April 20, 2024

Odia Express

News For Public

୨୧ ସେପ୍ଟେମ୍ବର ବକ୍ର ହେବେ ରାହୁ କେତୁ , ଜାଣନ୍ତୁ ୧୨ ଟି ରାଶି ଉପରେ କିପରି ରହିବ ଏମାନଙ୍କ ପ୍ରଭାବ

1 min read

ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ରାହୁ କେତୁକୁ ଛାୟା ଗ୍ରହ ବୋଲି ଜଣାଯାଏ । ଆପଣଙ୍କୁ କହିଦେବୁ କି ରାହୁ କେତୁ ସବୁବେଳେ ବକ୍ରି ଗତି ମାନେ ଓଲଟା ଚାଲି ଚାଲିଥାଏ , ଜ୍ୟୋତିଷ୍ୟ ସୁଚନା ମୁତାବିକ ୨୧ ସେପ୍ଟେମ୍ବର ୨୦୨୦ କୁ ରାହୁ ନିଜ ବକ୍ର ଗତିରେ ମିଥୁନ ରୁ ବୃଷ ରାଶିରେ ପ୍ରବେଶ କରିବେ , ଓ କେତୁ ଧନୁ ରାଶିରୁ ବିଛା ରାଶିରେ ପ୍ରବେଶ କରିବାର ଅଛି , ରାହୁ କେତୁର ଏହି ପରିବର୍ତ୍ତନରୁ ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ , ଆଜି ଆମେ ଆପଣଙ୍କୁ ଏହାର ସୁଚନା ଦେବାକୁ ଚାହୁଁଛୁ ।

୧)ମେଷ ରାଶି : – ମେଷ ରାଶିର ଜାତକରେ ରାହୁ କେତୁର ଏହି ପରିବର୍ତ୍ତନ ସକାଶେ ଅଚାନକ ଧନ ହାନି ହେବାକୁ ପଡିପାରେ  ଘର ପରିବାରରେ କେଉଁ କଥାକୁ ନେଇକରି ମତଭେଦ ହେବାର ସଂମ୍ଭାବନା ଅଛି , କେଉଁ ନିଜ ସଂମ୍ପର୍କୀୟ ସହ ଯୁକ୍ତିତର୍କ ହୋଇପାରେ , ବିଦ୍ୟାର୍ଥୀଙ୍କ ସହ ବହୁତ କଠିନ ହେବାର ଅଛି । ଆପଣଙ୍କ ମନ ପାଠପଢାରେ ଲାଗିବ ନାହିଁ , ଶତ୍ରୁ ପକ୍ଷ ଆପଣଙ୍କୁ ହଇରାଣ କରିପାରେ , ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ।

୨)ବୃଷ ରାଶି : -ବୃଷ ରାଶିରେ ରାହୁ କେତୁର ଏହି ପରିବର୍ତ୍ତନ କାରଣରୁ ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ , ଆପଣଙ୍କୁ ଏହି ପରିବର୍ତ୍ତନରୁ ଶୁଭ ପ୍ରମାଣିତ ହେବ , ଅଚାନକ ଧନ ଲାଭ ମିଳିବାର ଯୋଗ ହେଉଛି , ସଂନ୍ତାନ ସୁଖ ପ୍ରାପ୍ତି ହୋଇପାରେ , ଆପଣଙ୍କ ଭାଗ୍ୟ ପ୍ରବଳ ହେବାର ଅଛି , ମାନସିକ କଷ୍ଟରୁ ମୁକ୍ତି ମିଳିବ , ସ୍ୱାସ୍ଥ୍ୟ ହିସାବରେ ସମୟ ଶୁଭ ରହିବାର ଅଛି ।

୩)ମିଥୁନ ରାଶି :- ମିଥୁନ ରାଶିର ଜାତକରେ ରାହୁ ଓ କେତୁର ରାଶି ପରିବର୍ତନ ହେତୁ ଧନ ସଂବନ୍ଧିତ ମାମଲାରେ ସାବଧାନ ରହିବାର ଅଚି, ଅନ୍ୟଥା ଧନ ହାନି ହୋଇପାରେ , ଆମଦାନୀରେ ଅଧିକା ଖର୍ଚ୍ଚ ବୃଦ୍ଧି ହେବ , ପରିବାର ଲୋକଙ୍କ ସହ ଆପଣଙ୍କ ତାଳମେଳ ବନାଇରଖିବେ , ଆପଣଙ୍କୁ ଘରରୁ ଦୁରକୁ ଯିବାକୁ ପଡିପାରେ , ଦାମ୍ପତ୍ୟ ଜୀବନରେ ସୁଖର କମି ରହିବ , ଭାଇ ବନ୍ଧୁଙ୍କ ସହ କଥା କଟାକଟୀ ହୋଇପାରେ,  ଆପଣ କେଉଁ ଲମ୍ବା ଯାତ୍ରାରେ ଯିବାରୁ ଦୁରେଇ ରୁହନ୍ତୁ ।

୪)କର୍କଟ ରାଶି : – କର୍କଟ ରାଶିର ଜାତକରେ ରାହୁ ଓ କେତୁର ଏହି ରାଶି ପରିବର୍ତ୍ତନ ହେତୁ ସାମାନ୍ୟ ଫଳ ପ୍ରାପ୍ତି ହେବ , ଧାର୍ମିକ କାର୍ଯ୍ୟରେ ଆପଣଙ୍କୁ ମନ ଲାଗିବ , ଦାନପୁଣ୍ୟ ପ୍ରବୃତି ବଢିପାରେ , ଆପଣଙ୍କ ଆମଦାନୀ ସାମାନ୍ୟ ରହିବ , ଏଥିପାଇଁ ଆମଦାନୀ ଅନୁସାରେ ଖର୍ଚ୍ଚ ଉପରେ ଲଗାମ ଲଗାଇପାରେ , ମିତ୍ରଙ୍କ ସହ ମତଭେଦ ହେବାର ସଂମ୍ଭାବନା ଅଛି , ସନ୍ତାନର ଗତିବିଧିଗୁଡିକ ନଜର ପକାଇପାରେ,  ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର୍ଯ୍ୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ ।

୫) ସିଂହ ରାଶି :- ସିଂହ ରାଶିର ଜାତକ ପାଇଁ ରାହୁ କେତୁର ଗୋଚର ଲାଭଦାୟକ ରହିବ , ଆପଣଙ୍କ ଅଟକିଥିବା ପଇସା ଫେରିପାଇବେ , ଆପଣଙ୍କ କେଉଁ ଅଧୁରା ମନୋକାମନା ପୁରା ହୋଇପାରେ , କାମକାର୍ଯ୍ୟରେ ଆପଣଙ୍କ ମନୋବାଞ୍ଚିତ ଫଳ ପ୍ରାପ୍ତି ହେବାର ସଂମ୍ଭାବନା ଅଛି , ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ , ସଂମ୍ପତ୍ତି ପ୍ରାପ୍ତି ଯୋଗ ହେଉଛି , ଆପଣଙ୍କ ମନ ବହୁତ ଖୁସି ରହିବାର ଅଛି, ଆପଣ ଶତ୍ରୁକୁ ପରାସ୍ତ କରିବେ ।

୬) କନ୍ୟା ରାଶି : କନ୍ୟା ରାଶିର ଜାତକରେ ରାହୁ କେତୁର ଗୋଚର ଅତି ଉତ୍ତମ ରହିବ , ରାଜ୍ୟର ତରଫରୁ ଆପଣଙ୍କୁ ଲାଭ ମିଳିବାର ସଂମ୍ଭାବନା ଅଛି । ଧନ ସଂବନ୍ଧିତ ଯୋଜନାରୁ ଆପଣଙ୍କୁ ସଫଳତା ମିଳିବ , ଆପଣଙ୍କ ଭାଗ୍ୟ ପ୍ରବଳ ରହିବ , କାର୍ଯ୍ୟସ୍ଥଳରେ ଆପଣଙ୍କୁ ଭଲ ପ୍ରଦର୍ଶନ୍ କରିବ , ଆପଣଙ୍କ ପରିବାର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳରେ ଯାତ୍ରା କରିପାରିବେ , ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ଆପଣ ନିଜ କ୍ୟାରିୟରରେ ଆଗକୁ ବଢିବେ , ଛୁଆଙ୍କ ତରଫରୁ ଚିନ୍ତା ଦୁର ହେବ ।

୭) ତୁଳା ରାଶି : ତୁଳା ରାଶିର ଜାତକରେ ରାହୁ ଓ କେତୁ ଗୋଚର କାରଣରୁ ବିଦେଶ ଯାତ୍ରା ଯିବାର ଅବସର ମିଳିବ , ଅଚଳ ସଂମ୍ପତ୍ତି ପ୍ରାପ୍ତି ହେବାର ସଂମ୍ଭାବନା ହେଉଛି , ଧନ ଲାଭ ମିଳିବ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ତାଳମେଳ ରହିବ , କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ମନ ବଳିବ , କେଉଁ ପୁରୁଣା ରୋଗରୁ ମୁକ୍ତି ମିଳିପାରିବ ।

୮) ବିଛା ରାଶି : ବିଛା ରାଶିର ଜାତକରେ ରାହୁ ଓ କେତୁର ଗୋଚର କାରଣରୁ ବେପାର ଓ ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ , ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସଂମ୍ଭବନା ଅଛି , ଆପଣଙ୍କ କେଉଁ ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି , ସମାଜରେ ମାନ ସମ୍ମାନ ପ୍ରତିଷ୍ଠାର ବୃଦ୍ଧିହେବ , ଶାରରୀକ କଷ୍ଠରୁ ମୁକ୍ତି ମିଳିବ , ବିଦ୍ୟାର୍ଥୀ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ , ମାତା ପିତାଙ୍କର ଆଶିର୍ବାଦ ଆପଣଙ୍କ ସାଥିରେ ରହିବ ।

୯) ଧନୁ ରାଶି : ଧନୁରାଶିର ଜାତକରେ ରାହୁ ଓ କେତୁର ଗୋଚର କାରଣରୁ ଚିନ୍ତାରେ କାଳତିପାତ କରିବାକୁ ପଡିପାରେ , ଆପଣଙ୍କ ଆମଦାନୀରେ କମି ଆସିପାରେ , ମନରେ କେଉଁ କଥାକୁ ନେଇକରି ଚିନ୍ତା ବଢିବ , ଶାରରୀକ ପିଡା ହେବାର ସଂମ୍ଭାବନା ଅଛି , ଏଥିପାଇଁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ , ଆପଣ କେଉଁଠି ପଇସା ନିବେଶ କରନ୍ତୁ ନାହିଁ , ଧନ ହାନି ହୋଇପାରେ , ଛୁଆଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ ରହିବେ ।

୧୦) ମକର ରାଶି :- ମକର ରାଶିର ଜାତକରେ ରାହୁ ଓ କେତୁର ଗୋଚର ଯୋଗୁଁ ସୁଖ ପ୍ରାପ୍ତି ହେବ , ଆପଣଙ୍କ ଧନ ବୃଦ୍ଧି ହୋଇପାରେ , ଆୟର ଜରିଆ ହାସିଲ୍ କରିବେ , ସେୟାର୍ ବଜାର ସହ ଯୋଡି ହୋଇଥିବା ଲୋକଙ୍କୁ ଭଲ ଲାଭ ମିଳିବ , ଆପଣଙ୍କ ଭାଗ୍ୟ ପ୍ରବଳ ରହିବ , ସବୁ ମାମଲାରେ ଭାଗ୍ୟର ସାଥି ମିଳିବ , ଆପଣଙ୍କ ସବୁ କାର୍ଯ୍ୟ ମନ ମୁତାବିକ ପୁରା ହୋଇଯିବ , ଯାହାର ଭଲ ଫାଈଦା ପାଇବେ ।

୧୧) କୁମ୍ଭ ରାଶିର ଜାତକରେ ରାହୁ ଓ କେତୁର ଗୋଚର କାରଣରୁ ପାରିବାରିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ, ଆପଣଙ୍କ କେଉଁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ବିଗଡିପାରେ , ଯାହାକୁ ନେଇକରି ଆପଣ ବହୁତ ଚିନ୍ତିତ ବି ହୋଇପାରନ୍ତି  ସୁଖର ହାନି ହେବାର ସଂମ୍ଭାବନା ଅଛି , ଆପଣଙ୍କ ମନ ବହୁତ ଉଦାସ ରହିବ , ନିଜ ସଂମ୍ପର୍କୀୟଙ୍କ ବାଦ ବିବାଦ ହେବାର ସଂମ୍ଭାବନା ଅଛି , ଆପଣଙ୍କ କେଉଁ ନୁଆ କାମ ଆରମ୍ଭ କରନ୍ତୁ ନାହିଁ , ଆପଣଙ୍କ ଧୈର୍ଯ୍ୟ ଓ ସଂୟମ କାମରେ ଆଣିବାର ଆବଶ୍ୟକତା ଅଛି ।

୧୨) ମୀନ ରାଶି : ମୀନ ରାଶିର ଜାତକରେ ରାହୁ ଓ କେତୁର ଗୋଚରରୁ ଆର୍ଥିକ ଲାଭ ମିଳିବ , ଅଚାନକ ଧନ ପ୍ରାପ୍ତି ହେବାର ସଂମ୍ଭାବନା ଅଛି , ଆପଣଙ୍କ ଶତ୍ରୁ ପରାସ୍ତ ହେବେ , ଆପଣଙ୍କ ଭାଗ୍ୟରେ ବୃଦ୍ଧି ହେବ , ମିତ୍ରଙ୍କ ସହ ଲାଭ ମିଳିବାର ସଂମ୍ଭାବନା ଅଛି , ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିପାରିବ , ସନ୍ତାନର ସାହାଯ୍ୟରେ ଆପଣଙ୍କୁ ଫାଇଦା ମିଳିବ , ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି , ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ ।

Leave a Reply

Your email address will not be published. Required fields are marked *