ଆସନ୍ତୁ ଜାଣିବା ସକାଳୁ ଉଠୁ ଉଠୁ କଣ ଦେଖିବା ଓ ନ ଦେଖିବା ଉଚିତ – ନଚେତ ଦିନସାରା ଅଶୁଭ ହେବ ଆପଣଙ୍କର..

ନମସ୍କାର ବନ୍ଧୁଗଣ ଆମେ ଏଠି ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ, ସାଙ୍ଗମାନେ ବିଜ୍ଞାନ ସମ୍ପୂର୍ଣ୍ଣ ଭାବେ ଦାବି କରିସାରିଛି କି ସକାଳୁ ଉଠିକିହିଁ ସ୍ତ୍ରୀ ଲୋକଙ୍କ ଏ ଜିନିଷ ଦେଖିବା ଉଚିତ ନୁହେଁ।ଯାହାଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ପରିବାର ହୋଇପାରେ ଭିକାରୀ।ଆସନ୍ତୁ ଆମେ ଆପଣଙ୍କୁ ଜଣେଇବୁ କେଉଁ ପ୍ରକାରର ଏହା ଘଟିଥାଏ ?ସାଙ୍ଗମାନେ ସମସ୍ତଙ୍କ ଆତ୍ମ ଥରିଯାଏ,ଯେତେବେଳେ ସକାଳୁ ଉଠୁ ଉଠୁ ଯଦି ଆପଣ ଏ ପାଞ୍ଚଟି ସଙ୍କେତ ମିଳିଥାଏ।ସେଥିପାଇଁ ସକାଳୁ ଉଠୁ ଉଠୁ ମହିଳାଙ୍କ ଏ ପାଞ୍ଚଟି ଜିନିଷ ଦେଖିବା ଉଚିତ ନୁହେଁ ନହେଲେ ସମ୍ପୂର୍ଣ୍ଣ ଦିନ ନହେଲେ ସମ୍ପୂର୍ଣ୍ଣ ଦିନ ଖରାପ ହୋଇପାରେ।

ସାଙ୍ଗମାନେ ସବୁ ସକାଳ ପ୍ରତ୍ୟେକ ବ୍ୟକ୍ତିପାଇଁ ନୂଆ ଜୀବନ ଆରମ୍ଭ କରିବାର ଆଶା ଆଣିଥାଏ।ସବୁଦିନ ସକାଳ ସମସ୍ତଙ୍କ ପାଇଁ ନୁଆ ଉମଙ୍ଗ ଆଣିଥାଏ,ସାଙ୍ଗମାନେ ଶାସ୍ତ୍ରରେ କୁହାଯାଇଛି କି ଦିନର ଆରମ୍ଭ ସଠିକ ଉପାୟରେ କରାଯାଇଥାଏ ତ ପୁରାଦିନ ଆପଣଙ୍କ ଭଲରେ କଟିଥାଏ।ଯଦି ଦିନ ଆରମ୍ଭରେ ଅଶୁଭ ଜିନିଷର ଦର୍ଶନ ହୁଏ ତାହେଲେ ଆମ ଦିନ ଖରାପ ଯାଇଥାଏ ଓ କୌଣସି କାର୍ଯ୍ୟ ଆମ ପାଇଁ ଶୁଭ ହୋଇନଥାଏ।ଏହି ସମୟରେ ବ୍ୟକ୍ତି ଉପରେ ବହୁତ ଅଶୁଭ ପଣ ଛାଇ ଯାଇଥାଏ।ସେଥିପାଇଁ ଆପଣ ସକାଳୁ ଉଠୁ ଉଠୁ ଜଗି ଚାହିଁ ନିଜ ଦିନ ଆରମ୍ଭ କରିବା ଉଚିତ।

ଯାହାଫଳରେ ବ୍ୟକ୍ତିର କେବେବି ଉନ୍ନତି ଆଡ଼କୁ ଅଗ୍ରସର ହୋଇପାରି ନଥାଏ।ସେଥିପାଇଁ ଆମେ ଆପଣଙ୍କୁ ଏମିତି ପାଞ୍ଚଟି ଜିନିଷ କହିବାକୁ ଯାଉଛୁ ଯାହାକୁ କେବେବି ଦେଖିବା ଉଚିତ ନୁହେଁ।ପ୍ରଥମରେ ଆସିବ ଶାସ୍ତ୍ରରେ କୁହାଯାଇଛିକି କୌଣସି ଗର୍ବିତ ବ୍ୟକ୍ତିକୁ ଓ ଚରିତ୍ରହିନ ମହିଳାଙ୍କୁ କେବେବି ଦେଖିବା ଉଚିତ ନୁହେଁ।ଏମିତି ମାନିଥାଉକି ଏମାନଙ୍କ ଦର୍ଶନ କରିବା ଆପଣଙ୍କ ଜୀବନରେ ଅଶୁଭ ଛାଇ ଯାଏ।

ସେଥିପାଇଁ ଆପଣ ଏମିତି କରିବାରୁ ବଞ୍ଚନ୍ତୁ ଓ ଆପଣ ଉଠୁ ଉଠୁ ଭଗବାନଙ୍କ ଦର୍ଶନ କରନ୍ତୁ,ଏମିତି କରିବା ଦ୍ୱାରା ସମ୍ପୂର୍ଣ୍ଣ ଦିନ ଭଲ ଯାଇଥାଏ ଓ ସବୁ କାମରେ ସଫଳତା ମିଳିଥାଏ।ସାଙ୍ଗମାନେ ବୈଜ୍ଞାନିକଙ୍କ ଅନୁସାରେ ଏହି କଥାକୁ ଦୁନିଆର ସମସ୍ତ ଲୋକ ମାନନ୍ତି କି ସକାଳୁ ଉଠୁ ଉଠୁ କେବେ ଆଇନା ଦେଖିବା ଉଚିତ ନୁହେଁ,ଏହା ବ୍ୟତୀତ ଭଙ୍ଗା ଆଇନା କେବେ ଦେଖିବା ଉଚିତ ନୁହେଁ।

ଯଦି ଆପଣ ଆଇନା ଦେଖିବେତ ବ୍ୟକ୍ତି କାଙ୍ଗାଳ ହୋଇପାରେ।କହିବାକୁ ଗଲେ ଆଇନାରେ ନକାରାତ୍ମକ ଉର୍ଜା ଥାଏ।ତେଣୁ ଆପଣ ସକାଳୁ ଉଠୁ ଉଠୁ ଯଦି ଆଇନା ଦେଖୁଛନ୍ତି ତ ଆପଣଙ୍କ ଭିତରେ ନକାରାତ୍ମକ ଉର୍ଜା ପ୍ରବେଶ କରିଥାଏ।ଯାହା ଦ୍ୱାରା ଆପଣଙ୍କ କୌଣସି କାର୍ଯ୍ୟ ସଫଳତା ପୂର୍ବକ ହୋଇପାରି ନଥାଏ।ତିନି ନମ୍ବରରେ ଆସିବ ସକାଳୁ ଉଠୁ ଉଠୁ ଚପଲ,ବୁଦ୍ଧିଆଣି ଜାଲ,ଧାରୁଆ ଜିନିଷ ଦେଖିବା ଦ୍ୱାରା ଦେହ ଖରାପ ହୋଇଥାଏ ଓ ସମ୍ପୂର୍ଣ୍ଣ ଦିନ ସାରା ଆପଣଙ୍କ ଉପରେ ନକାରାତ୍ମକ ଉର୍ଜା ପଡିଥାଏ।

ଚାରି ନମ୍ବରରେ ଆସିବ ସାଙ୍ଗମାନେ ଯଦି ଆପଣ ସକାଳୁ ଉଠୁ ଉଠୁ ଖାଲି ବାସନ,ଖାଲି ପ୍ରସ କହିବାକୁ ଗଲେ ସବୁ ଖାଲି ଜିନିସ ଯଦି ଆପଣ ଦେଖନ୍ତି ତାହେଲେ ଆପଣଙ୍କ ଉପରେ ସଫଳତା ରାଗିଯାଏ।ସେଥିପାଇଁ ଆପଣ ଏମିତି ଜିନିଷ ଦେଖିବା ଠାରୁ ବଞ୍ଚନ୍ତୁ।ଆଉ ନମ୍ବର୍ ପାଞ୍ଚରେ ଆସିବ ସକାଳୁ ଉଠୁ ଉଠୁ କେବେବି ଲଢେଇ ଝଗଡା ଦେଖିବା ଉଚିତ ନୁହେଁ।ଏହା ଦ୍ୱାରା ଆପଣଙ୍କ ଘରେ ଗରିବତା ଆସିଥାଏ ଓ ନା ସକାଳୁ ଉଠୁ ଉଠୁ ଖରାପ ଶବ୍ଦର ପ୍ରୟୋଗ କରନ୍ତୁ।ସେଥିପାଇଁ ଆପଣ ସକାଳୁ ଉଠୁ ଉଠୁ ମିଠା କଥାରୁ ନିଜ ଦିନ ଆରମ୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *