April 24, 2024

Odia Express

News For Public

ଯାହାଙ୍କୁ ଆପଣ ଭାବୁଥିଲେ ଛୋଟ ମୋଟ ଆକ୍ଟର, ସେ ହେଲେ ଲୋକପ୍ରିୟ ଅଭିନେତାଙ୍କ ପୁଅ..

ବଲିଉଡ୍ ଜଗତରେ ଆଜିକାଲି ସବୁଆଡେ ଷ୍ଟାର୍ କିଡସ୍ ଙ୍କ ଚର୍ଚ୍ଚା ହେଉଛି, କିଛି ଏମିତି ଷ୍ଟାର୍ କିଡସ୍ ଅଛନ୍ତି ଯାହାଙ୍କର ଚର୍ଚ୍ଚା ତାଙ୍କ ମା ବାପାଙ୍କ ଠାରୁ ଅଧିକା ହୋଇଥାଏ,  ସେମିତି ଏହି କଥା ସତ କି ବଲିଉଡ୍ ରେ ଏମିତି ବହୁତ ସାରା ବଡ ବଡ ଷ୍ଟାର୍ ଦେଖିବାକୁ ମିଳିଯିବେ , ଯାହାଙ୍କ ଛୁଆ ଆଜି ଫିଲ୍ମ ଜଗତରେ ବହୁତ ନାଁ କମାଉଛନ୍ତି , କିନ୍ତୁ ଆପଣଙ୍କୁ ଜଣାନଥିବ କି ସେ କେଉଁ ଷ୍ଟାରଙ୍କ ଛୁଆ ଅଟନ୍ତି ।ସେ ଆପଣଙ୍କ ପାଇଁ ଏକ ନୁଆ ଚେହେରା ହୋଇଥାଏ,  ଓ ଏହି କାରଣରୁ ବହୁତ ଫିଲ୍ମରେ କାମ କରିବାପରେ ତାଙ୍କୁ ସେତିକି ପପୁଲାର୍ ମାନାଯାଏ ନାହିଁ , ସେମିତି କିଛି ଷ୍ଟାରଙ୍କ ଛୁଆ ଏମିତି ହୋଇଥାନ୍ତି ଯାହାଙ୍କୁ ଫିଲ୍ମରୁ ଅଧିକା ବଡ୍ ରୋଲ୍ କିମ୍ବା ଲିଡ୍ ରୋଲ୍ସ ମିଳିପାରିନଥାଏ , ଓ ସେ ଛୋଟମୋଟ ରୋଲରେ ନଜର ଆସନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାରଙ୍କ ସହ ପରିଚିତ କରାଇବାକୁ ଯାଊଛୁ ଯିଏକି ବହୁତ ଫିଲ୍ମରେ ଦେଖାଯାଇଥିଲେ ।

ଆଜି ଆମେ ଯେଉଁ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସହ କିଛି ଏପରି ହେଲା ଯାହାଙ୍କୁ ଲୋକେ ଛୋଟ ମୋଟ ଷ୍ଟାର୍ ଭାବୁଥିଲେ , ସେ ଅସଲରେ ଏକ ବଡ ଷ୍ଟାରଙ୍କ ପୁଅ ଅଟନ୍ତି , ଆମେ ଯାହାଙ୍କ ବିଷୟରେ କଥା ହେଉଛୁ ସେ ଆଉ କିଏ ନୁହେଁ ବରଂ ବଲିଉଡ୍ ର ଲୋକପ୍ରିୟ ଅଭିନେତା ଅନୁପମ ଖେର୍ ଓ ଅଭିନେତ୍ରୀ କିରଣ ଖେରଙ୍କ ପୁଅଙ୍କ ବିଷୟରେ କହିବାକୁ ଯାଊଛୁ , ଫିଲ୍ମରେ ଆସିଲେ ସିନା କିନ୍ତୁ ନିଜ ପରିଚୟ ବନାଇପାରିଲେ ନାହିଁ । କହିଦେବୁ କି ତାଙ୍କ ନାଁ ସିକନ୍ଦର ଖେର୍ ଅଟେ , ଏହି ନାଁ ଆପଣମାନେ ପ୍ରଥମଥର ପାଇଁ ଶୁଣିଥିବେ କିନ୍ତୁ କହିଦେବୁ କି ବଲିଉଡ୍ ରେ ବହୁତ ଫିଲ୍ମରେ ସେ କାମ କରିସାରିଛନ୍ତି , ସେ ପୁଣି ସୁପରହିଟ୍ ଫିଲ୍ମରେ ସିକନ୍ଦର ଅଭିନୟର ଦୁନିଆଁରେ ପ୍ରଥମ ପାଦ ସଞ୍ଜୟ ଗୁପ୍ତାଙ୍କ ଫିଲ୍ମ ୱୁଡଷ୍ଟକ୍ ବିଲାରୁ ଆସିଥିଲେ

ଏହି ଫିଲ୍ମ ସିକନ୍ଦରଙ୍କ ଅଭିନୟ ଦର୍ଶକ ଓ କ୍ରିଟିକ୍ସଙ୍କୁ ବହୁତ ପସନ୍ଦ ଆସିଲା,  କହିଦେବୁ କି ୨୦୦୮ ରେ ସେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ,  ସିକନ୍ଦର ପ୍ଲେୟାର୍ସ, ଖେଲେ ଙ୍ଗେ ହମ୍ ଜି ଜାନ୍ ସେ , ଓ ଔରଙ୍ଗଜେବ୍ ପରି ବହୁତ ସୁପରହିଟ୍ ଫିଲ୍ମରେ ବହୁତ ନାଁ କମାଈଛନ୍ତି  ଆଜି ବି ଲୋକେ ଏହା ଜାଣିନାହାନ୍ତି କି ସେ ଅନୁପମ ଖେର୍ ଓ କିରଣଖେରଙ୍କ ପୁଅ ଅଟନ୍ତି ବୋଲି । ଆପଣଙ୍କୁ ଜଣେଇଦେବୁ କି ଅନୁପମ ପ୍ରାୟ ୫୦୦ ରୁ ଅଧିକା ଫିଲ୍ମ ଓ ଥିଏଟର୍ ରୋଲ୍ ପ୍ଲେ କରିସାରିଛନ୍ତି , ସେ ବହୁତ ଇଣ୍ଟରନ୍ୟାଶାନାଲ୍ ଫିଲ୍ମ ସହ ବି ଯୋଡି ହୋଇଛନ୍ତି ,

ତାଙ୍କର୍ ଇଣ୍ଟରନ୍ୟାଶାନାଲ୍ ଫିଲ୍ମ ବେଡ୍ ଇଟ୍ ଲାଇଫ୍ ବେକହମ୍ ୨୦୦୨ ରେ ଗୋଲଡେନ୍ କ୍ଲବ୍ ପାଇଁ ନୋମିନେଟ୍ କରାଯାଇଥିଲା ,ଅନୁପମ ପାଞ୍ଚଥର କମିକ୍ ରୋଲ୍ ପାଇଁ ବେଷ୍ଟ ଅଭିନେତା ଫିଲ୍ମଫେର୍ୟାର୍ ଆୱାର୍ଡ ଜିତିଛନ୍ତି , ସେ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଛାତ୍ର ରହିଥିଲେ , ଏହି କଥା ସତ କି ସିକନ୍ଦରଙ୍କ ମା ବାପା ପରି ଲୋକପ୍ରିୟତା ମିଳିପାରିଲା ନାହିଁ , କିନ୍ତୁ ସେ ଫିଲ୍ମରେ ନାଁ କମାଇବାପାଇଁ ବହୁତ୍ ପରିଶ୍ରମ କରୁଛନ୍ତି ।

Leave a Reply

Your email address will not be published. Required fields are marked *