ଆଜିର ଚତୁର ପ୍ରଶ୍ନ ଉତ୍ତର – ଚନ୍ଦ୍ରର ନିଜର ଆଲୋକ ନାହିଁ,ସେ କାହା ଆଲୋକରେ ଆଲୋକିତ ହୁଏ ?ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ

ଆସନ୍ତୁ ଜାଣିବା କେତେକ ଜ୍ଞାନ ବର୍ଦ୍ଧକ ସାଧାରନଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ।ଆସନ୍ତୁ ଜାଣିବା ସେ ସବୁ ପ୍ରଶ୍ନ ଓ ଉତ୍ତର ବିଷୟରେ।ଏବେ ଚାଲନ୍ତୁ ଜାଣିବା ସେ ଅସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ଯଦି ଆପଣ ଧୀର ମନ ରେ ଶୁଣିବେ ତେବେ ନିଶ୍ଚୟ ଏହାର ସଠିକ ଉତ୍ତର ଭାବିକି ଦେଇ ପାରିବେ |ତେବେ ଚାଲନ୍ତୁ ଆଜିର ଏହି ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-କେଉଁ ଭାଷାଟି କର୍ଣ୍ଣାଟକର ରାଜ୍ୟ ଭାଷା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କନ୍ନଡ଼,ଏହି ଭାଷାଟି କର୍ଣ୍ଣାଟକ ର ରାଜ୍ୟ ଭାଷା ଅଟେ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ମରାଠୀ ଭାଷାଟି କେଉଁ ରାଜ୍ୟର ପ୍ରମୁଖ ଭାଷା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାରାଷ୍ଟ୍ର,ଏହି ଭାଷାଟି ମହାରାଷ୍ଟ୍ରର ପ୍ରମୁଖ ଭାଷା ଅଟେ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-କେଉଁ ଧର୍ମ ଗ୍ରନ୍ଥ ଟି ଖ୍ରୀଷ୍ଟିଆନ ଧର୍ମର ଏକ ପବିତ୍ର ଗ୍ରନ୍ଥ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଇବେଲ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ହୀରାକୁଦ କଣ ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଦୀବନ୍ଧ ପାଇଁ ପ୍ରସିଦ୍ଧ ଅଟେ ଆଉ ଏହି ନଦୀବନ୍ଧ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଠାରେ ଅବସ୍ଥିତ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-କେଉଁ ନଦୀ କୂଳରୁ ମହେଞ୍ଜୋଦାର ଓ ହରପପା ଭଳି ଦୁଇଟି ସହରର ଧ୍ଵଂସଵାଶେଷ ମିଳିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶିନ୍ଧୁ ନଦୀ କୂଳରୁ ମହେଞ୍ଜୋଦାର ଓ ହରପପା ଭଳି ଦୁଇଟି ସହରର ଧ୍ଵଂସଵାଶେଷ ମିଳିଥିଲା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କେଉଁ ଜିନିଷକୁ ଚାଷ କାମରେ ବ୍ୟବହାର କରାଯାଏ ନାହିଁ ?
କ)ମଇ ,ଖ)ଦାଆ ,ଗ)କୋଡ଼ି ,ଘ)ଶିଡି

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶିଡି।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଆଖୁ ମିଳୁଥିବା ଅଞ୍ଚଳରେ କେଉଁ କଳ ବସିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିନି କଳ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଏମାନଙ୍କ ମଧ୍ୟରୁ ଭିନ୍ନ ମନ୍ଦିରଟି କେଉଁଠି ? କ)ଜଗନ୍ନାଥ ମନ୍ଦିର ,ଖ)ତାରିଣୀ ମନ୍ଦିର ,ଗ)ଶିବ ମନ୍ଦିର ,ଘ)ହନୁମାନ ମନ୍ଦିର

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାରିଣୀ ମନ୍ଦିର।କାରଣ ଏଠି ସବୁ ଦେବତା ମନ୍ଦିର ନାମ କୁହାଯାଇଛି ଆଉ ତାରିଣୀ ମନ୍ଦିର ଏମାନଙ୍କ ଭିତରୁ ଗୋଟେ ଦେବୀଙ୍କ ମନ୍ଦିର ଅଟେ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଏମାନଙ୍କ ଭିତରୁ ଅଲଗା ପରିବା ଟିକୁ ଚିନ୍ହଟ କର ?

କ)ଆଳୁ, ଖ)ବାଇଗଣ, ଗ)କଦଳୀ, ଘ)ଟମାଟର

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆକୁ।କାରଣ ଏହି ୪ ଟି ପରିବାରୁ ଆଳୁ ମାଟି ତଳେ ଫଳିଥାଏ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-କେଉଁ ପ୍ରକାର ଖାଦ୍ୟ ରୋଗକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜୀବସାର।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ଖାଇବା ଲୁଣରେ କି ପ୍ରକାରର ଖାଦ୍ୟସାର ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧାତୁସାର।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-କିଏ ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପତ୍ର।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ବାରବାଟୀ ଦୁର୍ଗ କେଉଁଠାରେ ଅବସ୍ଥିତ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟକ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-କୂଆ ପଥର ଜଳର କେଉଁ ଅଵସ୍ଥା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଠିନ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ପୂର୍ଣ୍ଣିମା ଠାରୁ ଡେରିରେ କେତେ ମିନିଟ ଡେରିରେ ଚନ୍ଦ୍ର ଉଦୟ ହୁଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪୮ ମିନିଟ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-ଧ୍ରୁବ ତାରା ଆକାଶ କେଉଁ ଦିଗରେ ସବୁବେକେ ରହିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉତ୍ତର ଦିଗରେ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-କାହାର ଉଦୟ ନାହିଁ କି ଅସ୍ତ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧ୍ରୁବତାରା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-ପୂର୍ଣ୍ଣିମା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦିନକୁ କଣ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୃଷ୍ଣ ପକ୍ଷ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୯:-ଅମାବାସ୍ୟା ଠାରୁ ପୂର୍ଣ୍ଣମି ପର୍ଯ୍ୟନ୍ତ ୧୫ ଦିନକୁ କଣ କୁହନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶୁକ୍ଳ ପକ୍ଷ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୦:-ସପ୍ତର୍ଷି ମଣ୍ଡଳ କାହା ଚାରି ପାଖରେ ବୁଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧ୍ରୁବ ତାରା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୧:-ଘଡିକ କେତେ ମିନିଟ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪୮ ମିନିଟ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୨:-ଡିସେମ୍ବର ମାସରେ ଓଡ଼ିଶାର କେଉଁ ଋତୁ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶୀତ ଋତୁ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତେଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୩:-ଚନ୍ଦ୍ରର ନିଜର ଆଲୋକ ନାହିଁ,ସେ କାହା ଆଲୋକରେ ଆଲୋକିତ ହୁଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସେ ସୁର୍ଯ୍ୟ ଆଲୋକରେ ଆଲୋକିତ ହୁଏ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୪:-କେଉଁ ଦିନ ଗୁଡିକରେ ବାୟୁମଣ୍ଡଳର ଆଦ୍ରତା ଅଧିକ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବର୍ଷା ଦିନରେ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର

Leave a Reply

Your email address will not be published. Required fields are marked *