April 19, 2024

Odia Express

News For Public

ଆଜିର ମଜାଦାର ଓଡ଼ିଆ ହସକଥା : ସ୍ତ୍ରୀ- ମୁଁ ତ ହଇରାଣ ହେଇଗଲିଣି ଏହି ଲୋକଠୁ କିଛି କାମ ଠିକ୍ ସେ କରିପାରୁନି, ସ୍ୱାମୀ ତାପରେ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

୧) ସୋନୁ- ତୁମକୁ ଜଣାଅଛି କି ବିବାହିତଲୋକେ ପେପରେ ନିଜ ରାଶିଫଳ ଦେଖନ୍ତି ନାହିଁ । ମୋନୁ- ଏମିତି କଣ ପାଇଁ ? ସୋନୁ- ଏମିତି ଲୋକ ସ୍ତ୍ରୀର ଚେହେରା ଦେଖି ହିଁ ଜାଣିପାରନ୍ତି କି ଦିନ କିପରି କଟିବାର ଅଛି ।

୨) ପପୁ ନିଜ ସ୍ତ୍ରୀକୁ –ଆଛା ଗୋଟିଏ କଥା କହିଲ ବିଦାୟୀ ବେଳକୁ ତୁମେ ଝିଅମାନେ ଏତେ କାନ୍ଦ କଣ ପାଇଁ ? ସ୍ତ୍ରୀ-ପାଗଳ ଯଦି ତୋତେ ଜଣାପଡିବ କି ଯଦି ନିଜ ଘରୁ ଦୁରକୁ ଯାଇକରି ତୁମକୁ ଦୁରକୁ ନେଇଗଲା ଓ ସେଠାରେ ବାସନ ମଜାଇଲା ତେବେ ତୁ କଣ କରିବୁ ।

୩)ଦାନ୍ତରେ ପୋକ ଲାଗିଲେ ତେବେ ଚିକିତ୍ସା ପାଇଁ ପପୁ ଚିରକୁଟ୍ ପାଖକୁ ଗଲା , ଚିରକୁଟ୍ ବାବା- ଚାରିଦିନ ପର୍ଯ୍ୟନ୍ତ ସଂନ୍ଧ୍ୟାକୁ ମଦର ସହ ମିକ୍ଚର ନେଇନିଅ ଓ ପଞ୍ଚମ ଦିନ କେବଳ ମଦ ନେବ , ପୋକ ନିଶ୍ଚିତ ବାହାର ଯିବ , ପପୁ-କେମିତି , ଚିରକୁଟ୍ ବାବା- ଚାରି ଦିନ ପର୍ଯ୍ୟନ୍ତ ମଦ ଆଉ ମିକ୍ଚର , ଲୋକେ ଓ ପଞ୍ଚମ ଦିନ କେବଳ ମଦ,  ତେବେ ପୋକ କିପରି ବାହାରିବ ପଚାରିବ , ଆଜି ମିକ୍ଚର ନାହିଁ କି ?

୪) ନୁଆ ନୁଆ ବାହାଘର ପରେ ସ୍ତ୍ରୀ ହାତର ଖାଇବା ସ୍ୱାମୀ ପ୍ରଥମଥର ଖାଇଲା , ଲଙ୍କା ଅଧିକା ହୋଇଯାଇଥିଲା<  ସେ ଏହି କଥାରେ ବିଗଡିବାକୁ ଚାହୁଁନଥିଲା,  ସ୍ୱାମୀ- ଖାଇବା ବହୁତ ଭଲ ବନାଇଛ । ସ୍ତ୍ରୀ-କିନ୍ତୁ ଆପଣ କାନ୍ଦୁଛନ୍ତି କଣପାଇଁ ? ସ୍ୱାମୀ-ଖୁସିରେ , ସ୍ତ୍ରି-ଆହୁରି ଦେବି ? ସ୍ୱାମୀ-ନା ଅଧିକା ଖୁସି ମୁଁ ସହିପାରିବିନି ।

୫) ଶିକ୍ଷକ- ପୁଅ ତୁମର ଘରେ ସବୁଠାରୁ ଛୋଟ କିଏ ? ଛୁଆ- ମୋର ବାପା, ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ –ପୁଅ କେମିତି ? ଛୁଆ- କାରଣ ସେ ଏବେ ପର୍ଯ୍ୟନ୍ତ ମାଙ୍କ ସହ ଶୋଉଛନ୍ତି , ଶିକ୍ଷକ-ବେହୋସ୍ ।

୬) ପବ୍ଲିକ୍ ଟୟଲେଟ୍ ରେ ଲେଖା ହୋଇଥିଲା ଦୁନିଆଁ ଚନ୍ଦ୍ରପୃଷ୍ଠରେ ପହଞ୍ଚିଗଲା, ଓ ତୁ ଏଠାରେ ବସିଛୁ , ପପୁ- ନିଜ ଦିମାଗ ଲଗାଇଲା,  ଓ ତଳେ ଲେଖିଦେଲା, ଚନ୍ଦ୍ରପୃଷ୍ଠରେ ପାଣି ନଥିଲା, ଏଥିପାଇଁ ଫେରିଆସିଲି ।

୭) ସ୍କୁଲ୍ ଆସିବାପରେ ପପୁ ନିଜ ବାପାକୁ କହେ , ବାପା ମୋତେ ମ୍ୟାଡାମ୍ ସବୁଦିନ ମାରୁଛନ୍ତି , ବାପା- ତୁ ଡରନି ପୁଅ- ତୁ ମୋର ବାଘ ଛୁଆ, ପପୁ- ମ୍ୟାଡାମ୍ ବି ଏହା କହନ୍ତି , ବାପା-କଣ ? ପପୁ କହିଲା ମ୍ୟାଡାମ୍ କହନ୍ତି କେଉଁ ଜନ୍ତୁର ଛୁଆ କେଜାଣି କିଛି ପଢୁନି ।

୮) ସଂନ୍ଧ୍ୟାକୁ ସ୍ୱାମୀ ଘରକୁ ଆସି ସ୍ତ୍ରୀ ସହ ଲଢେଇ କରିବସେ , ଚିନ୍ତିତ ସ୍ୱାମୀ- ଆରେ ୟାର୍ ଦିନ ସାରା ଥକିଯାଇଛି, ପ୍ରଥମେ ଫ୍ରେସ୍ ହେବାକୁ ଦିଅ , ସ୍ତ୍ରୀ- ମୁଁ ବି ଦିନସାରା ଏକେଲା ଥିଲି , ତେବେ ମୁଁ ବି ଫ୍ରେସ୍ ହେଇଯାଉଛି ।

୯) ଶିକ୍ଷୟତ୍ରୀ କ୍ଲାସରେ ଏକ ଛୁଆକୁ କହିଲେ କାଲି ମୁଁ ସୁର୍ଯ୍ୟ ଉପରେ ଲେକ୍ଚର ଦେବି , କେହି ବି କ୍ଲାସ୍ ମିସ୍ କରିବନି , ଗୋଲୁ- କିନ୍ତୁ ମୁଁ ଆସିପାରିବିନି ମ୍ୟାଡାମ୍ , ଶିକ୍ଷୟତ୍ରୀ-କାହିଁକି ? ଗୋଲୁ- ମୋର ମା ଏତେ ଦୁର ଯାଇପାରିବନି ।

୧୦) ସ୍ୱାମୀ –ସ୍ତ୍ରୀ ଗୋଟେ ପ୍ଲେଟରେ ଗୁପଚୁପ୍ ଖାଉଥିଲେ, ଜଣେ ଅନ୍ୟଜଣଙ୍କ ଆଖିରେ ଅନାଇଥିଲେ ସ୍ତ୍ରୀ ରୋମାଣ୍ଟିକ୍ ହୋଇକହିଲା,  ଏମିତି କଣ ଅନେଇଛ ? ସ୍ୱାମୀ- ଟିକିଏ ଆରାମ୍ ସେ ଖା ମୁଁ ଖାଇପାରୁନି ।

୧୧) ପୁଅ- ମା ତୋର ନଜରରେ ମୋର କଣ ଦାମ୍ ଅଛି ? ମା-ପୁଅ ତୁ ମୋର ଲକ୍ଷେରେ ନୁହେଁ କୋଟିଏ ରେ ଗୋଟେ ଅଟୁ- ପୁଅ- ତେବେ ସେହି କୋଟିଏ ଟଙ୍କାରୁ ୨୦୦ ଟଙ୍କା ଦେଇ ଦେ ନେଟ୍ ପ୍ୟାକ୍ ପକାଇବି, ତାପରେ ମାର ହାତ ପୁଅର ଗାଲ ।

୧୨) ସ୍ତ୍ରୀ-ଗୋଟେ କଥା କହିବି ? ସ୍ୱାମୀ-କୁହ, ସ୍ତ୍ରୀ-ମାରିବନି ତ ? ସ୍ୱାମୀ- ନାହିଁ , କଣ କହୁନ , ସ୍ତ୍ରୀ-ମୁଂ ଗର୍ଭବତୀ ଅଛି , ସ୍ୱାମୀ-ଆରେ ବାଃ ଭଲ ଖବର, ତୁମେ ଡରୁଛ କଣ ପାଇଁ ? ସ୍ତ୍ରୀ-କଲେଜର ଦିନରେ ବାପା କହିଥିଲି ଯେ ବହୁତ ବାଡେଇଥିଲେ , ସ୍ୱାମୀ-ବେହୋସ୍ ।

୧୩) ସ୍ତ୍ରୀ-ଆମର ପଡୋଶୀ ସବୁଦିନ ନିଜ ସ୍ତ୍ରୀକୁ କିସ୍ କରି ଅଫିସ୍ ଯାଏ , କିନ୍ତୁ ତୁମେ କେବେ କରୁନ କଣପାଈଁ? ସ୍ୱାମୀ-କମାଲ୍ କରୁଛ , କେମିତି କିସ୍ କରିନେବି ମୁଁ ତ ତାର ସ୍ତ୍ରୀକୁ ଜାଣିବି ନାହୀଁ ।

୧୪)ପୁଅ- ବାପା ମୁଂ ବାହାହେବାକୁ ଚାହୁଁଛି, ବାପା- ପ୍ରଥମେ ସରି କହ , ପୁଅ-କଣ ପାଇଁ ? ବାପା-ସରି କହ ଆଗ, ପୁଅ-କିନ୍ତୁ କଣ ପାଇଁ ? ମୁଁ କଣ କଲିକି ? ବାପା-ପ୍ରଥମେ ସରି କହ, ପୁଅ-କିନ୍ତୁ ମୋର୍ ଭୁଲ୍ କଣ କୁହ ଆଗ, ବାପା-କହିଲି ପା ଆଗ ସରି କହ, ପୁଅ- କିନ୍ତୁ କଣ ପାଇଁ ? ବାପା-ତୁ ପ୍ରଥମେ ସରି କହ , ପୁଅ-ପ୍ଲିଜ୍ ପ୍ରଥମେ ତ କାରାଣ କୁହ , ବାପା-କହିଲି ପା କହ ଆଗ ସରି , ପୁଅ- ଠିକ୍ ଅଛି ବାପା ମୋର ଭୁଲ୍ ହୋଇଯାଇଛି ସରି,  ବାପା-ଏବେ ତୁମେ ବିଲକୁଲ୍ ପ୍ରସ୍ତୁତ ଅଛ, ତୁମର ଟ୍ରେନିଙ୍ଗ୍ ଶେଷ, ଯେବେ ତୁମେ ବିନା କେଉଁ କାରଣରୁ ସରି କହିବ , ଶିଖିଗଲେ ତୋତେ ବାହାକରାଇପାରିବି ।

୧୫) ଏକ ଗଞ୍ଜାର ମୁଣ୍ତରେ ଦୁଇଟି ବାଳ ଥିଲା, ଦୁହେଁଙ୍କ ମଧ୍ୟରେ ପ୍ରେମ ହୋଇଗଲା, ତାପରେ ତାଙ୍କ ବାହାଘର ବି ହୋଇନଥିଲା , ସୋନୁ-କଣ ପାଇଁ ହେଲାନି ବାହାଘର, ମୋନୁ –କାରଣ ବାଳ ବିବାହ ଆଇନଗତ ଅପରାଧ ଅଟେ ।

୧୬) ପ୍ରଥମ ସାଙ୍ଗ- ସାଙ୍ଗ ମୁଁ ନିଜ ଗାର୍ଲଫ୍ରେଣ୍ତକୁ ତାର ବାର୍ଥ ଡେରେ ନିଜ ଭଉଣୀର ହିରାର ମୁଦି ଦେଇଦେଲି, ଦ୍ୱିତୀୟ ସାଙ୍ଗ- ଚାପୁଡା ମାରିକି- ଏବେ କମିନା ତୋର ଭଉଣୀ ହିଁ ମୋର ଗାର୍ଲଫ୍ରେଣ୍ତ ଅଟେ,  ମୁଁ ତାକୁ ସେଇ ମହଙ୍ଗା ମୁଦି ଦେଇଥିଲି , ପ୍ରଥମ ସାଙ୍ଗ- ଶଳା ମାରୁଛୁ କଣ ପାଇଁ , ତୋର ଘରକୁ ତ ପୁଣି ଯାଉଛି ନା , ତୋର ଭଉଣୀକୁ ।

୧୭) ପପୁ –ମେଡିକାଲରେ ଏକ ନର୍ସକୁ କହିଥାଏ , ଆଇ ଲଭ୍ ୟୁ- ତୁମେ ମୋର୍ ହୃଦୟ ଚୋରିକରିନେଲ,  ନର୍ସ- ଚାଲ୍ ମିଛୁଆ, ହୃଦୟକୁ ହାତତ ଲଗାଇନୁ , ଆମେ ତ କେବଳ କିଡନୀ ଚୋରାଇଛୁ, ପପୁ-ଏବେ କୋମାରେ ଚାଲିଯାଇଛି ।

୧୮) କମିନା ସାଙ୍ଗ- ଦୁଇ ସାଙ୍ଗ ବହୁତ ଦିନ ପରେ ଦେଖାହେଲେ, ପ୍ରଥମ- ଆରେ ଭାଇ କଣ ଖବର? ଦ୍ୱିତୀୟ- ବହୁତ ଖରାପ ସାଙ୍ଗ, ପ୍ରଥମ – କଣ ହେଲା କି ସାଙ୍ଗ? ଦ୍ୱିତିୟ- ସାଙ୍ଗ ମୋର ଗାର୍ଲଫ୍ରେଣ୍ତ ମୋତେ ଛାଡିକି ଚାଲିଗଲା,  କାଲି ରେଜଲ୍ଟ୍ ଆସିଲା,  ତେବେ ମୁଁ ଫେଲ୍ , ଏବେ ମରିବାକୁ ସମୟ ଆସିଯାଈଛି, ପ୍ରଥମ- ଠିକ୍ କରୁଛୁ ସାଙ୍ଗ- ମଜା ତୋର, ଏହାକୁ କହନ୍ତି ବେଷ୍ଟ ଫ୍ରେଣ୍ତ ।

୧୯) ଦିନେ ରାତିରେ ଶାଳୀ ସାହିବା ରୁମରେ ବସି କିଛି ଭାବୁଥିଲେ,  ତେବେ ତାର ଭିଣେଇ ପେପର ନେଇକରି ସେଠାକୁ ଆସିଲା,  ଭିଣେଇ- ବହୁତ ସାହାସ କରି ଶାଳିକୁ –ପେପରରେ ଜଣେ ଲେଖକ ଲେଖିଛନ୍ତି କି ସ୍ୱାମୀଙ୍କୁ କହିବାର ହକ୍ ହେବା ଜରୁରୀ, ଶାଳି –ହସିକରି –ଦେଖ ତ ବିଚରା କେବଳ ଲେଖିହିଁ ପାରିଲା

୨୦) ଘୋର୍ କଳିଯୁଗ ଆସିଯାଇଛି,  ଯେଉଁଠି ସାଙ୍ଗର୍ ବାହାଘରରେ ବହୁତ ନାଚୁଥିଲେ,  ସେ ମୁର୍ଖ, ନିଜ ସ୍ତ୍ରୀକୁ ବାହାଘରର ଆଲବମ୍ ଦେଖାଇକହିଲା- ମଦୁଆ ଶଳା ।

୨୧) ସ୍ତ୍ରୀ- ମୁଁ ବହୁତ ହଇରାଣ ହେଇଗଲିଣି ଏଇ ଲୋକଠାରୁ, କିଛି ବି କାମ ଠିକ୍ ରେ କରୁନି, ସ୍ୱାମୀ-ଆରେ ଭାଗ୍ୟବାନ ଏବେ କଣ ମୋର ଭୁଲ୍ ହୋଇଗଲା,  ସ୍ତ୍ରୀ-କାଲି ତୁମେ ଗ୍ୟାସ୍ ଶେଷ ହେବାପରେ କେମିତି ସିଲିଣ୍ତର ଲଗାଇଲ, ଦୁଇଥର କ୍ଷୀର ଗରମ୍ କଲି, ଦୁହେଁ ଥର ଛିଡିଗଲା

Leave a Reply

Your email address will not be published. Required fields are marked *