March 25, 2024

Odia Express

News For Public

ଆଗାମୀ ୩୬ ଘଣ୍ଟାରୁ ମା ଲକ୍ଷ୍ମୀ ବଦଳାଇବାକୁ ଯାଉଛନ୍ତି ୪ ଟି ରାଶିର ଭାଗ୍ୟ । ମାଲାମାଲ୍ ହୋଇଯିବେ ୪ ଟି ରାଶିର ଲୋକେ..

1 min read

ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଓ କୁହାଯାଏ କି ତାଙ୍କର ଜୀବନ ଖୁସିରେ ଭରିଯାଇଥାଏ । ଏହି କଥା ଆମେ ସମସ୍ତେ ଜାଣିଛେ କି ଏହି ଦୁନିଆଁରେ ସମସ୍ତଙ୍କ ବରାବର ହୋଇନଥାଏ , ଧନୀ ଓ ଗରିବ ପରିଶ୍ରମ ଉପରେ ନିର୍ଭର କରିଥାଏ , ଯଦି କିଏ ଗରିବ ଘରେ ଜନ୍ମ ହୋଇଥାଏ , ତେବେ ସେ ନିଜ ପରିଶ୍ରମ ରୁ ଧନୀ ହୋଇପାରେ । କିଛି ଲୋକ ଏମିତି ହୋଇଥାଏ ସେ ଧନୀ ହେଉ କିମ୍ବା ଗରିବ ତାର ମଧ୍ୟରେ ଧନ କମାଇବା ଇଚ୍ଛା ବାକି ଲୋକଙ୍କର ଠାରୁ ଅଧିକା ହୋଇଥାଏ,  ଏମିତିରେ ଆମ ଗ୍ରହ ନକ୍ଷତ୍ରରେ କେଉଁ ବି ପରିବର୍ତ୍ତନ ହୋଇଥାଏ । ତାହାର ପ୍ରଭାବ କିଛି ରାଶିର ଉପରେ ସକରାତ୍ମକ ତ କିଛି ରାଶିରେ ନକରାତ୍ମକ ପ୍ରଭାବ ପକାଇଥାଏ , ଜ୍ୟୋତିଷ୍ୟଙ୍କ ମୁତାବିକ ଆଗାମୀ ୩୬ ଘଣ୍ଟା ରେ ମା ଲକ୍ଷ୍ମୀ ୪ ଟିରାଶିର ଜାତକରେ ମେହେରବାନ୍ ହେବେ , ମା ଲକ୍ଷ୍ମୀଙ୍କର କୃପା ଏହି ୪ ଟି ରାଶିର ଭାଗ୍ୟ ବଦଲାଇବାକୁ ଯାଉଛନ୍ତି , ତେବେ ଆସନ୍ତୁ ଦେଖିବା ରାଶିର ଅନୁସାରେ ଭାଗ୍ୟଯୋଗ କେଉଁ ରାଶିରେ ହେବାର ଅଛି । କିଛି ଲୋକ ଏମିତି ହୋଇଥାନ୍ତି ଯିଏ ଧନୀ ହେଉ କିମ୍ବା ଗରିବ ତାଙ୍କ ମଧ୍ୟରେ ଧନ କମାଇବାର ଇଚ୍ଛା ଥାଏ , ଏମିତିରେ ଆମର ଗ୍ରହ ନକ୍ଷତ୍ରର ପରିବର୍ତ୍ତନ ହୋଇଥାଏ ,

ଏମିତି ଆମର ଗ୍ରହ ନକ୍ଷତ୍ରରେ କିଛି ବି ପରିବର୍ତ୍ତନ ହୋଇଥାଏ,  ତାହାର ପ୍ରଭାବ କିଛି ରାଶି ଉପରେ ସକରାତ୍ମକ ତ କିଛି ରାଶି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ , ଜ୍ୟୋତିଷ୍ୟ ମୁତାବିକ ଆଗାମୀ ୩୬ ଘଣ୍ଟାରେ ମା ଲକ୍ଷ୍ମୀ ୪ ଟି ରାଶିର ଜାତକରେ ମେହେରବାନ ହୋଇଥାଏ , ମା ଲକ୍ଷ୍ମୀଙ୍କର କୃପାରୁ ଏହି ୪ ଟି ରାଶିର ଭାଗ୍ୟ ବଦଲିଥାଏ , ତେବେ ଆସନ୍ତୁ ଦେଖିବା ରାଶିର ଅନୁସାରେ ଭାଗ୍ୟଦୋୟ କେଉଁ ରାଶିଗୁଡିକ ଉପରେ ହେବାର ଅଛି , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଆସୁଥିବା ୩୬ ଘଣ୍ଟା ଚାରିଟି ରାଶିପାଇଁ ବହୁତ ଶୁଭ ହେବାକୁ ଅଛି , ଗ୍ରହର ସ୍ଥିତି ବଦଳୁଥିବା ତଥା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଏହି ରାଶିଗୁଡିକ ଭାଗ୍ୟ ବଦଲାଇବାର ଅଛି , ପ୍ରାୟ ୨ ଦିନ କିଛି ରାଶିଗୁଡୀକରେ ସକରାତ୍ମକ ପରିଣାମ ମିଳିପାରିବ , ଏଇ ୨ ଦିନରେ ୪ ଟି ରାଶିର ଭାଗ୍ୟ ବଦଳାଇବାର ଅଛି , ଏହି ୪ ଟି ରାଶିଗୁଡିକ ଜୀବନରେ ଖୁସି ବରଷିବ, ଓ ସମସ୍ତ ଦୂଃଖ ର ନାଶ୍ ହେବ , ମା ଲକ୍ଷ୍ମୀଙ୍କର କୃପା ଏହି ରାଶିର ଭାଗ୍ୟଦୌୟ ହେବ ।

୧) କନ୍ୟା ରାଶି- କନ୍ୟା ରାଶିର କଥା ଯଦି କହିବା ତେବେ ଧନୀ ହେବାର ପ୍ରବଳ ଯୋଗ ରହୁଛି , ସେମିତି ଏହି ରାଶିର ଲୋକେ ବହୁତ ଉର୍ଜାବାନ ହୋଇଥାନ୍ତି , ଓ ନିଜ କୁଶଳ ବୁଦ୍ଧି ଓ ନେତୃତ୍ୟ କ୍ଷମତା ବଳରେ ନିଜ ଜୀବନରେ ବହୁତ ନାଁ କମାଇଥାଏ , କିନ୍ତୁ ଏହି ୨ ଦିନରେ ଏହି ରାଶିର ଜାତକରେ ଆୟର ସାଧନରେ ବୁଦ୍ଧି ହେବ , ମା ଲକ୍ଷ୍ମୀଙ୍କର କୃପାରୁ ଏହି ରାଶିର ଜାତକରେ ବେପାରରେ ବୃଦ୍ଧି ହେବା ସଂମ୍ଭାବନା ଅଛି , ଏଇ ରାଶିର ଜାତକରେ ସାମାଜିକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାନ୍ତା ।

୨) ମକର ରାଶି ; ମକର ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବୃଷ୍ଟି ହେବାର ଅଛି,  ଏଇ ୨ ଦିନରେ ମକର ରାଶିର ଲୋକଙ୍କର ଭାଗ୍ୟ ହେବାର୍ ଅଛି , ମକର ରାଶିର ଜାତକ ପାଇଁ ଅଚାନକ ଧନ ଲାଭ ହେବ , ଏହି ରାଶିର ଜାତକ ସବୁ ଅଟକିଥିବା କାମ ପୁରା ହୋଇଯିବ , ବେପାରରେ ଆପଣଙ୍କୁ ଭାରି ଧନଲାଭ ହେବାର ଅଛି,  ଓ ଆପଣଙ୍କ ଘର ପରିବାର ସୁଖ ଶାନ୍ତି ବାତାବରଣ ରହିବ , ଏଇ ରାଶିର ଲୋକ ମହାଲକ୍ଷ୍ମୀଙ୍କର କୃପା ରହିବ ।

୩) ମିଥୁନ ରାଶି ; ମିଥୁନ ରାଶିର ଜାତକରେ ଭାଗ୍ୟ ଚମକିବାର ଅଛି , ଜ୍ୟୋତିଷ୍ୟ୍ ମୁତାବିକ, ମିଥୁନ ରାଶିର ଜାତକରେ ସମୟ ବହୁତ ଭଲ ରହିବାର ଅଛି , ମିଥୁନ ରାଶିର ଜାତକରେ ଚାକିରିରେ ପ୍ରମୋଶନ୍ ଓ ଧନ ଲାଭ ହେବ,  ବେପାରରେ ଆପଣଙ୍କୁ ଅଚାନକ ଲାଭ ହେବ , ଓ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଏହି ରାଶିର ଲୋକ ଭାଗ୍ୟ ଚମକିଯିବ , ବେପାରରେ ଅଚାନକ ଲାଭ ହେବାର୍ ଯୋଗ ଅଛି , ଆକସ୍ମିକ ଧନ୍ ଲାଭ ହେବ , ଓ ଗୃହସ୍ଥିଜୀବନ ସୁଖ ଶାନ୍ତି ହେବ ।

୪) ବିଛା ରାଶି ;- ଏହି ରାଶିର ଲୋକଙ୍କ ଉପରେ ଲକ୍ଷ୍ମୀ ମେହେରବାନ୍ ହେବ , ଗ୍ରହର ଦଶା ବଦଳୁଥିବା ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ହେବ , ଚାକିରିରେ ପ୍ରମୋଶନ୍ ଓ ଧନ ଲାଭ ହେବ , ଆକସ୍ମିକ ଧନଲାଭ ଯୋଗ ହେଉଛି, ଲକ୍ଷ୍ମୀଙ୍କର କୃପାରୁ ଆର୍ଥିକ ସ୍ଥିତି ମଜବୁତ୍ ରହିବ । ବିଛା ରାଶିର ଜାତକରେ ସବୁ କାର୍ଯ୍ୟରେ ସଫଳତା ମିଳିବ , ଓ ଚାକିରିରେ ପ୍ରମୋଶନ ରୁ ଧନ ଲାଭ ହେବ ।

Leave a Reply

Your email address will not be published. Required fields are marked *