April 22, 2024

Odia Express

News For Public

୨୦ ସେପ୍ଟେମ୍ବର ୨୦୨୦ ରୁ ଏହି ରାଶିଗୁଡିକ ଉପରେ ମେହେରବାନ୍ ହେବେ ମା ଲକ୍ଷ୍ମୀ, ଜାଣନ୍ତୁ କିପରି ହେବେ ମାଲାମାଲ୍

ବନ୍ଧୁଗଣ ଆପଣଙ୍କ ସଂମ୍ପତ୍ତି ଜଲଦି ରୁ ଜଲଦି ବଢାଇବାର ଏକ ତରିକା ନିବେଶ କରିବା ବି ହୋଇଥାଏ,  ଆମ ମଧ୍ୟରୁ ବହୁତ ଲୋକ ବିଜନେସ୍ , ପ୍ରୋପଟି କିମ୍ବା ଅନ୍ୟ କେଉଁଠି ପଇସା ନିବେଶ କରିବା ବିଷୟରେ ଭାବିଥାଉ , କିନ୍ତୁ ଏମିତି କରିଲେ ଆମେ ସାହାସ ଏକାଠି କରିପାରିନଥାଉ , ଆମକୁ ଡର ରହିଥାଏ କି ଯଦି ଆମେ ଏଥିରେ ପଇସା ଲଗାଇଦେଲୁ ତେବେ ଆମର ପଇସା ବୁଡିନଯାଉ , ଏଥିପାଇଁ ଆମେ କେଉଁଠି ପଇସା ଲଗାଇବା ପୁର୍ବରୁ ସେହି ଜିନିଷ ବିଷୟରେ ଭଲ ଭାବେ ଭାବିବିଚାରି କରି ପଇସା ଲଗାଇଥାନ୍ତି , ଏହି ଭାବିବା ଭିତରେ ଆପଣଙ୍କ ଭାଗ୍ୟ ଜୋର୍ ଥିବା ବି ଜରୁରୀ ହୋଇଥାଏ,  ଯଦି ଭାଗ୍ୟର ଜୋର୍ ନଥିବ ବରଂ ସମୟ ସମୟରେ ଏହାର ପ୍ରଭାବ ଅଧିକା ରହିଥାଏ , ଏହି କାରଣରୁ ଭାଗ୍ୟକୁ ନେଇ ଆପଣଙ୍କ ଜୀବନରେ ସୁଖ ଦୁଃଖ୍ ବି ଆସିଥାଏ , ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିଗୁଡିକ ବିଷୟରେ କହିବାକୁ ଯାଊଛୁ ଯାହାଙ୍କ ଭାଗ୍ୟର ବହୁତ୍ ସାଥ୍ ମିଳିବ

ଏହି ଖାସ୍ ରାଶିର ଲୋକେ ଜଲଦି ନିଜ ପଇସାରୁ ବଡ ଲୋକ ହୋଇପାରିବେ , ୨୦ ସେପ୍ଟେମ୍ବର ୨୦୨୦ ରୁ ସେପ୍ଟମ୍ବର ୨୦୨୦ ପର୍ଯ୍ୟନ୍ତ ଏହି ବିଶେଷ ରାଶିର ଲୋକଙ୍କୁ ଧନ ପାଇବାର ଯୋଗ ରହୁଛି , ଏମିତିରେ ଯଦି ଆପଣ ଏହି ରାଶିର ଲୋକ ଧନ କେଉଁଠି ସଠିକ୍ ନିବେଶ କରିବେ ତେବେ ବହୁତ ଅଧିକା ଫାଈଦା ମିଳିପାରିବ , ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ଅଟେ ଯାହାଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାର ଅଛି ।

୧) ମେଷ ରାଶି : ଏହି ରାଶିର୍ ଲୋକଙ୍କୁ ସେପ୍ଟେମ୍ବର ମାସ ବହୁତ ଅଧିକା ଧନ ଲାଭର ଯୋଗ ରହୁଛି  ଏମିତିରେ ଯଦି ଆପଣ ବିଜନେସ୍ ରେ ପଇସା ନିବେଶ କରିବାକୁ ଚାହୂଁଛନ୍ତି ତେବେ ବହୁତ୍ ଭଲ ସମୟ ଅଟେ,  ଏହି ମାସରେ ଆପଣଙ୍କ ଦ୍ୱାରା ଖୋଲାଯାଇଥିବା ବେପାରରୁ ଭଲ ଫାଇଦାମିଳିବ , ତାହା ସହ ଯେଉଁ ଲୋକ ପୁର୍ବରୁ ବିଜନେସ୍ କରୁଛନ୍ତି ତାଙ୍କ ପାଇଁ ଏହି ମାସରେ ବିଜନେସ୍ କୁ ଅଧିକା ବ୍ୟାପକ କରିବାରେ ଭଲ ଅବସର ପ୍ରାପ୍ତ ହେବ ମେଷ ରାଶିର ଲୋକଙ୍କୁ ସେପ୍ଟେମ୍ବର ମାସରେ କେଉଁଠି ନା କେଉଁଠି ଧନ ନିବେଶ କରିବା ଉଚିତ୍ ।

୨) ଏହି ରାଶିର ଲୋକଙ୍କୁ ସେପ୍ଟେମ୍ବର ମାସରେ କେଉଁ ପ୍ରୋପଟିରେ ନିବେଶ କଲେ ଫଳକାରୀ ପ୍ରମାଣିତ ହେବ , ଯଦି ଆପଣ ଏହି ମାସରେ କେଉଁଠି ପ୍ରୋପଟୀ କିଣୁଛନ୍ତି ତେବେ ଭବିଷ୍ୟରେ ତାହାର ଭଲ ରିଟର୍ଣ୍ଣ ମିଳିବାର ଯୋଗ ଅଛି , ତାହା ସହ ଏହି ରାଶିର ଲୋକେ କେଉଁ ବିଜନେସ୍ ରେ ବି ନିବେଶ କରିପାରିବେ,  ଏହି ମାସରେ ଯଦି ଆପଣଙ୍କ ପଇସା ଖର୍ଚ୍ଚ ହୋଇଥାଏ ତେବେ ପରେ ତାହା ଦୁଇଗୁଣା ହୋଇ କେଉଁ ନା କେଉଁ ରୁପରେ ମିଳିପାରେ,  ଏଥିପାଇଁ ସେପ୍ଟେମ୍ବର ମାସରେ ପଇସା ଖର୍ଚ୍ଚ କରିବାରେ କଞ୍ଜୁସି କରନ୍ତୁ ନାହିଁ ।

୩) କୁମ୍ଭ ରାଶି : ଏହି ରାଶିର ଲୋକଙ୍କୁ ସେପ୍ଟେମ୍ବର ମାସରେ ଅଚାନକ ଧନ ଲାଭର ଯୋଗ ରହୁଛି  ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ହାତ ରହିବ , ଏମାନେ ଯେଉଁଠି ବି ପଇସା ଲଗାଈବେ ସେଠାରେ ଫାଇଦା ପାଈବେ , ଏହି ରାଶିର ଜାତକରେ ଚାକିରି କ୍ଷେତ୍ରରେ ବି କିଛି ଅଲଗା ଟ୍ରାଇ କରିପାରିବେ , ଉଦାହରଣ ପାଇଁ ଯଦି ଆପଣ ଏହି ମାସରେ ଚାକିରି ପରିବର୍ତ୍ତନ କରି କେଉଁ ଅଲଗା କମ୍ପାନୀ ଟ୍ରାଇ କରିବାକୁ ଚାହୁଁଛନ୍ତି , ତେବେ ଧନର ଦୃଷ୍ଟିରୁ ଭଲ ଫାଇଦା ହେବ ।

ଯଦି ଆପଣଙ୍କ କିମ୍ବା ଆପଣଙ୍କ ବନ୍ଧୁ କିମ୍ବା ସଂମ୍ପର୍କୀୟ ଏହି ତିନୋଟି ରାଶି ମଧ୍ୟରୁ ଆସନ୍ତି ତେବେ ତାଙ୍କୁ ଏଇ ଆର୍ଟିକିଲ୍ ନିଶ୍ଚିତ ସେୟାର୍ କରନ୍ତୁ , ଯାହା ଦ୍ୱାରା ସେ ଏହାରଲାଭ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *