April 25, 2024

Odia Express

News For Public

ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – କେଉଁ ପକ୍ଷୀ ଅଛି ଯିଏକି କେବେ ବସା କରିନଥାଏ ? ଏପରି କେଉଁ ଜିନିଷ ଅଛି ଯାହାର ବେକ ଅଛି କିନ୍ତୁ ମୁଣ୍ଡ ନାହିଁ ? ଉତ୍ତର ଜାଣିରଖନ୍ତୁ..

1 min read

ଆଜିକାଲି ସବୁ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନର ମହତ୍ତ୍ୱ ଅଧିକ ରହିଛି। ସେଥିପାଇଁ ସମସ୍ତଙ୍କୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ।ତେବେ ଏପରି ଜ୍ଞାନ ଆମେ ଆପଣଙ୍କ ପାଇଁ ସବୁବେଳେ ନେଇ ଆସୁଛୁ | ଯଦି ଆପଣଙ୍କୁ ଏହା ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନକ ଓ ନିଜ ପରିବାର ବର୍ଗ ସହ ସେୟାର କରନ୍ତୁ ଓ ଆପଣ ଜାଣିଥିବା ପ୍ରଶ୍ନ ର ଉତ୍ତର ନିଶ୍ଚୟ କମେନ୍ଟ କରନ୍ତୁ |ତେବେ ଏହି ପ୍ରଶ୍ନ ନିଶ୍ଚୟ ଆପଣଙ୍କୁ କୌତୁହଳ ସୃଷ୍ଟି କରିବ ଓ ପ୍ରଶ୍ନ ଗୁଡ଼ିକେ ଶୁଣିଲେ ଆପଣ ମଧ୍ୟ ଟିକେ ଖୁସି ହେଇଯିବେ | ଚାଲନ୍ତୁ ଏ ବିଷୟରେ ଜାଣିବା

ପ୍ରଶ୍ନ୧-ଏପରି କେଉଁ ଜିନିଷ ଅଛି ଯାହାର ବେକ ଅଛି କିନ୍ତୁ ମୁଣ୍ଡ ନାହିଁ ?

ଉତ୍ତର-ବୋତଲ

ପ୍ରଶ୍ନ୨-ଏପରି କେଉଁ ପକ୍ଷୀ ଅଛି ଯିଏକି କେବେ ବସା କରିନଥାଏ ?

ଉତ୍ତର-କୋଇଲି

ପ୍ରଶ୍ନ୩-ଏପରି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟର ଦେଖାଯାଇଥାଏ କିନ୍ତୁ ନିଜର ନୁହେଁ ?

ଉତ୍ତର-ନିଜ ଦୋଷ

ପ୍ରଶ୍ନ୪-ଜାପାନର ମହିଳାମାନେ ଅଧିକ ସୁନ୍ଦର କଣ ପାଇଁ ହୋଇଥାନ୍ତି ?

ଉତ୍ତର-କାରଣ ସେ ଅଧିକ ଫଳ ଖାଇଥାନ୍ତି।

ପ୍ରଶ୍ନ୫-କଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଆଧାର କାର୍ଡ ଅଛି ?

ଉତ୍ତର-ହଁ ଅଛି।

ପ୍ରଶ୍ନ୬-ଏପରି କେଉଁ ସ୍ଥାନ ଅଛି ଯେଉଁଠିକି ଯଦି ୧୦୦ ଲୋକ ଯାଇଥାନ୍ତି କିନ୍ତୁ ୯୯ ଲୋକ ଆସିଥାନ୍ତି ?

ଉତ୍ତର-ଶ୍ମଶାନ

ପ୍ରଶ୍ନ୭-ଏପରି କିଏ ଯାହାର ଚାରୋଟି ଗୋଡ଼ ଥାଇ ବି ସେ ଚାଲି ପାରି ନଥାଏ ?

ଉତ୍ତର-ଟେବୁଲ

ପ୍ରଶ୍ନ୮-ଏପରି କେଉଁ ଜିନିଷ ଯାହା ଆଲୁଅରେ ଆପଣଙ୍କ ସହ ରହିଥାଏ ଅନ୍ଧାରରେ ରହିନଥାଏ ?

ଉତ୍ତର-ଛାଇ

ପ୍ରଶ୍ନ୯-କଣ ପାଇଁ ଆମେରିକାରେ ଲୋକ ମଙ୍ଗଳବାର ଦିନ ହିଁ ଭୋଟ ଦେଇଥାନ୍ତି ?

ଉତ୍ତର-ସେଠାକାର ଲୋକ ମଙ୍ଗଳବାର ଦିନ ହିଁ ଫାଙ୍କା ରହିଥାନ୍ତି।

ପ୍ରଶ୍ନ୧୦-ମୁଖ୍ୟମନ୍ତ୍ରୀ ଚୟନ କେତେ ବର୍ଷରେ ହୋଇଥାଏ ?

ଉତ୍ତର-୫ବର୍ଷ

ପ୍ରଶ୍ନ୧୧-ସାଇ ବାବା କେଉଁ ଲୋକଙ୍କ ସେବା କରୁଥିଲେ ?

ଉତ୍ତର- ଦୁଖୀ ଓ ଗରିବ ଲୋକଙ୍କ।

ପ୍ରଶ୍ନ୧୨-ଜିଓ ଓ ଫେସବୁକ କମ୍ପାନୀ ମଧ୍ୟରେ ଚୁକ୍ତି କେତେ ଟଙ୍କାର ହୋଇଛି ?

ଉତ୍ତର-୪୫୫୭୪ କୋଟିର

ପ୍ରଶ୍ନ୧୩-କଣ ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ମୂର୍ତ୍ତିରେ ସିନ୍ଦୁର ଚଢା ଯାଇଥାଏ ?

ଉତ୍ତର-ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ

ପ୍ରଶ୍ନ ୧୪-ଖୁସି ରହିବା ଵାଲା ଲୋକ ସବୁବେଳେ ସଫଳାତ କଣ ପାଇଁ ପାଇଥାନ୍ତି ?

ଉତ୍ତର-କାରଣ ସେ ନିଜ ପୁରା ଧ୍ୟାନ କାମରେ ଲଗାଇଥାନ୍ତି।

ପ୍ରଶ୍ନ୧୫-ଜଣେ ଅନ୍ଧର ସ୍ତ୍ରୀକୁ ଜଣେ କାଲ ନେଇକି ପଳାଉଥିଲା ତାଙ୍କୁ ଜଣେ ମୁକ ଦେଖିଦେଲା ସେ ମୁକ ଅନ୍ଧ କୁ କିପରି କହିବ ?

ଉତ୍ତର-ମୁକ ନିଜେ ଅନ୍ଧର ସ୍ତ୍ରୀ କୁ ବଞ୍ଚାଇବାକୁ ଚେଷ୍ଟା କରିବ।

Leave a Reply

Your email address will not be published. Required fields are marked *