March 28, 2024

Odia Express

News For Public

ତେବେ ଏଥିପାଇଁ ଲୋକେ ରାତିରେ ଶୋଇବା ସମୟରେ ଲେମ୍ବୁ ନିଜ ତକିଆ ତଳେ ରଖିଥାନ୍ତି , ଫାଇଦା ଜାଣିଲେ ଆପଣ ବି ରଖିବା ଆରମ୍ଭ କରିଦେବେ..

ଲେମ୍ବୁ ପିଢିରୁ ନିଜ ଚିକିତ୍ସୀୟ ସଂମ୍ପତ୍ତି ପାଇଁ ଜଣାଯାଇଥାଏ , ଲେମ୍ବୁ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ୍ କରିବାରେ ସାହାଯ୍ୟ କରେ , ନିଜ ପେଟକୁ ଶୁଦ୍ଧ କରିଥାଏ , ଓ ଏହାକୁ ରକ୍ତ ଶୋଧକ ବୋଲି ମାନାଯାଏ , ଓ ଏହା ସହ ଲେମ୍ବୁର ଉପଯୋଗ ପ୍ରାୟତଃ ଧାର୍ମିକ କାର୍ଯ୍ୟର ରୁପରେ କରାଯାଏ ଯେପରି ନଜରଦୋଷ, ବାହାର ପବନ, ଏବଂ କାହା ଦାରା ଜାଦୁ ଟୋନା କରିଥିବାରୁ ରକ୍ଷା କରାଯାଇଥାଏ । ଆପଣ ଦେଖିଥିବେ କି ଲୋକେ ନିଜ ଘରେ ମ୍ୟାଗନେଟ୍ ରେ ଲେମ୍ବୁ ଓ ଲଙ୍କା ଏକ ଫିତାରେ ବାନ୍ଧିକରି ଟଙ୍ଗାଇଦିଅନ୍ତି , ଓ ଏମିତି କରିବାର୍ କାରଣ ବି ଅଛି , ଘର ଉପରେ କୁଦୃଷ୍ଟି ରୁ ରକ୍ଷା କରିବାପାଇଁ ଏହି ଉପାୟକୁ କରାଯାଏ , ସାଧାରଣତଃ ଲେମ୍ବୁ ସମସ୍ତଙ୍କ ଘରେ ମିଳିଯାଏ , ଆଜି ଆମେ ଆପଣଙ୍କୁ ଲେମ୍ବୁ ସହ କିଛି ଖାସ୍ ଉପାୟ କହିବାକୁ ଯାଊଛୁ , କହିଦେବୁ କି ଲେମ୍ବୁର ଏହି ପ୍ରୟୋଗରୁ ଆପଣଙ୍କୁ ମାନସିକ ଶାନ୍ତି ମିଳିବା ସହ ଘରର ବାତାବରଣ ବି ସକରାତ୍ମକ ଉର୍ଜାରେ ଭରିଦେଇଥାଏ ।

ଆମର ଆଜିକାଲି ବଦଳୁଥିବା ଜୀବନଶୈଳୀ କାରଣରୁ କେବେ କେବେ ଆମ ମନ ଅଶାନ୍ତ ହୋଇଯାଏ , ଯାହାର କାରଣରୁ ଆମେ ରାତି ସାରା ଶୋଇପାରିନଥାଉ , ଆମେ ନାନାଦି ସ୍ଲିପିଙ୍ଗ୍ ଟାବଲେଟ୍ ନେବାପାଇଁ ଚାହିଁଥାଉ , କିନ୍ତୁ ଏହା ଦ୍ୱାରା ଆମ ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାଏ , ଆମେ ଯେଉଁ ଉପାୟ ବିଷୟରେ ଆଜି କହିବୁ ତାହାକୁ ବ୍ୟବହାର କଲେ ଆପଣଙ୍କ ମନ ଶାନ୍ତ ହୋଇଯିବ ଓ ଆପଣ ଆରାମରେ ଶୋଇ ବି ପାରିବେ , କହିଦେବୁ କି ଆପଣଙ୍କୁ ରାତିରେ ନିଦ ଆସୁନାହିଁ ତେବେ ଆପଣ ଏକ ଛୋଟ ଲେମ୍ବୁ କାଟିକରି ନିଜ ତକିଆ ତଳେ ରଖିଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କୁ ନିଦ ବି ଭଲ ଆସିବ , କାରଣ ଲେମ୍ବୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମିଳିଥାଏ , ଯାହାର କାରଣରୁ ଆମର ଦିମାଗଶାନ୍ତ ହୋଇଯାଏ , ଓ ନିଦ ଭଲ ଆସିଥାଏ ।

ଏହା ଛଡା ଦେଖାଯାଏ କି ଲେମ୍ବୁ ଏକ ବଢିଆ ବାସ୍ନା ଦେଇଥାଏ,  ଯାହା ଘରେ ଥିବା ମଶା ମାଛି କିମ୍ବା କେଉଁ ପୋକଜୋକ ଦାଉରୁ ଆପଣଙ୍କୁ ରକ୍ଷା କରିପାରେ , ଏକ ଛୋଟ୍ ଖଣ୍ତର ଲେମ୍ବୁକୁ କାଟି ନିଜ ବିଛଣାରେ ରଖିଲେ ପୋକ ଜୋକ ଦାଉରୁ ରକ୍ଷା ପାଇପାରିବେ , ଆଜିକାଲି ଲୋକଙ୍କର କର୍ମବ୍ୟସ୍ତତା କାରଣରୁ ମୁଣ୍ତ ବିନ୍ଧାହେବା ଏକ ସାଧାରଣ ସମସ୍ୟା ହୋଇସାରିଛି,  ଯଦି ଆପଣ ଏହି ସମସ୍ୟାରେ ପିଡିତ ଅଛନ୍ତି ତେବେ ରାତିରେ ଶୋଇବା ସମୟରେ ଏକ ଛୋଟ୍ ଲେମ୍ବୁର ଖଣ୍ତ ନିଜ ବିଛଣାର ତଲେ ରଖିଦିଅନ୍ତୁ ,

ଯାହା ଦ୍ୱାରା ଆପଣଙ୍କ ମୁଣ୍ତବିନ୍ଧା କିଛି ସମୟ ମଧ୍ୟରେ ଚାଲିଯିବ , ଓ ଦିମାଗ ଏକଦମ୍ ଫ୍ରେସ୍ କରିଦେବ , ତେବେ ଏହି ପ୍ରକାରରେ ଆମର ସ୍ୱାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଫାଇଦାଦାୟକ ହୋଇଥାଏ,  ଓ ତାହା ସହ ମନକୁ ଶାନ୍ତି , ଓ ନିଦ୍ରା ଦେବାରେ ବହୁତ ଲାଭଦାୟକ ହୋଇଥାଏ , ଏଥିପାଇଁ ଯଦି ଆପଣ ଅନିଦ୍ରା ଅଛନ୍ତି କିମ୍ବା ମାନସିକ ଚିନ୍ତାରେ ଅଛନ୍ତି , ତେବେ ଲେମ୍ବୁର ଏଇ ଉପାୟକୁ କରିବେ , ଏହା ଦ୍ୱାରା ଆପଣଙ୍କୁ ସକରାତ୍ମକ ପରିଣାମ ମିଳିବ ।

Leave a Reply

Your email address will not be published. Required fields are marked *