ଏହି ବ୍ୟକ୍ତିର ଧନୀ କୁ ଦେଖିକରି କପିଲ୍ ଛୁଇଁଥିଲେ ତାଙ୍କ ପାଦ – କାର୍ ହେଉ କିମ୍ବା ଜୋତା ସବୁ ଅଛି ସୁନାର, ଯାହାକୁ ଦେଖିକରି ଆପଣ ବି ହୋଇଯିବେ ଚକିତ..

ଆମର ଭାରତ ଦେଶରେ ଧନୀ ଲୋକ କମି ନଥିବ , ଓ ଯେତେ ବି ଧନୀ ଲୋକ ଅଛନ୍ତି ତାଙ୍କର ଅଜବ ଧରଣର ସଉକ ଅଛି , ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ , ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୁନା ପିନ୍ଧିବାର ବହୁତ ସଉକ ରଖନ୍ତି , ଓ ଏହି କାରଣରୁ ତାଙ୍କୁ ଭାରତରେ ଗୋଲ୍ଡ ମ୍ୟାନ୍ ହିସାବରେ ଜଣାଯାଏ , ଜିନା ନାଁରେ ସନି ବାଘଚୋରେ ଅଟନ୍ତି , ଯିଏକି ପୁଣେର ପିପରି ର ବାସିନ୍ଦା ଅଟନ୍ତି , ଓ ଏକ ବହୁତ ଧନୀ ବିଜନେସ୍ ମ୍ୟାନ୍ ଅଟନ୍ତି ,ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସନି ସୁନାର ବହୁତ୍ ସଉକ ଅଛି , ତାଙ୍କର ସବୁ ଜିନିଷ ସୁନାରେ ତିଆରି ହୋଇଛି , ସୁଚନା ପାଇଁ କହିଦେବୁ ଯେଉଁ କାରରେ ସେ ବୁଲୁଛନ୍ତି ସେଇ କାର୍ ସୁନାରେ ତିଆରି ହୋଇଛି, ଓ ତାଙ୍କ ଆଇଫୋନ୍ ବି ଗୋଲଡ୍ ରେ ତିଆରି ହୋଇଛି

ଏହା ଛଡା ୨।୫ କେଜି ଓ ତିନି କେଜିର ସେ ଗହଣା ସବୁବେଳେ ପିନ୍ଧିଥାନ୍ତି । ଏହା ସହ ସନି ଗୋଲଡ୍ ଚେନ୍, ହାତର କଡା, ବ୍ରେସଲେଟ୍ , ଓ ଗୋଲଡ୍ ତିଆରି ଘଡୀ ପିନ୍ଧନ୍ତି , ଭାରତରେ ଗୋଲଡ୍ ମ୍ୟାନ୍ ହିସାବରେ ଜଣାଶୁଣା ବାଘଚୋରେ ଆଉଥରେ ଚର୍ଚ୍ଚିତ ହୋଇଛନ୍ତି , ମାମଳା ଏହା କି ଦର୍ଜନରୁ ସୁନା ଗହଣା ପିନ୍ଧୁଥିବା ସନି ଏହି ଥର ଗୋଲଡ୍ ସୁଜ୍ କିଣିବା କାରଣରୁ ଅଧିକା ଚର୍ଚ୍ଚାରେ ଅଛନ୍ତି । ସନିଙ୍କ ଏହି ସୁନା ପିନ୍ଧିବା କାରଣରୁ ତାଙ୍କର ବଲିଉଡ୍ ରେ ବହୁତ ଫ୍ୟାନ୍ ହୋଇସାରିଛନ୍ତି , ଓ ସନି ସବୁବେଳେ ବଲିଉଡ୍ କଳାକାରଙ୍କ ସହ ନଜର୍ ଆସନ୍ତି

ଏତିକି ନୁହେଁ ଅଭିନେତା ବିବେକ ଓବରାୟଙ୍କ ଭଲ ସାଙ୍ଗ୍ ଅଟନ୍ତି, ଏହା ଛଡା ସଲମାନ ଖାଁ, କରିନା କାପୁର୍, ସୋହେଲ୍ ଖାଁ ସହ ସେ ବହୁତ ଫଟୋ ଫେସବୁକ୍ ରେ ସେୟାର୍ କରିଛନ୍ତି , ସନି କହନ୍ତି କି ମୋତେ ଛୁଆବେଳରୁ ସୁନା ବହୁତ ପସନ୍ଦ ଲାଗୁଥିଲା । ଥରେ ଯେବେ ସେ କପିଲ୍ ଶର୍ମା ଶୋରେ ଆସିଥିଲେ ତେବେ ମଜାକ୍ ରେ କପିଲ୍ ତାଙ୍କ ପାଦ ଛୁଇଁଦେଇଥିଲେ,  ଯାହାପରେ ବହୁତ ଚର୍ଚ୍ଚା ହୋଇଥିଲା

ପୁଣେରେ ରହୁଥିବା ସନି ଏହି ଅନୋଖା ସଉକ ପାଇଁ ବହୁତ ଲୋକପ୍ରିୟ ଅଟନ୍ତି, ଏହା ଛଡା ସନି ଗୋଲଡ୍ କାର୍ବି ଲୋକଙ୍କ ମଧ୍ୟରେ ଏକ ଅଲଗା ପରିଚୟ ରଖିଥାଏ , ସନି ଯେବେ ବି କେଉଁ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଯାଆନ୍ତି , ସେ ନିଜ ଖାସ୍ ଗୋଲଡ୍ କାର୍ ନେଇ ପହଞ୍ଚିଥାନ୍ତି , ଯାହାପରେ ସମସ୍ତ ନଜର ତାଙ୍କ ଉପରେ ରଖିଥାନ୍ତି । ସୁତ୍ରର ମୁତାବିକ କୁହାଯାଉଛି କି ସନି ଓ ନିଜ ପିନ୍ଧିଥିବା ସୁନା ସିକ୍ୟୁରିଟି ପାଇଁ ବଡିଗାର୍ଡ ରଖିଛନ୍ତି , ସନିଙ୍କ ଏହି ସଉକ ଅନୋଖା ଅଟେ ,ଏହିପରି ଜୀବନଶୈଳୀ କେବେ କେବେ ଆଲୋଚନାର ବିଷୟ ହେବାକୁ ପଡିଥାଏ । ଏହା ସହ ତାଙ୍କୁ ବଡି ବିଲଡିଙ୍ଗ୍ ର ବହୁତ୍ ସଉକ ଅଛି , ସନି କିଛି ଟିଭି ଶୋରେ ନଜର ଆସିଛନ୍ତି ସନି ବହୁତ ପ୍ରସିଦ୍ଧ ସେଲିବ୍ରେଟିଙ୍କ ସହ ଫଟୋ ଉଠାଇବାର ନଜର ଆସିଚନ୍ତି , ତାଙ୍କର ସୋସିଆଲ୍ ମିଡିଆ ଏକାଉଣ୍ଟ ଏହି ଫଟୋଗୁଡୀକରେ ଭରି ରହିଛି ।

Leave a Reply

Your email address will not be published. Required fields are marked *