March 22, 2024

Odia Express

News For Public

ନା କେଉଁ ଜିମ୍ , ନା ମେଡିସିନ୍ , ଖାଲି ଏହି ତିନୋଟି ଉପାୟ କରି ଏହି ମହିଳା କମାଇଲେ ୩୨ କେଜି ଓଜନ , ସେୟାର୍ କଲେ ତାଙ୍କ କାହାଣୀ..

ଆଜିର ବ୍ୟସ୍ତ ଜୀବନଶୈଳୀ, ଚିନ୍ତା ଓ ଖାଦ୍ୟପେୟକୁ ନେଇକରି ବିଳମ୍ବତା ମୋଟାପା କାରଣରୁ ହୋଇଯାଏ , ଯେଉଁ ଓଜନ ବଢିବାର କାରଣ ସବୁଠାରୁ ଅଧିକା ହୋଇଥାଏ,  ଏହି ଦିନରେ ଏହା ଏକ ସାଧାରଣ ସମସ୍ୟା ହୋଇସାରିଛି , ଭାରତରେ ପ୍ରାୟ ସମସ୍ତେ ରୋଗାଗ୍ରସ୍ତ ଅଛନ୍ତି , ବହୁତଥର ଅଧିକ ଓଜନ ହେବା କାରଣରୁ ଲଜ୍ଜିତ ହେବାକୁ ପଡିଥାଏ , କେବଳ ଏତିକି ନୁହେଁ ମୋଟାପା ଆପଣଙ୍କୁ ଅନ୍ୟ ଗଂମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇକରି ଆସେ , ମହିଳା ପୁରୁଷଙ୍କ ମୁକାବଲାରେ ଅଧିକା ମୋଟା ହୋଇଥାନ୍ତି , ପୁରୁଷଙ୍କ ମୋଟାପା ପ୍ରଭାବ କେବଳ ଶାରରୀକ ହୋଇଥାଏ , କିନ୍ତୁ ମହିଳାଙ୍କ ଶାରରୀକ ଓ ମାନସିକ ଦୁହେଁ ଭୋଗିବାକୁ ପଡେ । ଲୋକେ ମୋଟାପାକୁ ଦୂରେଇବାପାଈଁ କେତେ ଉପାୟ କରନ୍ତି , ଜିଏ କିଏ ଜିମ୍ ଯାଆନ୍ତି ଓ କିଏ ଏକ୍ସରସାଇଜ୍ କରନ୍ତି ଓ ଆଉ କିଏ ଡାଇଟିଙ୍ଗ୍ କରନ୍ତି , ଓ ନାନାପ୍ରକାରର ମେଡିସିନ୍ ସେବନ କରନ୍ତି , କିନ୍ତୁ ଏହି ସବୁଥିରୁ ଫାଇଦା ନହେଲେ ଆପଣଙ୍କୁ କେବଳ ନିରାଶା ହାତରେ ଲାଗିଥାଏ ।

ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାଁ ଅଂଶିକା ଅଟେ ,ଯିଏ ନିଜ ଟ୍ରିକ୍ ସହାୟତାରେ ନିଜ ଓଜନ ୩୨ କେଜି କମ୍ କରିଦେଇଛନ୍ତି , ସେ ନିଜ କାହାଣୀ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି , ରିପୋର୍ଟ ମୁତାବିକ ଅଂଶିକା ୯ ମାସରୁ ୩୨,୫ କେଜି ଓଜନ କମ୍ କରିଛନ୍ତି , ଏଥିପାଇଁ ସେ ନିୟମିତ ରୁପେ ରୁଟିନ୍ ଫଲୋ କରୁଥିଲେ,  ଆପଣଙ୍କୁ କହିଦେବୁ କି ଅଂଶିକା ମହିଳାଙ୍କ ହେଉଥିବା ରୋଗ ପିସିଓଡି ଶିକାର ହୋଇଥିଲେ , ଯାହା ଦ୍ୱାରା ତାଙ୍କ ଓଜନ ବଢିଯାଉଥିଲା,  ଏହାପରେ ସେ ୱିଲ୍ ପାୱାରକୁ ଷ୍ଟ୍ରଙ୍ଗ୍ କରିଲେ , ଓ ବଢୁଥିବା ଓଜନରୁ ନିଜକୁ ହାର୍ ମାନିବାକୁ ଦେଲେ ନାହିଁ , ସେ ଏକ ଏମିତି ସିଡ୍ୟୁଲ୍ ଫଲୋ କଲେ ଯାହା ଦ୍ୱାରା ସେ ମୋଟାପାକୁ ମାତ୍ ଦେଲେ , ଅଂଶିକାଙ୍କ ଏହି କାହାଣୀ ଆପଣଙ୍କୁ ପ୍ରେରିତ କରିବ , ଆସନ୍ତୁ ଜାଣିବା ସେ ଏହି ମୋଟାପା କମ୍ କରିବାକୁ କଣ କଣ କଲେ ସେହି ବିଷୟରେ ଜାଣିବା ।

ଯେଉଁଥିରେ ସେ ସକାଳ ଓ ରାତିରେ ନାଇଟ୍ ଡ୍ରିଙ୍କ୍ ରୁପରେ ସିଝାପାଣୀ ସହ ଲେମ୍ବୁର ରସ ମିଶାଇକରି ବ୍ରେକ୍ ଫାଷ୍ଟରରେ ଏକ ଗିନା ଓଟ୍ସ ଖାଇଲେ, ଏହାପରେ ଲଞ୍ଚରେ ସିଝା ହୋଇଥିବା ପରିବା ସହ ହଲକମ୍ ଲୁଣ ନିଅନ୍ତୁ,  ଡିନରରେ ଅଣ୍ତା ସହ୍ ଫ୍ରୁଡ୍ ସାଲାଡ୍ ନେଲେ,  ଏହାପରେ କ୍ଷୀରା ପିଇଲେ , କାରଣ ଆପଣଙ୍କୁ ଅଧିକା ଭୋକକୁ ଏହା ଦବାଇଦେବ । ଅଂଶିକା ପ୍ରାରମ୍ଭିକ ସମୟରେ ଦିନରେ ଏକେଲା ୱାର୍କଆଉଟ୍ କରିବା ଆରମ୍ଭ କରିଥିଲେ,

ସେ ଯୋଗାସ୍ନନ , ରୋଫ୍ ଜପିଙ୍ଗ୍, ଓ ସିଢି ଚଢିବା ଆଦି ଛୋଟମୋଟ ୱାର୍କଆଉଟ୍ କରୁଥିଲେ,  ଯାହାପରେ ସେ ଚାରି ମାସରେ ଧୀରେ ଧୀରେ ନିଜ ମନମୁତାବିକ ଫିଗର୍ ପାଇବାରେ ସମର୍ଥ ହେଲେ , ଅଂଶିକାଙ୍କ ମୁତାବିକ ଏହି ୱେଟ୍ ଲସ୍ ଜର୍ଣ୍ଣିରେ ତାଙ୍କ ସ୍ୱାମୀଙ୍କ ସପୋର୍ଟରହିଛି, ସେ ନିଜ ଘରର କବାଟରେ ମୋଟିଭେସନାଲ୍ କୋଟ୍ସ ପୋଷ୍ଟର୍ ଲଗାଇଲେ , ଯାହାକୁ ପଢିକରି ଅଂଶିକା ମୋଟିଭେଟ୍ ହେଉଥିଲେ,  ଓ ନିଜକୁ ଫୋକସ୍ କରି ଅଂଶିକା ଞ୍ଜ ଓଜନ କମାଇବାରେ ସଫଳ ହେଲେ ।

Leave a Reply

Your email address will not be published. Required fields are marked *