁ ବହୁତ ଭଲ ଭାବେ କରିବାକୁ ହେବ।

ହୋମିଓପାଥି ରେ ଏକ ଔଷଧ ଆସେ ଯାହାର ନାମ ହେଉଛି ନାଜା। ଏହାକୁ ଆପଣ ୫ ମିଲି କିଣିକି ରଖନ୍ତୁ ଯାହାର ଦାମ ହେଉଛି ୫ ଟଙ୍କା ମାତ୍ର। ଏହାଦ୍ୱାରା ପ୍ରାୟ ୨୦୦ ଲୋକଙ୍କର ଜୀବନ ବଂଚି ଯାଇପାରେ। ଏହା ଦୁନିଆ ର ସବୁଠାରୁ ଖରାପ ସାପ କ୍ରେଟ ର ବିଷ ଅଟେ। ଏହା ଲଘୁକୃତ ଅବସ୍ଥା ରେ ଅଛି ତେଣୁ ଏହା ଆମ ପାଇଁ କ୍ଷତିକାରକ ନୁହଁ। ଏହାଦ୍ୱାରା ଆମେ ଭଲ ହେଇପାରିବା।ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଦରକାର ଓ ସାପ କାମୁଡିବା ଲୋକକୁ ମେଡିକାଲ ଯଥା ସମ୍ଭବ ନିୟନ୍ତୁ

Leave a Reply

Your email address will not be published. Required fields are marked *