April 11, 2024

Odia Express

News For Public

“କ୍ରାଇମ୍ ପେଟ୍ରୋଲ୍” ସିରିଆଲ୍ ର ଏହି ଅଭିନେତ୍ରୀଙ୍କ ଅଭିନୟ ଓ ସୁନ୍ଦରତା ମାମଲାରେ ଦିଅନ୍ତି ସମସ୍ତଙ୍କୁ ମାତ୍ , ସବୁ ଏପିସୋଡ୍ ରେ ନିଅନ୍ତି ଏତେ ଟଙ୍କାର ଫିସ୍ – ଜାଣିଲେ ଆପଣ ମଧ୍ୟ କହିବେ..

ବଲିଉଡ୍ ଇଣ୍ତଷ୍ଟ୍ରି ଛଡା ଟିଭି ଇଣ୍ତଷ୍ଟ୍ରିରେ କାମ କରୁଥିବା ସବୁ କଳାକାର ଲୋକଙ୍କ ମଧ୍ୟରେ ବହୁତ୍ ଅଧିକା ଲୋକପ୍ରିୟ ଅଛନ୍ତି , ଯେଉଁ ପ୍ରକାରେ କଳାକାରଙ୍କ ଫ୍ୟାନ୍ସ ଦୁନିଆଁରେ ଭରି ରହିଛି , ସେଇ ପରି ଟିଭି ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯାହାଙ୍କ ଫ୍ୟାନ୍ସ କେବେ କମ୍ ହେବାର ଦେଖାଯାଇନାହିଁ,  ଟିଭି ଇଣ୍ତଷ୍ଟ୍ରିର ଏହି କଳାକାର ନିଜ ଭଲ ଅଭିନୟ କାରଣରୁ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିଛନ୍ତି , ଛୋଟ ପର୍ଦାରେ ତାଙ୍କ ଦ୍ୱାରା ନିଭାଇଥିବା ଭୁମିକା ଲୋକେ ବହୁତ ପସନ୍ଦ କରନ୍ତି , ଯେଉଁ କଳାକାର ଛୋଟ ପର୍ଦାରେ କାମ କରନ୍ତି , ସେ ସବୁ ଦିନ ନଜର ଆସନ୍ତି , ଯାହାର କାରଣରୁ ସେ ଆମର ଜୀବନରେ ଜାଦୁ କରିଛନ୍ତି , ନିଜ ଅଭିନୟରୁ ସେ ଲକ୍ଷାଧିକ ଲୋକଙ୍କର ହୃଦୟ ଜିଣିଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି କ୍ରାଇମ୍ ପେଟ୍ରୋଲ୍ ଶୋରେ ଲୋକଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି ଓ ସେ ଦେଖିବାକୁ ବହୁତ ସୁନ୍ଦର ବି ଅଟନ୍ତି , ଓ ଜଣେ ଭଲ କଳାକାର ବି ଅଟନ୍ତି ।

କିନ୍ତୁ ଯେପରି ଆପଣ ଜାଣିଛନ୍ତି କି କ୍ରାଇମ୍ ପେଟ୍ରୋଲ୍ ଟିଭିରେ ବହୁତ ଲୋକପ୍ରିୟ ସିରିଆଲ୍ ଅଟେ , ଏହି ସିରିଆଲ୍ ମାଧ୍ୟମରେ କାମ କରୁଥିବା ଅଧିକାଂଶ କଳାକାର ୧୭ ବର୍ଷରୁ ମନୋରଞ୍ଜନ କରି ଆସୁଛନ୍ତି , କିଛି କଳାକାର ଅଛନ୍ତି ଯିଏକି ନିଜ ଅଭିନୟ ବଳରେ ଏହି ଲୋକପ୍ରିୟ ସିରିଆଲ୍ ର ଜୀବନ ହୋଇସାରିଛନ୍ତି , ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାଁ ଗୀତାଞ୍ଜଳୀ ମିଶ୍ରା ଅଟେ,  ହଁ ଆଜ୍ଞା ଗୀତାଞ୍ଜଳୀ ମିଶ୍ରା ୨୦୧୦ ରେ ହିଁ କ୍ରାଇମ୍ ପେଟ୍ରୋଲ୍ ସହ ଯୋଡି ହୋଇଥିଲେ , ସେ ଶୋରେ ସବୁ ପ୍ରକାରର  ଅଭିନୟ କରିସାରିଛନ୍ତି , କିନ୍ତୁ ଦର୍ଶକଙ୍କୁ ତାଙ୍କ ନେଗେଟିଭ୍ ରୋଲ୍ ବେଶୀ ପସନ୍ଦ ଆସେ । ସୋନୀ ଟିଭିରେ ପ୍ରସାରିତ ହେଉଥିବା କ୍ରାଇମ୍ ପେଟ୍ରୋଲ୍ ସବୁ ବୟସର ବ୍ୟକ୍ତି ଦେଖିବାକୁ ପସନ୍ଦ କରନ୍ତି

ଏହି ସିରିଆଲ୍ ସବୁ ଘରେ ଅଧିକା ସଂଖ୍ୟାରେ ଦେଖାଯାଇଥାଏ , ଯାହାର୍ କାରଣରୁ ଏହାର କଳାକାର ସବୁଦିନ ଅଧିକା ଲୋକପ୍ରିୟ ହେଉଛନ୍ତି , ଗୀତାଞ୍ଜଳୀ ମିଶ୍ରା ଏହି ଶୋରେ ଏତେ ଲୋକପ୍ରିୟତା ପାଇଥିଲେ କି ସୋସିଆଲ୍ ମିଡିଆରେ ତାଙ୍କୁ ଲକ୍ଷାଧିକ ଫଲୋଅର୍ସ ଆସନ୍ତି , ଗୀତାଞ୍ଜଳୀ ମିଶ୍ରା ଙ୍କୁ କ୍ରାଇମ୍ ପେଟ୍ରୋଲ୍ ର ସବୁଠାରୁ ମହଙ୍ଗା କଳାକାରରୁ ଜଣେ ଜଣାଯାଏ , ଖବର ଅନୁସାରେ ଏମିତି କୁହାଯାଏ କି ଗୀତାଞ୍ଜଳୀ ମିଶ୍ରା ସବୁ ଏପିସୋଡ୍ କରିବାପାଇଁ ଦୁଇରୁ ତିନି ଲକ୍ଷଟଙ୍କା ଚାର୍ଜ ନିଅନ୍ତି , ଗୀତାଞ୍ଜଳୀ ମିଶ୍ରା କ୍ରାଇମ୍ ପେଟ୍ରୋଲ୍ ଶୋରେ ନେଗେଟିଭ୍ ଭୁମିକାରେ ନଜର ଆସନ୍ତି , ଏହି କାରଣରୁ ସେ ଏତେ ଟଙ୍କାର ଚାର୍ଜ ନିଅନ୍ତି ।

ଟିଭି ଜଗତର ଅଭିନେତ୍ରୀ ଗୀତାଞ୍ଜଳୀ ମିଶ୍ରା ସୁନ୍ଦର ହେବା ସହ ତାଙ୍କ ଅଭିନୟ ବି ବଢିଆ ଅଟେ , କ୍ରାଇମ୍ ପେଟ୍ରୋଲ୍ ଛଡା ସେ ମାଇକା ସେ ବନ୍ଧୀ ଡୋର୍, ସୋହନି ମହିବାଲ୍, ମିଟ୍ଟି କି ବନ୍ନୋ, ଜୟ ବୈଷ୍ଣୋଦେବୀ, ରଣବୀର ରାନୋ, ବାଲିକାବଧୁ ସହିତ ବହୁତ ସିରିଆଲ୍ ରେ କାମ କରିଛନ୍ତି ,ତାଙ୍କ ଦ୍ୱାରା ନିଭାଇଥିବା ସବୁ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସେ , ବିଶେଷରୁପରେ ନକରାତ୍ମକ ଭୁମିକା ଲୋକଙ୍କୁ ବହୁତ ପସନ୍ଦ ଆସେ , ସେମିତି ଦେଖିବାକୁ ଗଲେ ସିରିଆଲ୍ ର ନିର୍ମାତା ବହୁତଥର ଗୀତାଞ୍ଜଳୀଙ୍କୁ ନକରାତ୍ମକ ଭୁମିକା ପାଇଁ ବାଛନ୍ତି , ଓ ସେ ନିଜ ସବୁ ଭୁମିକାକୁ ଭଲ ଭାବରେ ନିଭାଇଥାନ୍ତି ।

Leave a Reply

Your email address will not be published. Required fields are marked *