ରାଜପାଲ ଯାଦବଙ୍କ ଝିଅ ଅଟେ ବହୁତ ସୁନ୍ଦର, ଲାଗୁଛି ବିଲକୁଲ୍ ପରୀ ପରି – ଆପଣ ଏବେ ଦେଖିନିୟନ୍ତୁ

ରାଜପାଲ ଯାଦବଙ୍କୁ କମେଡିର କିଙ୍ଗ୍ ବୋଲି କୁହାଯାଏ , ଏହି କାରଣରୁ ଲୋକେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି , ରାଜପାଲ ଯାଦବ ଏକ ମଧ୍ୟମଶ୍ରେଣୀର ପରିବାରରୁ ଆସନ୍ତି , ଅଭିନେତା ହେବାପାଇଁ ସେ ନିଜ ଲାଇଫ୍ ରେ ବହୁତ୍ ପରିଶ୍ରମ କରିଛନ୍ତି , ୧୬ ମାର୍ଚ୍ଚ ୧୯୭୧କୁ ଜନ୍ମ ନେଇଥିବା ରାଜପାଲ ଯାଦବ ପୁରା ୪୭ ବର୍ଷୀୟ ହୋଇସାରିଛନ୍ତି , ନିଜ ଫିଲ୍ମ କ୍ୟାରିୟର କଥା କହିଲେ ସେ ସବୁ ଫିଲ୍ମରେ ଶାନଦାର୍ ଅଭିନୟ କରିଥିଲେ , କିନ୍ତୁ ସେ ଗତ କିଛି ଦିନ ହେବ ମିଡିଆ ଲାଇନ୍ ରୁ ଦୂରେଇ ଅଛନ୍ତି , ଏମିତିରେ ଏକ ଖୁସିଖବର କାରଣ ଆସୁଛି , ଯାହା ଚର୍ଚ୍ଚିତ ହୋଇଛି , ରାଜପାଲ ଯାଦବ ୪୭ ବର୍ଷ ବୟସରେ ଆଉଥରେ ବାପା ହୋଇଛନ୍ତି , ନବରାତ୍ରୀର ପାବନ ଦିନରେ ତାଙ୍କ ଘରେ ଝିଅ ଜନ୍ମ ନେଇଥିଲା,  ରାଜପାଳ ଯାଦବ ଙ୍କ ଗୋଟିଏ ଝିଅ ପରେ ଆଉ ଏକ ଝିଅ ଆସିବା ଖୁସିରେ ଇନଷ୍ଟାଗ୍ରାମରେ ନିଜ ବଡ ଝିଅର ଫଟୋ ସେୟାର୍ କରିଛନ୍ତି , ଏହି ଫଟୋରେ ସେ ଲେଖିଛନ୍ତି କି ମୋର ଝିଅ ଏବେ ବଡ ଭଉଣୀ ହୋଇସାରିଛି, କାରଣ ନବରାତ୍ରୀ ମଉକାରେ ଆମର ଘରେ ଝିଅ ଜନ୍ମ ହୋଇଛି ।

କହିଦେବୁ କି ରାଜପାଲ ଯାଦବଙ୍କ ବଡ୍ ଝିଅର ନାଁ ହନି ଯାଦବ ଅଟେ, ଓ ଏହି ଫଟୋରେ ସେ ବହୁତ ଖୁସି ଥିଲାଭଳି ନଜର ଆସୁଛନ୍ତି , ହନି ଏକ ପିଙ୍କ୍ କଲରର ଟୀ ସାର୍ଟ ପିନ୍ଧିଛନ୍ତି , ଯେଉଁଥିରେ ତାଙ୍କ ବିଗ୍ ସିଷ୍ଟର ଲେଖିଛନ୍ତି, ରାଜପାଳ ଯାଦବ ସତରେ ବହୁତ ଭାଗ୍ୟଶାଳୀ ଅଟନ୍ତି ଯାହାଙ୍କ ତାଙ୍କ ଘରେ ନବରାତ୍ରୀର ପାବନ ଦିନରେ ଝିଅ ଜନ୍ମ ନେଇଛି, ଏହି ଖବର ଭାଇରାଲ୍ ହେବାପରେ ତାଙ୍କ ଫ୍ୟାନ୍ସ ରାଜପାଳ ଯାଦବଙ୍କୁ ବଧେଇ ଦେବାକୁ ଲାଗିଲେ , କହିଦେବୁ କି ରାଜପାଲ ଯାଦବ ଶାହଜାହାନ୍ ଉତ୍ତରପ୍ରଦେଶର ବାସିନ୍ଧା ଅଟନ୍ତି , ସେ ବେସିକ୍ ଏଜୁକେସନ୍ ପରେ ଲକ୍ଷ୍ନୌର ଭାରତେଣ୍ତୁ ନାଟ୍ୟ ଏକାଡେମୀରେ ଅଭିନୟ କୋର୍ଷ କଲେ , ପରେ ଦିଲ୍ଲୀର ପ୍ରସିଦ୍ଧ ଅଭିନୟ ସ୍କୁଲ୍ ନେଶନ୍ୟାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଯାଇଥିଲେ,  ଅଭିନୟର ଗୁଣ ଶିଖିଲେ,  ଏହାପରେ ମୁମ୍ବାଇ ଚାଲି ଆସିଲେ,  ଓ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କଲେ , ମୁମ୍ବାଈରେ ରାଜପାଳ ଯାଦବଙ୍କୁ ପ୍ରଥମ ବ୍ରେକ୍ ଦୁରଦର୍ଶନର ଏକ ସିରିଆଲ୍ ମୁଙ୍ଗେରି ର ଭାଇ ନୁରଙ୍ଗିଲାଲ୍ ରେ କାମ କରିବାକୁ ମଉକା ମିଳିଲା

ଏହି ସିରିଆଳ୍ ମୁଙ୍ଗରିଲାଲ ର ହସିନ୍ ସପନେର ସ୍ୱିକେଲ୍ ଥିଲା , ଏହାପରେ ପ୍ୟାର୍ ତୁନେ କ୍ୟା କିୟା ଫିଲ୍ମରେ ଅଭିନୟ କରି ରାଜପାଲ ଯାଦବ ବଲିଉଡ୍ ରେ ଏଣ୍ଟ୍ରି ନେଲେ, ଏହାପରେ ରାଜପାଳ ଯାଦବଙ୍କୁ ବହୁତ କମେଡି ଫିଲ୍ମ ଯେପରି ହଙ୍ଗାମା, ଗରମ ମସାଲା, ଚୁପ୍ ଚୁପ୍ କେ , ଫିର୍ ହେରାଫେରି, ଇତ୍ୟାଦି ମିଳିଗଲା,  ଓ ସେ କମେଡି କିଙ୍ଗ୍ ହୋଇଗଲେ,  ରାଜପାଳ ଯାଦବ ଗୋଟେ ଦୁଇଟି ଫିଲ୍ମରେ କମେଡି ଛଡା ଦ୍ୱିତୀୟ ଟାଇପର ରୋଲ୍ ଟ୍ରାଇ କଲେ , କିନ୍ତୁ ସଫଳାତା ମିଳିଲା ନାହିଁ<  ଦର୍ଶକ ତାଙ୍କୁ କମେଡି ରୋଲରେ ଅଧିକା ପସନ୍ଦ କରିବାକୁ ଲାଗିଲେ

କାମର କଥା କହିଲେ ରାଜପାଳ ଯାଦବ ବହୁତଦିନ ହେଲା ଫିଲ୍ମଜଗତରୁ ଦୁରେଇକରି ଅଛନ୍ତି , କିନ୍ତୁ ସେ ବହୁତ ଜଲଦି ବଡ ପର୍ଦାରେ ଫେରିବାକୁ ଯାଉଛନ୍ତି , ଫିଲ୍ମ ଚଣ୍ତୀଗଡ ଅମୃତସର ଚଣ୍ତିଗଡ ଦେଖାଦେବେ । ଏଇ ଫିଲ୍ମରେ ତାଙ୍କ ଛଡା ଗିପି ଗ୍ରେବାଲ୍, ସରଗୁନ୍ ମେହେଟ୍ଟା ମୁଖ୍ୟ ଭୁମିକାରେ ନଜର ଆସିବେ , ତାହା ସହ ତାଙ୍କ ଫିଲ୍ମ ଟୋଟାଲ୍ ଧମାଲ୍ ବି ହିଟ୍ ହୋଇଥିଲା,  ଏହି ଫିଲ୍ମରେ ରାଜପାଲ ଯାଦବ ଅଜୟ ଦେବଗନ, ଅନିଲ୍ କାପୁର ଓ ମାଧୁରୀ ଦିକ୍ଷିତଙ୍କ ସହ ନଜର ଆସିବେ ।

Leave a Reply

Your email address will not be published. Required fields are marked *