April 20, 2024

Odia Express

News For Public

ଆଜିର ମଜାଦାର ଓଡ଼ିଆ ଜୋକ୍ସ : ସ୍ତ୍ରୀ ଗାଧୁଆ ଘରକୁ ମୋବାଇଲ ନେଇକି ଗାଧେଇବା ପାଇଁ ଯାଉଥିଲେ ସ୍ଵାମୀ ପଚାରିବାରୁ କହିଲେ ଏପରି କଥା ହସି ହସି ବେଦମ ହେଇଯିବେ ଆପଣ..

1 min read

ଆଜିକାଲି ଜୀବନରେ ଏକ ଥକାପଣ ଆସିଯାଈଛି କି ଲୋକେ ନିଜ ଘରକୁ ବେଶୀ ଧ୍ୟାନ ଦେଇପାରୁନାହାନ୍ତି , ଯାହାର କାରଣରୁ ଘରର ମାହୋଲ୍ ବିଗଡିଯାଏ , ଓ ତାହା ସହ ଥକାପଣ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଯାଏ , ଯାହା ଆମେ ଡାକ୍ତର ପାଖକୁ ଯାଈକରି ଦେଖାଇଥାଉ ଓ କିଛି ମେଡିସିନ୍ ବି ଡାକ୍ତର ଦେଇଥାନ୍ତି , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ହସିବା ସ୍ୱାସ୍ଥ୍ୟ ପାଇଁ ଏକ ବଡ ଚିକିତ୍ସା ଅଟେ ଥକାପଣ ପାଇଁ । ଡାକ୍ତର ବି ପରାମର୍ଶ ଦିଅନ୍ତି କି ୧ ଘଣ୍ଟା ହସିବା ଦ୍ୱାରା ମାନସିକ ସନ୍ତୁଳନ ଓ ସ୍ୱାସ୍ଥ୍ୟ ଦୁହେଁ ଠିକ୍ ହୋଇଯାଏ  ଓ ସବୁ କଠିନତାରୁ ଦୁର କରି ହସିବାର ସାମ୍ଣା କରିବାର ଉଚିତ୍ , ଆଜି ଆମେ ଆପଣଙ୍କୁ କିଛି ମଜାଦାର୍ ଚୁଟକୁଲା ଶୁଣାଇବୁ ଯାହାକୁ ଶୁଣି ଆପଣ ହସି ହସି ବେଦମ୍ ହୋଇଯିବେ ।

୧) ସୋନୁର ବାହାଘର ଥିଲା କିନ୍ତୁ ଶେଷ ଫେରା ପୁର୍ବରୁ ବିବାହ ମଣ୍ତପରୁ ସେ ପଳେଇ ଠିଆ ହେଲା , ଜଣେ ବିବାହିତ ପୁଅ ତାହାକୁ ଦେଖିକହିଲା ଲାଗୁଛି ଏହାର ସାହାସ ଭାଙ୍ଗିଯାଇଥିବ , ଏହି କଥାରେ ଜଣେ ସ୍ତ୍ରୀକୁ ଚିନ୍ତିତ ହୋଇ ପୁଅ କହିଲା ନା ତାହାର ସାହାସ ଫେରିଆସିଛି ।

୨) ବାପା ପୁଅର ତଲାସି କଲେ , ସିଗାରେଟ୍, ବିୟର୍ ଓ ଝିଅମାନଙ୍କର ନମ୍ବର ମିଳିଲା , ବାପା ବହୁତ ମାରିଲେ ପଚାରିଲେ କେବେ ଠାରୁ ଚାଲୁଛି ଏଇ ସବୁ । ପୁଅ କହିଲା –ବାପା ଏହି ଜ୍ୟାକେଟ୍ ତ ଆପଣଙ୍କ ଅଟେ ।

୩) ପପୁ ୧୫ ଟଙ୍କା ଚେକ୍ ନେଇକରି ଏନ୍ ଜିଓ ଗଲା ଓ କହିଲା ମୋର ଦାନ କରିବାର୍ ଅଛି , ଏନ୍ ଜିଓ ବାଲା ଚେକ୍ ନେଇଗଲେ ଓ ପପୁକୁ ଫେରାଇକହିଲେ ଏହାଉପରେ ତୁମର ସାଇନ୍ ନାହିଁ ପପୁ- ଶ୍ରୀମାନ୍ ମୋତେ ଗୁପ୍ତଦାନ କରିବାର ଅଛି ।

୩)ଜେଠାଲାଲ୍- ତୁମର କାର୍ ପେଟ୍ରୋଲ୍ ରେ ଅଛି, ମେୱା ଲାଲ-ନା ଜେଠଲାଲ୍-ଗ୍ୟାସ୍ ରେ ଅଛି ? ମେୱାଲାଲ୍-ନା ଜେଠାଲାଲ୍- ଡିଜେଲ୍ ରେ ମେୱାଲାଲ୍- ନା , ଜେଠାଲାଲ୍ ବିରକ୍ତି ହୋଇ କେଉଁଥିରେ ଚାଳୁଛି ଭାଇ, ମେୱାଲାଲ୍- କିସ୍ତିରେ ଭାଇ

୪) ସ୍ତ୍ରୀ : ଶୁଣ ହୋ ମୋତେ ଶିମଲା ବୁଲିଯିବାକୁ ମନ ହେଉଛି , କେବେ ଯିବା କୁହ ? ସ୍ୱାମୀ-ତୋର ଭାଇ ୨୫ ହଜାର ଟଙ୍କା ଉଧାର ନେଇଛି, ଯେବେ ଦେବ ତେବେ ଯିବା ଆଉ, ସ୍ତ୍ରୀ-ମୁଁ ଶୁଣିଛି ସେଠି ବରଫ ବହୁତ ପଡୁଛି, ଛାଡ ଯିବାନାହିଁ ଛୁଆଙ୍କୁ ଥଣ୍ତା ଲାଗିଯିବ ।

୫) ପୁର୍ବର ବାହାଘର ଓ ଏବେ କାର ବାହାଘର ହେଉଥିବା ଭୋଜନ ମଧ୍ୟରେ ମୁଳଭୁତ ଅନ୍ତର, ପୁର୍ବରୁ ଖାଇବା ଗୋଟେ ଜାଗାରେ ହେଉଥିଲା,  ଓ ଖାଇବା ପରୋଶିବା ବାଲା ବୁଲୁଥିଲେ,  ଓ ଏବେ ପରସିବା ଲୋକ ଗୋଟେ ଜାଗାରେ ରହୁଛନ୍ତି , ଓ ଖାଇବା ବାଲା ପାଗଲ ପରି ବୁଲୁଛନ୍ତି ।

୬) ଏହି ଭୟାନକ ଗରମ ଦିନରେ ଆଖୁର ରସ, ଲେମ୍ବୁ ପାଣି, ପୁଦିନା, ଦହି ଓ ଲସି କେତେ ବି ପିଅ , କିନ୍ତୁ କଲିଜାକୁ ଶାନ୍ତି ସ୍ତ୍ରୀର ବାପଘରକୁ ଗଲେ ହିଁ ମଜା ଆସେ ।

୭) ପ୍ରେମିକା- ଜାନୁ , ନୁଆ ବର୍ଷକୁ ପାର୍ଟି କରିବେ । ପ୍ରେମୀ- ଓହଃ ନାଁ ମୋର ସ୍ତ୍ରୀ ରୋଗାକ୍ରାନ୍ତ ଅଛି, ମୋତେ ମେଡିକାଲ୍ ନେଇଯିବାର ଅଛି । ପ୍ରେମିକା- କଣ ତୁମେ ବିବାହିତ ଅଟ, ତୁମେ ମୋତେ ଧୋକା ଦେଲ, ପ୍ରେମୀ- କିନ୍ତୁ ମୁଁ ତ ପୁର୍ବରୁ କହିଛି କି ମୋର ଘରେ ଏକ ବଡ୍ ଅସୁବିଧା ଅଛି ।

୮) ଜିନ୍ ବୋତଲରୁ ମୁକ୍ତ ହେବାପରେ କହିଲା କଣ ହୁକୁମ୍ ଅଛି ମୋର ଆକ୍କା, ମାଲିକ- କିଛି ଏମିତି କର କି ସବୁ ସ୍ତ୍ରୀ ନିଜ ସ୍ୱାମୀଙ୍କ କଥା ମାନିବାକୁ ଲାଗିବେ ଓ ତାଙ୍କର ଇଜ୍ଜତ୍ କରିବେ , ଜିନ୍ ପୁଣି ବୋତଲରେ ଯାଇକରିକହିଲା- ଚାଚା ଠିପି ଟିକିଏ ଟାଇଟ୍ ରେ ଲଗାଇବ ।

୯) ଯଦି ସ୍ତ୍ରୀର ଦେହ ଠିକ୍ ନାହିଁ ତେବେ ମେଡିକାଲ୍ ନେଇଯିବାବଦଳରେ ଶାଢୀର ଦୋକାନକୁ ନେଇଯାଅ, ତାପରେ ଆରାମ ନ ଆସିଲେ ସୁନା ଦୋକାନକୁ ନେଇଯାଅ , ତୁରନ୍ତ ଆରାମ୍ ପାଇବେ ।

୧୦) ଭିକାରୀ : ମୁଁ ଏମିତିଆ ସେମିତିଆ ଭିକାରୀ ନୁହେଁ ମୁଁ ଟଙ୍କା କମାଇବାପାଇଁ ୧୦୦ ପ୍ରକାର ବହି ଲେଖିଛି, ସୁରେଶ୍- ତାପରେ ବି ତୁ ଭିକ କାହିଁକି ମାଗୁଛୁ , ଭିକାରୀ କାରଣ- ସେହି ବହିରେ ଲେଖାଯାଇଥିଲା କି ସବୁଠାରୁ ସହଜ ତରିକା ଏଇଟା

୧୧) ଏକ ବ୍ୟକ୍ତିର ସ୍ତ୍ରୀ ହଜିଗଲା,  ସେ ପେପରରେ ବିଜ୍ଞାପନ ଦେଲା ଯାହାକୁ ମୋର ସ୍ତ୍ରୀ ମିଳିବ ତାକୁ ନିଜ ପାଖରେ ରଖିବ ଯିଏ ମୋର ପାଖକୁ ଆଣିବ ତାକୁ ମୁଁ ଛାଡିବିନାହିଁ ।

୧୨) ସ୍ୱାମୀ- ଆରେ କୁଆଡେ ଯାଉଛ ତୁମେ? ସ୍ତ୍ରୀ- ଦେଖାଯାଉନି କି ଗାଧୋଇବାକୁ ଯାଉଛି, ସ୍ତ୍ରୀ-ଆରେ ମୋବାଇଲ୍ ନେଇକରି, ସ୍ତ୍ରୀ- ତେବେ ବାଲଟିରେ ପାଣି ଭର୍ତ୍ତି ହେବା ଯାଏଁ କଣ କରିବି ଯେ ?

୧୩) ଶିକ୍ଷକ- ଆବଶ୍ୟକତା ଆବିଷ୍କାରର ଜନନୀ ଅଟେ, ଉଦାହରଣ ସହିତ ଏହାର ମତଲବ ବୁଝାଅ, ପପୁ- ଗାର୍ଲଫ୍ରେଣ୍ତ କିମ୍ବା ବୟଫ୍ରେଣ୍ତ ଆବଶ୍ୟକତାର ଜନନୀ ଅଟେ , ଶିକ୍ଷକ- ତୋର ପାଇଁ ମୋର ଏହି ଖଜୁରି ଗଛ ବାଡି ତୋର ଏହି ପ୍ରକାର ଆବଶ୍ୟକତାର ଜନନୀ ଅଟେ ।

Leave a Reply

Your email address will not be published. Required fields are marked *